Home Left

Meta AI ବଞ୍ଚାଇଲା ଆତ୍ମହତ୍ୟା କରୁଥିବା ମହିଳାଙ୍କ ଜୀବନ

ଲକ୍ଷ୍ନୌ, ୩।୯: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣେ ମହିଳା(୨୧)ଙ୍କୁ ଆମେରିକୀୟ ସୋସିଆଲ ମିଡିଆ କମ୍ପାନୀ ମେଟା ଏଆଇ ବଞ୍ଚାଇପାରିଛି। ରବିବାର ଦ୍ୱିପହର ସମୟରେ ସ୍ଥାନୀୟ ନିଗୋହା ଥାନା ସୁଲତାନପୁର ଗ୍ରାମରେ ଉକ୍ତ ମହିଳା ଏକ ଚେୟାର ଉପରେ…

ମା’ ସହ ଛୁଆ ହାତୀର ଫୁଟ୍‌ବଲ ଖେଳ

ବ୍ୟାଙ୍କକ୍‌: ଗୋଟିଏ ଛୁଆ ହାତୀ ନିଜ ମା’ ସହ ଫୁଟ୍‌ବଲ ଖେଳିବାକୁ ଚେଷ୍ଟା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗୋଟିଏ ଛୁଆ ହାତୀ ଏକ ଫୁଟ୍‌ବଲକୁ ନିଜ ମା’ ଆଡ଼କୁ ବାରମ୍ବାର କିକ୍‌ କରି…

ଆହତ ଥିବା ସତ୍ତ୍ୱେ ‘ସିକନ୍ଦର’ର ଶୁଟିଂ ଜାରି ରଖିଛନ୍ତି ସଲ୍‌ମାନ

ମୁମ୍ବାଇ: କୌଣସି ପ୍ରକାରର ବାଧାବିଘ୍ନ ଆସିଲେ ମଧ୍ୟ ବଲିଉଡ୍‌ ଅଭିନେତା ସଲ୍‌ମାନ ଖାନ୍‌ ସର୍ବଦା ନିଜର କାର୍ଯ୍ୟ ପ୍ରତିଶ୍ରୁତିକୁ ପାଳନ କରି ଆସିଛନ୍ତି। ଏହାକୁ ସେ ପୁଣି ପ୍ରମାଣିତ କରି ଦେଖାଇଛନ୍ତି। ପିଞ୍ଜରା ହାଡ଼ରେ ଆଘାତ ଥିବା ସତ୍ତ୍ୱେ ମଧ୍ୟ ସଲ୍‌ମାନ ପୁଣିଥରେ…

୧୧୦ ମାଇଲ ପହଁରି ରେକର୍ଡ

ଲସ୍‌ ଏଞ୍ଜେଲ୍ସ: ବିଶ୍ୱର କିଛି ରେକର୍ଡ ଦୀର୍ଘ ବର୍ଷ ଧରି ଅକ୍ଷୁର୍ଣ୍ଣ ହୋଇରହିଛି। ପ୍ରସିଦ୍ଧ ଆମେରିକୀୟ ସନ୍ତରଣକାରୀ ଡାଏନା ନ୍ୟାଡ୍‌ଙ୍କ ନାମରେ ମଧ୍ୟ ଏହିପରି ଏକ ରେକର୍ଡ ରହିଛି। ୨୦୧୩ ସେପ୍ଟେମ୍ବର ୨ରେ ୬୪ ବର୍ଷ ବୟସରେ ସେ ଆମେରିକାର ଫ୍ଲୋରିଡାରୁ କ୍ୟୁବା…

ଏସ୍‌ବିଆଇର ନୂତନ ଉତ୍ପାଦ ସମ୍ଭାର

ନୂଆଦିଲ୍ଲୀ,୩।୯ (ଅଭୟ ଦାଶ): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସ୍‌ବିଆଇ)ର ନୂତନ ଉତ୍ପାଦ ସମ୍ଭାର (ଏମ୍‌ଟିଏସ୍‌ କାର୍ଡ ଏମ୍‌ଟିଏସ୍‌ କାର୍ଡ, ୱାନ୍‌ଭିଉ ମୋବାଇଲ୍‌ ଆପ୍ଲିକେଶନ୍‌ ଓ ନୂତନ ଡିଜାଇନ୍‌ ଏସବିଆଇ ଫାଷ୍ଟଟ୍ୟାଗ୍‌)ର ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି…

ଭିତରକନିକାରେ ବାର୍ଡ ଫ୍ଲୁ ଆଶଙ୍କା

ରାଜନଗର,୩ା୯(ଭାସ୍କର ରାଉତରାୟ): ଦେଶୀୟ ପକ୍ଷୀଙ୍କ ଆବାସସ୍ଥଳୀ ଭିତରକନିକା ଅଞ୍ଚଳରେ ବାର୍ଡ ଫ୍ଲୁ ହୋଇଛି କି ନା ସେ ନେଇ କୌଣସି ପରୀକ୍ଷା କରାଯାଇନାହିଁ। ରାଜନଗର ପ୍ରାଣୀ ଚିକିତ୍ସା ବିଭାଗର ଡା. ପ୍ରକାଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଭେଟେରିନାରି ସର୍ଜନ ସନ୍ତୋଷ ଜେନା,…

ବ୍ଲାକ୍‌ ଜେଡ୍‌କୁ ଟପ୍‌ ଏକ୍ସପର୍ଟ ଆଓ୍ବାର୍ଡ

ନୂଆଦିଲ୍ଲୀ,୩।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଗରବତି ନିର୍ମାତା ମହୀଶୂର ଦୀପ ପ୍ରଫ୍ୟୁମେରୀ ହାଉସ (ଏମ୍‌ଡିପିଏଚ୍‌)ର ପ୍ରମୁଖ ବ୍ରାଣ୍ଡ୍‌ ବ୍ଲାକ୍‌ ଜେଡ୍‌କୁ ଶ୍ରେଷ୍ଠ ରପ୍ତାନି ପୁରସ୍କାର(ଟପ୍‌ ଏକ୍ସପର୍ଟ ଆଓ୍ବାର୍ଡ) ମିଳିଛି। ଏପରିକି ବ୍ରାଣ୍ଡ୍‌ର ଗୁଣବତ୍ତା ଓ ଅଗରବତି ହସ୍ତଶିଳ୍ପ ବର୍ଗରେ ଉଲ୍ଲେଖନୀୟ ସଫଳତା…

୪ରୁ ହୋମ୍‌ ସପିଂ ସ୍ପ୍ରି ବୋନାଞ୍ଜା

ନୂଆଦିଲ୍ଲୀ,୩।୯ (ଅଭୟ ଦାଶ): ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଆମାଜନ.ଇନ୍‌ର ବହୁ ପ୍ରତୀକ୍ଷିତ ଅଫର(ସ୍କିମ) ‘ହୋମ୍‌ ସପିଂ ସ୍ପ୍ରି ବୋନାଞ୍ଜା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ୨୦୨୪ ସେପ୍ଟେମ୍ବର ୪ରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେଉଛି, ଏହା ଜରିଆରେ ଗ୍ରାହକ…

ଅଗଷ୍ଟରେ ହୋଣ୍ଡାର ୫,୩୮,୫୮୨ ୟୁନିଟ୍‌ ଗାଡ଼ି ବିକ୍ରି

ନୂଆଦିଲ୍ଲୀ,୩।୯ (ଅଭୟ ଦାଶ): ଦେଶର ପ୍ରମୁଖ ୨ ଚିକିଆ ଯାନ ବ୍ରାଣ୍ଡ୍‌ ତଥା ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ର ମାସିକ ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୪ ଅଗଷ୍ଟରେ କମ୍ପାନୀ ମୋଟ ୫,୩୮,୮୫୨…

ଆକ୍ସିସ ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୩।୯ (ଅଭୟ ଦାଶ): ଆକ୍ସିସ ବ୍ୟାଙ୍କର ନୂତନ ଶାଖା (୪ଟି ନୂଆ ଶାଖା) ନିକଟରେ କଟକ ଜିଲାର ଚୌଦ୍ୱାର ଓ ନିଶ୍ଚିନ୍ତକୋଇଲି ଏବଂ କେନ୍ଦ୍‌ୁଝର ଜିଲାର ଚମ୍ପୁଆ ସମେତ ମୟୂରଭଞ୍ଜ ଜିଲାର ବାହାଲଦାଠାରେ ଉଦଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କଟକ ଜିଲାର…

ବାର୍ଡ ଫ୍ଲୁ : ଓଡ଼ିଶା ଆସିବେ କେନ୍ଦ୍ରୀୟ ଦଳ

ଭୁବନେଶ୍ୱର, ୩ା୯(ବନ୍ଦନା ସେଠୀ): ରାଜ୍ୟର ପୁରୀ ଜିଲାର ପିପିଲି, ସତ୍ୟବାଦୀ, ନିମାପଡା ଓ ଡେଲାଙ୍ଗ ବ୍ଲକର ୪ଟି ଗ୍ରାମରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ କରାଯାଇଛି। ଭାରତ ସରକାରଙ୍କ ନିର୍ଦ୍ଦେଶିତ କାର୍ଯ୍ୟ ଯୋଜନା ଅନୁଯାୟୀ ଏହି ରୋଗର ନିୟନ୍ତ୍ରଣ ଓ ନିରାକରଣ…

ଏୟାର ଇଣ୍ଡିଆ ବିମାନ ଯାତ୍ରାରେ ମିଳିବ ଓ୍ବାଇଫାଇ ସେବା

ଭୁବନେଶ୍ୱର,୩।୯ (ଅନୁରାଧା ମହାରଣା): ଦିଲ୍ଲୀ-ଲଣ୍ଡନ ହେଥ୍ରୋ ରୁଟରେ ଏ୩୫୦ ବିମାନଠାରୁ ଆରମ୍ଭ କରି ଏୟାର ଇଣ୍ଡିଆ ଖୁବ ଶୀଘ୍ର ବିମାନରେ ୱାଇ-ଫାଇ ସୁବିଧା ଆରମ୍ଭ କରିବ। ଟାଟା ଗ୍ରୁପ ମାଲିକାନାର ଏହି ବିମାନ, ଏକ ଉଚ୍ଚକୋଟୀର ରୂପାନ୍ତର ଯାତ୍ରା ଉପରେ, ରବିବାର ଦିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri