ଛୁଟି ନ ମିଳିବାରୁ ରକ୍ତଲଗା ଛୁରୀ ଧରି ରାସ୍ତାରେ ବୁଲାଇଲେ ବ୍ୟକ୍ତି
କୋଲକାତା,୭।୨: ଗୁରୁବାର (୬ ଫେବୃଆରୀ) ଅପରାହ୍ନରେ କୋଲକାତାର ନ୍ୟୁଟାଉନ ଅଞ୍ଚଳରେ ଜଣେ ବ୍ୟକ୍ତି ରକ୍ତ ଲାଗିଥିବା ଛୁରୀ ଧରି ରାସ୍ତାରେ ବୁଲୁଥିବାର ଦେଖାଯିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେହି ବ୍ୟକ୍ତି ଜଣକ ରାଗରେ ଛୁରୀ ହଲାଇ କାହାକୁ ତାଙ୍କ ପାଖକୁ…
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ‘ଘରୋଇ ହିଂସାରେ ସ୍ତ୍ରୀଙ୍କୁ ରକ୍ଷା କରିବାକୁ ଆଗେଇ ନ ଆସିବା ଅପରାଧ ନୁହେଁ’
ନୂଆଦିଲ୍ଲୀ,୭।୨: ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବିବାଦରେ ସ୍ବାମୀଙ୍କ ସମ୍ପର୍କୀୟମାନଙ୍କୁ ଅନାବଶ୍ୟକ ଭାବରେ ପକ୍ଷଭୁକ୍ତ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଯଦି ଜଣେ ସମ୍ପର୍କୀୟ ଘରୋଇ ହିଂସା ମାମଲାରେ ହସ୍ତକ୍ଷେପ କରନ୍ତି ନାହିଁ, ତେବେ ଏହା ତାଙ୍କୁ ଫୌଜଦାରୀ ମାମଲାରେ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବିକଶିତ ହେବ ସତ୍ୟବାଦୀ ବନବିଦ୍ୟାଳୟ
ସାକ୍ଷୀଗୋପାଳ,୭।୨(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁରୀ ଜିଲାର ସତ୍ୟବାଦୀ ଐତିହାସିକ ବକୁଳବନ ସ୍ଥିତ ବନବିଦ୍ୟାଳୟର ହଜିଲା ସ୍ମୃତି ପୁଣି ଉଜ୍ଜିବୀତ ହେବ। ଛାତ୍ରୀଛାତ୍ର ଓ ପର୍ଯ୍ୟଟକମାନଙ୍କ ପାଇଁ ଏହାକୁ…
ସୋନୁ ସୁଦଙ୍କ ବଢିଲା ଅଡୁଆ: ଗିରଫ ଓ୍ବାରେଣ୍ଟ୍ ଜାରି
ବଲିଉଡ ଅଭିନେତା ସୋନୁ ସୁଦଙ୍କ ପାଇଁ ସମସ୍ୟା ବଢ଼ିଯାଇଛି। ଏକ ଠକେଇ ମାମଲାରେ ସାକ୍ଷ୍ୟ ଦେବାକୁ ହାଜର ନ ହେବା ପରେ କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଏହି ମାମଲାଟି ଲୁଧିଆନାର ଓକିଲ ରାଜେଶ ଖାନ୍ନା ଦାୟର…
ମାଲକାନଗିରି ତତ୍କାଳୀନ ଜିଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ବଡ଼ ଆଶ୍ବସ୍ତି
କଟକ,୭ା୨(କାର୍ତ୍ତିକ ସାହୁ): ମାଲକାନଗିରିର ତତ୍କାଳୀନ ଜିଲାପାଳ ମନୀଷ ଅଗ୍ରୱାଲଙ୍କୁ ଶୁକ୍ରବାର ଏକ ବଡ଼ ଆଶ୍ବସ୍ତି ମିଳିଛି। ନିମ୍ନ ଅଦାଲତଙ୍କ ଏନ୍ବିଡବ୍ଲ୍ୟୁ ଜାରି ଉପରେ ହାଇକୋର୍ଟ ରୋକ ଲଗାଇ ଦେଇଛନ୍ତି। ମାଲକାନଗିରିର ତତ୍କାଳୀନ ଜିଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡା…
Maharashtra: ‘ମହାରାଷ୍ଟ୍ର ନିର୍ବାଚନ ଫଳାଫଳରେ ଅନିୟମିତତା ଅଭିଯୋଗ ଲଗାଇଲେ ରାହୁଲ, ECI ଦେଲେ ଜବାବ
ନୂଆଦିଲ୍ଲୀ,୭।୨: କଂଗ୍ରେସ ଏମପି ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର) ଏମପି ସୁପ୍ରିୟା ସୁଲେ ଏବଂ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଏମପି ସଞ୍ଜୟ ରାଉତଙ୍କ ସହ ଏକ ମିଳିତ ଖବରଦାତା…
ଏକ୍ଜିଟ ପୋଲ ପରେ ପ୍ରଥମ ଥର ମୁହଁ ଖୋଲିଲା AAP, ଫଳାଫଳ ପୂର୍ବରୁ ବଢାଇଲା ଭାଜପାର ଚିନ୍ତା
ନୂଆଦିଲ୍ଲୀ, ୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକ୍ଜିଟ ପୋଲ ପରେ ଆମ ଆଦମୀ ପାର୍ଟି (ଏଏପି) ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି। ଏଏପି ନେତା ଗୋପାଳ ରାୟ କହିଛନ୍ତି ଯେ ଏଏପି ଦିଲ୍ଲୀରେ ୫୦ ରୁ ଅଧିକ ଆସନ ଜିତିବାକୁ ଯାଉଛି।…
ଟ୍ରାକ୍ଟର ଓଲଟି ଚାଲିଗଲା ୩ ଶ୍ରମିକଙ୍କ ଜୀବନ, ୪ ଗୁରୁତର
ଗୁଣୁପୁର,୭।୨: ରାୟଗଡ଼ା ଜିଲା ଗୁଣୁପୁର ଗୁଲୁମୁଣ୍ଡାପାକା ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଇଟା ବୋଝେଇ ଟ୍ରାକ୍ଟର ଓଲଟି ପଡି ୩ଜଣ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟିଥିବା ବେଳେ ଗାଡ଼ି ଚାଳକଙ୍କ ସମେତ ୪ ଗୁରୁତର ଆହତ ହୋଇ…
ଭୟାବହ ଅଗ୍ନିକାଣ୍ଡ: ନିଆଁ ଲାଗି ଜଳିଗଲା ଏକାଧିକ ଦୋକାନ
ପଲାନୀ(ତାମିଲନାଡୁ),୭।୨: ଶୁକ୍ରବାର ସକାଳୁ ସକାଳୁ ତାମିଲନାଡୁ ପଲାନୀ ଜିଲାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ମାକେର୍ଟରେ ଥିବା ଏକାଧିକ ଦୋକାନରେ ନିଆଁ ଲାଗି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁର ମାତ୍ରା ଏତେଜୋର ଥିଲା ଯେ, ଚାହୁଁଚାହୁଁ ଦୋକାନକୁ ଦୋକାନ ବ୍ୟାପି…
‘ମୋତେ ସୁଯୋଗ ମିଳିଲେ, ମୁଁ ଗୋଟିଏ କ୍ଷଣ ବି ଚିନ୍ତା କରିବନି ତୁମକୁ ହତ୍ୟା କରିବାକୁ’, ଟ୍ରମ୍ପକୁ ଏମିତି ଧମକ ଦେଲେ ଇରାନ ସାଂସଦ
ତେହରାନ,୭।୨: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ନିକଟରେ ଟ୍ରମ୍ପ ଗାଜା ସମ୍ପର୍କରେ ତାଙ୍କର ଯୋଜନା ଉପସ୍ଥାପନ କରିଥିଲେ। ଇରାନ ଏହା ବିରୋଧରେ ପ୍ରତିବାଦ କରିଥିଲା। ରାଷ୍ଟ୍ରପତି ଟ୍ରମ୍ପ ଗାଜା ଷ୍ଟ୍ରିପକୁ ମିଶ୍ରଣ ଏବଂ ପୁନଃବିକଶିତ…
୩ ଦିନରେ ୪ଡିଗ୍ରୀ ବଢ଼ିବ ତାତି
ଭୁବନେଶ୍ୱର,୭ା୨(ଅନୁରାଧା ମହାରଣା):ରାଜ୍ୟରେ ଖରା ଓ ଗୁଳୁଗୁଳି ଜାରି ରହିଥିବାବେଳେ ଗୁରୁବାର ୪ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଓ ଏହାଠାରୁ ଅଧିକ ରେକର୍ଡ କରାଯାଉଛି। ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୫.ଋ ଡିଗ୍ରୀ ସେଲସିୟସ୍ ରହିଥିବାବେଳେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ…
Champions Trophy: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ସବୁ ପ୍ରକାରର ପରୀକ୍ଷା କରିବାକୁ ଚାହୁଁଛନ୍ତି ଅଧିନାୟକ ରୋହିତ
ନୂଆଦିଲ୍ଲୀ,୭ା୨: ଅଧିନାୟକ ରୋହିତ ଶର୍ମା ଗୁରୁବାର କହିଛନ୍ତି ଯେ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ କିଛି ବିଶେଷ ହାସଲ କରିବାକୁ ଚେଷ୍ଟା କରୁନାହିଁ କିନ୍ତୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚ୍ ପରି ଯଥାସମ୍ଭବ ସଠିକ୍ ପ୍ରଦର୍ଶନ କରିବାକୁ ଚାହୁଁଛି।…
Archives


