ରୋହିତ-ବିରାଟ ଯିବା ପରେ ପୁରୁଣା ଜାଗାକୁ ଫେରିଲେ ଇରଫାନ
ନୂଆଦିଲ୍ଲୀ,୧୦।୬: ଭାରତର ପ୍ରସିଦ୍ଧ କ୍ରିକେଟର ଇରଫାନ ପଠାନ କ୍ରିକେଟରୁ ଅବସର ନେବା ପରେ କମେଣ୍ଟ୍ରି ପ୍ୟାନେଲରେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲେ। ପ୍ରଶଂସକମାନେ ମଧ୍ୟ ତାଙ୍କ ଶୈଳୀକୁ ବହୁତ ପସନ୍ଦ କରନ୍ତି। ତଥାପି, ସେ ସଦ୍ୟ ସମାପ୍ତ ଆଇପିଏଲ ୨୦୨୫ରେ…
ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଜାଣନ୍ତୁ ହନିମୁନରେ କେମିତି କରାଯାଇଥିଲା ରାଜା ରଘୁବଂଶୀଙ୍କୁ ହତ୍ୟା
ଇନ୍ଦୋର,୧୦।୬: ଇନ୍ଦୋରର ଯୁବକ ରାଜା ରଘୁବଂଶୀ ତାଙ୍କ ପତ୍ନୀ ସୋନମଙ୍କ ସହିତ ମେଘାଳୟର ବୁଲିବାକୁ ଆସିଥିଲେ। ମେ ୨୩ ତାରିଖରେ ଉଭୟ ନିଖୋଜ ହୋଇଗଲେ ଏବଂ ତା’ପରେ ଜୁନ ୨ ତାରିଖରେ ରାଜାଙ୍କ ମୃତଦେହ ଏକ ପାହାଡ଼ରୁ ମିଳିଥିଲା। ସେ ଗୁରୁତର…
ହନିମୁନ ମର୍ଡର ମିଷ୍ଟ୍ରିରେ ଆସିଲା ନୂଆ ଟୁଇଷ୍ଟ, ରାଜ କୁଶଓ୍ବାହଙ୍କ ମା’ କହୁକହୁ କହିଦେଲେ ଏମିତି କଥା, ସମସ୍ତେ ଆଶ୍ଚର୍ଯ୍ୟ…
ଇନ୍ଦୋର,୧୦।୬: ଇନ୍ଦୋରରୁ ମେଘାଳୟକୁ ହନିମୁନ କରିବାକୁ ଯାଇଥିବା ରାଜା ରଘୁବଂଶୀଙ୍କ ମୃତ୍ୟୁର ସନ୍ଦେହର ଖିଅ ସୋନମ ରଘୁବଂଶୀ ଏବଂ ତାଙ୍କ ଅଭିଯୁକ୍ତ ପ୍ରେମିକ ରାଜ କୁଶୱାହାଙ୍କ ଉପରେ ଘୂରୁଛି। ପୋଲିସ ଉଭୟଙ୍କୁ ଗିରଫ କରିଛି। ଏବେ ରାଜ କୁଶୱାହାଙ୍କ ବିଧବା ମାଆ…
ଆଜି ପ୍ରକାଶ ପାଇବ OJEE ରେଜଲ୍ଟ
ଭୁବନେଶ୍ୱର,୧୦।୬: ମଙ୍ଗଳବାର ପ୍ରକାଶ ପାଇବ OJEE-୨୦୨୫ ରେଜଲ୍ଟ। ସନ୍ଧ୍ୟା ୫ରୁ ୬ ମଧ୍ୟରେ ଆସିବ ରେଜଲ୍ଟ। ଶିଳ୍ପମନ୍ତ୍ରୀ ଆନୁଷ୍ଠାନିକ ଭାବେ OJEE-୨୦୨୫ ରେଜଲ୍ଟ ଘୋଷଣା କରିବେ। ojee.nic.in ୱେବ୍ସାଇଟ୍ରେ ଛାତ୍ରୀଛାତ୍ର ନିଜ ର଼୍ୟାଙ୍କ୍ କାର୍ଡ ପାଇପାରିବେ।
୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ: ମାଡିବସିଲା ଭିଜିଲାନ୍ସ
ବରଗଡ଼, ୧୦।୬(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଗାଇସିଲଟ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ସ୍ଥାନୀୟ ଆରଡି ରାସ୍ତାରୁ କଂସଡୋଲ ରାସ୍ତା ଉନ୍ନତିକରଣ ବାବଦ ଟଙ୍କା ରିଲିଜ କରିବା ପାଇଁ ସେ ପ୍ରଦୀପ…
ଜୁନ ୧୮ରେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ: ବଢୁଛି ରାଜନୈତିକ ଉଷ୍ମତା
ପାଟଣା,୧୦।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଧ୍ୟକ୍ଷା ପଦପାଇଁ ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ୧୮ଜୁନ ଦିନ ୧୨.୩୦ଦିନ ଧାର୍ଯ୍ୟ କରିଛନ୍ତି। ଏନେଇ ନିର୍ବାଚନ କମିଶନ ନୋଟିସ ସଂଖ୍ୟା ୧୫୪୫/ଏସଇସି ରେ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ,…
ସ୍ତ୍ରୀଙ୍କୁ ମାରି ନିଜେ ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓରେ ଏମିତି କଥା କହିଦେଇଥିଲେ ସ୍ବାମୀ: ଭାଇରାଲ ହେଉଛି ଭିଡିଓ
ଗଜପତି,୧୦।୬(ଗିରିଧାରୀ ପରିଛା):ପରକ୍ରିୟା ପ୍ରୀତି ଯୋଗୁ ସ୍ତ୍ରୀଙ୍କୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି ସ୍ବାମୀ। ନିଜେ ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଥିଲେ ସମ୍ପୁର୍ଣ୍ଣ କାହାଣୀ । ଏହି ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି। ପୋଲିସ ଏହି…
ବିବାହର ଖୁବ କମ ଦିନ ମଧ୍ୟରେ ଖାନ ସାର୍ଙ୍କ ଘରେ ଆରମ୍ଭ ହେଲାଣି ଝଗଡ଼ା! ସାର୍ କହିଲେ…
ପାଟନା,୧୦।୬: ଗତ ମାସରେ, ଜଣାଶୁଣା ଶିକ୍ଷକ ଖାନ ସାର୍ ବିବାହ କରିଥିଲେ। ବିବାହର ପ୍ରାୟ ଗୋଟିଏ ମାସ ପରେ, ସେ ସମସ୍ତଙ୍କୁ ଏହା ଜଣାଇଥିଲେ। ଏହା ପରେ, ତାଙ୍କ ବିବାହ ସହିତ ଜଡିତ ପ୍ରତ୍ୟେକ ଛୋଟ ବଡ଼ କଥା ସୋସିଆଲ ମିଡିଆରେ…
ଭୟଙ୍କର ଅଗ୍ନୀକାଣ୍ଡ, ଜୀବନ ବଞ୍ଚାଇବାକୁ ୭ ମହଲାରୁ ଡେଇଁ ପଡିଲେ ଲୋକେ, ସ୍ଥିତି ଗମ୍ଭୀର
ନୂଆଦିଲ୍ଲୀ,୧୦।୬: ମଙ୍ଗଳବାର ସକାଳେ ଦିଲ୍ଲୀର ଦ୍ୱାରକା ସେକ୍ଟର-୧୩ରେ ଏକ କୋଠାର ସପ୍ତମ ମହଲାରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଅନେକ ଲୋକ ତରବରରେ କୋଠାରୁ ତଳକୁ ଡେଇଁ ପଡ଼ିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲରେ…
ଦେଶରେ କରୋନାରେ ଗଲା ଆଉ ଏକ ଜୀବନ, ଜାଣନ୍ତୁ ୨୪ ଘଣ୍ଟାରେ ସଂକ୍ରମଣ ସ୍ଥିତି
ନୂଆଦିଲ୍ଲୀ,୧୦।୬: ରାଜଧାନୀ ଦିଲ୍ଲୀରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଉଛି। ମଙ୍ଗଳବାର ଦିଲ୍ଲୀରେ ଜଣେ ୯୦ ବର୍ଷୀୟା ମହିଳାଙ୍କର କରୋନାରେ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୬୯୧ ସକ୍ରିୟ କୋଭିଡ ମାମଲା ରିପୋର୍ଟ…
ବସ୍କୁ ଧକ୍କା ଦେଲା ତେଲ ଟ୍ୟାଙ୍କର:ଚାଲିଗଲା ଡ୍ରାଇଭରଙ୍କ ଜୀବନ
ଧର୍ମଶାଳା,୧୦।୬(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବସ ଷ୍ଟାଣ୍ଡ ନିକଟରେ ବସକୁ ଏକ ତେଲ ଟ୍ୟାଙ୍କର ଧକ୍କା ଦେବା ଫଳରେ ଡ୍ରାଇଭର ମୃତଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଓଆର୍୦୫ଏଏଲ୯୭୫୯ ତେଲ ଟ୍ୟାଙ୍କର ଟ୍ରକଟି କଟକରୁ ବାଲେଶର ଅଭିମୁଖେ…
ଗଛରେ ପିଟିହେଲା କାର୍: ଚାଲିଗଲା ୨ ଜୀବନ
ଯାଜପୁର,୧୦।୬: ଯାଜପୁର ଜିଲା କାଳିଆପାଣି ଥାନା ମହୁଲଖାଲ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କାର୍ରେ ଥିବା ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ…

