Home Left

ଶେୟାର ବଜାର କାରବାରରେ ଉତ୍ସାହ

ମୁମ୍ବାଇ,୪।୧୨:କ୍ରମାଗତ ତୃତୀୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ଦ୍ୱିତୀୟ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇପାରିଛନ୍ତି। ବିଶେଷକରି ମଙ୍ଗଳବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର…

ଏନ୍‌ଏସିରେ ହୋଇପାରୁନି ବିକାଶ

ଧାମନଗର,୪।୧୨(ସନ୍ତୋଷ କୁମାର ମହାପାତ୍ର): ଗତ ସାଧାରଣ ନିର୍ବାଚନ ପରଠାରୁ ଧାମନଗର ଏନ୍‌ଏସିରେ ଦିନକୁ ଦିନ ବିପର୍ଯ୍ୟସ୍ତ ଅବସ୍ଥା ଦେଖିବାକୁ ମିଳୁଛି। ବହୁ କୋଟି ଟଙ୍କା ମହଜୁଦ ଥାଇ ମଧ୍ୟ କାର୍ଯ୍ୟ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଅଧ୍ୟକ୍ଷା ଓ…

ଚାଇନା ଆଲୋଚନା ପାଇଁ ଜୟଶଙ୍କରଙ୍କ ୩ ସିଦ୍ଧାନ୍ତ

ନୂଆଦିଲ୍ଲୀ,୪ା୧୨(ପି.ଟି.):ସୀମା ପ୍ରସଙ୍ଗର ଉତ୍ତମ ତଥା ଆପୋଷରେ ଗ୍ରହଣୀୟ ହେଲା ଭଳି ସମାଧାନ ପାଇଁ ଭାରତ ଚାଇନା ସହ ଆଲୋଚନା ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମଙ୍ଗଳବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଲୋକ ସଭାରେ କହିଛନ୍ତି। ତେବେ ଏଥିପାଇଁ ସେ ୩ଟି…

୫ରେ କେବଳ ମୁଖ୍ୟମନ୍ତ୍ରୀ, ୨ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ

ମୁମ୍ବାଇ,୪ା୧୨:ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ଏପର୍ଯ୍ୟନ୍ତ ଘୋଷଣା ହୋଇ ନ ଥିବାବେଳେ ଗୁରୁବାର ଶପଥଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୨,୦୦୦ ଭିଭିଆଇପି ଯୋଗଦେବେ। ୫ ତାରିଖରେ କେବଳ ମୁଖ୍ୟମନ୍ତ୍ରୀ…

ବନ୍ଦର ବିରୋଧରେ ତେଜୁଛି ଅସନ୍ତୋଷ

ବାଲିଆପାଳ, ୪।୧୨(ଗୋପାଳ ଚନ୍ଦ୍ର ସାହୁ):ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳ ଚଉମୁଖଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ପାଇଁ ଚଳିତ ମାସ ୧୭ ତାରିଖ ହେବାକୁ ଥିବା ଜନଶୁଣାଣିରେ ବନ୍ଦରକୁ ବିରୋଧ କରି ଭିଟାମାଟିକୁ ସୁରକ୍ଷା ଦେବା ପାଇଁ ଭିଟାମାଟି…

ଦିବ୍ୟାଙ୍ଗଙ୍କୁ ଜୀବନଜୀବିକାରେ ସ୍ବାବଲମ୍ବୀ ପାଇଁ ପ୍ରୟାସ: ସୋଲାର ଚାଳିତ ଯନ୍ତ୍ରପାତିରେ ସ୍ବାବଲମ୍ବୀ

ଦାରିଙ୍ଗବାଡି,୪।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରହିଥିବା ଦିବ୍ୟାଙ୍ଗମାନଙ୍କୁ ଜୀବନଜୀବିକାରେ ସ୍ବାବଲମ୍ବୀ କରିବାକୁ ପ୍ରୟାସ ଆରମ୍ଭ କରାଯାଇଛି ବିଶେଷକରି ଦିବ୍ୟାଙ୍ଗମାନେ ଘରେ ବସି ରୋଜଗାର କରିବା ପାଇଁ କିମ୍ବା ଭ୍ରାମ୍ୟମାଣ ବ୍ୟବସାୟ କରିବାକୁ ଯୋଜନା କରାଯିବା ସହ ଏସମ୍ପର୍କରେ…

ବିଧାୟକଙ୍କୁ ଆକ୍ରମଣ ମାମଲାରେ ୧୪ଜଣଙ୍କୁ ଜାମିନ

ଯାଜପୁର ଟାଉନ,୪।୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ମାମଲାରେ ମଙ୍ଗଳବାର ୧୪ଜଣଙ୍କ ଜାମିନ ମଞ୍ଜୁର ହୋଇଛି। ଏହି ଘଟଣାରେ ଯାଜପୁର ପୋଲିସ ୧୪ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଥିଲା। ଗତ ନଭେମ୍ବର ୨୦…

ଜୈବିକ ପଦ୍ଧତିରେ ମୂଳା ଚାଷ ଦେଇଛି ରୋଜଗାର

ଦାରିଙ୍ଗବାଡି, ୪।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଉଦ୍ୟାନ ଚାଷୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି ଆଗରୁ କେବଳ ଜୈବିକ ହଳଦୀ, ଅଦା, ସୋରିଷ ଆଦି ଚାଷ କରୁଥିବା ବେଳେ ଏବେ ଉଦ୍ୟାନ ଚାଷ ପାଇଁ ଆଗ୍ରହ…

କାର ସହ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ: ୩ ଗିରଫ

ଦେବଗଡ,୪।୧୨(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲା ରିଆମାଳ ଥାନା ତେଲିମୁଣ୍ଡା ଛକରୁ ଏକ ସ୍ବିଫ୍ଟ କାର ସହିତ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ। ଏହି ଘଟଣାରେ ୩ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ରିଆମାଳ ଥାନା ବାଲିଜୋରି ଗ୍ରାମର…

ଶିମିଳିପାଳରେ ୨ କଳାବାଘ ଶାବକ

ବାରିପଦା, ୪ା୧୨:(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମିଲେନାଷ୍ଟିକ ଟି-୨୪ ପ୍ରଜାତି ବାଘର ୨ ଶାବକ ମା’ ସହ ବୁଲୁଥିବା ଏଆଇ କ୍ୟାମେରାରେ କଏଦ ହୋଇଛି। ଏନେଇ ଖୁସି ପ୍ରକଟ କରି ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ…

୧୦ ବର୍ଷରେ ଦାଦନରେ ମୃତ୍ୟୁବରଣ କରିଛନ୍ତି ୪୦୩: ଏହି ଜିଲାରୁ ସର୍ବାଧିକ

ଭୁବନେଶ୍ୱର,୪ା୧୨(ଅନିଲ ଦାସ):ଓଡ଼ିଶାରୁ ବାହାର ରାଜ୍ୟକୁ ଗତ ୧୦ବର୍ଷରେ ଦାଦନ ଖଟିବାକୁ ଯାଇଥିବା ଲୋକଙ୍କ ମଧ୍ୟରୁ ୪୦୩ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ମଙ୍ଗଳବାର ବିଧାନସଭାରେ ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ…

ନିଖୋଜ, ଅପହରଣ ନା ପ୍ରଚାର…ହାସ୍ୟ ଅଭିନେତା ସୁନୀଲ ପାଲ ନିଖୋଜ ନେଇ ଥାନାରେ ପତ୍ନୀ

ମୁମ୍ବାଇ,୩।୧୨: ଅଭିନେତା ତଥା ଲୋକପ୍ରିୟ କମେଡିଆନ୍‌ ସୁନୀଲ ପାଲଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ସେ ନିଖୋଜ ଥିବା ନେଇ ପତ୍ନୀ ସାନ୍ତାକ୍ରୁଜ୍‌ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସାରା ଦିନ ପତ୍ନୀଙ୍କ ସହ ସମ୍ପର୍କ ହୋଇପାରିନାହିଁ। ଫୋନ୍‌ କରିବାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri