Home Left

ଓଡ଼ିଆ ପୁଅ RPSC ଅଧ୍ୟକ୍ଷ: ରାଜସ୍ଥାନ ସରକାର …

ଭୁବନେଶ୍ୱର,୧୦।୬:ଓଡ଼ିଆ ପୁଅ IPS ଉତ୍କଳ ରଂଜନ ସାହୁ RPSC ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଉତ୍କଳ ରଂଜନ ରାଜସ୍ଥାନର ଡିଜିପି ଭାବେ କାର୍ଯ୍ୟ କରୁଥିଲେ। ନୂଆ ଦାୟିତ୍ୱ ନେଇ ରାଜସ୍ଥାନ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଆସନ୍ତା ବର୍ଷ ଜୁନ ପର୍ଯ୍ୟନ୍ତ RPSC…

ସରକାରଙ୍କ ବଡ଼ ଘୋଷଣା: ଆଉ ୪୦ ହଜାର ନିଯୁକ୍ତି…

ଭୁବନେଶ୍ୱର,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ଏବଂ ରାଜ୍ୟ ଭାଜପା ସରକାରଙ୍କ ପ୍ରଥମ ବର୍ଷର ଉପଲବ୍ଧି ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବର୍ଷକର ସଫଳ ଯାତ୍ରାରେ ଲୋକଙ୍କ ଆଶା ପୂରଣ କରିଛୁ ବୋଲି ମଙ୍ଗଳବାର…

ଚାକିରିକୁ ପୂରିନି ଦେଢ ବର୍ଷ, କନିଷ୍ଠ ଯନ୍ତ୍ରୀଙ୍କୁ ଗ୍ରାସିଲା ଟଙ୍କା ଲୋଭ: ଭିଜିଲାନ୍ସ ହାବୁଡରେ ପଡ଼ି…

ବରଗଡ,୧୦।୬(ପ୍ରେମାନନ୍ଦ ଖମାରୀ): ୮ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ଛନ୍ତି ବରଗଡ଼ ଜିଲା ଗାଇସିଲଟ ବ୍ଲକରେ କାର୍ଯ୍ୟରତ ମହିଳା କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ। ସ୍ଥାନୀୟ ଆରଡି ରାସ୍ତାରୁ କଂସଡୋଲ ରାସ୍ତା ଉନ୍ନତିକରଣ ବାବଦ ଟଙ୍କା ରିଲିଜ କରିବା…

ମା’, ପୁଅଙ୍କୁ ହତ୍ୟା ଉଦ୍ୟମ ମାମଲା: ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ଝୋଲାରୀ ଗ୍ରାମର ମା’, ପୁଅ ହତ୍ୟା ଉଦ୍ୟମ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଭଞ୍ଜନଗର ଆସିଷ୍ଟାଣ୍ଡ ସେସନସ ଜଜ ଦେବାଶିଷ ବିଷୋୟୀ ମାମଲାର ବିଚାରଣ କରି ଅଭିଯୁକ୍ତ ରୂପ ନାରାୟଣ…

ଧର୍ମଶାଳାରେ ବ୍ୟାପିଲା ଝାଡ଼ାବାନ୍ତି: ଗଛମୂଳେ ସାଲାଇନ ଲଗାଇ ଚିକିତ୍ସିତ ହେଉଛନ୍ତି ରୋଗୀ

ଧର୍ମଶାଳା,୧୦।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଶତାଧିକ ଲୋକେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସକାଳୁ ସକାଳୁ ଏହି ଅଞ୍ଚଳର ଅନେକ ପଞ୍ଚାୟତରେ ଲୋକେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ମେଡିକାଲ…

ବିଦ୍ୟୁତ ନାହିଁ: ସ୍ବାସ୍ଥ୍ୟକେନ୍ଦ୍ରରେ ପିଇବା ପାଣି ଅଭାବ, ରୋଗୀ ହଇରାଣ

ଦାରିଙ୍ଗବାଡି,୧୦।୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ବିଳମ୍ବିତ ରାତି ଠାରୁ ବିଦ୍ୟୁତ ଅଚଳ ହୋଇପଡିଛି। ଫଳରେ ଅଞ୍ଚଳବାସୀ ବହୁତ ହଇରାଣ ଭୋଗୁଛନ୍ତି। ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକରେ କାର୍ଯ୍ୟ ଏକପ୍ରକାର ଅଚଳ ହୋଇପଡିଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବ୍ୟାହତ ହୋଇଛି।…

ପ୍ରାଣୀଙ୍କ ଆଶୁ ଚିକିତ୍ସାରେ ପ୍ରାଣୀମିତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର,୧୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜଲା ଭଞ୍ଜନଗର ପ୍ରାଣୀ ସମ୍ପଦ ବିକାଶ ବିଭାଗ କର୍ମଚାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ସମ୍ପ୍ରସାରଣ ତାଲିମ କେନ୍ଦ୍ରରେ ମଙ୍ଗଳବାର ଠାରୁ ୧୭ ଦିନିଆ ପ୍ରାଣୀମିତ୍ର ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଗଞ୍ଜାମ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ…

ରୋହିତ-ବିରାଟ ଯିବା ପରେ ପୁରୁଣା ଜାଗାକୁ ଫେରିଲେ ଇରଫାନ

ନୂଆଦିଲ୍ଲୀ,୧୦।୬: ଭାରତର ପ୍ରସିଦ୍ଧ କ୍ରିକେଟର ଇରଫାନ ପଠାନ କ୍ରିକେଟରୁ ଅବସର ନେବା ପରେ କମେଣ୍ଟ୍ରି ପ୍ୟାନେଲରେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲେ। ପ୍ରଶଂସକମାନେ ମଧ୍ୟ ତାଙ୍କ ଶୈଳୀକୁ ବହୁତ ପସନ୍ଦ କରନ୍ତି। ତଥାପି, ସେ ସଦ୍ୟ ସମାପ୍ତ ଆଇପିଏଲ ୨୦୨୫ରେ…

ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଜାଣନ୍ତୁ ହନିମୁନରେ କେମିତି କରାଯାଇଥିଲା ରାଜା ରଘୁବଂଶୀଙ୍କୁ ହତ୍ୟା

ଇନ୍ଦୋର,୧୦।୬: ଇନ୍ଦୋରର ଯୁବକ ରାଜା ରଘୁବଂଶୀ ତାଙ୍କ ପତ୍ନୀ ସୋନମଙ୍କ ସହିତ ମେଘାଳୟର ବୁଲିବାକୁ ଆସିଥିଲେ। ମେ ୨୩ ତାରିଖରେ ଉଭୟ ନିଖୋଜ ହୋଇଗଲେ ଏବଂ ତା’ପରେ ଜୁନ ୨ ତାରିଖରେ ରାଜାଙ୍କ ମୃତଦେହ ଏକ ପାହାଡ଼ରୁ ମିଳିଥିଲା। ସେ ଗୁରୁତର…

ହନିମୁନ ମର୍ଡର ମିଷ୍ଟ୍ରିରେ ଆସିଲା ନୂଆ ଟୁଇଷ୍ଟ, ରାଜ କୁଶଓ୍ବାହଙ୍କ ମା’ କହୁକହୁ କହିଦେଲେ ଏମିତି କଥା, ସମସ୍ତେ ଆଶ୍ଚର୍ଯ୍ୟ…

ଇନ୍ଦୋର,୧୦।୬: ଇନ୍ଦୋରରୁ ମେଘାଳୟକୁ ହନିମୁନ କରିବାକୁ ଯାଇଥିବା ରାଜା ରଘୁବଂଶୀଙ୍କ ମୃତ୍ୟୁର ସନ୍ଦେହର ଖିଅ ସୋନମ ରଘୁବଂଶୀ ଏବଂ ତାଙ୍କ ଅଭିଯୁକ୍ତ ପ୍ରେମିକ ରାଜ କୁଶୱାହାଙ୍କ ଉପରେ ଘୂରୁଛି। ପୋଲିସ ଉଭୟଙ୍କୁ ଗିରଫ କରିଛି। ଏବେ ରାଜ କୁଶୱାହାଙ୍କ ବିଧବା ମାଆ…

ଆଜି ପ୍ରକାଶ ପାଇବ OJEE ରେଜଲ୍ଟ

ଭୁବନେଶ୍ୱର,୧୦।୬: ମଙ୍ଗଳବାର ପ୍ରକାଶ ପାଇବ OJEE-୨୦୨୫ ରେଜଲ୍ଟ। ସନ୍ଧ୍ୟା ୫ରୁ ୬ ମଧ୍ୟରେ ଆସିବ ରେଜଲ୍ଟ। ଶିଳ୍ପମନ୍ତ୍ରୀ ଆନୁଷ୍ଠାନିକ ଭାବେ OJEE-୨୦୨୫ ରେଜଲ୍ଟ ଘୋଷଣା କରିବେ। ojee.nic.in ୱେବ୍‌ସାଇଟ୍‌ରେ ଛାତ୍ରୀଛାତ୍ର ନିଜ ର଼୍ୟାଙ୍କ୍‌ କାର୍ଡ ପାଇପାରିବେ।

୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ: ମାଡିବସିଲା ଭିଜିଲାନ୍ସ

ବରଗଡ଼, ୧୦।୬(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଗାଇସିଲଟ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ସ୍ଥାନୀୟ ଆରଡି ରାସ୍ତାରୁ କଂସଡୋଲ ରାସ୍ତା ଉନ୍ନତିକରଣ ବାବଦ ଟଙ୍କା ରିଲିଜ କରିବା ପାଇଁ ସେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?