ଟ୍ରମ୍ପଙ୍କ ଧମକ ପରେ ପଛକୁ ଫେରିଲା ପାନାମା
ଓ୍ବାଶିଂଟନ,୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାନାମାକୁ ନିରନ୍ତର ଧମକ ଦେଉଛନ୍ତି। ଏବେ ତାଙ୍କର ଧମକର ପ୍ରଭାବ ପାନାମା ଉପରେ ପଡୁଥିବା ପରି ମନେ ହେଉଛି। ଏହି କାରଣରୁ ରାଷ୍ଟ୍ରପତି ଜୋସେ ରାଉଲ ମୁଲିନୋଙ୍କ ସରକାର କହିଛନ୍ତି ଯେ ପାନାମା ଚାଇନାର…
ରାତି ହେଲେ ଭୟ ଲାଗୁଛି: ଏମିତି କାହିଁକି କହିଲେ…
ଭୁବନେଶ୍ୱର,୩।୨: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣା ୧୦ ଦିନ ବିତିଯାଇଥିଲେ ବି ପୋଲିସ ଲୁଟେରାଙ୍କୁ ଧରିବାରେ ଅସଫଳ ହୋଇଛି। ଏହାକୁ ନେଇ ଏବେ ନିରଞ୍ଜନ ମୁହଁ ଖୋଲିଛନ୍ତି। ନିରଞ୍ଜନ କହିଛନ୍ତି, ଜିନିଷ ଫେରି ପାଇବି କି…
ସାଧୁସନ୍ଥଙ୍କ ସମାଗମରେ ଚଳଚଞ୍ଚଳ ଖଣ୍ଡଗିରି
ଭୁବନେଶ୍ୱର,୩ା୨ (ସୌମ୍ୟରଞ୍ଜନ ରାଉତ) ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ଏଥିସହ ୫ରୁ ସ୍ଥାନୀୟ ପାନ୍ଥିକାଠାରେ ଐତିହ୍ୟ, ସଂସ୍କୃତିର ଗାଥା ପ୍ରଦର୍ଶନ ସହ ମନୋରଞ୍ଜନ କରିବ ଐରଖାରବେଳ ମହୋତ୍ସବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ…
School Closed: ଆସିଲା ବଡ଼ ଅପଡେଟ୍, ସ୍କୁଲ ଛୁଟି ଘୋଷଣା କଲେ ସରକାର, ଏହି ଦିନ ରହିବ ବନ୍ଦ
ନୂଆଦିଲ୍ଲୀ,୩।୨: ୨୦୨୫ ଫେବୃଆରୀ ୫ ତାରିଖରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏପରି ପରିସ୍ଥିତିରେ ଅନେକ ଲୋକ, ବିଶେଷକରି ଅଭିଭାବକ ଏବଂ ଛାତ୍ରମାନେ ଜାଣିବାକୁ ଚାହାଁନ୍ତି ଯେ ସ୍କୁଲ ଏବଂ କଲେଜ ଖୋଲା ରହିବ କି ନାହିଁ। ଏଥର ମଧ୍ୟ…
ଆତ୍ମହତ୍ୟା କଲେ ବରିଷ୍ଠ କଂଗ୍ରେସ ନେତାଙ୍କ ପୁଅ, ନିକଟରେ ଭେଟିଥିଲେ ରାହୁଲ
ପାଟନା,୩।୨: ବିହାରର ବରିଷ୍ଠ କଂଗ୍ରେସ ନେତା ଶକିଲ ଅହମ୍ମଦ ଖାନଙ୍କ ପୁଅ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କୁହାଯାଉଛି ଯେ ସେ ପାଟନାର ଏମଏଲସି ବାସଭବନରେ ଆତ୍ମହତ୍ୟା କରିଛନ୍ତି। ସଚିବାଳୟ ଡିଏସପି ଘଟଣାର ସତ୍ୟାସତ୍ୟ ପ୍ରକାଶ କରିଛନ୍ତି ଏବଂ ପୋଲିସ ଅଧିକାରୀମାନେ…
ନାକ୍ ମାନ୍ୟତା ପାଇଁ ଲାଞ୍ଚ: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ସମେତ ୧୦ ଗିରଫ
ସମ୍ବଲପୁର(ପ୍ରମୋଦ ବହିଦାର)/ ନୂଆଦିଲ୍ଲୀ(ଏଜେନ୍ସି),୩ା୨: ଦେଶର ଅନେକ ଉଚ୍ଚ ଶିକ୍ଷାନୁଷ୍ଠାନ ର଼୍ୟାଙ୍କିଙ୍ଗ୍ ପାଇଁ ଆବଶ୍ୟକ ମାପଦଣ୍ଡ ପୂରଣରେ ବିଫଳତା ସତ୍ତ୍ୱେ ସେଗୁଡ଼ିକୁ କେନ୍ଦ୍ରୀୟ ସ୍ବୀକୃତି ପ୍ରଦାନ ସକାଶେ କିପରି ଜାଲିଆତି ଓ ଲାଞ୍ଚ କାରବାର ଚାଲିଛି, ସିବିଆଇ ପକ୍ଷରୁ ଦେଶର ୨୦ଟି ସ୍ଥାନରେ…
ବଜେଟରେ ପଡ଼ୋଶୀ ଦେଶ ପାଇଁ ଟ୍ରେଜେରୀ ଖୋଲିଦେଲା ଭାରତ, ଏହି ଦେଶକୁ ଦେଲା ଅଧିକ
ନୂଆଦିଲ୍ଲୀ,୩।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର କେନ୍ଦ୍ର ବଜେଟ ୨୦୨୫-୨୬ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ୫୦,୬୫,୩୪୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହି ପରିମାଣ ଚଳିତ ଆର୍ଥିକ ବର୍ଷ ତୁଳନାରେ ୭.୪ ପ୍ରତିଶତ ଅଧିକ। ବୈଦେଶିକ ମନ୍ତ୍ରଣାଳୟ…
୫୧ ଦିନ ଧରି ଚାଲିବ ରେଡ ଡ୍ରପ ମାରାଥନ: ୩୩ଦିନରେ ୨୦୦୧ ୟୁନିଟ ରକ୍ତ ସଂଗ୍ରହ
ବରଗଡ଼,୨।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ର ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ପକ୍ଷରୁ ଗତ ଜାନୁଆରୀ ପହିଲାରୁ ଆରମ୍ଭ ହୋଇଥିବା ରେଡ ଡ୍ରପ ମାରାଥନ ରକ୍ତ ସଂଗ୍ରହ ଅଭିଯାନ ଅବଧି ୫୧ଦିନକୁ ବୃଦ୍ଧି ପାଇଛି। ଏହି ଅଭିଯାନ ୩୩ଦିନ ଧରି ଚାଲିବାକୁ ପୂର୍ବରୁ ନିଷ୍ପତ୍ତି…
Viral Video: ମହାକୁମ୍ଭରେ ଚର୍ଚ୍ଚିତ ଲଭଷ୍ଟୋରୀ, ଅଘୋରୀ ବାବାଙ୍କ ପ୍ରେମରେ ପଡିଲେ ଋଷୀୟ ମହିଳା, କରିଲେ ଏମିତି…
ମହାକୁମ୍ଭ ୨୦୨୫ରେ ଅଜବ ଏବଂ ଅନନ୍ୟ କାହାଣୀ ସାମ୍ନାକୁ ଆସୁଛି। ଆଇଆଇଟି ବାବାଙ୍କଠାରୁ ମୋନାଲିସା ପର୍ଯ୍ୟନ୍ତ, ଅନେକ ଚର୍ଚ୍ଚିତ ବିଷୟ ସୋସିଆଲ ମିଡିଆରେ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ସମୟରେ ବିବାହର ଅନେକ ଖବର ମଧ୍ୟ ଭାଇରାଲ ହୋଇଥିଲା। ପ୍ରଥମେ ଜଣେ…
ଚାଇନାକୁ ଆଉ ଏକ ଝଟକା, ଟ୍ରମ୍ପଙ୍କ ଧମକ ପରେ ଏହି ଛୋଟ ଦେଶ ନେଲା ଆକ୍ସନ
ଓ୍ବାଶିଂଟନ,୩।୨: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ଚାଇନାର ଚିନ୍ତା ବୃଦ୍ଧି ପାଉଛି। ଆମେରିକା ଚାଇନାରୁ ଆମଦାନୀ ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏବେ, ପାନାମା ଚାଇନାକୁ ଏକ ବଡ଼ ଝଟକା ଦେଇଛି। ପାନାମା ରାଷ୍ଟ୍ରପତି…
ସ୍ତ୍ରୀ ଛାଡପତ୍ର ମାଗିବାରୁ ପ୍ରାଇଭେଟ୍ ଫଟୋ, ଭିଡିଓ ଭାଇରାଲ କରିଦେଲେ ସ୍ବାମୀ, ଆଉ ତା’ପରେ…
ଅହମ୍ମଦାବାଦ,୩।୨: ଅହମ୍ମଦାବାଦର ମେମନଗରରେ ଜଣେ ୨୧ ବର୍ଷୀୟା ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ବ୍ଲାକମେଲ ଏବଂ ନିର୍ଯାତନାର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀ ତାଙ୍କର ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ…
ଭାଙ୍ଗିଯିବ କି ରଓ୍ବେନ୍ତ ରେଡ୍ଡୀ ସରକାର? କର୍ନାଟକ ସହ ତେଲଙ୍ଗାନା କଂଗ୍ରେସରେ ବି ଝଡ଼
ନୂଆଦିଲ୍ଲୀ,୩।୨: କଂଗ୍ରେସ ଦଳ ସବୁଠି ଭିତିରି କଳହର ସମ୍ମୁଖୀନ ହେଉଛି। ସମଗ୍ର ଦେଶରେ କେବଳ ତିନୋଟି ରାଜ୍ୟରେ ଦଳର ସରକାର ଅଛି। କିନ୍ତୁ, ଏହି ତିନୋଟି ରାଜ୍ୟରେ ଦଳ ଗୁରୁତର ଭିତିରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେଉଛି। କର୍ନାଟକରେ ମୁଖ୍ୟମନ୍ତ୍ରୀ ଚୌକି ପାଇଁ…
Archives


