ବାପାଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା
ଯାଜପୁର ଜିଲା ତାଉଁତରା ଗାଁର ଏକ ମଧ୍ୟବିତ୍ତ ପରିବାରରେ ମୋର ଜନ୍ମ। ବାପା ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ। ସେ ବାବଦେ ତାଙ୍କୁ ଯେଉଁ ଭତ୍ତା ମିଳୁଥିଲା, ସେଥିରେ ମୋ ପାଠପଢ଼ା ସାଙ୍ଗକୁ ଘରଖର୍ଚ୍ଚ ହେଉଥିଲା। ମା’ବାପାଙ୍କର ମୁଁ ଥିଲି ଏକମାତ୍ର…
ବରଗଡ଼ ଧନୁଯାତ୍ରାରେ କିଏ ହେବେ କଂସ, ଚାଲିଛି….
ବରଗଡ଼, ୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ମସିହା ଜାନୁଆରୀ ମାସ ୩ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଜାନୁଆରୀ ମାସ ୧୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ତେବେ ଆସନ୍ତା ଧନୁଯାତ୍ରା…
କାଶ ପଟେଲ ହେବେ ଏଫବିଆଇ ଡାଇରେକ୍ଟର, ଭରସା କରିଛନ୍ତି ଟ୍ରମ୍ପ
ଓ୍ବାଶିଂଟନ,୧।୧୨: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ଶନିବାର ତାଙ୍କର ଘନିଷ୍ଠ ବିଶ୍ୱାସୀ କାଶ ପଟେଲଙ୍କୁ ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (FBI) ର ଶକ୍ତିଶାଳୀ ପଦ ପାଇଁ ମନୋନୀତ କରିଛନ୍ତି। ଏହା ସହ ଆଗାମୀ ଟ୍ରମ୍ପ ପ୍ରଶାସନରେ…
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ରେଡିଓଗ୍ରାଫରଙ୍କୁ ମିଳିବ ନିଯୁକ୍ତିପତ୍ର
ଭୁବନେଶ୍ୱର,୧ା୧୨: ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ରେଡିଓଗ୍ରାଫରଙ୍କୁ ନିଯୁକ୍ତିପତ୍ର ମିଳିବ। ଏନେଇ ରବିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି, ରେଡିଓଗ୍ରାଫର ଦ୍ୱାରା ସ୍ବାସ୍ଥ୍ୟକ୍ଷେତ୍ରରେ ଉନ୍ନତି ହେବ। ୨୫୦ ରେଡିଓଗ୍ରାଫରଙ୍କୁ ନିଯୁକ୍ତିପତ୍ର ମିଳିବ। ଆଗାମୀ ଦିନରେ ଆହୁରି…
ଏଣିକି ଏଟିଏମରୁ ଉଠାଇପାରିବେ ପିଏଫ୍ ଟଙ୍କା! ଜାଣନ୍ତୁ କେବେ ଠୁ ଆରମ୍ଭ ହେବ…
ନୂଆଦିଲ୍ଲୀ,୧।୧୨: ଏଣିକି ପିଏଫ ଟଙ୍କା ଉଠାଇବାକୁ ମାସ ମାସ ଅପେକ୍ଷା କରିବାକୁ ପଡ଼ିବନି । ଏବେ ଏଟିଏମରୁ ତୁରନ୍ତ ଉଠାଇପାରିବେ ପିଏଫ ଟଙ୍କା। ଯଦି ଆପଣ ମଧ୍ୟ ଏକ ବେତନ ପ୍ରାପ୍ତ ଶ୍ରେଣୀ କର୍ମଚାରୀ ଓ ପ୍ରତି ମାସରେ ଆପଣଙ୍କ ବେତନରୁ…
ଅଏଲ୍ ଥେରାପି
ଶୀତଦିନେ ତ୍ୱଚାର ଡ୍ରାଇନେସ୍ରୁ ମୁକ୍ତି ପାଇବା ପାଇଁ କିଏ ମାର୍କେଟରେ ମିଳୁଥିବା ନାମୀଦାମୀ ମଶ୍ଚରାଇଜର କ୍ରିମ୍ ଆଣି ଲଗାନ୍ତି ତ କିଏ ବଡି ଲୋଶନର ବ୍ୟବହାର କରିଥାନ୍ତି। ହେଲେ ଜାଣନ୍ତି କି ଏମିତି କିଛି ତେଲ ରହିଛି; ଯାହାକୁ ଶୀତଦିନେ ତ୍ୱଚାରେ…
ଘରେ ରଖୁଛନ୍ତି କି ମୟୂର ପ୍ରତିମା ? ତେବେ ଜାଣନ୍ତୁ….
ବାସ୍ତୁଶାସ୍ତ୍ର ଅନୁଯାୟୀ, ମୟୂର ପ୍ରତିମା ରଖିବା ଦ୍ୱାରା ଘରେ ସକାରାତ୍ମକ ଊର୍ଜାର ଆଗମନ ହୋଇଥାଏ। ବିଶେଷକରି ରୁପାର ମୟୂର ପ୍ରତିମା ଘର ପାଇଁ ଅଧିକ ଶୁଭଫଳ ଆଣିଥାଏ। ତେବେ ମୟୂର ପ୍ରତିମାକୁ ଘରର କେଉଁ ସ୍ଥାନରେ ରଖିବା ଶୁଭ ହୋଇଥାଏ ଜାଣନ୍ତୁ…
୧୮ବର୍ଷରୁ ଅଧିକ ବୟସର ମହିଳାଙ୍କୁ ପ୍ରତି ମାସରେ ମିଳିବ ୧୦୦୦ଟଙ୍କା
ନୂଆଦିଲ୍ଲୀ,୧।୧୨: ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଶନିବାର ଗ୍ରେଟର କୈଲାଶରେ ଏକ ପଦଯାତ୍ରାର ଆୟୋଜନ କରିଥିଲେ ଏବଂ ଜନସାଧାରଣଙ୍କ ସହ ସିଧାସଳଖ କଥାବାର୍ତ୍ତା କରିଥିଲେ। ଅରବିନ୍ଦ ଦିଲ୍ଲୀବାସୀଙ୍କୁ ନିବେଦନ କରି କହିଛନ୍ତି ଯେ ବିଧାନସଭା ନିର୍ବାଚନରେ ଏଥର…
ଗୁଣାତ୍ମକ ଯାତ୍ରୀସେବାକୁ ପୂର୍ବତଟ ରେଳପଥର ଗୁରୁତ୍ୱ: ୧୦ ବର୍ଷରେ ୫ ଲକ୍ଷ ନୂଆ ନିଯୁକ୍ତି
ଭୁବନେଶ୍ୱର,୩୦।୧୧ (ଅଭୟ ଦାଶ): ବର୍ତ୍ତମାନ ସମୟରେ ଭାରତୀୟ ରେଳ ଯାତ୍ରୀ ପରିବହନର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ରେଳପଥରେ ଗମନାଗମନ କରୁଥିବା ଯାତ୍ରୀଙ୍କୁ ଗୁଣାତ୍ମକ ମାନର ଯାତ୍ରୀସେବା ଯୋଗାଇଦେବାକୁ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ଯୋଜନା ଓ ପଦକ୍ଷେପ ନିଆଯାଇଛି। ଅପରପକ୍ଷରେ…
ବିଜୟ ଦେବରକୋଣ୍ଡା ନୁହନ୍ତି ରଶ୍ମିକାଙ୍କ ହୃଦୟରେ ଏହି ଷ୍ଟାରଙ୍କ ରାଜ୍, ନିଜେ କରିଦେଲେ ବଡ଼ ଖୁଲାସା
ମୁମ୍ବାଇ: ବର୍ତ୍ତମାନ ସାଉଥ ଇଣ୍ଡଷ୍ଟ୍ରିରେ କେବଳ ଜଣେ ହିରୋଇନଙ୍କ ନାମ ଚର୍ଚ୍ଚାରେ। ସେ ହେଉଛନ୍ତି ‘ପୁଷ୍ପା’ର ଶ୍ରୀବଲି ’ ଅଭିନେତ୍ରୀ ରଶ୍ମିକା ମନ୍ଦନା। ‘ପୁଷ୍ପା ୨’ ମାଧ୍ୟମରେ ଆଲୁ ଅର୍ଜୁନଙ୍କ ସହ ଖୁବ ଶୀଘ୍ର ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି…
LPG Rate Hike: ମାସ ଆରମ୍ଭରୁ ବଢିଲା ଗ୍ୟାସ୍ ଦର, ଜାଣନ୍ତୁ କେଉଁଠି କେତେ ବଢିଲା
ନୂଆଦିଲ୍ଲୀ,୧।୧୨: ଗ୍ୟାସ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଏତିକି ଟଙ୍କା ପର୍ଯ୍ୟନ୍ତ ବଢିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର । ଆଜି ହେଉଛି ଡିସେମ୍ବର ମାସର ପ୍ରଥମ ଦିନ ଏବଂ ପ୍ରଥମ ଦିନରେ ସାଧାରଣ ଗ୍ରାହକଙ୍କୁ ଝଟକା ଲାଗିଛି ।…
ଗୋରୁ ଖୋଜିବାକୁ ଯାଇ ହାତୀ ହାବୁଡ଼ରେ ୩ ମହିଳା, ପରେ…
କୋଚି ୧ା୧୨: କେରଳର ଏର୍ନାକୁଲମ ଜିଲା କୁଟ୍ଟମପୁଝାର ଜଙ୍ଗଲ ମଧ୍ୟରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ହଜିଯାଇଥିବା ଗୋରୁଗୁଡ଼ିକୁ ଖୋଜୁ ଖୋଜୁ ସ୍ଥାନୀୟ ଆଟ୍ଟିକଲମ ଗ୍ରାମର ମାୟା ଜୟନ(୪୬), ପାରୁକୁଟ୍ଟି(୬୨) ଏବଂ ଡାର୍ଲି ଷ୍ଟିଫନ(୫୫) ଶୁକ୍ରବାର କୁଟ୍ଟମପୁଝା ଜଙ୍ଗଲରେ ଫସିଯାଇଥିଲେ। ୩…
Archives


