Home Left

ନୂଆ ଆପରାଧିକ ଆଇନ: ଅଧିକାରକୁ ସୁରକ୍ଷା ରଖିବା ସହ ଆଇନ ବ୍ୟବସ୍ଥା ବଜାୟ ରଖେ

ଝରିଗାଁ,୫ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ଥାନା ପରିସରଠାରେ ଥାନା ଅଧିକାରୀ ପ୍ରଦୀପ କୁମାର ଶବରଙ୍କ ସଭାପତିତ୍ୱରେ ନୂତନ ଆପରାଧିକ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଆଇନଜୀବୀ ସୁବାସ ପଟ୍ଟନାୟକ, ସଞ୍ଜୟ କୁମାର ନାୟକ,ବରିଷ୍ଠ…

ଯାଉ ଯାଉ ଟିମ୍‌ ଇଣ୍ଡିଆର ସମର୍ଥନରେ ବଡ଼ କଥା କହିଦେଲେ ଷ୍ଟିଭ୍‌ ସ୍ମିଥ୍‌

ଦୁବାଇ,୫।୩: ଚାମ୍ପିଅନ୍ସ ଟ୍ରଫିର ମୁକାବିଲାକୁ ଦୁବାଇରେ ଖେଳିବାର ଲାଭ ଟିମ୍‌ ଇଣ୍ଡିଆକୁ ମିଳୁଥିବା ନେଇ ଅନେକ ବିତର୍କ ହୋଇଆସୁଛି। ହେଲେ ଏବେ ସେମିଫାଇନାଲରେ ପରାଜିତ ହୋଇଥିବା ଟିମ୍‌ ଅଷ୍ଟ୍ରେଲିଆ ପକ୍ଷରୁ ଏନେଇ ପ୍ରତିକ୍ରିୟା ମିଳିଛି। ତେବେ ଅବସର ଘୋଷଣା କରିଥିବା ଅଧିନାୟକ…

Video: ବିରାଟ କୋହଲିଙ୍କ ବ୍ୟାଟିଂ ଦେଖୁ ଦେଖୁ ଶୋଇ ପଡ଼ିଥିଲେ ଅନୁଷ୍କା

ଦୁବାଇ,୫।୩: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଛି। ମାର୍ଚ୍ଚ ୪ରେ ହେବାକୁ ଥିବା ଏହି ମୁକାବିଲାରେ ଟିମ୍‌ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ ସହ ଫାଇନାଲରେ ପ୍ରବେଶ କରିଛି। ତେବେ ଏହି ବିଜୟରେ ବଡ଼ ପୁରୋଧା…

୧୪୩ ବୋଲରଙ୍କୁ ପଛରେ ପକାଇ ଚହଳ ସୃଷ୍ଟି କଲେ ଏହି ବୋଲର୍‌

ନୂଆଦିଲ୍ଲୀ,୫।୩: ବରୁଣ ଚକ୍ରବର୍ତ୍ତୀ ଆର୍କିଟେକ୍ଟ ଅଧ୍ୟୟନ କରିଛନ୍ତି। କିନ୍ତୁ ସେ ଅନ୍ତର୍ଜାତୀୟ କ୍ରିକେଟର ମଇଦାନରେ ତାଙ୍କ ସଫଳତାର ଅଟ୍ଟାଳିକା ନିର୍ମାଣ କରୁଥିବା ପରି ମନେ ହେଉଛି। ବରୁଣଙ୍କ ଦକ୍ଷତା ଯୋଗୁ ଏବେ ICC ମଧ୍ୟ ତାଙ୍କୁ ସମ୍ମାନ ଦେଇଛି। ସଦ୍ୟତମ ICC…

୫ ଛକା, ୩୮ ଚୌକା… ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଇତିହାସ ରଚିଲା ନ୍ୟୁଜିଲାଣ୍ଡ

ଇସଲାମାବାଦ,୫।୩: ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଚମତ୍କାର ପ୍ରଦର୍ଶନ କରିଛି। ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୦ ଓଭରରେ ୩୬୨ ରନ କରିଛି, ଯାହାକି ଏକ ବଡ଼ ରେକର୍ଡ। ଦଳ ପକ୍ଷରୁ ୨ ଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଥିଲେ।…

ଓକିଲ ସଂଘ ସଭାପତି ପଦ ନିମନ୍ତେ ନାମାଙ୍କନପତ୍ର ଦାଖଲ

ଦିଗପହଣ୍ଡି,୫ା୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ବିଭିନ୍ନ ପଦବୀ ନିମନ୍ତେ ଆସନ୍ତା ୨୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ଆଇନଜୀବୀ ପରିଷଦର ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନରେ ସଭାପତି ପଦବୀ…

କୌଣସି ଜାତି ମନ୍ଦିରର ମାଲିକାନା ଦାବି କରିପାରିବ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫ା୩: ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ କୌଣସି ଜାତି ମନ୍ଦିରର ମାଲିକାନା ଦାବି କରିପାରିବ ନାହିଁ, ‘ସମସ୍ତ ଭକ୍ତଙ୍କ ଦ୍ୱାରା ପରିଚାଳିତ’ ହୋଇପାରିବ। ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, ମାଡ୍ରାସ ହାଇକୋର୍ଟ ଏହା କହିଛନ୍ତି। କୋର୍ଟ ଏହା ମଧ୍ୟ କହିଛି ଯେ…

ଗୋଟିଏ ଝଟ୍‌କାରେ ମାଫ୍‌ ହୋଇଯିବ ଟ୍ରାଫିକ୍‌ ଚାଲାଣ, ଜାଣନ୍ତୁ କେଉଁଠି ହେଉଛି ରେଜିଷ୍ଟ୍ରେଶନ

ଯଦି ଟ୍ରାଫିକ ନିୟମ ନ ମାନି ଆପଣଙ୍କ ଉପରେ ଚାଲାଣ କଟିଛି। ଏଥିପାଇଁ ଆପଣ ଚିନ୍ତାରେ ଅଛନ୍ତି ତେବେ ଏଥର ଖୁସି ଖବର । ଜାରି ହୋଇଥିବା ପେଣ୍ଡିଂ ଚାଲାଣ ଆପଣଙ୍କୁ ହଇରାଣ କରୁଛି ଏବଂ ଆପଣ ସେଗୁଡ଼ିକରୁ ମୁକ୍ତି ପାଇବାକୁ…

ମଧ୍ୟାହ୍ନଭୋଜନ ବନ୍ଦ: ପ୍ରତିବାଦ କରି ରାଜରାସ୍ତାରେ ବସିଲେ ଛାତ୍ରୀଛାତ୍ର

ପୁରୁଷୋତ୍ତମପୁର,୫ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ଲକ ଶିକ୍ଷାଧିକାରୀ ଭାବେ ଗୋଟିଏ ପଦବୀରେ ଦୁଇ ଦୁଇଜଣ ଅଧିକାରୀ ଥିବା ସତ୍ତ୍ୱେ ଛାତ୍ରୀଛାତ୍ର ରାଜରାସ୍ତାରେ ଖରାରେ ବସି…

ଚୁମ୍ବନରେ ବ୍ୟାପିପାରେ କ୍ୟାନସର? ରିସର୍ଚ୍ଚରେ ସାଂଘାତିକ ଖୁଲାସା…

ଆମେ ପ୍ରତିଦିନ କ୍ୟାନସର ବିଷୟରେ ଶୁଣୁଛୁ। ପ୍ରତିବର୍ଷ ବହୁ ସଂଖ୍ୟକ ଲୋକ ଏହି ମାରାତ୍ମକ ରୋଗର ଶିକାର ହେଉଛନ୍ତି। ସାରା ବିଶ୍ୱରେ 200 ରୁ ଅଧିକ ପ୍ରକାରର କ୍ୟାନସର ରୋଗ ଅଛି ଏବଂ ସେମାନଙ୍କର ଲକ୍ଷଣ ମଧ୍ୟ ଭିନ୍ନ। ଯଦି ପ୍ରାରମ୍ଭିକ…

‘ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବିଜୁବାବୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବରଗଡ଼,୫ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ବିଜେଡି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ଜିଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର ଅଧ୍ୟକ୍ଷତା କରିଥିଲେ।…

ଅଡ଼ୁଆରେ ଅବୁ ଅସୀମ ଆଜମୀଙ୍କ ପରିବାର, ସମର୍ଥନରେ ବାହାରିଲେ ବୋହୂ ଆୟେଶା ଟାକିଆ

ଲକ୍ଷ୍ନୌ,୫।୩: ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ପ୍ରଶଂସାରେ ବୟାନ ଦେଇଥିବା ସମାଜବାଦୀ ପାର୍ଟି(SP) ବିଧାୟକ ଆବୁ ଅସୀମ ଆଜମୀଙ୍କ ଅଡ଼ୁଆ କମ୍‌ ହେବାର ନାଁ ନେଉନାହିଁ। ଏହାପରଠାରୁ ଲଗାତାର ଭାବେ ବିଧାୟକ ସମାଲୋଚନାର ସମ୍ମୁଖୀନ ହେଉଥିବା ବେଳେ ଏବେ ତାଙ୍କ ପୁଅ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri