Home Left

10th Exam Odisha: ଦଶମ ପରୀକ୍ଷା ଦେବାକୁ ଯାଉଥିବାବେଳେ ଭ୍ୟାନ ସହ ଧକ୍କା ହେଲା ବାଇକ, ଚାଲିଗଲା ଛାତ୍ରଙ୍କ ଜୀବନ

ମାଲକାନଗିରି,୬।୩((ଦୁର୍ଯ୍ୟୋଧନ ପାତ୍ର) :ଦଶମ ପରୀକ୍ଷା ଦେବାକୁ ଯିବାବେଳେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଆଜି ସ୍କୁଲ ଜୀବନର ଶେଷ ପରୀକ୍ଷା ଥିବାବେଳେ ରାସ୍ତାରେ ଜୀବନ ହିଁ ଶେଷ ହୋଇଯାଇଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆଉ ଜଣେ ଛାତ୍ର…

ଝିଅ ବାହାଘର ପାଇଁ ସଞ୍ଚିଥିଲେ ଟଙ୍କା , ଲକ୍ଷାଧିକ ଟଙ୍କା ଜାଳିପୋଡି ପାଉଁଶ

ଉଦଳା,୬।୩(ସନ୍ତୋଷ ବାଛିନି) ରାତିରେ ହଠାତ ହେଲା ଅଗ୍ନିକାଣ୍ଡ, ଆଉ ଆଖି ସାମ୍ନାରେ ହୁ ହୁ ହୋଇ ଜଳିଗଲା ଘର। ଆଉ ଝିଅ ବାହାଘର ପାଇଁ ଘରେ ସଞ୍ଚି ରଖିଥିବା ଟଙ୍କା ଜଳି ପୋଡି ଛାରଖାର ହୋଇଗଲା। ନିଆଁ ସାରିଦେଲା ସବୁକିଛି। ଉଦଳା…

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗ ଦେଲେ ରାଜସ୍ବ ମନ୍ତ୍ରୀ

ରାଇକିଆ,୪।୩(ପ୍ରଦୀପ ବେହେରା): ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବୁଧବାର କନ୍ଧମାଳ ଜିଲା ରାଇକିଆ ଗସ୍ତ କରି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ସାମିଲ ହୋଇଛନ୍ତି । ଶିବ ମନ୍ଦିର ନିକଟ ରେ ଆୟୋଜକ କମିଟି ଏବଂ…

ଖୋଲୁଛି Raja Chakraଙ୍କ କଳା ସାମ୍ରାଜ୍ୟର ଗୁମର!

ଭୁବନେଶ୍ୱର,୬।୩(ସତ୍ୟଜିତ୍‌ ରାଉତ)ଓଡ଼ିଶା ଖଣି ନିଗମ ସହ ସହବନ୍ଧିତ ଥିବା କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ପ୍ରାୟ ୫୦କୋଟି ଟଙ୍କା ହେର୍‌ଫେର୍‌ ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପକ୍ଷରୁ କେନ୍ଦୁଝରର ବିଜେଡି ନେତା ସୌମ୍ୟ ଓରଫ ରାଜା ଚକ୍ରଙ୍କ…

ଭିଜିଲାନ୍ସ ପଞ୍ଝାରେ ଡେପୁଟି ଟ୍ରାନ୍ସପୋର୍ଟ କମିଶନର

କଟକ,୬।୩: ଭିଜିଲାନ୍ସ ଜାଲରେ ଏସଟିଏ ଡେପୁଟି କମିଶନର । ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଜାରି ରହିଛି। ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ କରିଛି ।…

ଆସିଲେନି ନବୀନ ସିଧା ଶୁଣାଇଦେଲେ ମୋହନ, କହିଲେ ସଂଧ୍ୟାରେ ସେ ଆସନ୍ତି ନାହିଁ…

ଭୁବନେଶ୍ୱର,୬।୩: ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ପଟ୍ଟନାୟକ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ। ନବୀନ ମୋହନଙ୍କ ନିମନ୍ତ୍ରଣ ରକ୍ଷା କରିବେ ନା ପ୍ରତ୍ୟାଖ୍ୟାନ କରିବେ ତାହା ଉପରେ ସମସ୍ତଙ୍କ…

Subhadra Yojana: ଆଜି ସୁଭଦ୍ରା ପ୍ରଥମ କିସ୍ତି ୫ମ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର,୬।୩(ଅନୁରାଧା ମହାରଣା)ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ଅର୍ଥରାଶି ପାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧ କୋଟି ୮ ଲକ୍ଷ ମହିଳା ଆବେଦନ କରିସାରିଛନ୍ତି। ଗୁରୁବାର ପଞ୍ଚମ ପର୍ଯ୍ୟାୟରେ ପ୍ରାୟ ୧ ଲକ୍ଷ ୭୦ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ପ୍ରଦାନ…

ଭାବନା ବି ରୋଗର କାରଣ: ଫୁସ୍‌ଫୁସ୍‌କୁ ଦୁର୍ବଳ କରିଦିଏ ଦୁଃଖ, ଡର କିଡ୍‌ନୀକୁ କ୍ଷତି…

ମଣିଷ ତା’ ଜୀବନରେ ବିଭିନ୍ନ ପରିସ୍ଥିତି ଦେଇ ଗତି କରିଥାଏ। କେତେବେଳେ ତାକୁ ଦୁଃଖ ଭୋଗିବାକୁ ହୋଇଥାଏ ତ ପୁଣି କେତେବେଳେ ସୁଖ। ସେହିପରି ଆଉ କେତେବେଳେ କାହା ଉପରେ ରାଗିବା ପାଇଁ ମନରେ ତା’ର କ୍ରୋଧ ମଧ୍ୟ ଆସିଥାଏ। ତେବେ…

ବନ୍ଧାକୋବି କିଆରିରେ ଗୋରୁ, ଛେଳି ଛାଡ଼ିଲେ ଚାଷୀ

ବରଗଡ଼,୬।୩(ପ୍ରେମାନନ୍ଦ ଖମାରୀ)କୃଷିବହୁଳ ବରଗଡ଼ ଜିଲାରେ ଅଣଧାନ ଫସଲ କରିବାକୁ କୃଷି ବିଭାଗ ପରାମର୍ଶ ଦେଉଛି। ହେଲେ ପରିବା ସଂରକ୍ଷିତ ରଖିବା ପାଇଁ ଜିଲାରେ ସେଭଳି ଶୀତଳ ଭଣ୍ଡାର ବ୍ୟବସ୍ଥା ନାହିଁ। ଫଳରେ ପରିବା ଚାଷ କରି ମଧ୍ୟ ଜିଲାର ଚାଷୀମାନଙ୍କୁ କ୍ଷତିଗ୍ରସ୍ତ…

ସ୍ବପ୍ନରେ ସ୍ତ୍ରୀ ମୋ ରକ୍ତ ପିଉଥିଲେ

ଲକ୍ଷ୍ନୌ,୬।୩ଅଫିସରରେ ବିଳମ୍ବରେ ପହଞ୍ଚତ୍ବା ସମ୍ପର୍କରେ ଜଣେ କନ୍‌ଷ୍ଟେବଲ୍‌ ସ୍ପଷ୍ଟୀକରଣରେ ବିଚିତ୍ର ଉତ୍ତର ଦେଇଛନ୍ତି। ସ୍ବପ୍ନରେ ସ୍ତ୍ରୀ ତାଙ୍କ ରକ୍ତ ପିଉଥିବା କାରଣରୁ ସେ ରାତିରେ ଶୋଇପାରି ନ ଥିଲେ ବୋଲି ଉତ୍ତରପ୍ରଦେଶ ଅର୍ଦ୍ଧସାମରିକ ବାହିନୀ ପ୍ରାଦେଶିକ ସଶସ୍ତ୍ର କନ୍‌ଷ୍ଟେବୁଲାରି (ପିଏସି)ର କନ୍‌ଷ୍ଟେବଲ୍‌…

କ୍ୟାବିନେଟ୍‌ରେ ଉପସ୍ଥାପନ ହେବ ତଦନ୍ତ କମିଶନ ରିପୋର୍ଟ

କଟକ,୬ା୩(କାର୍ତ୍ତିକ ସାହୁ)ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯିବା ମାମଲାରେ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ କ୍ୟାବିନେଟ୍‌ରେ ଉପସ୍ଥାପନ ହେବ। ଏଥିପାଇଁ ହାଇକୋର୍ଟ ସମୟ ଦେବାକୁ…

Ranya Rao: ସୁନା ସ୍ମଗ୍‌ଲିଂ: କନ୍ନଡ଼ ଅଭିନେତ୍ରୀ ଗିରଫ

ବେଙ୍ଗାଲୁରୁ(କର୍ନାଟକ),୬।୩: ଦୁବାଇରୁ ସୁନା ସ୍ମଗ୍‌ଲିଂ କରି ଆଣୁଥିବାବେଳେ ବେଙ୍ଗାଲୁରୁ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଗତ ସୋମବାର ଡାଇରେକ୍ଟୋରେଟ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ) ହାତରେ ଧରାପଡ଼ି ଗିରଫ ହୋଇଛନ୍ତି କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ(୩୨)। ବେଙ୍ଗାଲୁରୁସ୍ଥିତ ରାନ୍ୟାଙ୍କ ଘରେ ବୁଧବାର ଚଢ଼ାଉ ସମୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri