NZ vs SA Semifinal Champions Trophy: ଦ.ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମ୍ୟାଚରେ ବର୍ଷା ହେଲେ ମ୍ୟାଚ ରଦ୍ଦ ହେବ କି? ଫାଇନାଲରେ କାହାକୁ ମିଳିବ ଟିକେଟ୍…
ଦୁବାଇ,୫।୩: ଭାରତ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲରେ ପ୍ରବେଶ କରିସାରିଛି। ଏବେ ଦ୍ୱିତୀୟ ସେମିଫାଇନାଲ ମାର୍ଚ୍ଚ ୫ରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଯାଉଛି। ଦୁବାଇରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ସମୟରେ ଖରାପ ପାଗର କୌଣସି ସମସ୍ୟା ନଥିଲା। କିନ୍ତୁ…
ସମନ ସତ୍ତ୍ୱେ ହାଜର ହେଉ ନାହାନ୍ତି ରାହୁଲ ଗାନ୍ଧୀ, ଚେତାବନୀ ଦେଇ ଜରିମାନା ଲଗାଇଲେ ଲକ୍ଷ୍ନୌ କୋର୍ଟ
ଲକ୍ଷ୍ନୌ,୫।୩: ବୀର ସାଭରକରଙ୍କ ଉପରେ ମନ୍ତବ୍ୟ ଦେବା ପାଇଁ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ କୋର୍ଟ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ୨୦୦ ଟଙ୍କାର ଜରିମାନା ଲଗାଇଛନ୍ତି। ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ କୋର୍ଟ କଂଗ୍ରେସ…
ଷ୍ଟିଭ ସ୍ମିଥଙ୍କ ସନ୍ୟାସକୁ ନେଇ ଇମୋଶନାଲ ହେଲେ କୋହଲି, ପଡିଆ ମଝିରେ କଲେ ଏମିତି, ଭାଇରାଲ ହେଲା ଭିଡିଓ
ଦୁବାଇ,୫।୩: ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ 4 ୱିକେଟରେ ପରାସ୍ତ କରିଥିଲା। ତଥାପି, ଏହି ପରାଜୟର ଧକ୍କାରୁ ଅଷ୍ଟ୍ରେଲୀୟ ପ୍ରଶଂସକମାନେ ଏପର୍ଯ୍ୟନ୍ତ ମୁକୁଳି ନଥିଲେ ଯେତେବେଳେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଖେଳାଳି ଷ୍ଟିଭ…
ଗେରୁଆ ରଙ୍ଗ ହେବ ସରକାରୀ ସ୍କୁଲ, ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର,୫।୩: ବଦଳିବ ସରକାରୀ ସ୍କୁଲର ରଙ୍ଗ। ସରକାରୀ କୋଠାର ରଙ୍ଗ ନୀଳରୁ ଗେରୁଆ ହେବ। ଗେରୁଆ ରଙ୍ଗର ହେବ ସରକାରୀ ସ୍କୁଲ। ସରକାରୀ ଓ ପ୍ରିଏମଶ୍ରୀ ସ୍କୁଲର ରଙ୍ଗ ବଦଳିବ। ଏନେଇ ଓସେପା ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।…
ପୁଣି ବାରିମୂଳ ଆଶ୍ରମକୁ ଫେରିବେ Sarathi Baba! ହାଇକୋର୍ଟ କହିଲେ…
କଟକ,୫।୩: ପୁଣି ଚର୍ଚ୍ଚାରେ ସନ୍ତୋଷ ରାଉଳ ଓରଫ ସାରଥି Sarathi। କେନ୍ଦ୍ରାପଡ଼ା ବାରିମୂଳ ଫେରିବାକୁ ହାଇକୋର୍ଟ ସାରଥୀଙ୍କ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଦେଲେ ସର୍ତ୍ତମୂଳକ ଅନୁମତି। ୨ ମାସକୁ କେବଳ ଥରେ କେନ୍ଦ୍ରାପଡ଼ା ବାରିମୂଳ…
ନିର୍ମଳଝରରେ ପ୍ରବାଦପୁରୁଷଙ୍କ ଜୟନ୍ତୀ
ଖଲ୍ଲିକୋଟ,୫ା୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟସ୍ଥିତ ନିର୍ମଳଝରଠାରେ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ଦିବସ ପାଳିତ ହୋଇଯାଇଛି। ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ବାସଭବନଠାରୁ ବହୁ ବିଜେଡି କର୍ମୀମାନେ ଶୋଭାଯାତ୍ରାରେ ବାହାରି…
ନୂତନ ଆୟକର ବିଲ୍: ଇମେଲ୍, ସୋସିଆଲ୍ ମିଡିଆ ଯାଞ୍ଚ କରିବେ ଅଧିକାରୀ!
ନୂଆଦିଲ୍ଲୀ,୫।୩: ନୂତନ ଆୟକର ବିଲ୍ ସମ୍ପ୍ରତି ଖବରରେ ରହିଛି, ତେବେ ଏହା କରଦାତାମାନେ ଆଶା କରୁଥିବା କାରଣ ପାଇଁ ନୁହେଁ। ସରକାର କହିଛନ୍ତି ଯେ ଏହା ସମସ୍ତ ଟିକସ ଆଇନକୁ ସରଳ କରିବା ବିଷୟରେ, ବିଲ୍ ମଧ୍ୟରେ ଲୁଚି ରହିଥିବା ଏକ…
ଗଞ୍ଜାମରେ ବିଜୁବାବୁଙ୍କ ଜୟନ୍ତୀ ପାଳିତ
ଗଞ୍ଜାମ,୫ା୩ (ବିଦ୍ୟାଳୟ ସାହୁ): ଗଞ୍ଜାମ ବିଜେଡି ପକ୍ଷରୁ ବିଜୁବାବୁଙ୍କ ଜୟନ୍ତୀ ବୁଧବାର ପାଳିତ ହେଇଯାଇଛି l ଏହି ଅବସରରେ ସାମନ୍ତରା ସାହିସ୍ଥିତ ବିଜୁବାବୁଙ୍କର ପ୍ରତିମୂର୍ତ୍ତିରେ ଦଳୀୟ ନେତା ଓ କର୍ମୀ ଏକତ୍ରିତ ହୋଇ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଏକା…
ପାକିସ୍ତାନକୁ ବଡ଼ ଝଟ୍କା: ଭାରତ ଫାଇନାଲକୁ ଯିବା ପରେ ବଡ଼ କ୍ଷତି ସହିବ ପିସିବି
ଇସଲାମାବାଦ୍,୫।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଥା କଟାକଟି ଚାଲିଥିଲା। ଶେଷରେ ଟିମ ଇଣ୍ଡିଆ ପାଇଁ ହାଇବ୍ରିଡ ମଡେଲ ଗ୍ରହଣ କରାଯାଇଥିଲା। ଫଳରେ ଭାରତର ମ୍ୟାଚ ଦୁବାଇରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟସୂଚୀ…
ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳିତ: ଯୋଗ ଦେଲେ ବିଜେଡିର ୩ ବ୍ଲକ ଅଧ୍ୟକ୍ଷ, ପୂର୍ବତନ ଉପବାଚସ୍ପତି ସାଲୁଗା
ଦାରିଙ୍ଗବାଡି, ୫।୩ (ଅରୁଣ ସାହୁ): ମହାନ ଜନନାୟକ ପ୍ରବାଦ ପୁରୁଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ଦାରିଙ୍ଗବାଡି ମିଶ୍ର କଲ୍ୟାଣମଣ୍ଡପ ପରିସର ମଧ୍ୟରେ ବୁଧବାର ପାଳିତ ହୋଇଯାଇଛି । ଏହି ଅବସରରେ…
ଛାତ୍ରୀଛାତ୍ରଙ୍କୁ ଭେଟିବା ପରେ ବିଧାୟକ ଦେଲେ ପ୍ରତିଶ୍ରୁତି, କହିଲେ କେଏସୟୁବି କଲେଜର ଉନ୍ନତି ପାଇଁ ଖର୍ଚ୍ଚ ହେବ ୧୦୭ କୋଟି
ଭଞ୍ଜନଗର,୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଶେଷ ବର୍ଷ ଛାତ୍ରୀଛାତ୍ର ମାନେ ଇଣ୍ଟର୍ନସିପ ମାଧ୍ୟମରେ ରାଜ୍ୟର ବିଭିନ୍ନ ଗଣମାଧ୍ୟମ ସଂସ୍ଥାକୁ ତାଲିମ ନେବାକୁ ଯାଇଥିଲେ। ବୁଧବାର ଛାତ୍ରୀଛାତ୍ରମାନେ…
ଜାଣନ୍ତୁ ପତ୍ରରୁ କେମିତି ଦେଖାଜିବେ ସୁନ୍ଦରୀ
ମହିଳାମାନେ ସୁନ୍ଦର ଦେଖାଯିବାକୁ ସବୁବେଳେ ଚାହାନ୍ତି। ଏଥିପାଇଁ ସେମାନେ ମାର୍କେଟରୁ କେତେ ପ୍ରକାର କେମିକାଲ ପ୍ରଡକ୍ଟ ଆଣିଥାନ୍ତି ଏବଂ ତାକୁ ବ୍ୟବହାର କରିଥାନ୍ତି। ଫଳରେ ତ୍ୱଚା ସୁନ୍ଦର ଏବଂ ଚମକଦାର ଦେଖାଯିବ। ବେଳେ ବେଳେ ଏମିତି ହୋଇଥାଏ ଏହି ପ୍ରଡକ୍ଟର କୌଣସି…
Archives


