ଆସାମରେ ୧୦ ମାସର ଶିଶୁ HMPV ଭାଇରସରେ ଆକ୍ରାନ୍ତ
ନୂଆଦିଲ୍ଲୀ,୧୧।୧: ଦେଶରେ HMPV ଭାଇରସର ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମୟରେ ଆସାମରେ ମଧ୍ୟ ଏକ ମାମଲା ସାମ୍ନାକୁ ଆସିଛି। ଲଖିମପୁରରେ ଜଣେ ୧୦ ମାସର ଶିଶୁ HMPV ଭାଇରସରେ ସଂକ୍ରମିତ ହୋଇଛନ୍ତି। ଶିଶୁକୁ ବର୍ତ୍ତମାନ ଦିବ୍ରୁଗଡ଼ର ଆସାମ ମେଡିକାଲ…
ଶୀତରେ ଥରୁଛି ଜି. ଉଦୟଗିରି: ସର୍ବନିମ୍ନ ତାପମାତ୍ରା ୪. ୮ ଡିଗ୍ରୀ
ଜି ଉଦୟଗିରି,୧୧।୧(ଶିଶିର ପଟ୍ଟନାୟକ): ଜି. ଉଦୟଗିରି ସହରରେ ଚଳିତ ମାସ ୧ ତାରିଖରୁ ଶୀତର ଲହରୀ ଜାରି ରହିଛି । ଶନିବାର ସର୍ବନିମ୍ନ ତାପମାତ୍ରା ୪. ୮ ରେକର୍ଡ କରାଯାଇଛି। ଗତ କିଛି ଦିନ ଧରି ରାଜ୍ୟର ସବୁଠାରୁ ଥଣ୍ଡା ସହର…
ଖଳା ନିକଟରୁ ବୋମା ଭର୍ତ୍ତି ବ୍ୟାଗ ଜବତ: ସହରରେ ଗୋଷ୍ଠୀ ସଂଘର୍ଷ ଏଡାଇବାକୁ ପୋଲିସର ପ୍ରୟାସ
ବ୍ରହ୍ମପୁର, ୧୧।୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହର ଏବେ ଧୀରେ ଧୀରେ ପୁଣିଥରେ ଅଶାନ୍ତ ଆଡକୁ ଗତି କରୁଛି। ନୂତନ ଭାବେ ଯୁବଗୋଷ୍ଠୀ ଅପରାଧ ଦୁନିଆରେ ପାଦ ଥାପୁଥିବାର ଦେଖିବାକୁ ମିଳିଛି। ଅପରାଧୀ ଗୋଷ୍ଠୀଙ୍କୁ ପୋଲିସ ଧରିବାକୁ ଚଢ଼ାଉବେଳେ ପୋଲିସ ହାତରେ…
ପାଇଥିଲି ରକ୍ତରେ ଲିଖିତ ପ୍ରେମପତ୍ର
ମୁମ୍ବାଇ: ବିଗତ ଦିନରେ ଚଳଚ୍ଚିତ୍ର ନାୟିକାଙ୍କ ଲାଗି ପ୍ରଶଂସକ ପାଗଳପ୍ରାୟ ଥିଲେ। ଫିଲ୍ମର ଚରିତ୍ର ଭଲ ଲାଗିଲେ ବେଶ୍ କିଛି ବର୍ଷ ଯାଏ କଳାକାରଙ୍କୁ ମନେ ରଖାଯାଉଥିଲା। ସେଭଳି ଗୋଟିଏ ଫିଲ୍ମ ଥିଲା ‘କହୋ ନା ପ୍ୟାର ହୈ’। ଇତିମଧ୍ୟରେ ଫିଲ୍ମକୁ…
ଏମିତି ଛକା ମାରିଲେ ୱିଲିୟମସନ, କ୍ୟାଚ୍ ଧରି ୯୦ ଲକ୍ଷ ଟଙ୍କା ଜିତିଲେ ଦର୍ଶକ
କେପଟାଉନ୍,୧୧।୧:ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟସମ୍ୟାନ କେନ ୱିଲିୟମସନ ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଏସ୍ଏ୨୦ରେ ନଜର ଆସୁଛନ୍ତି। ଏହି କିୱି ବ୍ୟାଟସମ୍ୟାନ ଟୁର୍ନାମେଣ୍ଟରେ ଡର୍ବାନ ସୁପର ଜଏଣ୍ଟ୍ସ ପାଇଁ ଖେଳୁଛନ୍ତି। ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚ୍ରେ ୱିଲିୟମସନ ଏକ ଚମତ୍କାର ଛକା ମାରିଥିଲେ। ବଲଟି ସିଧା…
ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ବୋମା ମାଡ଼
କଟକ,୧୧।୧: ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ବୋମା ମାଡ଼ ହୋଇଛି। ଏଭଳି ଘଟଣା କଟକ ସଦର ଥାନା ସୁଭଦ୍ରାପୁରରେ ଘଟିଛି। ବୋମାମାଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର…
ଓଡ଼ିଶାର ଆହାନ ମିଶ୍ରଙ୍କୁ ସଫଳତା
ଭୁବନେଶ୍ୱର, ୧୧।୧ (ତପନ ସ୍ବାଇଁ): କୋଲକାତାରେ ଅନୁଷ୍ଠିତ ଏଆଇଟିଏ ୧୮ ବର୍ଷରୁ କମ୍ ସିଏସ୍୭ ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଆହାନ ମିଶ୍ର ଡବଲ୍ସରେ ଚାମ୍ପିୟନ ଓ ସିଙ୍ଗଲ୍ସରେ ରନରଅପ୍ ହୋଇଛନ୍ତି। ପଶ୍ଚିମବଙ୍ଗର ଶୌନକ ଚାଟାର୍ଜୀ ଓ ଆହାନଙ୍କ ଯୋଡ଼ି ଡବଲ୍ସ ଫାଇନାଲରେ…
ଅକ୍ଲାଣ୍ଡରେ ଗେଲ୍ ମନଫିଲ୍ସଙ୍କ ରେକର୍ଡ
ଅକ୍ଲାଣ୍ଡ,୧୧ା୧ (ଏପି): ଗେଲ୍ ମନଫିଲ୍ସ ଏଠାରେ ଚାଲିଥିବା ଏକ ପୁରୁଷ ଏଲିଟ ଟେନିସ ଟୁର୍ର ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଆମେରିକାର ନିସ୍ହେସ ବାସାଭା ରେଡ୍ଡୀଙ୍କୁ ୭-୬ (୫), ୬-୪ରେ ହରାଇ ଦେଇଛନ୍ତି। ଫଳରେ ଏକ ଏଲିଟ ଟେନିସ ଟୁର୍ର…
ସହଦେବଙ୍କ ସ୍ତ୍ରୀଙ୍କୁ ମିଳିବ ଚାକିରି: ଭାଜପାର ବଡ଼ ଘୋଷଣା
ଭୁବନେଶ୍ୱର, ୧୧ା୧(ସୁନିତ୍ ମିଶ୍ର):ସହଦେବ ନାୟକଙ୍କ ହତ୍ୟା ଘଟଣାକୁ ନେଇ ଏକାମ୍ର ବିଧାୟକ ବାବୁ ସିଂ ବିଜେଡିକୁ ଟାର୍ଗେଟ କରିଛନ୍ତି। ସୂଚନାଯୋଗ୍ୟ, ବୁଧବାର ସକାଳେ ରସୁଲଗଡ଼ ଫ୍ଲାଏଓଭରରେ ସ୍କୁଟି ଯାଉଥିବାବେଳ ସହଦେବଙ୍କୁ ଅଭିଯୁକ୍ତମାନେ ହତ୍ୟା କରିଥିଲେ। ଏହି ଘଟଣାରେ ଗୁରୁବାର ବିଜେଡି ପକ୍ଷରୁ…
ଶ୍ରୀକୃଷ୍ଣ, ବଳରାମଙ୍କୁ ଭେଟିଲେ ଅକ୍ରୂର
ମଥୁରାନଗରୀ/ଗୋପପୁର,୧୧।୧(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଅଷ୍ଟମ ଦିବସରେ ଉଭୟ ମଥୁରା ନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ଶୁକ୍ରବାରଠାରୁ ହାଟପଦାସ୍ଥିତ ରାଜଦରବାର ରଙ୍ଗମହଲ ଏବଂ ନିଶାମଣି ସ୍କୁଲ ସମ୍ମୁଖ ଲୋକ ମଣ୍ଡପ ପଡ଼ିଆ…
ଆୟର୍ଲାଣ୍ଡ ବିପକ୍ଷରେ ଭାରତ ବିଜୟୀ
ରାଜକୋଟ, ୧୧।୧: ପ୍ରତିକା ରାଓ୍ବଲ ଓ ତେଜାଲ ହସବନିସଙ୍କ ଶତକୀୟ ଭାଗୀଦାରି ବଳରେ ଭାରତ ଶୁକ୍ରବାର ଅନୁଷ୍ଠିତ ମହିଳା ଦିନିକିଆ କ୍ରିକେଟ ସିରିଜର ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ୬ ଉଇକେଟରେ ପରାସ୍ତ କରିଛି। ଅଧିନାୟିକା ଗାବି ଲିଓ୍ବିସଙ୍କ ୯୨ ରନ ବଳରେ…
ନୀରଜ ବିଶ୍ୱର ଶ୍ରେଷ୍ଠ ଜାଭେଲିନ୍ ଥ୍ରୋୟର
ନୂଆଦିଲ୍ଲୀ, ୧୧ା୧ (ପି.ଟି.): ଭାରତର ପ୍ୟାରିସ ଅଲିମ୍ପିକ୍ସ ରୌପ୍ୟ ବିଜେତା ନୀରଜ ଚୋପ୍ରା ଆମେରିକାର ବିଶ୍ୱ ପ୍ରସିଦ୍ଧ ‘ଟ୍ରାକ୍ ଆଣ୍ଡ୍ ଫିଲ୍ଡ ନ୍ୟୁଜ୍’ ମାଗାଜିନ୍ ଦ୍ୱାରା ୨୦୨୪ ବର୍ଷ ପାଇଁ ବିଶ୍ୱର ଶ୍ରେଷ୍ଠ ପୁରୁଷ ଜାଭେଲିନ୍ ଥ୍ରୋୟର ବିବେଚିତ ହୋଇଛନ୍ତି। ଗତବର୍ଷ…
Archives


