Odisha municipal election: ପୁଣି ହେବ ପୌର ନିର୍ବାଚନ, ସରକାରଙ୍କ ବଡ଼ ଘୋଷଣା
ଭୁବନେଶ୍ୱର,୫।୩: ପୁଣି ହେବ ନିର୍ବାଚନ। ଏନେଇ ବଡ଼ ସୂଚନା ଦେଇଛନ୍ତି ମୋହନ ସରକାର। ସମ୍ବଲପୁର, ରାଉରକେଲା ଓ ପୁରୀରେ ପୁଣି ହେବ ପୌର ନିର୍ବାଚନ Odisha municipal election। ହାଇକୋର୍ଟର ଶୁଣାଣି ପରେ ହେବ ର୍ନିବାଚନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି…
ସେମିଫାଇନାଲରେ ଚମତ୍କାର ବ୍ୟାଟିଂ ପାଇଁ କୋହଲିଙ୍କୁ ନେଇ ଗୁଡ୍ନ୍ୟୁଜ୍ ଦେଲା ICC
ନୂଆଦିଲ୍ଲୀ,୫।୩: ଆଇସିସି ବୁଧବାର ଦିନିକିଆ ରାଙ୍କିଙ୍ଗର ଅପଡେଟ୍ ପ୍ରକାଶ କରିଛି। ଟିମ ଇଣ୍ଡିଆର ଅଭିଜ୍ଞ ଖେଳାଳି ବିରାଟ କୋହଲିଙ୍କୁ ରାଙ୍କିଙ୍ଗରେ ଲାଭ ମିଳିଛି। କୋହଲି ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ଶ୍ରେୟସ ଆୟର ବ୍ୟାଟିଂ ରାଙ୍କିଙ୍ଗରେ ମଧ୍ୟ ଲାଭବାନ ହୋଇଛନ୍ତି। ଟିମ…
ସୁନାଦରକୁ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା! ଏତେ ଟଙ୍କା କମାଇଦେଲେ…
ନୂଆଦିଲ୍ଲୀ,୫।୩: ସୁନାଦରକୁ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା! କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନିକଟରେ ସରକାର ସୁନା ଓ ରୂପା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ଭାରତ ସରକାର ସମ୍ପ୍ରତି ସୁନା ଓ ରୂପା ଉପରେ…
Subhadra Scheme: ସୁଭଦ୍ରା ନିୟମରେ ହେଲା ବଡ଼ ପରିବର୍ତ୍ତନ! ବଡ଼ ଅପଡେଟ୍ ଦେଲେ ସରକାର
ଭୁବନେଶ୍ୱର,୫।୩: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର । ୩ ଦିନରେ ଦୁଇ ଦୁଇ ଥର ମିଳିବ ଟଙ୍କା । ଡବଲ କିସ୍ତି ପାଇବେ ହିତାଧିକାରୀ । ଏ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ୬…
ଟ୍ରମ୍ପଙ୍କ ଟାରିଫ୍ ଘୋଷଣା ପରେ ଚିହିଁକି ଉଠିଲା ଚାଇନା, କହିଲା ଆମେରିକା ସହ ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ
ବେଜିଂ,୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ମେକ୍ସିକୋ ଏବଂ କାନାଡାରୁ ଆମଦାନୀ ଉପରେ ଲାଗୁ କରାଯାଇଥିବା ନୂତନ ୨୫% ଶୁଳ୍କ ମଙ୍ଗଳବାର ଠାରୁ କାର୍ଯ୍ୟକାରୀ ହୋଇଛି। ସେହି ସମୟରେ, ଚାଇନା ସାମଗ୍ରୀ ଉପରେ ଟାରିଫ୍ ଦୁଇଗୁଣ ବୃଦ୍ଧି କରି ୨୦%…
ଶଙ୍ଖଭବନରେ ଗର୍ଜିଲେ ନବୀନ, ମୋହନଙ୍କୁ ସିଧା ଶୁଣାଇଦେଲେ…
ଭୁବନେଶ୍ୱର,୫।୩: ବିଜୁ ଜୟନ୍ତୀ ପାଳନକୁ ନେଇ ଭାଜପା ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ। ଶଙ୍ଖଭବନରେ ମୋହନ ସରକାରଙ୍କ ଉପରେ ଗର୍ଜନ କରିଛନ୍ତି ବିଜେଡି ସୁପ୍ରିମୋ। ସେ କହିଛନ୍ତି, ବିଜୁ କ୍ରୀଡା ପୁରସ୍କାର ନାଁ ପରିବର୍ତ୍ତନ ନେଇ ଉଦ୍ୟମ ହୋଇଥିଲା। ବିମାନ ବନ୍ଦର…
ଚାମ୍ପିୟନ୍ସ ଟ୍ରଫିରେ କିଏ ହେବେ ବିଜେତା, ଜଣାପଡିଲା! ବଡ଼ ଭବିଷ୍ୟବାଣୀ କରିଦେଲେ…
ନୂଆଦିଲ୍ଲୀ,୫।୩: ଭାରତୀୟ ଦଳ ଚାମ୍ପିୟନ୍ସ ଟ୍ରଫିରେ ତୃତୀୟ ଟାଇଟଲ ଜିତିବା ପାଇଁ ମାତ୍ର ଗୋଟିଏ ବିଜୟ ଦୂରରେ ଅଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଚଳିତ ଟୁର୍ନାମେଣ୍ଟ ଖେଳୁଥିବା ଟିମ ଇଣ୍ଡିଆ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୪ ଉଇକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ…
ଏଣିକି ମୃତବ୍ୟକ୍ତିଙ୍କ Insuranceରେ କେବଳ ନୋମିନିଙ୍କୁ ମିଳିବନି ଲାଭ! କୋର୍ଟ ଦେଲେ ବଡ଼ ରାୟ
ନୂଆଦିଲ୍ଲୀ,୫।୩: ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, କର୍ନାଟକ ହାଇକୋର୍ଟ କହିଛନ୍ତି ଯେ ଯଦି ପଲିସିଧାରୀଙ୍କ ଆଇନଗତ ଉତ୍ତରାଧିକାରୀମାନେ ଦାବି କରନ୍ତି, ତେବେ ବୀମା ପଲିସିରେ ନାମିତ ବ୍ୟକ୍ତିଙ୍କର ବୀମା ଲାଭ ଉପରେ ପୂର୍ଣ୍ଣ ଅଧିକାର ରହିବ ନାହିଁ। କୋର୍ଟ ଏହା ମଧ୍ୟ ସ୍ପଷ୍ଟ…
ସୁଭଦ୍ରା ସଚେତନତାରେ ସାମିଲ ହେଲେ ହିତାଧିକାରୀ: ସରକାରୀ ଯୋଜନାର ଫାଇଦା ନେବାକୁ ମହିଳାଙ୍କୁ ପରାମର୍ଶ
ଦାରିଙ୍ଗବାଡି, ୫।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ୨୫ଟି ପଞ୍ଚାୟତରେ ବୁଧବାର ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କିତ ସଭା ଓ ଶୋଭାଯାତ୍ରା ବିଡ଼ିଓ ପ୍ରୀତିରଞ୍ଜନ ରଥ ଏବଂ ସିଡିପିଓ ସନ୍ଧ୍ୟା ରାଣୀ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି…
ବିପୁଳ ପରିମାଣ ବିଦେଶୀ ମଦ ସହ ଲକ୍ଷାଧିକ ଟଙ୍କା ଜବତ: ୨ ଗିରିଫ
ବନ୍ତଳା,୫।୩: ଅନୁଗୋଳ ସ୍ପେଶାଲ ସ୍କ୍ବାଡ୍ ପକ୍ଷରୁ ଚଢ଼ାଉ କରି ୪୬.୮ ଲିଟର ବିଦେଶୀ ମଦ ସହ ୧ଲକ୍ଷ ୧୦ହଜାର ୭୨୫ଟଙ୍କା ଜବତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଅନୁଗୋଳ ଜିଲା ସ୍ପେଶାଲ ସ୍କ୍ବାଡ୍ ପେଟ୍ରୋଲିଂ କରୁଥିଲା ବେଳେ ବନ୍ତଳା ଥାନା ଅନ୍ତର୍ଗତ…
ଦିନ ଦ୍ୱିପହରରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବିଭତ୍ସ ହତ୍ୟା
ଖଲ୍ଲିକୋଟ,୫।୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ହରିପୁର ଗାଁରେ ଜେଲ ଫେରନ୍ତା ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସଙ୍କୁ ବୁଧବାର ଗାଁ ନିକଟରେ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ୪ ଜଣ ଦୁର୍ବୃତ୍ତ ଆସି ଖଣ୍ଡାରେ…
ବିଜୁ ପଟ୍ଟନାୟକଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ ଏମିତି କଥା
ଭୁବନେଶ୍ୱର,୫।୩: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ଆଜି ରାଜ୍ୟରେ ପାଳନ କରାଯାଉଛି। ଏହି ଅବସରରେ ତାଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟୁଇଟ୍ ଯୋଗେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି…
Archives


