Home Left

ଫିଲ୍ମ ଛାଡ଼ିଲେ କିଆରା

ମୁମ୍ବାଇ: ଅଭିନେତ୍ରୀ କିଆରା ଆଡ଼ଭାନୀ ଫିଲ୍ମ ଛାଡ଼ିଛନ୍ତି। ପ୍ରକୃତରେ କହିବାକୁ ଗଲେ କିଆରା ଫିଲ୍ମ ଦୁନିଆ ପୂରା ଛାଡ଼ି ନାହାନ୍ତି। କିଛିଦିନ ପାଇଁ ଛାଡ଼ିଛନ୍ତି। କାରଣ ତାଙ୍କ ଜୀବନ ଏବେ ଖୁସିରେ ପରିପୂର୍ଣ୍ଣ। ନିକଟରେ ଅଭିନେତ୍ରୀ ତାଙ୍କ ଗର୍ଭବତୀ ହେବାର ଖବର…

ପ୍ରଭାବିତ ଧାନ ଫସଲ ଦେଖିଲେ କୃଷି ବିଭାଗ ଟିମ୍‌

ବରଗଡ଼,୫।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଧାନ ଫସଲରେ ରୋଗପୋକ ଉପଦ୍ରବ ହୋଇଛି। ଫସଲ ପ୍ରାଥମିକ ପର୍ଯ୍ୟାୟରେ ଥିବା ସମୟରେ ଏଭଳି ସ୍ଥିତି ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା ସମେତ ବିଭିନ୍ନ ଗ୍ରାମର ଧାନ ଫସଲେ କାଣ୍ଡବିନ୍ଧା ପୋକ…

ନବ ଦାସଙ୍କ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି ମାମଲାର ଅନ୍ତ

କଟକ,୫ା୩(କାର୍ତ୍ତିକ ସାହୁ)- ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ନେଇ ରୁଜୁ ମାମଲାର ବୁଧବାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ରାଜ୍ୟ ସରକାର ନବ ଦାସ ହତ୍ୟା ମାମଲାର ତଦନ୍ତ ସଂକ୍ରାନ୍ତୀୟ ରିପୋର୍ଟ ସତ୍ୟପାଠ ଜରିଆରେ…

ମାର୍ଚ୍ଚ ୩୦ ରୁ ରାଜଧାନୀ ଭୁବନେଶ୍ୱରରୁ ଆଉ ୨ ଟି ପ୍ରମୁଖ ଗନ୍ତବ୍ୟସ୍ଥଳକୁ ବିମାନ ସେବା

ଭୁବନେଶ୍ୱର,୫ା୩: ମାର୍ଚ୍ଚ ୩୦ ରୁ ଓଡିଶାର ରାଜଧାନୀ ସହର ଆଉ ଦୁଇଟି ପ୍ରମୁଖ ଗନ୍ତବ୍ୟସ୍ଥଳ – ଉତ୍ତର ପ୍ରଦେଶର ଗାଜିଆବାଦ ଏବଂ ଆଣ୍ଡାମାନ ଏବଂ ନିକୋବରର ପୋର୍ଟ ବ୍ଲେୟାର ସହିତ ବିମାନ ଯୋଗେ ସଂଯୋଗ ହେବ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ)…

ସୁଭଦ୍ରା ଯୋଜନା: କାଲି ମିଳିବ…

ଭୁବନେଶ୍ୱର,୫ା୩(ଅନୁରାଧା ମହାରଣା): ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ଅର୍ଥରାଶି ପାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧ କୋଟି ୮ ଲକ୍ଷ ମହିଳା ଆବେଦନ କରିସାରିଛନ୍ତି। ଗୁରୁବାର ପଞ୍ଚମ ପର୍ଯ୍ୟାୟରେ ପ୍ରାୟ ୧ ଲକ୍ଷ ୭୦ ହଜାର ମହିଳାଙ୍କୁ ପ୍ରଥମ କିସ୍ତି…

‘ଲୋକଙ୍କ ନିକଟତର ହେବାକୁ ଚାହୁଁଛି ଭାଜପା ସରକାର’

ଭବାନୀପାଟଣା,୫ା୩(ଉତ୍ତମ କୁମାର ଦାଶ): ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ୨୦୨୫-୨୬ବର୍ଷ ପାଇଁ ୨ଲକ୍ଷ ୯୦ହଜାର କୋଟି ଆର୍ଥିକ ବଜେଟ ଉପସ୍ଥାପନା କରାଯାଇଛି। ଏହା ଓଡ଼ିଶାର ସାଧାରଣ ଲୋକଙ୍କ ବଜେଟ। ଭାଜପା ସରକାର ଲୋକଙ୍କ ନିକଟତର ହେବାକୁ ଚାହୁଁଛି ବୋଲି ବୁଧବାର ଭବାନୀପାଟଣା…

ବାଥରୁମ୍‌ରେ ରଖନ୍ତୁ ଏହି ରଙ୍ଗର ବାଲ୍‌ଟି; ଘରେ ବୃଦ୍ଧି ପାଇବ ସୁଖ ସମୃଦ୍ଧି…

ଆମ ଜୀବନରେ ବାସ୍ତୁ ଶାସ୍ତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିଥାଏ। ଏଥିରେ ଦିଗ ଏବଂ ରଙ୍ଗର ପ୍ରମୁଖ ଭୂମିକା ରହିଛି। ସଠିକ ରଙ୍ଗ ଚୟନ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ଅନେକ ପ୍ରକାରର ଅସୁବିଧାରୁ ମୁକ୍ତି ମିଳିଥାଏ। ଏଥିସହ ବାସ୍ତୁ ଦୋଷ ଦୂର…

ଏପ୍ରିଲରେ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହେବ ‘ଶିଶୁ ବାଟିକା’

ଭୁବନେଶ୍ୱର,୫ା୩: ୨୦୨୫-୨୬ ଶିକ୍ଷାବର୍ଷରୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଜାତୀୟ ଶିକ୍ଷା ନୀତି (NEP)-୨୦୨୦ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ସ୍ୱରୂପ, ଓଡ଼ିଶା ସରକାର ୨ ଏପ୍ରିଲ୍, ୨୦୨୫ରେ ସମସ୍ତ ବିଦ୍ୟାଳୟରେ ‘ପ୍ରବେଶ ଉତ୍ସବ’ ଏବଂ ‘ଖାଦି ଛୁଆଣ’ ଶୀର୍ଷକ ଏକ ଅଭିଯାନ ଆରମ୍ଭ…

ହାଣ୍ଡିଆ ଗୋଦାମରେ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌

କେନ୍ଦୁଝର,୫ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ସଦର ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ଅଭିଯୁକ୍ତ କୁନୁ ଓରଫ ଜଗନ୍ନାଥ ମୁଣ୍ଡା(୨୦) ଙ୍କୁ ସଶ୍ରମ…

ମହିଳାଙ୍କ ଭିତରେ ଏହି ୪ ଦୁର୍ଗୁଣ ଥିଲେ ପରିବାର ହୁଏ ଛାରଖାର

ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ଲିଖିତ ‘ନୀତି ଶାସ୍ତ୍ର’ର ଆଜିବି ଆଦର କରାଯାଏ। ମନୁଷ୍ୟ ଜୀବନରେ ତାଙ୍କ ବର୍ଣ୍ଣିତ ନୀତିର ଗୁରୁତ୍ୱ ଅଧିକ ରହିଛି। ଯଦି କେହି ବ୍ୟକ୍ତି ଚାଣକ୍ୟଙ୍କ ପରାମର୍ଶ ମୁତାବକ ଜୀବନରେ କାର୍ଯ୍ୟ କରନ୍ତି ତେବେ ସେ ବହୁତ ଉପରକୁ…

EPFO: ଅଧିକ ପେନସନ୍‌ ପାଇବାର ଆଶା କ’ଣ ମଉଳିଯିବ? ୫ ଲକ୍ଷ କର୍ମଚାରୀଙ୍କୁ ଝଟ୍‌କା ଦେଇପାରେ…

ନୂଆଦିଲ୍ଲୀ,୫।୩: ଆପଣ ମଧ୍ୟ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ରୁ ଅଧିକ ପେନସନ ପାଇବାକୁ ଆଶା କରୁଛନ୍ତି କି, ତେବେ ଆପଣଙ୍କ ଆଶା ଧୂଳିସାତ ହୋଇପାରେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ EPFO ଲୋକମାନଙ୍କୁ ଅଧିକ ପେନସନ ଦେବା ଆରମ୍ଭ କରିଛି।…

ମିଳିନି ବୀମା କ୍ଷତିପୂରଣ, ବୈଠକରେ ତାତିଲେ ଚାଷୀ

ବରଗଡ଼,୫ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇ ପଡ଼ିଛି। ଏଠାରେ ଅନେକ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ କିମ୍ବା ଇନପୁଟ୍‌ ସହାୟତା ମିଳୁ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri