ବିଦ୍ୟାଳୟରେ ପାଇଖାନା ନ ଥିବା ଘଟଣାକୁ ସହୃଦୟର ସହ ନେଲେ ବିଡିଓ, କହିଲେ ୩ ମାସରେ…

ଦାରିଙ୍ଗବାଡି,୭।୧୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ ୬ ଦଶନ୍ଧି ବିତିଯାଇଛି । ପ୍ରଥମରୁ ପଞ୍ଚମ ଓ ପରବର୍ତ୍ତୀ ସମୟରେ ଅଷ୍ଟମ ପର୍ଯ୍ୟନ୍ତ ଆଉ ଏବେ କିଛି ବର୍ଷ ହେଲା ବିଦ୍ୟାଳୟରେ ଉଚ୍ଚ ଶିକ୍ଷା ପାଇଁ ନବମ ଓ ଦଶମ ଶ୍ରେଣୀ ଖୋଲିଛି । ହେଲେ ପରିବର୍ତ୍ତନ ଆସିନି । ବିଦ୍ୟାଳୟର ଶିଶୁ ବାଟିକା ସହ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ପାଇଖାନା ଟିଏ ଆଜି ପର୍ଯ୍ୟନ୍ତ ନାହିଁ ।

ଏହି ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ, ବିଡ଼ିଓ ପ୍ରୀତିରଞ୍ଜନ ରଥ ଘଟଣାକୁ ଗୁରୁତର ସହ ନେଇଛନ୍ତି। ତାଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଆସନ୍ତା ୩ ମାସ ମଧ୍ୟରେ ଶୌଚାଳୟ ନିର୍ମାଣ ସହ ଏମ୍‌ ଜିଏନଆରଇଜିଏଏସ ଯୋଜନାରେ ପାଚେରି ଓ ଅନ୍ୟ ସମସ୍ୟାର ଦୂର କରାଯିବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ ଅଧ୍ୟକ୍ଷାଙ୍କୁ ଭେଟିଲେ ଗ୍ରାମବାସୀ: ଦେଲେ ଦାବିପତ୍ର

ଅମରପାଲି,୫।୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଗ୍ରାମ ପଞ୍ଚାୟତର ଭୁତିଆପାଲି ଗ୍ରାମବାସୀ ଗ୍ରାମର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷାଙ୍କୁ…

କଲ୍ୟାଣସିଂହପୁର ଲ୍ୟାମ୍ପ୍‌ସରେ ଦୁର୍ନୀତି ଅଭିଯୋଗ: ପରିଚାଳନା ନିର୍ଦ୍ଦେଶକଙ୍କୁ ଦାୟିତ୍ୱରୁ ହଟାଗଲା

ଗୁଣପୁର,୫।୫( ସୁଜାତା ପାଢ଼ୀ/ସଂକେତ ପାତ୍ର): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଲ୍ୟାମ୍ପ୍‌ସରେ ଆର୍ଥିକ ଅନିୟମିତତା ଅଭିଯୋଗ ଆସିଛି। ଚାଷୀମାନଙ୍କ ଜମା ଟଙ୍କା ଲ୍ୟାମ୍ପ୍‌ସ ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରସାଦ…

ହାରିବା ପରେ ମମତାଙ୍କ ପ୍ରଥମ ପ୍ରେସ୍‌ କନଫରେନ୍ସ: କହିଲେ ପିଏମ୍‌ ମୋଦି-ଶାହା ମିଶି ଆମକୁ…

କୋଲକାତା,୫।୫: ପଶ୍ଚିମବଙ୍ଗରେ ହାରିବା ପରେ ମମତା ବାନାର୍ଜୀ ପ୍ରେସ୍‌ କନଫରେନ୍ସ ଜରିଆରେ ଭାଜପା ଉପରେ ବର୍ଷିଛନ୍ତି। ମମତା କହିଛନ୍ତି, ଆମର କର୍ମୀମାନଙ୍କୁ ନିର୍ଯାତନା ଦିଆଯାଇଛି। ଏହି ହେରଫେର…

ବଙ୍ଗଳାରେ ଭାଜପାର ପ୍ରଚଣ୍ଡ ବିଜୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା: କହିଲେ ଓଡ଼ିଶାରେ …

ଭୁବନେଶ୍ୱର,୫।୫: ରାଜନୀତିରେ ବିଜୟ ଏବଂ ପରାଜୟ କେବଳ କ୍ଷମତା ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ; ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼େ। ପଶ୍ଚିମବଙ୍ଗରେ ଭାଜପାର ବିଜୟ…

ନିର୍ବାଚନ ଜିତିବାର ଖୁସି ମଧ୍ୟରେ ଥାଲାପଥି ବିଜୟଙ୍କୁ ବଡ଼ ଝଟକା: ଶୁଣିଲେ ପ୍ରଶଂସକ ବି ହେବେ ନିରାଶ

ନୂଆଦିଲ୍ଲୀ,୫।୫: ୪ ମେ’ ୨୦୨୬ ଥାଲାପଥି ବିଜୟଙ୍କ ଜୀବନରେ ସର୍ବଦା ଏକ ସ୍ମରଣୀୟ ତାରିଖ ହୋଇ ରହିବ, କାରଣ ଏହି ଦିନ ତାଙ୍କ ଦଳ ଟିଭିକେ ୧୦୮…

ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା: ସିସିଟିଭି ନଜରରେ ରହିବ ବଡ଼ଦାଣ୍ଡ

ପୁରୀ,୫।୫: ପାଖେଇ ଆସୁଛି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ରଥଯାତ୍ରା ପ୍ରସ୍ତୁତି ନେଇ ପୁରୀ ଏସ୍‌ପି ପ୍ରତୀକ ସିଂହ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ଶୃଙ୍ଖଳିତ ଏବଂ…

ହେବ ଭାରତ-ପାକିସ୍ତାନ ଯୁଦ୍ଧ! ଆମେରିକାର ବିପଦପୂର୍ଣ୍ଣ ଭବିଷ୍ୟବାଣୀ ପରେ ବିଶ୍ୱ ଛାନିଆ

ନୂଆଦିଲ୍ଲୀ,୫।୫: ଅପରେଶନ ସିନ୍ଦୁରର ବାର୍ଷିକୀ ପୂର୍ବରୁ, ଆମେରିକାରୁ ଏକ ବିପଦପୂର୍ଣ୍ଣ ଭବିଷ୍ୟବାଣୀ ଆସିଛି। ଏହା ଏକ ଭବିଷ୍ୟବାଣୀ ଯାହା ଗତ ବର୍ଷ ପାକିସ୍ତାନୀ ଶାସକମାନଙ୍କ ମୁହଁରେ ଦେଖାଯାଇଥିବା…

୨ ମାଟ୍ରିକ ପଢୁଆ ଛାତ୍ରୀଙ୍କୁ ଅପହରଣ, ଘରେ ପଡ଼ିଛି ଭାଳେଣି: ଖୋଜୁଛି ପୋଲିସ

ଦିଗପହଣ୍ଡି,୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ମାଟ୍ରିକ ପଢୁଥିବା ଛାତ୍ରୀ(୧୬)ଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri