Home Left

କାର୍ଯ୍ୟାଳୟରେ ଲାଗିଲା ନିଆଁଁ: ସବୁକିଛି ଜଳିପୋଡ଼ି ପାଉଁଶ

ଛତ୍ରପୁର,୧୬।୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟରେ ଲାଗିଲା ନିଆଁ। ସର୍ଟସର୍କିଟ ପାଇଁ ଲାଗିଲା ନିଆଁ। ନିଆଁରେ ସମସ୍ତ ଅଫିସ କାଗଜ ପତ୍ର ଓ କମ୍ପୁଟର, ପ୍ରିଣ୍ଟର ପୋଡି ନଷ୍ଟ। ନିଆଁକୁ ଆୟତ କଲେ ଅଗ୍ନିଶମ…

ତୁହାକୁ ତୁହା ବର୍ଷା, ଚାଷୀ ବ୍ୟସ୍ତ: ବଜାର ଶୂନଶାନ୍‌

ଦାରିଙ୍ଗବାଡି,୧୬/୮(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ କିଛି ମାସ ହେଲା ତୁହାକୁ ତୁହା ବର୍ଷା ହେଉଛି। ଫଳରେ ଚାଷୀକୂଳକୁ ଯେତିକି ଫାଇଦା ହେବା କଥା କିଛି ଚାଷରେ ଫାଇଦା ହେଉଥିବାବେଳେ ଆଉ କିଛି ଚାଷରେ କ୍ଷତି ସହିବାକୁ ପଡୁଛି। ବିନ୍…

ଏହି ମହାନ କ୍ରିକେଟର୍‌ଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ସିଡନୀ,୧୬।୮: ଅଷ୍ଟ୍ରେଲିଆ ମହାନ କ୍ରିକେଟର୍‌ ବବ ସିମ୍ପସନଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ଏହା କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ନିଶ୍ଚିତ କରାଯାଇଛି। ୧୯୮୭ ମସିହାରେ ଅଷ୍ଟ୍ରେଲିଆକୁ ପ୍ରଥମ ବିଶ୍ୱକପ ଜିତିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି…

ପୁଟିନ ଏମିତି କ’ଣ କହିଲେ ଆଶ୍ଚର୍ଯ୍ୟ ହୋଇଗଲେ ଟ୍ରମ୍ପ: ଆଉ ତା’ପରେ…

ଓ୍ବାଶିଟନ୍‌,୧୬।୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲାସ୍କାରେ ହୋଇଥିବା ବହୁଚର୍ଚ୍ଚିତ ସାକ୍ଷାତରେ ୟୁକ୍ରେନ ଯୁଦ୍ଧ, ପାରସ୍ପରିକ ସମ୍ପର୍କ ଏବଂ ସହଯୋଗର ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବୈଠକ ପରେ ଅନୁଷ୍ଠିତ ମିଳିତ ସାମ୍ବାଦିକ ସମ୍ମିଳନୀ…

‘ରୁଷିଆ, ଚାଇନା, ଭାରତ ମିଳିତ ଭାବରେ ଆମେରିକା ଗୁଣ୍ଡାଗିରିର ଅନ୍ତ ଘଟାଇବେ’ ଏମିତି କାହିଁକି କହିଲେ ବାବା ରାମଦେବ

ନୂଆଦିଲ୍ଲୀ,୧୬।୮: ଯୋଗଗୁରୁ ସ୍ବାମୀ ରାମଦେବ ଶୁକ୍ରବାର ଦାବି କରିଛନ୍ତି ଯେ ଭାରତ ଖୁବ ଶୀଘ୍ର ରୁଷିଆ ଏବଂ ଚାଇନା ସହିତ ହାତ ମିଳାଇ ଆମେରିକାର ରାଜନୈତିକ ଏବଂ ଅର୍ଥନୈତିକ ଗୁଣ୍ଡାଗିରିକୁ ଶେଷ କରିବ। ସେ କହିଛନ୍ତି ଯେ ଭାରତ, ରୁଷିଆ, ଚାଇନା…

ରିସର୍ଟର ସୁଇମିଂପୁଲ୍‌ରୁ ମିଳିଲା ପର୍ଯ୍ୟଟକଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଢେଙ୍କାନାଳ,୧୬।୮(ରତନ ନାୟାର): ଢେଙ୍କାନାଳ ଜିଲା ଅଗ୍ନିଶମ ସେବା କର୍ମଚାରୀ ରିସର୍ଟରୁ ଶନିବାର ଭୋର ୫ଟାରୁ ଜଣେ ପର୍ଯ୍ୟଟକଙ୍କ ମୃତଦେହକ ଉଦ୍ଧାର କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ତେଜ ଆହୁଜା ଏବଂ ତାଙ୍କ ଘର ଉତ୍ତରାଖଣ୍ଡରେ ବୋଲି ଜଣାପଡିଛି। ମୃତ୍ୟୁର କାରଣ ବର୍ତ୍ତମାନ…

ମ୍ୟାଚ ଫିକ୍ସିଂ ମାମଲାରେ ICC ଶୁଣାଇଲା ସଜା, ଏହି ଖେଳାଳିଙ୍କୁ ୫ବର୍ଷ ପାଇଁ କରାଗଲା ବ୍ୟାନ

ନୂଆଦିଲ୍ଲୀ,୧୬।୮: ICCର ଦୁର୍ନୀତି ନିବାରଣ ଟ୍ରିବ୍ୟୁନାଲ ଦ୍ୱାରା ପୂର୍ବତନ ଶ୍ରୀଲଙ୍କା ଘରୋଇ କ୍ରିକେଟର ସାଲିଆ ସମନଙ୍କୁ ସମସ୍ତ ଫର୍ମାଟ କ୍ରିକେଟରୁ ୫ ବର୍ଷ ପାଇଁ ନିଷିଦ୍ଧ କରାଯାଇଛି। ୨୦୨୧ ଆବୁଧାବି ଟି୧୦ ଲିଗରେ ମ୍ୟାଚ ଫିକ୍ସିଂ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା…

SBIର ବଡ଼ ଘୋଷଣା, ଏଣିକି ଲୋନ୍‌ ନେଲେ…

ନୂଆଦିଲ୍ଲୀ,୧୫।୮: ଯଦି ଆପଣଙ୍କର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ରେ ଆକାଉଣ୍ଟ ଅଛି, ତେବେ ଆପଣଙ୍କ ପାଇଁ ଖୁସିଖବର। ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ SBI ତା’ର ଗ୍ରାହକଙ୍କୁ ୧୫ ଅଗଷ୍ଟ ୨୦୨୫ ଠାରୁ ଏକ ବିଶେଷ ଉପହାର ଦେଇଛି।…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ

ଭଞ୍ଜନଗର,୧୫।୮(ବାବୁଲା ପ୍ରଧାନ):ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶୁକ୍ରବାର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ. କମ୍ବୁପାଣି ସାମନ୍ତ ଏବଂ ଯୁଗ୍ମ ସମ୍ପାଦକ ଗଙ୍ଗାଧର ଦାସ ଯୋଗ ଦେଇଥିଲେ। ୫୧ଜଣ…

 ଆରପାରିରେ ନାଗାଲାଣ୍ଡ ରାଜ୍ୟପାଳ ଏଲ୍‌. ଗଣେଶନ       

କୋହିମା,୧୫।୮:ନାଗାଲାଣ୍ଡ ରାଜ୍ୟପାଳ ଏଲ୍‌. ଗଣେଶନଙ୍କର ପରଲୋକ ଘଟିଛି। ଶୁକ୍ରବାର ୮୦ ବର୍ଷ ବୟସରେ ତାଙ୍କର  ବିୟୋଗ ଘଟିଛି। ୮ ଅଗଷ୍ଟରେ ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ସେ ପଡ଼ିଯିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏ ନେଇ ସେ ଚେନ୍ନାଇର ଆପୋଲୋ…

ବରଗଡ଼ରେ ଚାଞ୍ଚଲ୍ୟ: ଗାଡ଼ି ଡିକିରୁ ଲୁଟିନେଲେ ୧୧ଲକ୍ଷ ଟଙ୍କା

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରପାଲିରେ ଚାଷୀଙ୍କ ସ୍କୁଟି ଡ଼ିକିରୁ ୧୧ ଲକ୍ଷ ୬୩ ହଜାର ଟଙ୍କା ଲୁଟ ଘଟଣାରେ ବରଗଡ଼ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲା ଆସ୍କା ଥାନା ପକାଲାପାଲି…

ଜାତୀୟ ପତାକା ଉତ୍ତୋଳନ କଲେ ୯୦ ବର୍ଷୀୟା ବୃଦ୍ଧା, ବଖାଣିଲେ ସ୍ବାଧୀନତା ପୂର୍ବର କାହାଣୀ

ଦାରିଙ୍ଗବାଡି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତର ସିକରମାହା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ୭୯ତମ ସ୍ବାଧୀନତା ଦିବସ ବଡ଼ ଧୂମଧାମରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ଉକ୍ତ ଅଞ୍ଚଳର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri