Home Left

ଭିଜିଲାନ୍ସ ଜାଲରେ ପୋଲିସ ଏସ୍‌ଆଇ, ସ୍କ୍ରାପ୍‌ ବ୍ୟବସାୟୀଙ୍କଠାରୁ ନେଉଥିଲେ…

ବରଗଡ଼,୨୫ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ଥାନାରେ କାର୍ଯ୍ୟରତ ପୋଲିସ ଏସ୍‌ଆଇ ଜଗା ବରିହା ସୋମବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣେ ସ୍କ୍ରାପ ବ୍ୟବସାୟୀଙ୍କଠାରୁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ମାଡି ବସିଥିଲା। ତାଙ୍କ ପାଖରୁ…

ହେଡ୍‌ କୋଚ ହେଲେ କୋଲକାତାର ରାଜକୁମାର: ଏହି ଦଳ ଦେଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୨୫।୯:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କ୍ରିକେଟ ଜଗତରେ ଏକ ନୂତନ ଆରମ୍ଭ କରିଛନ୍ତି। ଦୀର୍ଘ ବର୍ଷ ଅପେକ୍ଷା ପରେ, ସେ ଏବେ କୋଚ ଭୂମିକାରେ ପାଦ ଦେଇଛନ୍ତି। ସେ ଭାରତୀୟ ଦଳର…

ଫଟୋ ପାଇଁ ଯାଉଥିଲେ ଫଟୋ ହୋଇ ଫେରିଲେ, ହସ୍ପିଟାଲରେ ଉତ୍ତେଜନା

ବଣାଇଁ,୨୫ା୮(ପ୍ରଦୀପ ତ୍ରିପାଠୀ): ସୋମବାର ସକାଳୁ ବଣାଇଁ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଫଟୋ ଉଠାଇବାକୁ ବନବିଭାଗ ନେଉଥିବା ବେଳେ ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ୭୧ ବର୍ଷ ମହିଳା ପଞ୍ଚମୀ ପାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ…

ଭାରତଠାରୁ ତେଲ କିଣୁଛି ଆମେରିକା, କିନ୍ତୁ ଦେଖାଉଛି ନାଲିଆଖି: ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ, ୨୫।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆରୁ ତେଲ କିଣିବା ପାଇଁ ଭାରତ ଉପରେ ମୋଟ ୫୦ ପ୍ରତିଶତ ଟାରିଫ୍‌ ଲାଗୁ କରିଛନ୍ତି। କେବଳ ଏତିକି ନୁହେଁ, ସେ ଧମକ ଦେଇଛନ୍ତି ଯେ ଯଦି ଭାରତ ଏବେ ବି ରୁଷିଆରୁ…

ଭାରତ ଉପରେ କାହିଁକି ସେକେଣ୍ଡାରୀ ଟାରିଫ ଲଗାଇଛନ୍ତି ଟ୍ରମ୍ପ? ସିକ୍ରେଟ ଖୋଲିଲେ ଭାନ୍ସ

ନୂଆଦିଲ୍ଲୀ/ଓ୍ବାଶିଂଟନ.୨୫।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। ଭାରତ ରୁଷିଆରୁ ତେଲ କିଣିଥିବାରୁ ଆମେରିକା ଭାରତ ଉପରେ ଏହି ଶୁଳ୍କ ଲଗାଇଛି। ଏହି ସମୟରେ, ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପ୍ରତିକ୍ରିୟା ସାମ୍ନାକୁ…

ଜଗଦୀପ ଧନକରଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଅମିତ ଶାହା

ନୂଆଦିଲ୍ଲୀ,୨୫।୮: ୧୩୦ତମ ସମ୍ବିଧାନ ସଂଶୋଧନ ବିଲ ବିରୋଧରେ ବିରୋଧୀଙ୍କ ମତ ଉପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ANI କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଆଜି ମଧ୍ୟ ସେମାନେ ଚେଷ୍ଟା କରୁଛନ୍ତି ଯେ ଯଦି ସେମାନେ କେବେ ଜେଲ ଯାଆନ୍ତି,…

ଅତ୍ୟଧିକ ମିଠା ଖାଇବା ସ୍ମରଣଶକ୍ତିକୁ କରିପାରେ ପ୍ରଭାବିତ

ଅନେକେ ଲୋଭର ବଶବର୍ତ୍ତୀ ହୋଇ ଅଧିକ ପରିମାଣରେ ମିଠା ଖାଇବାକୁ ପସନ୍ଦ କରିଥାଆନ୍ତି। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି। ଏଭଳି…

ବାଂଲାଦେଶରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀକୁ ଅପମାନ, କହିଲେ ପ୍ରଥମେ କ୍ଷମା ମାଗନ୍ତୁ…

ଢାକା,୨୫।୮: ଦକ୍ଷିଣ ଏସିଆରେ ବିଚ୍ଛିନ୍ନ ହୋଇଥିବା ପାକିସ୍ତାନ ଏବେ ବାଂଲାଦେଶ ଆଡକୁ ବନ୍ଧୁତାର ହାତ ବଢ଼ାଉଛି। କିନ୍ତୁ ବାଂଲାଦେଶ ସ୍ପଷ୍ଟ କରିଛି ଯେ କୌଣସି ଚୁକ୍ତି ପୂର୍ବରୁ ପାକିସ୍ତାନକୁ ୧୯୭୧ ମସିହାର ଗଣହତ୍ୟା ପାଇଁ କ୍ଷମା ମାଗିବାକୁ ପଡିବ। ବାଂଲାଦେଶ ୧୯୭୧…

ମହଙ୍ଗା ହେଲା ମେଟ୍ରୋ ଯାତ୍ରା

ନୂଆଦିଲ୍ଲୀ,୨୫।୮: ଦିଲ୍ଲୀର ଜୀବନରେଖା ମେଟ୍ରୋରେ ଯାତ୍ରା କରିବା ଏବେ ମହଙ୍ଗା ହୋଇଯାଇଛି। ସମସ୍ତ ମେଟ୍ରୋ ଲାଇନରେ ଭଡା ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁମାନେ କମ ଦୂରତା ଯାତ୍ରା କରୁଛନ୍ତି ସେମାନଙ୍କୁ ଅତିରିକ୍ତ ଟଙ୍କା ଦେବାକୁ ପଡିବ। ଅନ୍ୟପକ୍ଷରେ, ଦୂର…

ପଲ୍ଲା ଛକ ରାସ୍ତା ମରଣଯନ୍ତା: ଜମୁଛି ବର୍ଷାପାଣି

ଖୋର୍ଦ୍ଧା,୨୫ା୮(ପ୍ରଭାତ ପାଣିଗ୍ରାହୀ): ଗତ ସପ୍ତାହେ ହେଲା ଖୋର୍ଦ୍ଧାରେ ଲଘୁଚାପ ବର୍ଷା ଲାଗିରହିଛି। ସହରର ଡ୍ରେନ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଉପରକୁ ଉଦ୍‌ବୃତ୍ତ ହୋଇଆସୁଛି। ରାସ୍ତାରେ ଥିବା ଖାଲଖମାରେ ବର୍ଷାଜଳ ଜମି ରହିଛି। ପଲ୍ଲା ଛକ ଗଜପତି ପ୍ରତିମୂର୍ତ୍ତି ଛକରେ…

ଆହୁରି ୩ ଦିନ ଛେଚିବ ବର୍ଷା, ଏସବୁ ଜିଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୫ା୮: ଆହୁରି ୩ ଦିନ ଛେଚିବ ବର୍ଷା। ସୋମବାର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୨୮ ତାରିଖ ଯାଏ ବର୍ଷା ଲାଗି ରହିବ। ସେହିଭଳି ବଜ୍ରପାତ…

ପିଲାଙ୍କୁ ବିଦ୍ୟାଳୟରେ ଆଣ୍ଠେଇ ଦେଲେ ଶିକ୍ଷକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ…

କଟକ ସଦର,୨୫ା୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଏକ ଉଚ୍ଚ ବିଦ୍ୟାଳୟରେ ପ୍ରାର୍ଥନା କ୍ଲାସ୍‌ରେ ପିଲାମାନେ ଆଣ୍ଠେଇବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶନିବାର ସକାଳେ ପ୍ରାର୍ଥନା କ୍ଲାସ ଚାଲିଥିବା ବେଳେ ଅନେକ ପିଲାଙ୍କୁ ବିଦ୍ୟାଳୟ ପରିସରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri