ପୁଟିନ ଆମେରିକାରୁ ଫେରିବା ପରେ ରୁଷିଆରେ ପହଞ୍ଚିଲେ ଜୟଶଙ୍କର, ହେବ ବଡ ଆଲୋଚନା
ନୂଆଦିଲ୍ଲୀ,୧୯।୮: ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତ ଓ ରୁଷିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ମଙ୍ଗଳବାରଠାରୁ ତିନି ଦିନିଆ ମସ୍କୋ ଗସ୍ତ ଆରମ୍ଭ କରିଛନ୍ତି। ଏହି ଗସ୍ତ ଅବସରରେ ଜୟଶଙ୍କର ବୁଧବାର, ଅଗଷ୍ଟ ୨୦ରେ ଅନୁଷ୍ଠିତ…
ବୋହୂଙ୍କ ମାଡ଼ରେ ଶାଶୁ-ଶ୍ୱଶୁରଙ୍କ ସହ ସ୍ବାମୀ…ଥାନାରେ ଏତଲା
ନୀଳଗିରି, ୧୯।୮(ପ୍ରଶାନ୍ତ ବିଶ୍ୱାଳ)-ବାଲେଶ୍ୱର ଜିଲା ନୀଳଗିରି ଥାନା କାଂଶ ପଞ୍ଚାୟତ କୁହ୍ଲାପାଳ ଗାଁରେ ପାରିବାରିକ କଳହରୁ ଜଣେ ମହିଳା ତାଙ୍କ ଶାଶୁ, ଶ୍ୱଶୁର ଓ ସ୍ବାମୀଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୩ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…
ଅଵ୍ୟଵସ୍ଥାରେ ଭବାନୀପାଟଣା ବସଷ୍ଟାଣ୍ଡ:ଦିବ୍ୟାଙ୍ଗ ଶୌଚାଳୟରେ ସବଳ ଯାତ୍ରୀଙ୍କ ଲମ୍ବା ଲାଇନ
ଭବାନୀପାଟଣା,୧୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ରେ ଗତ ଦୁଇ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ତେବେ ଗତ ଦେଢ଼ ବର୍ଷ ତଳେ ଉଦଘାଟନ ହୋଇଥିବା ଭବାନୀପାଟଣା ନୂତନ ବସ ଷ୍ଟାଣ୍ଡ ର ଛାତ ରୁ…
ଭୀଷ୍ମଗିରୀ ସରପଞ୍ଚ ବିରୋଧରେ ଅନାସ୍ଥା ପ୍ରସ୍ତାବ
ଦିଗପହଣ୍ଡି,୧୯|୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଭୀଷ୍ମଗୀରି ପଞ୍ଚାୟତର ସରପଞ୍ଚ ଗାୟତ୍ରୀ ବ୍ରହ୍ମାଙ୍କ ବିରୋଧରେ ୱାର୍ଡ ସଭ୍ୟା ସଭ୍ୟମାନେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ମଙ୍ଗଳବାର ବ୍ରହ୍ମପୁର ଉପ ଜିଲାପାଳଙ୍କୁ ସାକ୍ଷାତ କରି ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ଦେଇଥିବା ଜଣାପଡ଼ିଛି ।…
ପଦୋନ୍ନତିରେ ଅବହେଳା: ଧାରଣାରେ ବସିଲେ ବହୁମୁଖୀ ପୁରୁଷ ସ୍ବାସ୍ଥ୍ୟକର୍ମୀ
ନୂଆପଡ଼ା,୧୮ା୮ (ମକାରୁ ବେମାଲ): ପଦୋନ୍ନତିରେ ଅବହେଳା କରାଯାଉଥିବା ଅଭିଯୋଗ କରି ନୂଆପଡ଼ା ଜିଲାରେ କାର୍ଯ୍ୟରତ ବହୁମୁଖୀ ପୁରୁଷ ସ୍ବାସ୍ଥ୍ୟକର୍ମୀ ମଙ୍ଗଳବାରଠାରୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସେମାନଙ୍କ ଅଭିଯୋଗକ୍ରମେ ୧୬ ବର୍ଷ ହେବ ଜିଲାରେ ୯୨…
ରେଳଯାତ୍ରୀଙ୍କୁ ବଡ଼ ଝଟ୍କା, ଏଣିକି ଅଧିକ ଲଗେଜ୍ ନେଇ ଯାତ୍ରା କଲେ ଗଣିବେ ୬ ଗୁଣ ଅଧିକ ଜରିମାନା!
ନୂଆଦିଲ୍ଲୀ,୧୯।୮: ଭାରତୀୟ ରେଳବିଭାଗ ଯାତ୍ରୀଙ୍କ ‘ଓଭରଲୋଡେଡ୍(ଅତିରିକ୍ତ ସାମଗ୍ରୀ)’ ଉପରେ ଲଗାମ ଲଗାଇବାକୁ ଯୋଜନା ପ୍ରସ୍ତୁତ କରିଛି। ଟ୍ରେନରେ ଟ୍ରଲି ବ୍ୟାଗ, ଶସ୍ୟ ବସ୍ତା, ବଡ଼ ବାକ୍ସ ଓ ଘରୋଇ ସାମଗ୍ରୀ ନେଇ ଚଢ଼ୁଥିବା ଯାତ୍ରୀଙ୍କୁ ଏବେ ସତର୍କ ରହିବାକୁ ପଡ଼ିବ। ରେଲୱେ…
ମୁମ୍ବାଇରେ ପ୍ରବଳ ବର୍ଷା ମଧ୍ୟରେ ଖରାପ ହୋଇଗଲା ମୋନୋରେଲ, ଘଣ୍ଟା ଘଣ୍ଟା ଧରି ଫସି ରହିଲେ ଯାତ୍ରୀ
ମୁମ୍ବାଇ,୧୯।୮: ମୁମ୍ବାଇରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ବର୍ଷା ମଧ୍ୟରେ ମୋନୋରେଲ ସେବା ବାଧାପ୍ରାପ୍ତ ହୋଇଛି। ସନ୍ଧ୍ୟା ପ୍ରାୟ ୬:୧୫ରେ ଚେମ୍ବୁର ଓ ଭକ୍ତି ପାର୍କ ମଧ୍ୟରେ ମୋନୋରେଲ ଖରାପ ହେବା ଯୋଗୁଁ ଅନେକ ଯାତ୍ରୀ ରେଲ ଭିତରେ ଫସି ରହିଥିଲେ। ଖବର…
ଟଙ୍କା ଆଧାରିତ ଗେମିଂ ଲେଣଦେଣ ଉପରେ ବ୍ୟାନ ଲଗାଇବେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୧୯।୮: କେନ୍ଦ୍ରୀୟ କ୍ୟାବିନେଟ ଅନଲାଇନ ଗେମିଂ ବିଲକୁ ଅନୁମୋଦନ ଦେଇଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦ୍ରୁତ ବିକାଶଶୀଳ ଡିଜିଟାଲ ଗେମିଂ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ଏବଂ ଅନଲାଇନ ଜୁଆ (ବେଟିଂ) ଉପରେ ରୋକ ଲଗାଇବା। ସୂଚନା ଅନୁଯାୟୀ, ଏହି ବିଲ…
ଘର ସମ୍ମୁଖରେ ଅଶୋକ ଗଛ ଲଗାଇଛନ୍ତି କି? ଜାଣନ୍ତୁ ଏହା ରହିବା ଶୁଭ ନା ଅଶୁଭ, ନଚେତ…
ବାସ୍ତୁ ଅନୁସାରେ ଘର ସାମ୍ନାରେ ଅଶୋକ ଗଛ ଥିବା ନଚେତ ଲଗାଇବା ବହୁତ ଶୁଭ। କାରଣ ଏହି ଗଛ ସକରାତ୍ମକ ଉର୍ଜା ଆଣିଥାଏ। ଏଥିସହ ଏହି ଗଛ ସୁଖ, ସମୃଦ୍ଧି ଏବଂ ଖୁସିର ପ୍ରତୀକ। ତେବେ ଯଦି ଏହାର ଦିଗ ଠିକ୍…
ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରରେ ସେପ୍ଟେମ୍ବର ୨୦୨୫ ସେସନ ପାଇଁ ଆଡ଼ମିଶନ ଆରମ୍ଭ
ଭୁବନେଶ୍ୱର,୧୯।୮: ଓଡ଼ିଶାର ସ୍କିଲ୍ଡ-ଇନ-ଓଡ଼ିଶା ଅଧୀନରେ ପ୍ରମୁଖ ଦକ୍ଷତା ବିକାଶ ଅନୁଷ୍ଠାନ ବିଶ୍ୱ ଦକ୍ଷତା କେନ୍ଦ୍ର (ଡବ୍ଲ୍ୟୁଏସସି) ସେପ୍ଟେମ୍ବର ୨୦୨୫ ସେସନ ପାଇଁ ଅନଲାଇନ ଆବେଦନ ଆରମ୍ଭ କରିଛି। ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୧, ୨୦୨୫। ଯୋଗ୍ୟ ପ୍ରାର୍ଥୀଙ୍କୁ…
ଗାଡ଼ିରୁ ଟାଙ୍କିକୁ କାଡି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ବୋହିନେଲେ ପରେ….
ବାଙ୍କୀ,୧୯।୯: ଗାଡ଼ିରୁ ଟାଙ୍କିକୁ କାଡି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ବୋହିନେଲେ ବ୍ୟକ୍ତି।ସେଠାରେ ପେଟ୍ରୋଲ ପକାଇ ଫେରିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲା ବାଙ୍କୀରେ। ଭଗିପୁର ଅଞ୍ଚଳରେ ପେଟ୍ରୋଲ ସରିଯିବା ପରେ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଯାଇ ପାରିଲାନି…
Archives


