ସୁଧାର ଗୃହରେ ଫସିଛନ୍ତି ୧୩ ମହିଳା
ଖୋର୍ଦ୍ଧା ଅଫିସ,୨୧ା୩ : ସାରା ବିଶ୍ୱରେ ଲାଗି ରହିଛି କରୋନା ଆତଙ୍କ। ଏ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। କରୋନା ସଂକ୍ରମଣ ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି। ବିଦେଶ ଫେରନ୍ତାଙ୍କ…
ଜିନ୍ଦାବାଦ୍ ଭିଡ଼ରେ ମୁର୍ଦ୍ଦାବାଦ ସ୍ବର
ନୂଆଦିଲ୍ଲୀ,୨୧ା୩: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଶୁକ୍ରବାର ଭୋର୍ ଠିକ୍ ୫ଟା ୩୦ରେ ଫାଶୀ ଖୁଣ୍ଟରେ ଝୁଲାଯିବା ମାତ୍ରେ ଦିଲ୍ଲୀର ତିହାର ଜେଲ୍ ବାହାରେ ଏକପ୍ରକାର ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା। ଦେଶର କୋଣ ଅନୁକୋଣରୁ ଆସି…
ଅନ୍ ଲାଇନ୍ କାରବାର ପାଇଁ ଇପିଏଫ୍ ଉପଭୋକ୍ତାଙ୍କୁ ପରାମର୍ଶ
ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ଇପିଏଫ୍ଓ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଉପଭୋକ୍ତାଙ୍କୁ ଅନ୍ ଲାଇନ୍ ଜରିଆରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିବେଦନ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୋଭିଡ୍-୧୯ ସଂକ୍ରମଣକୁ ରୋକିବା ପାଇଁ କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ ତରଫରୁ…
୧୯୪୭ରୁ ୭୨୦ ଅପରାଧୀ ପାଇଲେଣି ମୃତ୍ୟୁଦଣ୍ଡ: ପାଖାପାଖି ଅଧା ଉତ୍ତରପ୍ରଦେଶର
ନୂଆଦିଲ୍ଲୀ, ୨୧ା୩: ସ୍ବାଧୀନତା ପରଠାରୁ ଭାରତରେ ମୋଟ ୭୨୦ ଅପରାଧୀ ଫାଶୀ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ପାଖାପାଖି ଅଧା ଉତ୍ତରପ୍ରଦେଶର। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଏକ ପ୍ରକଳ୍ପ ଲାଗି ସଂଗ୍ରହ କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଫାଶୀଦଣ୍ଡ ପାଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ…
ପଖାଳକୁ ରୋକିପାରିଲାନି କରୋନା: ଘରେ ପାଳନ ହେଲା ପଖାଳ ଦିବସ
ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ପଖାଳ କଂସାକୁ ରୋକିପାରିଲାନି କରୋନା ଭୟ। ପଖାଳ ଦିବସରେ ଓଡ଼ିଆଙ୍କ ଘରେ ଘରେ ଜମିଲା ପଖାଳର ଆସର। ସାମାଜିକ ଦୂରତ୍ୱ ପାଇଁ ସରକାର ଜାରି କରିଥିବା ଗାଇଡ୍ଲାଇନକୁ ମାନି ଲୋକେ ଘରେ ନିଜ ବନ୍ଧୁ ପ୍ରିୟଜନଙ୍କ ସହ ପଖାଳ…
ଆଜିଠୁ ଦୋକାନ ଉପରେ କଟକଣା
ପୁରୀ ଅଫିସ,୨୧ା୩: କରୋନା ଭାଇରସକୁ ନେଇ ଏବେ ସବୁଠି ଆଲୋଚନା। ଏହି ପ୍ରାଣଘାତୀ ଭାଇରସ୍କୁ କିପରି ମୁକାବିଲା କରାଯାଇପାରିବ ସେ ନେଇ ରାଜ୍ୟ ସରକାର ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ଜାରି କରୁଛନ୍ତି। ପୁରୀ ଜିଲା ପ୍ରଶାସନ ଏହିସବୁ ନିର୍ଦ୍ଦେଶ କିପରି ଠିକ୍…
ରାଜଧାନୀରେ ଯୁଗ୍ମ ଅଯୁଗ୍ମ ନିୟମ: ଆଜି ଗଡ଼ିବ ଯୁଗ୍ମ ନମ୍ବର ଥିବା ଗାଡ଼ି
ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ପରେ କରୋନାକୁ ନେଇ କଠୋର ହୋଇଛି କମିଶନରେଟ ପୋଲିସ। ଏଥିପାଇଁ ଶୁକ୍ରବାର ଆଉଏକ ଗାଇଡଲାଇନ୍ ଜାରି ହୋଇଛି। ଯେଉଁଥିରେ ଲୋକମାନେ କିପରି ଅଧିକ ସଚେତନ ରହିବେ ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯିବା…
ନନ୍ଦନକାନନ: ୩ ଦିନରେ ୧୨ ଜନ୍ତୁ ମୃତ
ବାରଙ୍ଗ,୨୧ା୩ (ଡି.ଏନ୍.ଏ.): ରାଜ୍ୟରେ କରୋନାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ନନ୍ଦନକାନନରେ ଜୀବଜନ୍ତୁମାନଙ୍କ ମୃତ୍ୟୁହାର କମିବାର ନଁ। ଧରୁ ନାହିଁ। ଗତ ବୁଧବାରଠାରୁ ଶୁକ୍ରବାର ୩ଦିନ ମଧ୍ୟରେ ୧୨ଟି ଜନ୍ତୁଙ୍କ ମୃତ୍ୟୁ ଘଟିଥିବାବେଳେ ୯ଟି ଜନ୍ମ ଗ୍ରହଣ କରିଛନ୍ତି। ମୃତ୍ୟୁ…
କ୍ୱାରାଣ୍ଟାଇନ୍ ଥିବା ହୋଟେଲ କର୍ମଚାରୀଙ୍କୁ ଘର ମାଲିକ ହଇରାଣ କଲେ ପଦକ୍ଷେପ
ଭୁବନେଶ୍ୱର,୨୧ା୩ (ବ୍ୟୁରୋ): କରୋନା ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ସହରର ୩ ହୋଟେଲକୁ କ୍ୱାରାଣ୍ଟାଇନ୍ ସେଣ୍ଟରରେ ପରିଣତ କରାଯାଇଛି। ଜୟଦେବ ବିହାର, କଳ୍ପନା ଛକ ଓ ଶହୀଦନଗରସ୍ଥିତ ଏକ ହୋଟେଲରେ ବିଏମ୍ସି ଦେୟଯୁକ୍ତ…
କରୋନା ଭୟ: ଓଏଚ୍ଆର୍ସିରେ ୩୧ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ
ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ରାଜ୍ୟ ମାନବାଧିକାର କମିଶନ (ଓଏଚ୍ଆର୍ସି)ରେ ହେବାକୁ ଥିବା ଶୁଣାଣି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିବ। କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। ଶୁଣାଣି ସମୟରେ ସାଧାରଣତଃ କମିଶନଙ୍କ କାର୍ଯ୍ୟାଳୟରେ ଲୋକଙ୍କ…
ଫସି ରହିଛନ୍ତି ଶତାଧିକ ବିଦେଶୀ ପର୍ଯ୍ୟଟକ
ଭୁବନେଶ୍ୱର,୨୧ା୩(ବ୍ୟୁରୋ): କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ କଟକଣା ଜାରି ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମାର୍ଚ୍ଚ ୨୨ରୁ ଗୋଟିଏ ସପ୍ତାହ ଲାଗି ସମସ୍ତ ଅନ୍ତର୍ଜାତୀୟ ବିମାନ ସେବାକୁ ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ…
ସନ୍ଧ୍ୟା ୬ଟାରୁ ଦୋକାନ ବଜାର ବନ୍ଦ କଲା ପୋଲିସ
ବାଲିଅନ୍ତା,୨୧ା୩ (ଡି.ଏନ୍.ଏ.): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ କମିଶନରେଟ ପୋଲିସ ଅଧୀନ ବାଲିଅନ୍ତା ଥାନା ପକ୍ଷରୁ ଶୁକ୍ରବାରଠାରୁ ପଦକ୍ଷେପ ନିଆଯାଇଛି। ଶୁକ୍ରବାର ସନ୍ଧ୍ୟା ୬ଟାଠାରୁ ବାଲିଅନ୍ତା ଥାନା ଅଧୀନରେ ଥିବା ବାଲିଅନ୍ତା ବଜାର, ସାଇଫନ ଛକ, ବେଣୁପୁର, ଭିଙ୍ଗାରପୁର ଆଦି…
Archives


