Home Left

ବାହାର ରାଜ୍ୟରେ ଫଶିଛନ୍ତି ବିଏଡ୍‌ ପରୀକ୍ଷାର୍ଥୀ, ରାସ୍ତାକଡ଼ରେ ଭୋକରେ ପଡ଼ି ରହିଛନ୍ତି ଠିକା ଶ୍ରମିକ

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ଲକ୍‌ଡାଉନ୍‌ ପାଇଁ ଭୁବନେଶ୍ୱରରେ ଅନ୍ୟ ଜିଲାର ଶହ ଶହ ଠିକା ଶ୍ରମିକ ଫସି ରହି ଭୋକ ଉପାସରେ ରାସ୍ତା କଡ଼ରେ ପଡି ରହିଛନ୍ତି। ଗୁରୁବାର ରାମ ମନ୍ଦିର ଓ ଏହାର ଆଖପାଖରେ ବହୁ ଶ୍ରମିକ ଏପରି ଦୟନୀୟ ଅବସ୍ଥାରେ ଥିବା…

ଭୁବନେଶ୍ୱରରେ ହୋମ୍‌ ଡେଲିଭରି କରିବେ ୨୮ ଷ୍ଟୋର୍‌

ଭୁବନେଶ୍ୱର,୨୭ା୩(ବ୍ୟୁରୋ)ଭୁବନେଶ୍ୱରର ଲୋକଙ୍କ ଘରେ ପହଞ୍ଚତ୍ବ ଅତ୍ୟାବଶ୍ୟକ ସାମଗ୍ରୀ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ବ୍ୟବସ୍ଥ ହୋଇଥିବାବେଳେ ରିଲାଏନ୍ସ ଫ୍ରେଶ, ବିଗ୍‌ ବଜାର, ବିଶାଲ ମେଗା ମାର୍ଟ ଏବଂ ଆଧାର ଫ୍ରେଶର ୨୮ ଷ୍ଟୋର ଓ ଆଉଟ୍‌ଲେଟ ଦ୍ୱାରା ଏହି…

ବାଦାମବାଡ଼ି-ଲିଙ୍କ୍‌ରୋଡ୍‌କୁ ଘୁଞ୍ଚିବ ଛତ୍ରବଜାର

କଟକ ଅଫିସ,୨୭ା୩: ପ୍ରଶାସନର ନାନା କଟକଣା ସତ୍ତ୍ବେ ଛତ୍ରବଜାରରେ ଲୋକଙ୍କ ଭିଡ଼ କମୁନାହିଁ। ବୁଧବାର ଗ୍ରାହକ ଓ ଦୋକାନୀଙ୍କ ପାଇଁ ଚିହ୍ନ ଦିଆଯାଇଥିଲା। ହେଲେ ଗୁରୁବାର ତାହାକୁ କେହି ମାନୁ ନ ଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ କମ୍‌ ଜାଗା ଯୋଗୁ…

ଭୁବନେଶ୍ୱରର ୧୧ ହୋଟେଲରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ମାରାତ୍ମକ କୋଭିଡ଼୍‌-୧୯ ସଂକ୍ରମଣ ରୋକିବା ପାଇଁ ସନ୍ଦିଗ୍ଧମାନେ କ୍ୱାରାଣ୍ଟାଇନ୍‌ରେ ରହିବାର ଆବଶ୍ୟକତା ରହିଛି। ଏପରି ସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇତିମଧ୍ୟରେ ଭୁବନେଶ୍ୱରର ୧୧ ଘରୋଇ ହୋଟେଲରେ ବିଏମ୍‌ସି ଦ୍ୱାରା ପେଡ୍‌…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ଭୁବନେଶ୍ୱର,୨୭ା୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ସୂତ୍ରରୁ ସହାୟତା ମିଳିବାରେ ଲାଗିଛି। ସେହିଭଳି ରିଲିଫ ପାଣ୍ଠିକୁ କେଉଁ ମାନେ କେତେ ଟଙ୍କା ପ୍ରଦାନ କରୁଛନ୍ତି ତାହା ମଧ୍ୟ ସାର୍ବଜନୀନ କରାଯାଇଛି। ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ ଲାଇନ…

ସୁଦର୍ଶନଙ୍କ କରୋନା ସଚେତନତାକୁ ଜାତିସଂଘର ପ୍ରଶଂସା

ପୁରୀ ଅଫିସ, ୨୭ା୩: ବିଶ୍ୱରେ ମହାମାରୀ କରୋନା ଏବେ ଆତଙ୍କ ଖେଳାଇଛି। ଏହି ପ୍ରାଣଘାତୀ ଭୂତାଣୁକୁ କିପରି ରୋକାଯାଇପାରିବ ସେ ନେଇ ସବୁସ୍ତରରେ ଚିନ୍ତାପ୍ରକଟ କରାଯାଉଛି। ସଚେତନତା ହିଁ ଏହାର ମୁକାବିଲା ପାଇଁ ଏକମାତ୍ର ମାର୍ଗ ବୋଲି କୁହାଯାଉଛି। ତେଣୁ ଜନସାଧାରଣଙ୍କୁ…

ହୋମ୍‌ ଡେଲିଭରିରେ ବାଧା ସୃଷ୍ଟିକରୁଛି ପୋଲିସ: ଡେଲିଭରି ଏଜେଣ୍ଟକୁ ରାସ୍ତାରେ ଗୋଡ଼ାଇ ପିଟୁଛି

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା ପରଠୁ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘରୁ ବାହାରିଲେ ପୋଲିସ ଭୟ ରହୁଥିବାରୁ ଲୋକେ ଅନ୍‌ଲାଇନ୍‌ରେ ମେଡିସିନ, ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଅର୍ଡର କରୁଛନ୍ତି। ଏଥିପାଇଁ…

କରୋନା ମୁକାବିଲା: ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର,୨୭ା୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ସାରା ବିଶ୍ୱ ପାଇଁ ସବୁଠୁ ବ଼ଡ ଆହ୍ବାନ ଭାବେ ଉଭା ହୋଇଛି। ଓଡ଼ିଶାବାସୀ ଏବଂ ଅନ୍ୟ ରାଜ୍ୟରେ ରହିଥିବା ଓଡ଼ିଆମାନେ ମଧ୍ୟ ଏହାଦ୍ୱାରା ବହୁ ଭାବେ ପ୍ରଭାବିତ। ଜନସାଧାରଣଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଢାଇବା ପାଇଁ…

ବନ୍ଦ ହୋଇପାରେ ବ୍ୟାଙ୍କ ସେବା

ନୂଆଦିଲ୍ଲୀ,୨୭। ୩: କରୋନା ପ୍ରଭାବକୁ କମ୍‌ କରିବା ଲାଗି ସରକାର ଏବେ ସାରା ଦେଶରେ କଟକଣା ଲାଗୁ କରୁଛନ୍ତି। ଏହି ସମୟରେ କିଛି ବଛାବଛା ବ୍ୟାଙ୍କ ଶାଖା ଲୋକଙ୍କୁ ବ୍ୟାଙ୍ଗିଙ୍ଗ ସେବା ପ୍ରଦାନ କରୁଛି। ଅତି ଆବଶ୍ୟକ ନ ହେଲେ ବ୍ୟାଙ୍କ…

ସାନିଟାଇଜର ପ୍ରସ୍ତୁତି ଲାଗି ଅଧିକ କମ୍ପାନୀଙ୍କୁ ଅନୁମତି

ନୂଆଦିଲ୍ଲୀ,୨୭। ୩: କରୋନା ପାଇଁ ଏବେ ସାରା ଦେଶରେ ସାନିଟାଇଜର ଚାହିଦା ପ୍ରବଳମାତ୍ରାରେ ବୃଦ୍ଧି ଘଟିଛି। ଏବେ ଲକ୍‌ଡାଉନ ଚାଲିଥିବା ବେଳେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ଲାଭ କରିବାକୁ ଯେଭଳି କୌଣସି ଅସୁବିଧା ସାମ୍ନା ନ କରନ୍ତି ତାକୁ ସରକାର ବିଚାର…

ରାଜସ୍ବ ବିଭାଗର ନୂତନ ଅତିରିକ୍ତ ଜିଲାପାଳ

ଢେଙ୍କାନାଳ ଅଫିସ, ୨୬।୩: ଢେଙ୍କାନାଳ ଜିଲା କାର୍ଯ୍ୟାଳୟରେ ରାଜସ୍ବ ବିଭାଗର ନୂତନ ଅତିରିକ୍ତ ଜିଲାପାଳ ଭାବେ ସୌଦାମିନୀ ସେଠୀ ଗୁରୁବାର ପୂର୍ବାହ୍ନରେ କାର୍ଯ୍ୟରେ ଯୋଗଦେଇଛନ୍ତି। ସେ ହେଉଛନ୍ତି ୧୯୯୨ ବ୍ୟାଚ୍‌ର ବରିଷ୍ଠ ଓଏଏସ୍‌ ଅଧିକାରୀ। ଏଥିପୂର୍ବରୁ ସେ ଭୁବନେଶ୍ୱର ଇଡ୍‌କୋରେ ଜମି…

ଜିଲା ପ୍ରଶାସନ ବାଣ୍ଟିଲା ଭତ୍ତା

ଅନୁଗୋଳ ଅଫିସ, ୨୬।୩: ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ୮ ବ୍ଲକ, ୨ଟି ପୌରପାଳିକା ଓ ଗୋଟିଏ ପୌରପରିଷଦରେ ଭତ୍ତା ବଣ୍ଟନ କରାଯାଇଛି। ଏଥିସହ ରାଶନ ସାମଗ୍ରୀ ବଣ୍ଟନ କାର୍ଯ୍ୟ ମଧ୍ୟ ଜାରି ରହିଛି। ହିତାଧିକାରୀଙ୍କୁ ଅଗ୍ରୀମ ୩ ମାସର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri