Home Left

କୋଭିଡ ହସ୍ପିଟାଲ ପ୍ରତିଷ୍ଠାକୁ ବିରୋଧ କରି ୨ଗିରଫ

ଝାରସୁଗୁଡା ଅଫିସ,୩୦ା୩: କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ହସ୍ପିଟାଲମାନ ପ୍ରତିଷ୍ଠା କରାଯାଉଛି। ଝାରସୁଗୁଡା ଜିଲା ପ୍ରଶାସନ ପକ୍ଷରୁ ସୋମବାର ଆରମ୍ଭ କରାଯାଇଥିବା ଏହି ପ୍ରୟାସକୁ ବିରୋଧ କରି ଦୁଇ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି।…

ଲକ୍‌ଡାଉନ କଟକଣାରେ ମଦ ଦେକାନ ଖୋଲା

ବୌଦ୍ଧ, ୩୦ା୩(ସ୍ବପ୍ର): ସାରାଦେଶ ଲକଡାଉନରେ ରହିଥିବାବେଳେ କେବଳ ଜରୁରୀ ସାମଗ୍ରୀ ଦୋକାନଗୁଡିକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ହେଲେ ସୋମବାର ବୌଦ୍ଧ ଜିଲାର କେତେକ ସ୍ଥାନରେ ମଦ ଦୋକାନଗୁଡିକ ହଠାତ ଖୋଲା ରହିଥିବା ଦେଖିବାକୁ ମିଳିଥିଲା। ମଦ…

ମଧ୍ୟପ୍ରଦେଶ ଯାଉଥିବା ୨୪ ଶ୍ରମିକଙ୍କୁ ଅଟକାଇଲା ପ୍ରଶାସନ

ବୌଦ୍ଧ, ୩୦ା୩(ସ୍ବ.ପ୍ର): ଢେଙ୍କାନାଳ ଜିଲା ଭୁବନରୁ ମଧ୍ୟପ୍ରଦେଶର ଗୋଆଲିୟରକୁ ଚାଲି ଚାଲି ଯାଉଥିବା ୨୪ ଜଣ ଶ୍ରମିକଙ୍କୁ ବୌଦ୍ଧ ଜିଲା ପ୍ରଶାସନ ଅଟକାଇଛି। ଉକ୍ତ ଶ୍ରମିକମାନେ ଲକଡାଉନ ଯୋଗୁଁ କୌଣସି ଯାନବାହାନ ସୁବିଧା ନପାଇବାରୁ ଚାରିଦିନ ହେଲା ଦିନ ରାତି ଚାଲି…

କୋଭିଡ୍‌-୧୯ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର,୩୦।୩(ବ୍ୟୁରୋ)- କରୋନା ମୁକାବିଲା ପାଇଁ ରାଜ୍ୟରେ ଜରୁରିକାଳୀନ ଭିତ୍ତିରେ କୋଭିଡ୍‌-୧୯ ହସ୍ପିଟାଲ ନିର୍ମାଣ ଚାଲିଛି। ରାଜ୍ୟ ସରକାରଙ୍କ ଏଭଳି ଏକ ବଳିଷ୍ଠ ପଦକ୍ଷେପକୁ ସାରା ଦେଶ ସ୍ବାଗତ କରୁଛି। ଏହି ହସ୍ପିଟାଲଗୁଡ଼ିକର କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ବିଭିନ୍ନ ବେସରକାରୀ…

ଲକ୍‌ଡାଉନ୍‌ ମାନୁନାହାନ୍ତି ୧୦ ପ୍ରତିଶତ ଲୋକ: ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ;ଗିରଫ ହେଲେଣି ୧୪୦୦ରୁ ଅଧିକ ଉଲ୍ଲଂଘନକାରୀ

ଭୁବନେଶ୍ୱର,୩୦।୩(ବ୍ୟୁରୋ)- ମହାମାରୀ କରୋନା ସଂକ୍ରମଣ ରୋକିବାକୁ ସାରା ଭାରତ ଏବେ ଲକ୍‌ଡାଉନ୍‌। ଓଡ଼ିଶାରେ ମଧ୍ୟ ଲକ୍‌ଡାଉନକୁ ସଫଳ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି। ତେବେ ସରକାରଙ୍କ ଲକ୍‌ଡାଉନ୍‌ ନିର୍ଦ୍ଦେଶକୁ ବର୍ତ୍ତମାନ ସମୟରେ ରାଜ୍ୟର ୯୦ ପ୍ରତିଶତ…

୧୦୧୨ ଟ୍ରେନ୍‌ରେ ପରିବହନ ହୋଇଛି ଅତ୍ୟାବଶ୍ୟକ ସାମଗ୍ରୀ: ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ପୂର୍ବତଟ ରେଳପଥ

ଭୁବନେଶ୍ୱର, ୩୦ା୩ (ବ୍ୟୁରୋ) – କରୋନା ଭାଇରସ୍‌ (କୋଭିଡ୍‌-୧୯) ସଂକ୍ରମଣ ରୋକିବାକୁ ସାରା ଦେଶ ଏବେ ୨୧ଦିନ ପାଇଁ ଲକ୍‌ଡାଉନ୍‌। ଏଭଳିସ୍ଥଳେ ଦେଖାଦେଇଥିବା ଖାଦ୍ୟାଭାବ ସମସ୍ୟାକୁ ଦୂର କରିବା ପାଇଁ ରେଳ ମନ୍ତ୍ରଣାଳୟ ପଦକ୍ଷେପ ନେଇଥିବାବେଳେ ପୂର୍ବତଟ ରେଳପଥ ପ୍ରମୁଖ ଭୂମିକା…

ମହାନଗର କମିଶନର, ଇଓଙ୍କୁ ଚିଠି ଲେଖିଲା ନଗର ଉନ୍ନୟନ ବିଭାଗ: ୩ ଦିନରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ସହାୟତା ରାଶି ଦିଅ

ଭୁବନେଶ୍ୱର,୩୦।୩(ବ୍ୟୁରୋ)- ରାଜ୍ୟର ସମସ୍ତ ମହାନଗର ନିଗମ, ମ୍ୟୁନିସିପାଲିଟି ଏବଂ ବିଜ୍ଞପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରେ ଥିବା ସମସ୍ତ ଚିହ୍ନଟ ଓ ପଞ୍ଜୀକୃତ କ୍ଷୁଦ୍ର ବ୍ୟବସାୟୀଙ୍କୁ ଆସନ୍ତା ୩ ଦିନ ମଧ୍ୟରେ ସହାୟତା ପ୍ରଦାନ କରାଯିବ। ଏ ନେଇ ସୋମବାର ସମସ୍ତ ପୌର ପ୍ରଶାସନ…

ମିଳୁନି ଖାଦ୍ୟ, ଭୋକରେ ଛଟପଟ ଯାଯାବର

ବଲାଙ୍ଗୀର ଅଫିସ, ୩୦ା୩: ବଲାଙ୍ଗୀର ସହର ରେଳଷ୍ଟେଶନ ନିକଟରେ ଉତ୍ତରପ୍ରଦେଶର ପ୍ରାୟ ୪୦ ଜଣ ଯାଯାବର ଅଟକି ରହିଛନ୍ତି । ସେମାନେ ହାତ ମୁଦିର ରଙ୍ଗୀନ ପଥର, ରୁଦ୍ରାକ୍ଷ ବିକ୍ରି କରିବାକୁ ବଲାଙ୍ଗୀର ଆସିଥିଲେ । ଏମାନେ ସହର ଭିତର ବିଭିନ୍ନ…

ବିନା ପାରିଶ୍ରମିକରେ ମାସ୍କ ତିଆରି

ବାରିପଦା ଅଫିସ, ୩୦ା୩- ବର୍ତ୍ତମାନ ସାରା ବିଶ୍ୱ କରୋନା ଭାଇରସ୍‌କୁ ନେଇ ଚିନ୍ତିତ। ଏହି ଭାଇରସ୍‌ ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଭାରତରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି। ବର୍ତ୍ତମାନ ସମୟରେ ସମସ୍ତେ ନିଜେ ନିଜ ଘରେ ରହୁଛନ୍ତି।…

ଅଗ୍ରୀମ ଦରମା ନେବାକୁ ମନାକଲେ ଭିମସାର ଡାକ୍ତର

ସମ୍ବଲପୁର, ୩୦।୩ (ବ୍ୟୁରୋ)-କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷେ ନିଷ୍ଠାପର ସେବା ପାଇଁ ସ୍ବାସ୍ଥ୍ୟ ବିଭାଗ ଡାକ୍ତର, କର୍ମଚାରୀଙ୍କୁ ୪ ମାସର ଅଗ୍ରୀମ ଦରମା ଦେବାକୁ ଘୋଷଣା କରିଛନ୍ତି ।…

ଭୋକିଲା ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଉଛି ଆଦିବାସୀ ସଂଘ

ଲୋଇସିଂହା, ୩୦ା୩(ଡି.ଏନ.ଏ)-ବଲାଙ୍ଗୀର ଜିଲା ଲୋଇସିଂହାରେ ଫସି ରହିଥିବା ଜିଲା ତଥା ରାଜ୍ୟ ବାହାର ଲୋକଙ୍କୁ ଆାଦିବାସୀ ସଂଘ ପକ୍ଷରୁ ଦୁଇବେଳା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି ା ସଂଘ ସୂଚନାମତେ କେନ୍ଦୁଝର, ଢେଙ୍କାନାଳ ଅଞ୍ଚଳର କେତେକ ପରିବାର ଲକ୍‌ଡାଉଉନ ଯୋଗୁ ଲୋଇସିଂହାରେ ଫସି…

ପ୍ରିନ୍ସ ହ୍ୟାରି, ମେଘାନଙ୍କ ସୁରକ୍ଷା ଖର୍ଚ୍ଚ ବହନ କରିବନି ଆମେରିକା

ୱାଶିଂଟନ,୩୦ା୩: ଚଳିତବର୍ଷ ଆରମ୍ଭରେ ବ୍ରିଟେନ ରାଜ ପରିବାର ଛାଡ଼ିବାକୁ ଘୋଷଣା କରିଥିବା ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ସ୍ତ୍ରୀ ମେଘାନ ମର୍କେଲ ଆମେରିକାରେ ରହିବା ପାଇଁ କାଲିଫର୍ନିଆର ଲସ୍‌ ଏଞ୍ଜେଲସ୍‌କୁ ସ୍ଥାନାନ୍ତର ହୋଇଛନ୍ତି। ହେଲେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାର ଖର୍ଚ୍ଚ ଆମେରିକା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri