Posted inଫୁରସତ

ରାସ୍ତାରେ ଟିକ୍‌ଟକ୍‌ କରୁଥିଲେ ଯୁବତୀ: ଜାଣନ୍ତୁ କ’ଣ ହେଲା

ଯୁବବର୍ଗଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଲେଟେଷ୍ଟ ଡ୍ରେଣ୍ଡ ଫଲୋ କରିବାର ନିଶା ଲାଗିଛି। ତେବେ ଏହା ଯେତେ କଷ୍କକର ହୋଇଥାଉ ନା କାହିଁକି। ଏଥିରେ ଜୀବନ ଯିବାର ଭୟ ଥିଲେ ମଧ୍ୟ ଯୁବବର୍ଗ ଏହାକୁ ଆପଣାଉଛନ୍ତି। ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଝିଅ କାରରୁ ଓହ୍ଲାଇ ରାସ୍ତା ଉପରେ ଅଣ୍ଟା ହଲାଇ ନୃତ୍ୟ କରିବା ସହ ଏହାରେ ଭିଡିଓ ମଧ୍ୟ ତିଆରି କରୁଛନ୍ତି। ଏହି ସମୟରେ ଦୃତ ଗତିରେ ଆସୁଥିବା ଅନ୍ୟ ଏକ କାର ତାଙ୍କୁ ଧକ୍କା ଦେଇ ଚାଲିଯାଉଛି। ଏହି ଘଟଣାଟି ଭିଡିଓରେ କଏଦ ହୋଇଛି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷୀ ପ୍ରେମୀ ନନ୍ଦ କିଶୋର

ପ୍ରାକୃତିକ ପରିବେଶରେ ବିଭିନ୍ନ ଜୀବଜନ୍ତୁ କିପରି ନିର୍ଭୟ, ମୁକ୍ତ ଓ ନିରାପଦରେ ବିଚରଣ କରିବା ସହିତ ବଂଶବିସ୍ତାର କରିପାରିବେ, ଏଥିପାଇଁ କେବଳ ବନ କର୍ମଚାରୀଙ୍କ ପଦକ୍ଷେପ...

ସଡ଼କରେ ବୁଲୁଛନ୍ତି ଯମରାଜା-ଯମଦୂତ: କରୁଛନ୍ତି ବିକଟାଳ ଶବ୍ଦ….

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦିଲ୍ଲୀ ସମେତ କେତେକ ରାଜ୍ୟରେ ସରକାରଙ୍କ ପକ୍ଷରୁ କଡ଼ାକଟକଣା ଜାରି କରାଯାଇଛି। ତେବେ...

ଜାତୀୟତାବାଦର ପଥପ୍ରଦର୍ଶକ-ଶ୍ୟାମାପ୍ରସାଦ

ସ୍ବାଧୀନତା ପରଠାରୁ ଭାରତୀୟ ଜାତୀୟତାବାଦର ଭାବନା ଉଦ୍ରେକ କରିବା, ଜାତୀୟ ଅଖଣ୍ଡତା ବଜାୟ ରଖିବା, ଦେଶରେ ଏକ ଦୃଢ଼ ରାଜନୈତିକ ବିକଳ୍ପର ବୀଜବପନ କରିବାରେ ଯାହାଙ୍କ...

ରାଜ୍ୟ ସରକାରଙ୍କ ବିରୋଧରେ ଫେସ୍‌ବୁକ୍‌ରେ ଏମିତି ପୋଷ୍ଟ କରିବା ପଡ଼ିଲା ମହଙ୍ଗା: ଚାଲିଗଲା ଚାକିରି

କେରଳର ଜଣେ ବିମାନବନ୍ଦର କର୍ମଚାରୀଙ୍କୁ ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କ ବିରୋଧରେ ଲେଖିବା ମହଙ୍ଗା ପଡ଼ିଛି। ଏ ନେଇ ତାଙ୍କ ଚାକିରି ଚାଲିଯାଇଛି। କନ୍ନୁର ଅନ୍ତର୍ଜାତୀୟ...

ଅମ୍ବାନୀଙ୍କ ଘରେ ପୁଣି ବାଜିବ ଶାହାନାଇ!

ମୁମ୍ବାଇ,୧୯ ।୧୨: ଉଦ୍ଦ୍ୟୋଗପତି ଅନିଲ ଅମ୍ବାନୀ ଓ ଟିନା ଅମ୍ବାନୀଙ୍କ ପୁଅ ଜୟ ଅନମୋଲ ଅମ୍ବାନୀଙ୍କର ଏନଗେଜମେଣ୍ଟ ସରିଛି । କୃଷ୍ଣା ଶାହାଙ୍କ ସହ ଅନମୋଲଙ୍କର...

୧୦ ଦେଶ ନିକଟରେ ରହିଛି ବିପୁଳ ପରିମାଣର ସୁନା, ଏହି ସ୍ଥାନରେ ରହିଛି ଭାରତ

ଆମ ପାଇଁ ସୁନା ସୁବଠୁ ମୂଲ୍ୟବାନ ଧାତୁ। କହିରଖୁଛୁ, ଯେଉଁ ଦେଶର ରିଜର୍ଭ ବ୍ୟାଙ୍କ ନିକଟରେ ଯେତେ ଅଧିକ ସୁନା ଗଚ୍ଛିତ ଥାଏ, ସେ ଦେଶ...

ଆମେ ବି ପାରିବୁ

ଲକ୍ଷ୍ୟ ଥିଲା ସ୍ବରୋଜଗାରକ୍ଷମ ହେବା। ମନରେ ବି ଥିଲା ଅଦମ୍ୟ ସାହସ। ପୁଣି ଖାତିର ନ ଥିଲା ସମାଜର ଟାହିଟାପରାକୁ। ଆଉ ଏହି ନିଶା ହିଁ...

ଦୁଇଟି କୁକୁରଙ୍କ ଯତ୍ନ ନେଲେ ମାସକୁ ମିଳିବ ଏତିକି ଲକ୍ଷ…

ଲଣ୍ଡନର ନାଇଟ୍ସବ୍ରିଜ୍‌ରେ ଜଣେ ଦମ୍ପତି ଏକ ବିଜ୍ଞାପନ ଦେଇଛନ୍ତି, ଯାହାକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଉକ୍ତ ଦମ୍ପତି ନିଜର ଦୁଇଟି କୁକୁରର ଯତ୍ନ...

Advertisement
Archives

Model This Week