Home Left

ପିଡିଏସ୍‌ ବଣ୍ଟନରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ

ସମ୍ବଲପୁର,୧।୪ (ବ୍ୟୁରୋ)- କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ ଡାଉନ ଜାରି ରହିଛି । ଏହି ପରିପେକ୍ଷୀରେ ରାଜ୍ୟ ସରକାର ଭତ୍ତା ଓ ପିଡିଏସ ସାମଗ୍ରୀ ଆଗୁଆ ୪ ମାସର ଦେବାକୁ ଘୋଷଣା କରିଛନ୍ତି । ଏପରିକି ପ୍ରତ୍ୟେକ…

କନ୍ଧମାଳ-ଗଞ୍ଜାମ ସୀମା ସିଲ୍‌ : ୩୬ ଜଣ ଯାତ୍ରୀ ନେଇ ଆସୁଥିବା ଗାଡ଼ି ଜବତ, ଚାଳକ, ହେଲ୍‌ପର ଗିରଫ

ଦାରିଙ୍ଗବାଡ଼ି,୧।୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣ ପ୍ରତିହତ ପାଇଁ ପ୍ରଶାସନ ପକ୍ଷରୁ ଲକ୍‌ଡାଉନକୁ କଡ଼ାକଡ଼ି ପାଳନ କରାଯାଇଛି। ମଙ୍ଗଳବାର ଠାରୁ କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥର ଡବେରୀଠାରେ ସୀମାକୁ ସିଲ୍‌ କରିଦିଆଯାଇଛି। ସେଠାରେ ଦାରିଙ୍ଗବାଡି ପୋଲିସ ପକ୍ଷରୁ କଡା…

ପରିସ୍ଥିତିରେ ପେଷା ପରିବର୍ତ୍ତନ

ସମ୍ବଲପୁର,୧।୪(ବ୍ୟୁରୋ)-କରୋନା କଟକଣା ଓ ପରେ ଲକ୍‌ ଡାଉନ ଘୋଷଣା ହେବାପରେ ସମଗ୍ର ଦୋକାନ, ବଜାର ବନ୍ଦ ହୋଇଯାଇଛି । ଔଷଧ, ପନିପରିବା, ମାଂସ, ମାଛ, ଅଣ୍ଡା, କିରାନା ଦୋକାନକୁ ଛାଡି ଦେଲେ ପ୍ରାୟ ସମସ୍ତ ଦୋକାନ ବନ୍ଦ କରିବାକୁ କଡା ନିର୍ଦ୍ଦେଶ…

ଅଲଗା ହେଲା ପରିବା ବଜାର

ସମ୍ବଲପୁର, ୧।୪ (ବ୍ୟୁରୋ)-କରୋନା କଟକଣା ଓ ଲକଡାଉନ ଘୋଷଣା ପରେ ମଧ୍ୟ ସମ୍ବଲପୁର ବ୍ୟବସାୟିକ ପେଣ୍ଠସ୍ଥଳ ଗୋଲ ବଜାର ଭିଡ ଜମୁଥିଲା। ପ୍ରଶାସନ ଓ ପୋଲିସ ପକ୍ଷରୁ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ପ୍ରୟାସ କଲେ ମଧ୍ୟ ବିଫଳ ହେବାକୁ…

କରୋନା ମୁକାବିଲା ପାଇଁ ଏମ୍‌ସିଏଲର ପ୍ରସ୍ତୁତି

ସମ୍ବଲପୁର, ୧।୪ (ବ୍ୟୁରୋ)- କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବାକୁ ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ବିବିଧ ପଦକ୍ଷେପ ଗ୍ରହଣ କରିଛି। କମ୍ପାନୀର ସମସ୍ତ କର୍ମଚାରୀ, ଠିକା କର୍ମଚାରୀ ଓ ଜନସାଧାରଣଙ୍କୁ ୨୯ ହଜାର ମାସ୍କ ବଣ୍ଟନ କରିଛି । ଏଥିସହ…

୨୪୩ ବିଦେଶ ଫେରନ୍ତାଙ୍କ ହୋମ୍‌ କ୍ୱାରାଣ୍ଟାଇନ ଅବଧି ସରିଲା

ଛତ୍ରପୁର,୧ା୪(ଡି.ଏନ୍‌.ଏ.)- କରୋନା ଭୂତାଣୁ ପ୍ରତିହତ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାକୁ ବିଦେଶ ଓ ଅନ୍ୟ ରାଜ୍ୟରୁ ଫେରିଥିବା ଲୋକଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିଲା। ତାଙ୍କ ଘରେ ବାହାରେ ସୂଚନା ଫଳକ ଲଗାଯାଇଥିଲା। ପ୍ରତିଦିନ ଅଙ୍ଗନଓ୍ବାଡି ଓ ସ୍ବାସ୍ଥ୍ୟକର୍ମୀ ସେମାନଙ୍କ ଘରକୁ ଯାଇ ଭଲମନ୍ଦ…

ମୌଲାନା ସାଦ୍‌ଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ ,୧।୪: ନିଜାମୁଦ୍ଦିନ୍‌ରେ ହୋଇଥିବା ତବଲିଗ୍‌ ଜମାତ୍‌ ଘଟଣାରେ ମୌଲାନା ମହମ୍ମଦ୍‌ ସାଦ୍‌ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଦେଶରେ କରୋନା ସଂକ୍ରମଣକୁ ରୋକିବା ଲାଗି ୧୪୪ ଧାରା ଲାଗୁ ହୋଇଥିଲେ ମଧ୍ୟ ମୌଲାନା ଏହାକୁ ଖାତିର ନ କରି ୧୮୯୭…

ପୋଲିସ ଖୋଲିଲା ଜଳଛତ୍ର

ବରଗଡ଼ ଅଫିସ୍‌,୩୧।୩-କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ୍‌ ଅଛି । ଏଥିପାଇଁ ସମସ୍ତ ଦୋକାନ, ବଜାର ବନ୍ଦ ରହିଛି । ଅନ୍ୟପଟେ ତାତି ବଢ଼ିବାରେ ଲାଗିଛି । ଫଳରେ ଅଂଶୁଘାତ ଭୟ ରହିଛି । ଏହାକୁ ଦୃଷ୍ଟିରେ…

ଉତ୍କଳ ଦିବସରେ କୋଭିଡ-୧୯ ସଚେତନତା ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ: କହିଲେ ‘ଏବେ ବୀରତ୍ୱ ନୁହେଁ ଓଡ଼ିଆଙ୍କ ଏକତା ଦେଖାଇବାର ସମୟ’

ଭୁବନେଶ୍ୱର,୧।୪(ବ୍ୟୁରୋ): ଆଜି ଉତ୍କଳ ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଦିବସରେ ସମସ୍ତଙ୍କୁ ମୋର ଅଭିନନ୍ଦନ। ଆମେ ଓଡ଼ିଆମାନେ ଆମ ଏକତା, ବୀରତ୍ୱ ଓ ସ୍ବାଭିମାନୀପଣିଆ ପାଇଁ…

କରୋନା ସହାୟତା ପାଇଁ ୨.0୩ କୋଟି ଦେଲେ ଆସିକା ଏମ୍‌ପି

ଆସିକା,୧ା୪(ଡି.ଏନ୍‌.ଏ.)- ଆସିକା ଏମ୍‌ପି ପ୍ରମିଳା ବିଷୋୟୀ କରୋନା ମୁକାବିଲା ପାଇଁ ୨କୋଟି ୩ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଏମ୍‌ପି ବିଷୋୟୀ ୩ଲକ୍ଷ ଟଙ୍କାର ଏକ ଚେକ୍‌ ମୁଖ୍ୟନ୍ତ୍ରୀଙ୍କ ରିଲିଫ ଫଣ୍ଡ (କୋଭିଡ୍‌ ଫଣ୍ଡ)କୁ ପ୍ରଦାନ କରିଛନ୍ତି। ଏଥିସହ ଏମ୍‌ପି ବିଷୋୟୀ…

କରୋନା ସହାୟତା: ଗୋଟିଏ ଦିନର ଦରମା ଦେଲେ ଏନ୍‌ଏଲ୍‌ୟୁ କର୍ମଚାରୀ

କଟକ ଅଫିସ, ୧।୪: ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର ପାଣ୍ଠି ସଂଗ୍ରହ କରୁଛନ୍ତି। ବିଭିନ୍ନ ସୂତ୍ରରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସିଧାସଳଖ ସହାୟତା ମିଳିବାରେ ଲାଗିଛି। ଏହି କ୍ରମରେ କଟକରେ ଥିବା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ(ଏନ୍‌ଏଲ୍‌ୟୁ)ର ଶିକ୍ଷକ ତଥା…

ଗୀତରେ କରୋନା ସଚେତନତା କଲା ବରଗଡ଼ ପୋଲିସ

ବରଗଡ଼ ଅଫିସ୍‌,୧।୪-ଘାତକ କରୋନା ଭୂତାଣୁ ସଂକ୍ରମଣ ଏବେ ବିଶ୍ୱବ୍ୟାପୀ ଚିନ୍ତା ପାଲଟିଛି । ଏହାକୁ ପ୍ରତିହତ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ପାରି ନଥିବା ଯୋଗୁ କରୋନାକୁ ମୁକାବିଲା କରିବା ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ କରାଯାଇଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri