Home Left

ବଲାଙ୍ଗୀର ମାଛ ବଜାରରେ ଲକ୍‌ଡାଉନ୍‌ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ

ବଲାଙ୍ଗୀର ଅଫିସ,୧।୪-ବଲାଙ୍ଗୀର ଜିଲା ପ୍ରଶାସନ ଓ ଟାଉନ୍‌ ପୋଲିସ ଲକ୍‌ଡାଉନ୍‌ କଟକଣାକୁ କିପରି କଡାକଡି ଭାବେ ପାଳନ କରାଯିବ ସେ ଦିଗରେ ଉଦ୍ୟମ ଜାରି ରଖିଛି। ହେଲେ ବୁଧବାର ବଲାଙ୍ଗୀର ରୁଗୁଡିପଡା ରାସ୍ତାକଡ଼ ମାଛ ବଜାରରେ ଲକ୍‌ ଡାଉନ୍‌ ନିୟମକୁ ଖୋଲାଖୋଲି…

କୋଭିଡ-୧୯: କର୍ମଚାରୀଙ୍କ ଦରମା କାଟିଲା ନ୍ୟୁଜିଲାଣ୍ଡ ରଗ୍‌ବୀ

ଓ୍ବେଲିଂଟନ,୧।୪(ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣ କାରଣରୁ ନ୍ୟୁଜିଲାଣ୍ଡ ରଗ୍‌ବୀ (ଏନ୍‌ଜେଡ୍‌ଆର) ପାଖାପାଖି ୬୦ ମିଲିୟନ ଆମେରିକୀୟ ଡଲାର କ୍ଷତି ସହିବ ବୋଲି ଆଶଙ୍କା ପ୍ରକାଶ କରିଛି। ଫଳରେ ନୁଜିଲାଣ୍ଡ ରଗ୍‌ବୀ ତା’ର ସମସ୍ତ କର୍ମଚାରୀଙ୍କ ଦରମା କାଟିବାକୁ ନିଷ୍ପତ୍ତି ନେଇଛି। ଯଦି ପରିସ୍ଥିତି…

ବେଆଇନ ମଦ ଭାଟିରେ ଚଢାଉ: ୩ ମହିଳାଙ୍କ ସମେତ ୨୫ ଗିରଫ

ଆସିକା,୧ା୪(ଡି.ଏନ୍‌.ଏ.)- ଆସିକା ଥାନା ପାକଲାପଲ୍ଲୀ ଓ ସନ୍ତୋଷୀ ମନ୍ଦିର ସଂଲଗ୍ନ ଏରୋଗୋଲାବସା ଏବଂ ବାଲିସିରାଠାରେ ଚାଲିଥିବା ବେଆଇନ୍‌ ରନ୍ଧାମଦ ଭାଟି ଉପରେ ବୁଧବାର ଆସିକା ପୋଲିସ ଚଢାଉ କରିଥିଲା। ଏଠାରୁ ୨ହଜାର ଲିଟର ରନ୍ଧା ମଦ ଜବତ କରାଯାଇଥିବାବେଳେ ୧୦ ହଜାର…

ଆଜି ଉତ୍କଳ ଦିବସ: ବାଲୁକାକଳାରେ ଓଡ଼ିଶାବାସୀଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ ଅଫିସ,୧।୪: ବାଲୁକାକଳାରେ ଓଡ଼ିଶାବାସୀଙ୍କୁ ଉତ୍କଳ ଦିବସର ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ନିଜ ବାଲୁକାକଳା ଜରିଆରେ ସୁଦର୍ଶନ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ କରୋନା ମୁକାବିଲା ନେଇ ଏବେ ସବୁଆଡେ ଲକ୍‌ଡାଉନ୍‌ ସ୍ଥିତି ଥିବାରୁ…

ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା ପ୍ରଦାନ କଲେ ଆଲିଆ

ମୁମ୍ବାଇ: ଭାରତରେ କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ଏହି ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ବୁଧବାର ସୁଦ୍ଧା ଏହି ଭାଇରସ୍‌ରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୯୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଖାସ୍‌କରି ଏହି ସଂକ୍ରମଣରୁ…

ଆଳିରେ ନିଜାମୁଦ୍ଦିନ ଫେରନ୍ତା ଚିହ୍ନଟ: ଆଇସୋଲେଶନରେ ରଖିଲା ପୋଲିସ

ଆଳି,୧।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ନିଜାମୁଦ୍ଦିନ ଧର୍ମସଭାରେ ଓଡ଼ିଶାରୁ କେତେଜଣ ମୌଲାନା ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଆଳି ଅଞ୍ଚଳର ଜନୈକ ମୌଲାନାଙ୍କୁ ଚିହ୍ନଟ କରାଯାଇଛି। ତାଙ୍କୁ କେନ୍ଦ୍ରାପଡ଼ା ଜିଲା ପୋଲିସ ହସ୍ପିଟାଲ ଆଇସୋଲେଶନରେ ରଖିଥିବା ଜଣାପଡିଛି ।…

ସରୋଜିନୀ ନାଇଡୁଙ୍କ ଭୂମିକାରେ ନଜର ଆସିବେ ରାମାୟଣର ସୀତା, ମିଳିଛି ବାୟୋପିକ୍‌ର ଅଫର୍‌

ବମ୍ବେ: ଭାରତର ବୁଲ୍‌ବୁଲ୍‌ ସରୋଜିନୀ ନାଇଡୁଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବ ବାୟୋପିକ୍‌। ଏଥିରେ ପ୍ରମୁଖ ଭୂମିକାରେ ନଜର ଆସିପାରନ୍ତି ରାମାୟଣର ସୀତା ଦୀପିକା ଚିଲଖିଆ। ନିକଟରେ ଏକ ସାକ୍ଷାତକାରରେ ଦୀପିକା ଏହା ସ୍ପଷ୍ଟ କରିଛନ୍ତି। ତାଙ୍କୁ ଫିଲ୍ମ ଅଫର…

କୋଭିଡ-୧୯: ମ୍ୟାକ୍‌ଏନ୍‌ରୋ କରୋନା ପଜିଟିଭ୍‌

ଓ୍ବାଶିଂଟନ,୧ା୪(ଏ.ପି.)- ଆମେରିକାର ପୂର୍ବତନ ଡେଭିସ କପ୍‌ ଅଧିନାୟକ ପାଟ୍ରିକ୍‌ ମେକ୍‌ଏନ୍‌ରୋ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସେ ଏ ନେଇ ସମସ୍ତଙ୍କୁ ଜଣାଇଛନ୍ତି। ମେକ୍‌ଏନ୍‌ରୋ ହେଉଛନ୍ତି ୮ଥର ମେଜର ଚାମ୍ପିୟନ ଜନ୍‌…

ବିଦ୍ୟାପୀଠ ଖେଳ ପଡ଼ିଆକୁ କେସିଙ୍ଗା ଡେଲି ମାର୍କେଟ ସ୍ଥାନାନ୍ତର

କେସିଙ୍ଗା, ୧।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରର ମୁଖ୍ୟ ଡେଲି ମାର୍କେଟକୁ ବୁଧବାର ବିଦ୍ୟାପୀଠ ଖେଳ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ଗତ ମାର୍ଚ୍ଚ ୩୧ ତାରିଖରେ ଚିଠି ନଂ. ୮୯୭ ଯୋଗେ ସମସ୍ତ ପନିପରିବା ବ୍ୟବସାୟୀଙ୍କୁ ଏନ୍‌ଏସି ପକ୍ଷରୁ…

ବିଗ୍‌ବସ୍‌ ପରେ ରଶ୍ମୀଙ୍କ ସହ କଥା ହେବାକୁ ପସନ୍ଦ କରୁନାହାନ୍ତି ଶେହନାଜ

ବମ୍ବେ: ପୁଣି ଥରେ ଟେଲି ପରଦାକୁ ଫେରିଛି ସମସ୍ତଙ୍କର ପ୍ରିୟ ରିଆଲିଟି ଶୋ ‘ବିଗ୍‌ବସ୍‌’। ତଫାତ ଏତିକି ପୁଣି ଥରେ ପୁରୁଣା ଏପିସୋଡ ଦର୍ଶକଙ୍କୁ ଦେଖିବାକୁ ମିଳୁଛି। ବିଗ୍‌ବସ୍‌ର ୧୩ତମ ସିଜନ୍‌ର ଲୋକପ୍ରିୟତାକୁ ଦେଖି ଲକ୍‌ଡାଉନ୍‌ ସମୟରେ ଶୋ’କୁ ପୁନଃ ପ୍ରସାରିତ…

ଦ୍ୱିତୀୟ ଦିନରେ ରବି ଟକିଜ୍‌ ଛକରୁ ମ୍ୟୁଜିୟମ୍‌ ଛକ ପର୍ଯ୍ୟନ୍ତ ଚାଲିଛି ସାନିଟାଇଜ୍‌

କଟକରୋଡ, ୧।୪(ଡି.ଏନ୍‌.ଏ.): କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣରୁ ଭୁବନେଶ୍ୱରକୁ ରକ୍ଷା କରିବା ପାଇଁ ଆରମ୍ଭ ହୋଇଛି ସାନିଟାଇଜ କାର୍ଯ୍ୟକ୍ରମ। ବୁଧବାର ଏହି କାର୍ଯ୍ୟକ୍ରମ ଦ୍ୱିତୀୟ ଦିନରେ ପହଞ୍ଚିଛି। ପୂର୍ବାହ୍ନ ପ୍ରାୟ ୧୧ଟାରେ କଳ୍ପନା ଅଗ୍ନିଶମ କେନ୍ଦ୍ରର ଏକ ଟିମ୍‌ ୪ ଦମକଳ ଗାଡ଼ି…

କରୋନା ସହାୟତା: ହକି ଇଣ୍ଡିଆର ୨୫ ଲକ୍ଷ ଟଙ୍କା ଦାନ

ନୂଆଦିଲ୍ଳୀ,୧।୪(ପି.ଟି.): କୋଭିଡ-୧୯ ମହାମାରୀକୁ ରୋକିବା ଅଭିଯାନରେ ସାମିଲ ହୋଇଛି ହକି ଇଣ୍ଡିଆ। ଏଥିପାଇଁ ହକି ଇଣ୍ଡିଆ ୨୫ ଲକ୍ଷ ଟଙ୍କା ଦାନ କରିଛି। ବୁଧବାର ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଏହି ଅର୍ଥ ପ୍ରଦାନ କରାଯାଇଛି। କରୋନା ମହାମାରୀକୁ ରୋକିବାକୁ ଦେଶ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri