୧୦ବର୍ଷ ପରେ…
ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ୍ ଫର୍ନାଡିସ୍ଙ୍କ ଖୁସି କହିଲେ ନ ସରେ। ଦୀର୍ଘ ୧୦ ବର୍ଷର ପ୍ରତୀକ୍ଷା ଶେଷ ହୋଇଛି। ଏବେ ତାଙ୍କ ହାତରେ ଦୁଇଟି ଅଫର। ଆଉ ଫିଲ୍ମ ଦୁଇଟି ସାଇନ୍ କରିବା ପରେ ତାଙ୍କର ପାଦ ଆଉ ତଳେ ଲାଗୁନି।…
ଦର୍ଶକ ମୋ ପାଇଁ ସବୁକିଛି
”ଶେଖର! ତୁମେ ଜାଣିନ, ମୋ ଭାଇକୁ ମୁଁ କେତେ ଭଲ ପାଏ। ତୁମ ସହ ଯିବା ତ ଅଲଗା କଥା, ଯଦି ଭଗବାନ ଆସି ମୋତେ ତାଙ୍କ ସହ ଯିବାକୁ କହନ୍ତି, ତେବେ ମୋ ଭାଇକୁ ଛାଡ଼ି ଯାଇପାରିବି ନାହିଁ।“ ଏପରି…
‘ତେଜାବ୍’ ଦେଖିବା ପରେ..
ସେତେବେଳେ ତାଙ୍କର ବୟସ ମାତ୍ର ୪ବର୍ଷ। ଏନ୍. ଚନ୍ଦ୍ରାଙ୍କ ନିର୍ଦ୍ଦେଶିତ ତଥା ଅନିଲ କପୁର ଏବଂ ମାଧୁରୀ ଦୀକ୍ଷିତ ଅଭିନୀତ ସୁପରହିଟ୍ ଫିଲ୍ମ ‘ତେଜାବ୍’ ଦେଖୁଥାଆନ୍ତି ସେ। ଏତେ କମ୍ ବୟସରେ ସେ ଅଭିନୟ ମାୟାରେ ଯେ ବାନ୍ଧି ହୋଇଯିବେ ତାହା…
ଇନ୍ଦ୍ରଜାଲ
ମଣିଷ ଜୀବନରେ ଅନେକ ଘଟଣା ଘଟିଥାଏ। ବେଳେବେଳେ ସେହି ଘଟଣା ମଧ୍ୟରୁ କେତେକ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରେ। ଆଉ ତାହାର ଆଶାତୀତ ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିଥାଏ। ସେପରି ଏକ ରହସ୍ୟମୟ କାହାଣୀକୁ ଆଧାର କରି ନିର୍ମିତ ହୋଇଛି…
କବିତା ଲେଖୁଛନ୍ତି ଜାହ୍ନବୀ
ଏବେ ତ କରୋନା ଆତଙ୍କରେ ସମଗ୍ର ବିଶ୍ୱ ଆତଙ୍କିତ। ତେଣୁ ଲକ୍ଡାଉନ୍ ସମୟରେ କେବଳ ସାଧାରଣ ଜନତା ନୁହନ୍ତି, କଳାକାର ମଧ୍ୟ ନିଜକୁ ଘର ଭିତରେ ଆବଦ୍ଧ ରଖିଛନ୍ତି। ଶୁଟିଂ ତ ନାହିଁ। କ’ଣ ବା କରିବେ। ଏହି ଅବସର ସମୟରେ…
ଶେରଗଡ଼କୁ ଆସିଲା ୨ କରୋନା ଆମ୍ବୁଲାନ୍ସ
ଶେରଗଡ଼,୨ା୪(ଡି.ଏନ୍.ଏ.) : ଗଞ୍ଜାମ ଜିଲା ଶେରଗଡ଼କୁ କରୋନା ରୋଗୀଙ୍କ ପାଇଁ ଦୁଇଟା ଆମ୍ବୁଲାନ୍ସ ଆସି ପହଞ୍ଚିଛି। ଶେରଗଡ଼ ବିଡିଓଙ୍କ ତତ୍ତ୍ୱାବଧାନରେ ଏହି ଦୁଇଟି ଆମ୍ବୁଲାନ୍ସ ରହିଛି। ଅଦ୍ୟାବଧି ବ୍ଲକର ବିଭିନ୍ନ ଅଞ୍ଚଳରେ ୧୧୧୪ ଶ୍ରମିକ ବାହାରୁ ଆସି ପହଞ୍ଚି ଥିବାବେଳେ ସେମାନେ…
ଘରେ ରହିବାକୁ ନିବେଦନ କଲେ ସଞ୍ଜୟ ଦତ୍ତ
ମୁମ୍ବାଇ: କରୋନା ମହାମାରୀ ଏବେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିିଛି। ଏହି ସଙ୍କଟକୁ ରୋକିବାକୁ ସଞ୍ଜୟ ଦତ୍ତ ନିଜ ଫ୍ୟାନମାନଙ୍କୁ ହାତଯୋଡ଼ି ଘରେ ରହିବାକୁ ନିବେଦନ କରିଛନ୍ତି। ସୋମବାର ଏନେଇ ସେ ତାଙ୍କ ଟ୍ବିଟରରେ ଏକ ଭିଡିଓ ଶେୟାର କରିଛନ୍ତି।…
କୋଭିଡ-୧୯ ସହ ଲଢିବାକୁ ପିଏମ୍ କେୟାର୍ସ ଫଣ୍ଡ ‘ଅନାବଶ୍ୟକ’: ସିପିଆଇ(ଏମ୍)
ନୂଆଦିଲ୍ଲୀ,୨।୪: କୋଭିଡ-୧୯ ସହ ଲଢିବାକୁ ପୃଥକ ଭାବେ ‘ପିଏମ୍ କେୟାର୍ସ’ ପଣ୍ଡ ଗଠନ କରିବା ଅନାବଶ୍ୟକ ବୋଲି କହିଛି କମ୍ୟୁନିଷ୍ଟି ପାର୍ଟି ଅଫ୍ ଇଣ୍ଡିଆ(ମାର୍କସିଷ୍ଟ)। ସେ କହିଛି ପ୍ରାଇ ମିନିଷ୍ଟର୍ସ ନ୍ୟାଶନାଲ ରିଲିଫ୍ ଫଣ୍ଡ(ପିଏମ୍ଏନ୍ଆର୍ଏଫ୍) କୋଭିଡ-୧୯ ପାଇଁ ସଂଗୃହିତ ଦାନ ଗ୍ରହଣ…
ବିବାଦରେ ଜାକ୍ଲିନଙ୍କ ‘ଗେନ୍ଦା ଫୁଲ’
ମୁମ୍ବାଇ: କିଛିଦିନ ପୂର୍ବରୁ ରିଲିଜ ହୋଇଥିବା ବାଦ୍ଶାହ-ଜାକ୍ଲିନ ଫର୍ନାଣ୍ଡିଜ୍ଙ୍କ ଗୀତ ‘ଗେନ୍ଦା ଫୁଲ’ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଲୋକପ୍ରିୟ ରାପର୍ ବାଦ୍ଶାହଙ୍କ ଏହି ବଙ୍ଗଳା-ପଞ୍ଜାବୀ ଫ୍ୟୁଜନ୍ ୟୁଟ୍ୟୁବରେ ଟ୍ରେଣ୍ଡ କରୁଛି। ଏହି ଗୀତକୁ ବର୍ତ୍ତମାନ ୬କୋଟିରୁ ଅଧିକ ଥର…
୯୦ ଦିନର ଫୁଡ୍ ଚ୍ୟାଲେଞ୍ଜ
କୋଲକାତା: ସାରା ଦେଶରେ ଏବେ ଲକ୍ଡାଉନ୍ ପାଇଁ ଦେଶର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି। ଆଗକୁ ହୁଏତ ଖାଦ୍ୟ ସଙ୍କଟ ଦେଖା ଦେଇପାରେ। ତେଣୁ ଏବେଠାରୁ ସମସ୍ତେ ସତର୍କ ରହିବା ଏବଂ କେହି ହେଲେ ଖାଦ୍ୟ ନଷ୍ଟ କରିବା ନାହିଁ। ଯେତିକି…
ଜ୍ୱର ରୋଗୀଙ୍କୁୁ ଛୁଇଁବାକୁ ଡର
ରାଞ୍ଚି: କରୋନା ଏବେ ଲୋକଙ୍କ ମନରେ ଏଭଳି ଭୟ ପୂରାଇ ଦେଇଛି ଯେ, ସାଧାରଣ ଜ୍ୱର ରୋଗୀଙ୍କୁ ବି ଦେଖିଲେ ଭୟରେ ଛୁଇଁବାକୁ ଇଚ୍ଛା କରୁନାହାନ୍ତି ଲୋକେ। ଏମିତି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ରାଞ୍ଚିରେ। ଏହି ଅଞ୍ଚଳର…
କ୍ୱାରାଣ୍ଟାଇନ୍ରେ ସହଯୋଗ ନ କଲେ ଗୁଳି କରିବାକୁ ନିର୍ଦ୍ଦେଶ ଦେଲେ ଫିଲିପାଇନ୍ସ୍ ସରକାର !
ମାନିଲା,୨।୪: କରୋନା ସଂକ୍ରମଣ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ପ୍ରତିିଦିନ ବୃଦ୍ଧି ପାଉଛି। ସଂକ୍ରମିତଙ୍କୁ କ୍ୱାରାଣ୍ଟାଇନ୍ରେ ମଧ୍ୟ ରଖାଯାଉଛି। କରୋନା ସଂକ୍ରମଣ ରୋକିବା ପାଇଁ ଫିଲିପାଇନ୍ସ୍ ସରକାର ଦୃଢ଼…
Archives


