ଆସନ୍ତାକାଲିଠାରୁ ଭୋପାଳରେ ଲକ୍ଡାଉନ୍ କଡ଼ାକଡ଼ି: ଖୋଲାରହିବ କ୍ଷୀର, ଔଷଧ ଦୋକାନ
ଭୋପାଳ,୫।୪: ମଧ୍ୟପ୍ରଦେଶରେ କରୋନା ଭାଇରସ୍ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ସେଠାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୮୨ ହୋଇଥିବା ବେଳେ ସେଥିରୁ ୧୩ ଜଣଙ୍କର ମୃତ୍ୟୁ ଘଟିସାରିଛି। ତୀବ୍ରଗତିରେ ବୃଦ୍ଧି ପାଉଥିବା କରୋନାକୁ ରୋକିବା ପାଇଁ ଭୋପାଳର…
ଚର୍ଚ୍ଚରେ ଚାଲିଥିଲା ସାମୂହିକ ପ୍ରାର୍ଥନା: ପରିଚାଳକ ସମେତ ୮ ଗିରଫ
କାଶୀନଗର,୫।୪(ଡି.ଏନ୍.ଏ.): କରୋନାକୁ ପ୍ରତିହତ କରିବା ପାଇଁ ଲକ୍ ଡାଉନ ଘୋଷଣା କରାଯାଇଛି। ଘରୁ ନ ବାହାରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ତଥାପି ଲୋକେ ସଚେତନ ହେବାକୁ ନାରାଜ। ଗଜପତି ଜିଲା କାଶୀନଗର ଥାନା ଅଞ୍ଚଳରେ…
ବାନ୍ଦିପୋରାର ୬ଟି ଗାଁ ‘ରେଡ୍ ଜୋନ’ ଘୋଷିତ
ଶ୍ରୀନଗର,୫।୪: ସାରା ଦେଶରେ କରୋନା ଭାଇରସ୍ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସାରା ଦେଶରେ ଲକ୍ଡାଉନ୍କୁ କଡ଼ାକଡି କରାଯିିବା ସହ କେତେକ କଟକଣା ମଧ୍ୟ ଜାରି କରାଯାଇଛି। ଯେଉଁ ଅଞ୍ଚଳରେ କରୋନା ବ୍ୟାପିବାର ଅଧିକ ଭୟ ରହୁଛି ସେହି…
ମାସ୍କ ନ ପିନ୍ଧିଲେ ୧ ହଜାର ଟଙ୍କା ଜରିମାନା
ଛତ୍ରପୁର,୫ା୪(ଡି.ଏନ୍.ଏ.)-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ଏପରି ସ୍ଥିତିରେ ଗଞ୍ଜାମ ଜିଲାରେ ଶନିବାରଠାରୁ ଆଶିଂକ ଶଟଡାଉନ୍ ଲାଗୁ କରାଯାଇଛି। ଅର୍ଥାତ୍ ପ୍ରତ୍ୟେହ ମଧ୍ୟାହ୍ନ ୧୨ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଜିଲା ଶର୍ଟଡାଉନ୍ରେ ରହିବ। ଏହି ସମୟ ମଧ୍ୟରେ ବାହାରେ…
ପରିବାର ଲୋକେ ଆସିଲେନି, ଶବଦାହ କଲେ ସ୍ବେଚ୍ଛାସେବୀ
ବରଗଡ଼ ଅଫିସ୍,୫।୪- ବରଗଡ଼ ସହରର ଜୀରାନଦୀ କୂଳ ସ୍ଵର୍ଗଦ୍ଵାରରେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ସ୍ବେଛାସେବୀମାନେ ଛତିଶଗଡ଼ ଅଞ୍ଚଳର ଜଣେ ମୃତକଙ୍କ ଶବଦାହ କରିଛନ୍ତି। ମୃତକଙ୍କ ନାମ ପୁନିଡ୍ । ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ କେତେକ ଯୁବକ ପୁନିତଙ୍କୁ ବରଗଡ଼ ଖେଦାପାଲିସ୍ଥିତ…
କରୋନା ମୁକାବିଲା ପାଇଁ ବିଭିନ୍ନ ଧର୍ମଗୁରୁଙ୍କ ବୈଠକ ଡାକିଲେ ଜିଲାପାଳ
ରାୟଗଡା ଅଫିସ,୫।୪: ରାୟଗଡା ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭାଗୃହରେ ରବିବାର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ରାୟଗଡା ସହରରେ ଥିବା ଚର୍ଚ୍ଚ, ମସଜିଦ, ମନ୍ଦିର ପରି ଧାର୍ମିକ ଅନୁଷ୍ଠାନର ଧର୍ମଗୁରୁ ତଥା ଧର୍ମଯାଜକଙ୍କ ସହ ଆଲୋଚନା…
ସୁନ୍ଦରଗଡ଼ର ୭୧ ନମୁନାରୁ ୫୬ ନେଗେଟିଭ୍
ସୁନ୍ଦରଗଡ଼, ୫।୪(ଡି.ଏନ.ଏ.) କରୋନା ସଂକ୍ରମଣ କୁ ରୋକିବା ନିମନ୍ତେ ଜିଲା ପ୍ରଶାସନ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡାକଡି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲାରେ କେବଳ ସକାଳ ୬ ଟା ରୁ ଦିନ ୧୧ ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ରାଶନ…
ଗଛ ପକାଇ ଲକ ଡାଉନ କଲେ ଗ୍ରାମବାସୀ
କୋକସରା, ୫।୪, (ଡି.ଏନ.ଏ.) ଉପକୂଳ ଓଡିଶା ପରେ ପଶ୍ଚିମ ଓଡିଶାର କଳାହାଣ୍ଡି ଜିଲାରେ କରୋନା ଭୂତାଣୁ ସଂକ୍ରମଣ ହୋଇଛି । ଜିଲାରେ କରୋନା ସଂକ୍ରମିତ ବାହାରିବା ପରେ ସର୍ତକ ହୋଇଛନ୍ତି ଗ୍ରାମବାସୀ । କୋକସରା ବ୍ଲକରେ ରବିବାର ବିଭିନ୍ନ ସ୍ଥାନରେ ଗ୍ରାମବାସୀ…
ଚାଉଳ ପାଇଁ ଚାହିଁ ବସିଛନ୍ତି ହିତାଧିକାରୀ
ବିଞ୍ଝାରପୁର, ୫।୪ (ଡି.ଏନ.ଏ.)- ମହାମାରୀ କରୋନା ଯୋଗୁ ଦେଶରେ ଲକ୍ଡାଉନ୍ ଚାଲିଛି। ଏଥିଯୋଗୁ ସାଧାରଣ ଗରିବ, ଖଟିଖିଆ କାମଧନ୍ଦା ହରାଇଛନ୍ତି। ସେମାନଙ୍କ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଶନ କାର୍ଡ ହିତାଧିକାରୀଙ୍କୁ ଆଗୁଆ ୩ମାସର ଚାଉଳ ସମେତ ପରିବାର ପିଛା…
ଯାଜପୁର ଜିଲା: ଶଟ୍ଡାଉନକୁ ମାନିଲେ ଲୋକେ
ଯାଜପୁର ଅଫିସ,୫ା୪-ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ଘୋଷିତ ପ୍ରଥମ ଦିନର ଶଟ୍ଡାଉନ୍ ସୁରୁଖୁରୁରେ ସମ୍ପନ୍ନ ହୋଇଛି। ଶନିବାର ରାତି ୮ଟାରୁ ଜିଲାର ପ୍ରମୁଖ ବଜାର ବ୍ୟାସନଗର…
୩୭୭ ଧର୍ମଗୁରୁଙ୍କ ସହ ଭିଡିଓ କନ୍ଫରେନ୍ସିଂରେ କଥା ହେଲେ ଯୋଗୀ
ଲକ୍ଷ୍ନୌ,୫।୪: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ ଧର୍ମଗୁରୁଙ୍କ ସହାୟତା ଲୋଡ଼ିଛନ୍ତି। ଏଥିପାଇଁ ରବିବାର ଯୋଗୀ ଆଦିତ୍ୟନାଥ ରାଜ୍ୟର ୩୭୭ ଧର୍ମଗୁରୁଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ କଥାବାର୍ତ୍ତା ହୋଇଛନ୍ତି। ଉତ୍ତରପ୍ରଦେଶର ଇତିହାସରେ ଏହା ପ୍ରଥମଥର…
ଟୋକନ ଥାଇ ମଧ୍ୟ ପଞ୍ଚାୟତ ବାହାର ଛାତ୍ରୀଛାତ୍ରଙ୍କୁ ମିଳୁନି ଚାଉଳ
ବୈପାରିଗୁଡା,୫।୪(ଡି.ଏନ୍.ଏ.): କରୋନା ମୁକାବିଲା ପାଇଁ ରାଜ୍ୟରେ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି। ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ଆବସିକ ବିଦ୍ୟାଳୟ ଗୁଡ଼ିକ ମଧ୍ୟ ବନ୍ଦ ରହିଛି। ତେବେ ସ୍କୁଲ ବନ୍ଦ ହେବା ପୂର୍ବରୁ ପିଲାଙ୍କୁ ୩ମାସର ଚାଉଳ ଯୋଗାଇ ଦେବାକୁ…
Archives


