Home Left

ପ୍ରେମ ମାନିଲାନି କରୋନା, ଡାକ୍ତରଖାନାରେ ଘଟିଲା କିଛି ଏମିତି…

କୁହାଯାଏ, ପ୍ରେମ ମାନେ ନାହିଁ କୌଣସି ବାଧା କି ବନ୍ଧନ। ଏହି ଉକ୍ତିକୁ ସାକାର କରି ଦେଖାଇଛନ୍ତି ଜଣେ କରୋନା ଆକ୍ରାନ୍ତ। କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ଗୁରୁତର ରୋଗୀ ତାଙ୍କ ପ୍ରେମିକାଙ୍କୁ ଡାକ୍ତରଖାନାରେ ହିଁ ବିବାହ…

ଆମେରିକା ଯିବା ପୂର୍ବରୁ କୋକିଳାବେନ୍‌ ହସ୍ପିଟାଲ ଗଲେ ସଞ୍ଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି। ନିକଟରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ଜଣାପଡିଥିଲା କି…

ରାଷ୍ଟ୍ରପତିଙ୍କ ଘରେ କୁଣିଆ ହେଲେ ୩ ପୋଲିସ

ନୂଆଦିଲ୍ଲୀ, ୧୬।୮: ରାଷ୍ଟ୍ରପତି ଭବନରେ ଏକ ଐତିହାସିକ ଘଟଣା ଘଟିଛି। ରାଷ୍ଟ୍ରପତି ଭବନରେ ପ୍ରଥମ ଥର ପାଇଁ ୩ ଜଣ ପୋଲିସ କୁଣିଆ ହୋଇଛନ୍ତି। ଉଲ୍ଲେଖନୀୟ କାର୍ଯ୍ୟ ଲାଗି ସେମାନଙ୍କୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପକ୍ଷରୁ ଶନିବାର ଆୟୋଜିତ…

ଜେସିବି ଲଗାଇ ପ୍ରଧାନମନ୍ତ୍ରୀ ଆବାସ ଘର ଭାଙ୍ଗିବା ଘଟଣା: ଜେଲ ଗଲେ ସରପଞ୍ଚ, ତାଙ୍କ ସ୍ବାମୀ

ଲୋଇସିଂହା,୧୬।୮(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟା ଗ୍ରାମର କେତେକ ଆଦିବାସୀ ଓ ହରିଜନ ସମ୍ପ୍ରଦାୟର ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଘରକୁ ସ୍ଥାନୀୟ ସରପଞ୍ଚ ଓ କେତେକ ମୁଷ୍ଟିମେୟ ବ୍ୟକ୍ତି ଜେସିବି ମେଶିନ ଲଗାଇ ଭାଙ୍ଗି ଦେଇଥିଲେ ।ଏହି ଘଟଣାର…

ପୁଅର ଓ୍ବାଇଫାଇ ସିଗ୍‌ନାଲ ନ ଆସିବାରୁ ପିତା ନେଲେ ଏମିତି ପଦକ୍ଷେପ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

କ୍ୟୁବାର ରାଜଧାନୀ ହାଭାନାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାକାର ଜଣେ ବ୍ୟକ୍ତି ତାଙ୍କ ପୁଅର ଓ୍ବାଇ-ଫାଇ ସିଗ୍‌ନାଲ ନ ଆସିବାରୁ ଘର ଛାତ ଉପରେ ଏକ ଆଇଫେଲ୍‌ ଟାଓ୍ବାର ନିର୍ମାଣ କରିଛନ୍ତି। ୫୨ ବର୍ଷୀୟ ଏର୍‌ନିକ୍‌ ସାଲଗାଡୋଙ୍କ ପୁଅ…

ଯାଆଁଳା ଭଉଣୀଙ୍କୁ ବିବାହ କରିଥିଲେ ଯାଆଁଳା ଭାଇ ଏବେ ଏକାସାଥେ ହେବେ ମା’

ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ଏବେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଯାଆଁଳା ଭଉଣୀ ବ୍ରିଟନି ଓ ବ୍ରିନା ଡିନ ସାଲୟର୍ସ ମା’ ହେବା କଥା ଉଲ୍ଲେଖ କରିଛନ୍ତି। ଏହି ଦୁଇ ଭଉଣୀ ଯାଆଁଳା ଭାଇ ଜୋଶ ଓ ଜେରେମି…

ରାଜନୀତିକୁ ଆସନ୍ତୁ ଧୋନୀ: ଭାଜପା ନେତା

ନୂଆଦିଲ୍ଲୀ,୧୬।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ସେ ଏହି ଘୋଷଣା କରିଛନ୍ତି। ଏହାପରେ ପରେ ଭାରତୀୟ ଜନତା ପାର୍ଟି(ଭାଜପା)ର ରାଜ୍ୟସଭା ଏମ୍‌ପି…

ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ : ଆଖିବୁଜିଲେ ଝିଅ, ପରିବାରର ୪ ଗୁରୁତର

ପାଟଣାଗଡ଼,୧୬।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଦେଉଲଗାଁ ପଞ୍ଚାୟତ ଘୁନଘୁଟିପାଲି ଗ୍ରାମରେ ଶୁକ୍ରବାର ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଶୁଡି ପଡ଼ିଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଘଟଣା…

ରାଜଭବନରେ ଗୋଇନ୍ଦାଗିରି କରୁଛନ୍ତି ରାଜ୍ୟ ସରକାର

କୋଲକାତା, ୧୬।୮: ରାଜଭବନ ଉପରେ ତୀକ୍ଷଣ୍‌ ନଜର ରଖାଯାଉଛି। ରାଜ୍ୟ ସରକାର ରାଜଭବନରେ ଗୋଇନ୍ଦାଗିରି କରୁଛନ୍ତି। ଏଭଳି ଗୁରୁତର ଅଭିଯୋଗ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ୍‌ ଧନଖଣ୍ଡ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କ ଉପରେ ଆଣିଛନ୍ତି। ରାଜଭବନରେ ଚାଲିଥିବା ସମସ୍ତ କାର୍ଯ୍ୟକ୍ରମ ସୂଚନା…

ଧୋନୀ କାହିଁକି ପଡ଼ିଆରେ ଖୋଲିଥିଲେ ଟି-ଶର୍ଟ ଜାଣନ୍ତୁ

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଶନିବାର ବିଦାୟ ନେଇଛନ୍ତି। ସେ ଜଣେ ଶାନ୍ତ କ୍ୟାପଟେନ୍‌ ଭାବରେ ଜଣାଶୁଣା। ଧୋନୀଙ୍କ କ୍ରିକେଟ କ୍ୟାରିୟର ମଧ୍ୟରେ ଏକ ଘଟଣା ସାମ୍ନାକୁ ଆସିଥିଲା, ଯାହା ସେହି ସମୟରେ…

କରୋନା ଟିକା ପ୍ରଥମେ କାହାକୁ ଦିଆଯିବା ଉଚିତ

ନୂଆଦିଲ୍ଲୀ,୧୬।୮: କରୋନା ମହାମାରୀ ବେଳକୁ ବେଳ ଉଗ୍ର ରୂପ ଧାରଣ କରୁଥିବା ବେଳେ ଏବେ ସମସ୍ତଙ୍କ ନଜର ଏହାର ଟିକା ବା ଭ୍ୟାକ୍ସିନ ଉପରେ। ଗୋଟିଏ ପଟେ ରୁଷିଆ କରୋନା ଟିକା ପ୍ରସ୍ତୁତ କରିଥିବା ଦାବି କରୁଥିବା ବେଳେ ଆଉ କେତେକ…

ଦୀର୍ଘ ୮ ମାସ ପରେ ମିଳିଲା ପାକିସ୍ତାନ ସୀମାରେ ନିଖୋଜ ଯବାନଙ୍କ ମୃତଦେହ

ଡେରାଡୁନ,୧୬।୮: ଦୀର୍ଘ ପ୍ରାୟ ୮ ମାସ ହେବ ଉତ୍ତର କଶ୍ମୀରର ବରଫାବୃତ୍ତ ଅଞ୍ଚଳରେ ଗୋଡ ଖସିଯିବାରୁ ଉତ୍ତରାଖଣ୍ଡର ଜଣେ ଯବାନ ନିଖୋଜ ହୋଇଯାଇଥିଲେ। ଶନିବାର ତାଙ୍କର ମୃତ ଶରୀର ବାରମୂଳା ଜିଲାର ଗୁଲମର୍ଗ ଅଞ୍ଚଳରେ ଠାବ କରାଯାଇଛି। ମିଳିଥିବା ସୂଚନାରୁ ଜଣାପଡିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?