Home Left

କରୋନା କବଳରେ ରାଜ୍ୟର ୧୯ ଜିଲା

ଭୁବନେଶ୍ୱର,୯।୫(ବ୍ୟୁରୋ): କରୋନା କବଳରେ ରାଜ୍ୟର ୧୯ ଜିଲା। ପୂର୍ବରୁ ୧୮ଟି ଜିଲାରେ କରୋନା ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ଶନିବାର ଏଥିରେ ଯୋଡ଼ି ହୋଇଛି ନୟାଗଡ଼। ଅପରାହ୍ନରେ ନୟାଗଡ଼ରୁ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ସେ ସୁରଟ…

ବାର୍ସିଲୋନା ମହିଳା ଦଳ ଚାମ୍ପିୟନ

ବାର୍ସିଲୋନା,୯।୫: ସ୍ପେନର ଲିଗା ଇବେରଡ୍ରୋଲା ଫୁଟବଲ ଲିଗ୍‌ରେ ବାର୍ସିଲୋନା କ୍ଲବର ମହିଳା ଚାମ୍ପିୟନ ଘୋଷିତ ହୋଇଛି। କୋଭିଡ-୧୯ ମହାମାରୀ କାରଣରୁ ଏହି ଲିଗ୍‌କୁ ଶେଷ ହୋଇଛି ବୋଲି ଘୋଷଣା କରାଯାଇଛି। ସ୍ପେନ ସୁକର ଫେଡେରେଶନ କାର୍ଯ୍ୟକାରୀ କମିଟି ଦେଶରେ ଏହି ମହାମାରୀ…

ସଙ୍ଗରୋଧ ଗୃହ ଉଦ୍ୟାନ ସଫାକରି ଉଦାହରଣ ସୃଷ୍ଟି କଲେ ସୁରଟ ଫେରନ୍ତା

ଧରାକୋଟ,୯ା୫(ଡି.ଏନ.ଏ.)- ଧରାକୋଟସ୍ଥିତ କୃଷ୍ଣସିଂହ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଶ୍ରୀରାଜ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ ସେଣ୍ଟରରେ ୧୭୭ ଜଣ ସୁରଟ ଫେରନ୍ତା ରହୁଛନ୍ତି। ବିଭିନ୍ନ କେନ୍ଦ୍ରରେ ଗଣ୍ଡଗୋଳ ଓ ନିୟମ ଉଲ୍ଲଂଘନ ନେଇ ପ୍ରବାସୀ ଓଡ଼ିଆ ନିନ୍ଦିତ ହେଉଥିବାବେଳେ ଏଠାରେ ଥିବା…

ଅନ୍‌ଲାଇନ୍‌ ନେଶନ୍ସ କପ୍‌ ଚେସ୍‌: ଭାରତ- ୟୁରୋପ୍‌ ମ୍ୟାଚ୍‌ ଡ୍ର

ଚେନ୍ନାଇ,୯।୫(ପି.ଟି.): କୋଭିଡ-୧୯ ମହାମାରୀ ଆତଙ୍କ ଜାରି ରହିଥିବା ବେଳେ ଚାଲିଥିବା ଅନ୍‌ଲାଇନ ନେଶନ୍ସ କପ୍‌ ଚେସ ଟୁର୍ନାମେଣ୍ଟରେ ଭାରତ ତା’ର ଅଷ୍ଟମ ରାଉଣ୍ଡ ମ୍ୟାଚ୍‌ରେ ୟୁରୋପକୁ ଭେଟିଥିଲା। ତେବେ ଏହି ମୁକାବିଲା ଡ୍ର ରହିଛି। ଏହା ପୂର୍ବରୁ ଭାରତ ଅବଶିଷ୍ଟ ଏକାଦଶକୁ…

କୋଭିଡ-୧୯ ଲଢେଇରେ ସାମିଲ ହେଲେ ମାରାଡୋନା

ବ୍ୟୁନସ୍‌ ଆୟର୍ସ,୯।୫ (ଏଏଫ୍‌ପି): କୋଭିଡ-୧୯ ମାହମାରୀ ବିରୋଧରେ ଚାଲିଥିବା ଲଢେଇରେ ସାମିଲ ହୋଇଛନ୍ତି ଆର୍ଜେଣ୍ଟିନା କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନା। ବ୍ୟୁନସ ଆୟର୍ସର ଗରିବ ଲୋକଙ୍କ ସହାୟତା ପାଇଁ ମରାଡୋନାଙ୍କ ଅଟୋଗ୍ରାଫ୍‌ ସମ୍ବଳିତ ଜର୍ସିକୁ ଏକ ଲଟେରୀ ଦ୍ୱାରା ବିକ୍ରି କରାଯିବ।…

ଗଞ୍ଜାମରେ ନୂଆ ୫ ଆକ୍ରାନ୍ତ ସୁରଟ ଫେରନ୍ତା: କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ; ଜିଲାରେ ପଜିଟିଭ୍‌ ସଂଖ୍ୟା ୮୯

ଭୁବନେଶ୍ୱର,୯।୫(ବ୍ୟୁରୋ): ଗଞ୍ଜାମରେ ଚିହ୍ନଟ ହୋଇଥିବା ନୂଆ ୫ ଆକ୍ରାନ୍ତ ସୁରଟ ଫେରନ୍ତା। ସମସ୍ତେ ପୁରୁଷ ହୋଇଥିବା ବେଳେ ବୟସ ଯଥାକ୍ରମେ ୩୯,୪୯,୧୬,୪୮,୪୫ ବର୍ଷ। ସମସ୍ତେ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଥିଲେ। ସେମାନଙ୍କ ନିକଟରେ କୌଣସି ଲକ୍ଷଣ ନ ଥିଲା। ତେବେ ନମୂନା ପଜିଟିଭ୍‌…

ମଦ କିଣିବାକୁ ଦୁଇ ଦିନରେ ଦିଲ୍ଲୀ ସରକାର ଦେଇଛନ୍ତି ୪ ଲକ୍ଷରୁ ଊର୍ଦ୍ଧ୍ୱ ଇ-ଟୋକନ

ନୂଆଦିଲ୍ଲୀ,୯।୫: କରୋନା ଭାଇରସକୁ ନେଇ ଦେଶରେ ମେ’ ୪ ତାରିଖରୁ ଲକ୍‌ଡାଉନ ୩.୦ ଜାରି କରାଯାଇଛି। ମେ’ ୧୭ ପର୍ଯ୍ୟନ୍ତ ଏହା ଲାଗୁ କରାଯିବାକୁ ଥିବା ବେଳେ ଏହି ସମୟରେ ନିୟମରେ କିଛିଟା କୋହଳ କରାଯାଇଛି। ସରକାର ମଦ ବିକ୍ରିପାଇଁ ଅନୁମତି…

ଜୁନ୍‌ ମଧ୍ୟଭାଗରେ ଲା ଲିଗା ଆରମ୍ଭ ହେବା ସମ୍ଭାବନା

ଚେନ୍ନାଇ,୯।୫: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଲିଗ୍‌ ରୂପେ ପରିଗଣିତ ହେଉଥିବା ‘ଲା ଲିଗା’ ଆଗାମୀ ଜୁନ୍‌ ମାସ ମଧ୍ୟ ଭାଗରୁ ଆରମ୍ଭ ହେବା ସମ୍ଭାବନା ସୃଷ୍ଟି ହୋଇଛି। ସ୍ପାନିଶ୍‌ ଫୁଟବଲ ଲିଗ୍‌ ସିଷ୍ଟମର ଏହି ପୁରୁଷ ପେସାଦାର ଫୁଟବଲ ଡିଭିଜନକୁ…

ରଥ ଖଳାରେ କୋଭିଡ୍‌ ଗାଇଡ୍‌ଲାଇନ ସଚେତନତା

ପୁରୀ ଅଫିସ, ୯।୫: ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣକୁ ନେଇ ଯେଉଁ ଅନିଶ୍ଚିତତା ଲାଗି ରହିଥିଲା ତାହା ଦୂର ହୋଇଛି। କେନ୍ଦ୍ର ସରକାରଙ୍କଠାରୁ ସର୍ତ୍ତମୂଳକ ଅନୁମତି ମିଳିବା ପରେ ଶୁକ୍ରବାର ଠାରୁ ରଥ ନିର୍ମାଣ କାମ ଚାଲିଛି। ରଥ…

୪,୦୦୦ ବଞ୍ଚିତଙ୍କୁ ସଚିନ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି

ନୂଆଦିଲ୍ଲୀ,୯।୫(ପି.ଟି.): କୋଭିଡ-୧୯ ମହମାରୀର ଆତଙ୍କ ଜାରି ରହିଥିବା ବେଳେ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ପୁଣି ଥରେ ସହାୟତାର ହାତ ବଢାଇଛନ୍ତି। ସେ ୪,୦୦୦ ବଞ୍ଚିତ ତଥା ଶୋଷିତ ବ୍ୟକ୍ତିଙ୍କୁ ଆର୍ଥତ୍କ ଭାବେ ସହାୟତା ପ୍ରଦାନ କରୁଛନ୍ତି। ଏମାନଙ୍କ ମଧ୍ୟରେ ବ୍ରିହାନମୁମ୍ବାଇ…

୨୨ ବର୍ଷ ହେଲା ମୋ ଜୀବନରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଯାଇଛି: ଅଜୟ ଦେବ୍‌ଗନ

କରୋନାକୁ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ଲକ୍‌ଡାଉନ୍‌ ପାଇଁ ପ୍ରାୟ ସମସ୍ତେ ଏବେ ଘରେ ସମୟ ବିତାଉଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ୍‌ କଳାକାର। ସେମାନେ ଘରେ ରହିବା ସହ ଲକ୍‌ଡାଉନ୍‌ରେ କିପରି ସମୟ କାଟୁଛନ୍ତି ସେ ନେଇ ସୋସିଆଲ…

ହ୍ବାଇଟ ହାଉସ ପହଞ୍ଚିଲା କରୋନା

ଓ୍ବାଶିଂଟନ,୯।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମଣର ଶେଷ ପର୍ଯ୍ୟାୟକୁ ଅପେକ୍ଷା ରଖିଛନ୍ତି। ଯେତେଶୀଘ୍ର କରୋନାର ପ୍ରକୋପ କମ୍‌ ହେବ ସେତେଶୀଘ୍ର ସେ ଲକ୍‌ଡାଉନ ଖୋଲି ଦେଶର ଅର୍ଥବ୍ୟବସ୍ଥାକୁ ସୁଧାରିବେ ବୋଲି କହିଛନ୍ତି। ହେଲେ ଏବେ ଏହି କରୋନା ମାହାମାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri