Home Left

ତ୍ରିପୁରାର ୧୧୬ କରୋନା ସଂକ୍ରମିତଙ୍କ ମଧ୍ୟରେ ୧୦୨ ବିଏସ୍‌ଏଫ୍‌ କର୍ମଚାରୀ

ଅଗରତାଲା,୯।୫: ତ୍ରିପୁରାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି। ସଂକ୍ରମିତଙ୍କ ମଧ୍ୟରେ ୧୦୨ ଜଣ ବିଏସ୍‌ଏଫ୍‌ କର୍ମଚାରୀ ରହିଛନ୍ତି। ୮୬ ବାଟାଲିୟନ୍‌ର ଯବାନଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ସଂକ୍ରମିତଙ୍କ…

ରେସ୍ତୋରାଁରେ ମିଳିବ ମଦ

ବେଙ୍ଗାଲୁରୁ,୯।୫: କରୋନା ଭାଇରସକୁ ନେଇ ସାରା ଦେଶରେ ଚାଲିଛି ଲକ୍‌ଡାଉନ। ତେବେ ଲକ୍‌ଡାଉନ ୩.୦ରେ କିଛିଟା ନିୟମ କୋହଳ କରାଯାଇଛି। ଏମିତିକି ସରକାର ମଦ ବିକ୍ରିପାଇଁ ଅନୁମତି ଦେବା ପରେ ଦୋକାନ ସାମ୍ନାରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି।…

ରାମମନ୍ଦିର ନିର୍ମାଣ ପାଇଁ ଦାନ କଲେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଆୟକର ଛାଡ: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ,୯।୫: ରାମମନ୍ଦିର ନିର୍ମାଣ ପାଇଁ ଦାନ କରୁଥିବା ବ୍ୟକ୍ତିଙ୍କ ଆୟକର ଛାଡ କରାଯିବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆୟକର ଅଧିନିୟମ ଧାରା ୮୦-ଜିର ଉପଧାରା-୨ ଏବଂ ଖଣ୍ଡ-ବି ଅନ୍ତର୍ଗତ ଏଭଳି ସୁବିଧା ଦାନକାରୀଙ୍କୁ ଯୋଗାଇ ଦିଆଯିବ ବୋଲି କୁହାଯାଉଛି।…

ସୁକତେଲ ବ୍ରିଜ୍‌ ଭୁଶୁଡ଼ିବା ଘଟଣା: ଘଟଣାରୁ ନଜର ହଟାଇବାକୁ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ପାଟଣାଗଡ,୯।୫ (ଡି.ଏନ.ଏ.): ଗତ ଏପ୍ରିଲ ୨୯ ତାରିଖରେ ପାଟଣାଗଡ ବ୍ଲକ ତମିଆ ମୁଦଲସର ସୁକତେଲ ସେତୁରେ ମରାମତି କାମ ଚାଲିଥିବା ବେଳେ ପୋଲ ଭୁଷଡି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଦୋଷୀ ସହକାରୀ ନିର୍ବାହୀ ଯନ୍ତ୍ରୀ…

ଗଞ୍ଜାମ ସ୍ଥିତି ସାଙ୍ଘାତିକ: ସୁରଟରୁ ସୁନାମି ଭଳି ଆସୁଛନ୍ତି କରୋନା ପଜିଟିଭ୍‌

ବ୍ରହ୍ମପୁର ଅଫିସ,୯।୫ – ବିଶ୍ୱରେ କରୋନା ଭୁତାଣୁ ଏବେ ଆତଙ୍କ ସୃଷ୍ଟି କରିଛି। ଏହାକୁ ନେଇ ରାଷ୍ଟ୍ର ସମୁଦାୟ ଭୟଭୀତ ହେବା ସହ ଆଶା ଆଶଙ୍କାରେ ଦିନ କାଟୁଛନ୍ତି। ଏହିଧାରାରେ ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗ୍ରୀନଜୋନ୍‌ରେ ଥିବା…

ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେବେ ୨୦ଜଣ ହେଲେ ମଦ ଦୋକନ ସାମ୍ନାରେ ରୁଣ୍ଡ ହୋଇପାରିବେ ୧୦୦୦: ସଞ୍ଜୟ ରାଉତ

ମୁମ୍ବାଇ,୯।୫: ଦେଶରେ କରୋନା ଭାଇରସକୁ ନେଇ ଚାଲିଥିବା ଲକ୍‌ଡାଉନ ସମୟରେ ମଦ ବିକ୍ରିକୁ ସରକାର ଅନୁମତି ଦେବା ପରେ ଏବେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଶନିବାର ଶିବସନା ନେତା ସଞ୍ଜୟ ରାଉତ ଟୁଇଟ୍‌ କରି କହିଛନ୍ତି, ଅନ୍ତେଷ୍ଟିକ୍ରିୟାରେ…

ପ୍ରବାସୀଙ୍କ ଟ୍ରେନ୍‌ ରାଜ୍ୟରେ ପ୍ରବେଶ ଅନୁମତି ନ ଦେବାରୁ ମମତାଙ୍କ ପାଖକୁ ପତ୍ର ଲେଖିଲେ ଶାହା

ନୂଆଦିଲ୍ଲୀ,୯।୫: କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଲାଗି ରହିଥିବା ତୁତୁ ମେମେ ଏବେ ପୁଣିଥରେ ଦେଖିବାକୁ ମିଳିଛି। ଏବେ ପୁଣିଥରେ ପ୍ରବାସୀ ଶ୍ରମିକଙ୍କୁ ନେଇ ପରସ୍ପର ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଯାଇଛି। କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ…

ମହାରାଷ୍ଟ୍ରରେ ୭୧୪ ପୋଲିସ କରୋନା ପଜିଟିଭ

ମୁମ୍ବାଇ,୯।୫: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ଅଣାୟତ ହେବାରେ ଲାଗିଛି। ଏବେ ମହାରାଷ୍ଟ୍ରରେ ୭୧୪ ପୋଲିସ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ୬୪୮ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୬୧ ଜଣ ସୁସ୍ଥ ହୋଇ ସାରିଲେଣି ଓ…

ଭ୍ରୂଲତା ପାଇଁ ପାଲଟିଲେ ଷ୍ଟାର

ନୂଆଦିଲ୍ଲୀ: ସୌନ୍ଦର୍ଯ୍ୟ ବଢାଇବା ପାଇଁ ମହିଳାମାନେ ସେମାନଙ୍କ ଭ୍ରୂଲତାକୁ ସ୍ବତନ୍ତ୍ରଭାବରେ ସଜାଇଥାନ୍ତି। ଏହି ଭ୍ରୂଲତା ପାଇଁ ଏବେ ସୋସିଆଲ୍‌ ମିଡିଆରେ ସେନସେସନ୍‌ ପାଲଟିଛନ୍ତି ଆଞ୍ଝେଲିକା ପ୍ରୋଟୋଡ୍ୟାକୋନୋଭା। ବିରାଟ ଭ୍ରୂଲତା ପେଣ୍ଟିଂ ନିମନ୍ତେ ଆଞ୍ଝେଲିକାଙ୍କ ଇନ୍‌ଷ୍ଟାଗ୍ରାମରେ ଲକ୍ଷ ଲକ୍ଷ ଫଲୋଅର୍‌ ଅଛନ୍ତି। ଋଷିଆର…

ଅଧିକ ଚାପରେ ଏବର ମଧ୍ୟବୟସ୍କ

ନ୍ୟୁୟର୍କ: ୧୯୯୦ ଅପେକ୍ଷା ବର୍ତ୍ତମାନର ମଧ୍ୟ ବୟସ୍କମାନେ ଅଧିକ ଚାପରେ ରହୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏପରିକି କୋଭିଡ୍‌-୧୯ ଆରମ୍ଭ ହେବା ପୂର୍ବରୁ ଏଭଳି ସ୍ଥିତି ଦେଖାଦେଇଆସିଛି। ପେନ୍‌ ଷ୍ଟେଟ୍‌ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଅଧ୍ୟୟନ ବେଳେ ସବୁ ବର୍ଗକୁ ବିଚାରକୁ…

ମଦ କିଣୁଛନ୍ତି ରକୁଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଲକ୍‌ଡାଉନ୍‌ ବେଳେ ମଦ ଦୋକାନରୁ ମଦ କିଣୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୁହଁରେ ମାସ୍କ ପିନ୍ଧିବା ସହ ସେ ଦୋକାନରୁ କିଣି ଜିନିଷ କିଣି ନିଜ…

ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅହମଦାବାଦରେ ପହଞ୍ଚିଲେ ଏମ୍ସ ନିର୍ଦ୍ଦେଶକ

ଅହମଦାବାଦ,୯।୫: ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଶନିବାର ଗୁଜରାଟ ଅହମଦାବାଦର ସିଭିଲ ହସ୍ପିଟାଲରେ ପହଞ୍ଚିଛନ୍ତି। ସେଠାରେ ସେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ କୋଭିଡ-୧୯ ଚିକିତ୍ସା ସମ୍ପର୍କରେ ଉପଦେଶ ଦେଇଛନ୍ତି। କେନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri