Home Left

ଗୁଗଲ, ଫେସ୍‌ବୁକ୍‌ରେ ବର୍ଷ ଶେଷ ଯାଏ ଓ୍ବାର୍କ ଫ୍ରମ୍‌ ହୋମ୍‌

ସାନ୍‌ଫ୍ରାନ୍‌ସିସ୍କୋ,୧୦।୫: କରୋନା ପ୍ରଭାବ କମି ନ ଥିବାରୁ ଭାରତରେ ଲକ୍‌ଡାଉନ ୩.୦ ଲାଗୁ ହୋଇଛି। ସାରା ଦେଶରେ କଟକଣା ସହ କିଛି କିଛି କ୍ଷେତ୍ରରେ ଆର୍ଥତ୍କ କାର୍ଯ୍ୟକଳାପକୁ ବର୍ତ୍ତମାନ ଅନୁମତି ମିଳିଛି। ଏଭଳି ସ୍ଥିତିରେ ଗୁଗଲ ଏବଂ ଫେସ୍‌ବୁକ ଭଳି ପ୍ରମୁଖ…

୪୧୧ କୋଟି ଠକି ଚମ୍ପଟ: ସିବିଆଇରେ ମାମଲା

ନୂଆଦିଲ୍ଲୀ,୧୦।୫: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ୪୧୧ କୋଟି ଋଣ ଠକେଇରେ ସମ୍ପୃକ୍ତ ରାମଦେବ ଇଣ୍ଟରନ୍ୟାଶନାଲ କମ୍ପାନୀର ୩ ପ୍ରମୋଟର ଦେଶ ଛାଡ଼ି ପଳାୟନ କରିଛନ୍ତି। ଏମାନଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ନିକଟରେ ମାମଲା ରୁଜୁ କରାଯାଇଛି।…

CORONAVIRUS UPDATE: ଗଞ୍ଜାମରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୦ ଟପିଲା

ଭୁବନେଶ୍ୱର,୧୦।୫:(ବ୍ୟୁରୋ)- ଗଞ୍ଜାମ ଜିଲ୍ଲାରେ କରୋନା ତାଣ୍ଡବ ରଚିଛି। ରବିବାର ଜିଲାରେ୨୯ ପଜିଟିଭ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୦ ଟପିବାରେ ଗଂଜାମ ପ୍ରଥମ ଜିଲା। ଏଥି ସହ ଜିଲାରେ ଜଣେ କରୋନା…

ପରଲୋକରେ ବିଜେଡି ନେତା ସୁବାସ ଚୌହାନ

ଭୁବନେଶ୍ୱର/ ବରଗଡ ଅଫିସ, ୧୦।୫:(ବ୍ୟୁରୋ)-  ପରଲୋକରେ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସୁବାସ ଚୌହାନ। ଶନିବାର ବିଳମ୍ବିତ ରାତି ୩ଟା ୫ ମିନିଟ୍‌ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।…

ମା’ ପାଇଁ ଦିନଟିଏ

ପ୍ରତିବର୍ଷ ମେ’ ମାସ ଦ୍ୱିତୀୟ ରବିବାରରେ ମଦର୍ସ ଡେ’ ବା ବିଶ୍ୱ ମାତୃ ଦିବସ ପାଳନ କରାଯାଇଥାଏ। ଏହି ଦିବସ କାହିଁକି ପାଳନ କରାଯାଏ ଜାଣନ୍ତୁ ଏ ସମ୍ପର୍କରେ… ମାତୃ ଦିବସକୁ ଲୋକପ୍ରିୟ କରିବା ଏବଂ ପାଳନ କରିବାର ପରମ୍ପରା ପ୍ରଥମେ…

ବିଦେଶୀ ମଦ ବୋଝେଇ ବୋଲେରୋ ଜବତ: ୬ ଗିରଫ

ଶେରଗଡ,୯ା୫(ଡି.ଏନ୍‌.ଏ.)- ଶେରଗଡ ଚାରିଛକରେ ଶନିବାର ଭୋରରେ ବିଦେଶୀ ମଦ ବୋଝେଇ ବୋଲେରୋ (ନଂ.ଓଡି୦୭ଆର୍‌-୬୯୭୨)କୁ ଶେରଗଡ ପୋଲିସ ଏସଡିପିଓ ସୂର୍ଯ୍ୟମଣୀ ପ୍ରଧାନଙ୍କ ନେତୃତ୍ୱରେ ଜବତ କରାଯାଇଛି। ଏଥିରେ ଥିବା ୬ଜଣଙ୍କୁ ଗିରଫ କରି ନଂ.୪୮/୨୦ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଛି। ମଦ…

ବିଲରେ ପଡି ଯୁବକଙ୍କ ପ୍ରାଣଗଲା, ଅଂଶୁଘାତ ସନ୍ଦେହ

ବାଲିଆପାଳ/ଲଙ୍ଗଳେଶ୍ୱର, ୯।୫(ସ୍ବ.ପ୍ର/ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଲଙ୍ଗଳେଶ୍ୱର ଗ୍ରାମର ନରୋତ୍ତମ ସାହୁ ନାମକ ଯୁବକ ଶନିବାର ମଧ୍ୟାହ୍ନ ସମୟରେ ବିଲରେ ପଡି ପ୍ରାଣ ହରାଇଛନ୍ତି। ସେ ଧାନ କାଟୁଥିବା ବେଳେ ହଠାତ୍‌ ତଳେ ପଡିଯାଇଥିଲେ। ଅନ୍ୟ ବିଲରେ କାର୍ଯ୍ୟ କରୁଥିବା କେତେଜଣ…

ଏମିତି ଜେଲ୍‌, ଯେଉଁଠୁ ଖସି ଯାଇ ପାରି ନ ଥାନ୍ତି କଏଦୀ

କାଲିଫର୍ଣ୍ଣିଆ: ସାଧାରଣତଃ କୌଣସି ନା କୌଣସି ଜେଲ୍‌ରୁ କଏଦୀ ଖସି ପଳାଉଥିବା ଖବର ନିଶ୍ଚିତ ଶୁଣିଥିବେ। ମାତ୍ର ଆଜି ଏମିତି ଏକ ଜେଲ୍‌ ସମ୍ପର୍କରେ କହିବୁ ଯାହା ଜାଣି ଆଶ୍ଚର୍ଯ୍ୟ ହେବେ। ଏହି ଜେଲ୍‌ରୁ କୌଣସି କଏଦୀ କେବେ ଖସି ପଳାଇବାର…

ଜିଲାପାଳ କ୍ଷମତାର ଉପଯୋଗ କଲେ ସରପଞ୍ଚ: ପଞ୍ଚାୟତରେ ୮ଦିନ ପର୍ଯ୍ୟନ୍ତ ୨୦ ଘଣ୍ଟିଆ ଶଟ୍‌ଡାଉନ୍‌

ବୁଗୁଡ଼ା,୯ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ମାଣିତରା ପଞ୍ଚାୟତ ସରପଞ୍ଚ ଶାନ୍ତିଲତା ନାୟକ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ଜିଲାପାଳ କ୍ଷମତାର ଉପଯୋଗ କରିଛନ୍ତି। ଗାଁରେ ସଙ୍ଗରୋଧ ଗୃହ ରହିଥିବାରୁ ସଂକ୍ରମଣ ଆଶଙ୍କାରେ ୮ଦିନ ପର୍ଯ୍ୟନ୍ତ ଦିନ ୧୧ଟାରୁ ପରଦିନ…

କୋଭିଡ-୧୯ ଲଢେଇ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ ଭଳି: କୁମ୍ବଲେ

ବେଙ୍ଗାଲୁରୁ,୯।୫ (ପି.ଟି.): କରୋନା ମହାମାରୀ ବିରୋଧରେ ସାରା ବିଶ୍ୱରେ ଲଢେଇ ଚାଲୁ ରହିଛି। ଭାରତୀୟ ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ ଏହି ଲଡେଇ କୁ କୌଣସି ରୋମାଞ୍ଚକ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ ସହିତ ତୁଳନା କରିଛନ୍ତି। ଏହି ମହାମାରୀରେ ସାରା…

ପ୍ରବାସୀଙ୍କୁ ନେଇ ଓଡ଼ିଶା ଆସୁଛି ୫ ଟ୍ରେନ୍‌

ଭୁବନେଶ୍ୱର,୯।୫(ବ୍ୟୁରୋ): ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ରହିତାଦେଶ ଦେବା ପରେ ପୁଣିଥରେ ଓଡ଼ିଶାକୁ ପ୍ରବାସୀଙ୍କ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡ଼ିଶା ଆସୁଛି ଆଉ ୫ ଟ୍ରେନ୍‌। ଗୁଜରାଟରୁ ୩ଟି, ମହାରାଷ୍ଟ୍ରରୁ ଏବଂ ତାମିଲନାଡ଼ୁରୁ ଗୋଟିଏ…

ଏମିତି ଦେଶ, ଯେଉଁଠି ରାସ୍ତାରେ ତେଲ ସରିଗଲେ ମିଳିଥାଏ ଜେଲ୍‌ଦଣ୍ଡ

ବର୍ଲିନ୍‌: ବିଶ୍ୱର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନୀତି ନିୟମ ପ୍ରଚଳନ ହୋଇଥାଏ। ଏହି ଦେଶଗୁଡ଼ିକ ମଧ୍ୟରୁ ଜର୍ମାନୀ ଅନ୍ୟତମ। ଏହା ଏମିତି ଏକ ଦେଶ, ଯାହାର ଏକଛତ୍ରବାଦୀ ଶାସକ ହିଟଲର ଥିଲେ। ଯେଉଁ କାରଣରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇଥିଲା। ଯଦିଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri