Home Left

ଲକ୍‌ଡାଉନ ଯୋଗୁ କ୍ଷତି ସହିଲେଣି ଘୋଡ଼ା ମାଲିକ

ଭୋପାଳ,୨୫।୫: ମଧ୍ୟପ୍ରଦେଶରେ ଅଧିକାଂଶ ସ୍ଥାନରେ ବିବାହ ପାଇଁ ଘୋଡ଼ାର ବ୍ୟବହାର କରାଯାଇଥାଏ। ଆଉ ଘୋଡ଼ାକୁ ଭଡାରେ ଲଗାଇ ଦି ପଇସା ରୋଜଗାର କରୁଥିବା ଘୋଡ଼ା ମାଲିକମାନେ ଏବେ ବହୁ କ୍ଷତି ସହିଥିବା କହିଛନ୍ତି। କରୋନା ଭାଇରସ ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌…

ମଙ୍ଗଳବାରରୁ ମାଟ୍ରିକ ଖାତା ମୂଲ୍ୟାୟନ: ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ମଙ୍ଗଳବାରଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ। ସକାଳ ୧୦ଟାରୁ ଦିନ ୩ଟା ମଧ୍ୟରେ ଖାତା ମୁଲ୍ୟାୟନ ହେବ। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ କମ୍‌ ପରୀକ୍ଷକ ଖାତା ଦେଖିବେ। ଏ ନେଇ ସୂଚନା ଦେଇଛନ୍ତି ମାଧ୍ୟମିକ…

ଫନୀ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଧାରଣା

ସାକ୍ଷୀଗୋପାଳ, ୨୫।୫(ଡି.ଏନ୍‌.ଏ.): ବାତ୍ୟା ‘ଫନୀ’କୁ ବର୍ଷେ ବିତିଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ଗରିବ ଲୋକମାନେ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ସେମାନଙ୍କ ଦାବି ପୂରଣ ହେଉ ନାହିଁ। ଏଭଳି ସ୍ଥିତିରେ ପୂର୍ବରୁ ଚେତାବନୀ ଦେଇଥିବା ଫନୀ…

ଆହାର କେନ୍ଦ୍ର ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ: ଏନ୍‌ଏସି ଇଓଙ୍କୁ ଦାବିପତ୍ର

ଗଞ୍ଜାମ, ୨୫।୫(ଡି.ଏନ୍‌.ଏ.): ଗଞ୍ଜାମ ସହର ଜୟଶ୍ରୀ ଛକଠାରେ ଏନ୍‌ଏସି ପକ୍ଷରୁ ୨୦ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ଏକ ଆହାର କେନ୍ଦ୍ର ନିର୍ମାଣ କାର୍ଯ୍ୟ ଚାଲିଛି l ଏହି କେନ୍ଦ୍ରର ଛାତ ପଡ଼ିସାରିଲାଣି l ମାତ୍ର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା…

ଝିଅର ସ୍କୁଲ ଡ୍ରେସ୍‌ ପିନ୍ଧି ଟିକ୍‌ଟକ୍‌ କଲେ ଏହି କ୍ରିକେଟର

ଅଷ୍ଟ୍ରେଲିଆ କ୍ରିକେଟର୍‌ ଡେଭିଡ୍‌ ଓ୍ବାର୍ଣ୍ଣର ଏବେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଅଛନ୍ତି। ପ୍ରତିଦିନ ସେ ଟିକ୍‌ଟକ୍‌ରେ ଭିଡିଓ ପୋଷ୍ଟ କରୁଛନ୍ତି। କେତେବେଳେ ନିଜ ଝିଅଙ୍କ ତ ଆଉ କେତେବେଳେ ସ୍ତ୍ରୀଙ୍କ ସହ ଟିକ୍‌ଟକ୍‌ କରୁଛନ୍ତି ଓ୍ବାର୍ଣ୍ଣର। ନିକଟରେ ସେ ଝିଅର…

ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ଆକ୍ରମଣ ଘଟଣା,୪ ଜଣଙ୍କ ନାମରେ ମାମଲା

ଖଇରା,୨୫।୫(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ତୋଟାପଡ଼ା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଖେଳ ଶିକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କୁ ରବିବାର ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ସିମୁଳିଆ ଥାନା ପୋଲିସ ସୋମବାର ୪ ଜଣ…

ମାତ୍ର ୧୪ ବର୍ଷ ବୟସରେ ଅଭିନୟ କରିଥିଲେ କରଣ ଜୋହର

ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହର ଆଜି ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଛଡା ସେ ଜଣେ ଅଭିନେତା ବୋଲି ଖୁବ୍‌ କମ୍‌ ଲୋକ ଜାଣିଥିବେ। କରଣଙ୍କୁ ମାତ୍ର ୧୪ ବର୍ଷ ହୋଇଥିବାବେଳେ ସେ…

ରାଜଧାନୀରେ କଣ୍ଟେନମେଣ୍ଟ ଜୋନ୍‌ ସଂଖ୍ୟା ୯୦ରେ ପହଞ୍ଚିଲା

ନୂଆଦିଲ୍ଲୀ,୨୫।୫: ରାଜଧାନୀ ଦିଲ୍ଲୀରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଠାରେ ଏବେ କଣ୍ଟେନମେଣ୍ଟ ଜାନ୍‌ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ସୋମବାର ସୁଦ୍ଧା ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ୍‌ ସଂଖ୍ୟା ୯୦ରେ ପହଞ୍ଚିଛି। ୪୧ ନୂଆ ଜୋନ୍‌…

ବଲାଙ୍ଗୀର: ଗୋଟିଏ ଦିନରେ ୮ ପଜିଟିଭ ଚିହ୍ନଟ, ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୪କୁ ବୃଦ୍ଧି

ବଲାଙ୍ଗୀର ଅଫିସ, ୨୫ା୫: ବଲାଙ୍ଗୀର ଜିଲାରେ ଗୋଟିଏ ଦିନରେ ଅର୍ଥାତ୍‌ ସୋମବାର ଆଉ ୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।…

ମା’ଙ୍କ ମୃତ୍ୟୁବେଳେ ପାଖରେ ନ ଥିଲେ, ଇଦ୍‌ରେ କବର ସ୍ଥାନରେ ଭେଟିଲେ ଏହି କ୍ରିକେଟର

ପାକିସ୍ତାନର ଉଦୀୟମାନ ଖେଳାଳି ନସିମ ଶାହ ନିକଟରେ ନିଜ ମା’ଙ୍କୁ ହରାଇଛନ୍ତି। ୧୬ ବର୍ଷୀୟ ଏହି କ୍ରିକେଟର୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିଲେ। ଏହା ପୂର୍ବରୁ ତାଙ୍କ ମା’ଙ୍କୁ ହରାଇଥିଲେ। ଇଦ୍‌ ଅବସରରେ ସେ ମା’ଙ୍କ କବର ସ୍ଥାନ ପାଖକୁ ଯାଇ…

ବ୍ରାଜିଲରୁ ଆସୁଥିବା ଲୋକଙ୍କୁ ଆମେରିକା ମନା: ଟ୍ରମ୍ପ

ଓ୍ବାଶିଂଟନ,୨୫।୫: କରୋନା ଭାଇରସ ସଂକ୍ରମଣରେ ଆମେରିକାର ସ୍ଥିତି ବେହାଲ ହୋଇଥିବା ବେଳେ ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବ୍‌ଶୀଘ୍ର ଆମେରିକାରେ ସ୍କୁଲ ଖୋଲିବାକୁ କହିଛନ୍ତି। ଟୁଇଟ୍‌ କରି ଟ୍ରମ୍ପ କହିଛନ୍ତି ଆମେରିକାରେ ସ୍କୁଲ ଯେତେଶୀଘ୍ର ଖୋଲିଦେବା କଥା। ଟ୍ରମ୍ପ ସ୍କୁଲ ଖୋଲିବାର…

ସିବିଏସ୍‌ଇ ବୋର୍ଡ: ଦେଶର ୧୫,୦୦୦ କେନ୍ଦ୍ରରେ ଅନୁଷ୍ଠିତ ହେବ ପରୀକ୍ଷା

ନୂଆଦିଲ୍ଲୀ,୨୫।୫: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକଶେନ(ସିବିଏସ୍‌ଇ)ର ବାକିଥିବା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଶର ୧୫,୦୦୦ କେନ୍ଦ୍ରରେ ଅନୁଷ୍ଠିତ ହେବ। ସୋମବାର କେନ୍ଦ୍ର ମାନବ ସମ୍ବଳ ବିକାଶ(ଏଚ୍‌ଆର୍‌ଡି) ମନ୍ତ୍ରୀ ରମୋଶ ପୋଖରିୟାଲ ନିଶଙ୍କ ସୂଚନା ଦେଇଛନ୍ତି। କରୋନା ଭାଇରସର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri