Home Left

ପୋଲିସ-ମାଓବାଦୀ ଗୁଳି ବିନିମୟ: କ୍ୟାମ୍ପ ଠାବ, ଖବରଦାତା ସମ୍ମିଳନୀରେ ଏସ୍‌ପିଙ୍କ ସୂଚନା

ବରଗଡ଼ ଅଫିସ,୨୭ା୫: ବରଗଡ଼ ଜିଲାରେ ମାଓବାଦୀ ଗତିବିଧି ପୁଣି ପରିଲକ୍ଷିତ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଜିଲାର ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସୁକଲତେର୍ମା ନିକଟରେ ପୋଲିସ ଏକ ମାଓବାଦୀ କ୍ୟାମ୍ପ ଠାବ କରିଛି। ତେବେ ସେହି କ୍ୟାମ୍ପ ଆଡ଼କୁ ଅଗ୍ରସର ହେଉଥିବା…

ଓଡ଼ିଶାରେ ପ୍ରଥମ ଘଟଣା: ଡାକ୍ତର ଓ ତାଙ୍କ ସ୍ତ୍ରୀ କରୋନା ପଜିଟିଭ୍‌

କଟକ ଅଫିସ,୨୭।୫: କଟକ ସିଟି ହସ୍ପିଟାଲର ଜଣେ ଡାକ୍ତର ଓ ତାଙ୍କ ସ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ସିଟି ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଯାଇଛି। କେହି ଡାକ୍ତର କରୋନା ଆକ୍ରାନ୍ତ ହେବା ଓଡ଼ିଶାରେ ପ୍ରଥମ।…

ତିନି ଦଳର ବୈଠକ ଡକାଇଲେ ଉଦ୍ଧବ ଠାକରେ

ମୁମ୍ବାଇ,୨୭।୫:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ପରେ ମହାରାଷ୍ଟ୍ର ରାଜନୀତିରେ ପୁଣି ଟ୍ବିଷ୍ଟ ଆସିଛି। ବୁଧବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ବାସଭବନରେ ସମସ୍ତ ସହଯୋଗୀ ଦଳକୁ ନେଇ ଏକ ବୈଠକ ଡକାଇଛନ୍ତି। ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ରାହୁଲ ଗାନ୍ଧୀ…

ସନି ଲିଓନିଙ୍କ ବିଳାସପୂର୍ଣ୍ଣ ଲାଇଫ୍‌ଷ୍ଟାଇଲ୍‌, ବଙ୍ଗଳା ଦେଖିଲେ ଲାଖିଯିବ ଆଖି

ମୁମ୍ବାଇ: ବଲିଉଡ୍‌ର ବେବି ଡଲ୍‌ ସନି ଲିଓନି ବିଳାସପୂର୍ଣ୍ଣ ଲାଇଫ୍‌ଷ୍ଟାଇଲ୍‌ ପାଇଁ ବେଶ୍‌ ପରିଚିତ। କିନ୍ତୁ ସନି ଏହିସବୁ ଏକାଥରକେ କମାଇ ନାହାନ୍ତି। ବହୁ କଷ୍ଟ ସହି ଏବେ ବିଳାସମୟ ଜୀବନ ବିତାଉଛନ୍ତି। ପର୍ନ ଇଣ୍ଡଷ୍ଟ୍ରିରୁ ବଲିଉଡ୍‌ ପର୍ଯ୍ୟନ୍ତ ଯାତ୍ରା ସମୟରେ…

କେରଳରେ କୁକୁଡ଼ା ଦେଉଛନ୍ତି ସବୁଜ ରଙ୍ଗ କେଶର ଥିବା ଅଣ୍ଡା, ଚକିତ ହେଉଛନ୍ତି ବୈଜ୍ଞାନିକ

ସାଧାରଣତଃ ଆମେ ଖାଉଥିବା ଅଣ୍ଡାର କେଶର ହଳଦିଆ ଥାଏ। ହେଲେ ଯଦି ଆପଣଙ୍କୁ କୁହାଯାଏ ସବୁଜ ରଙ୍ଗ କେଶର ଥିବା ଅଣ୍ଡା ମଧ୍ୟ ଏବେ ବଜାରରେ ଉପଲବ୍ଧ ହେଲାଣି। ଅବିଶ୍ୱାସ ଲାଗିଲେ ବି କଥା ସତ। କେରଳର ଏକ ଛୋଟ ଫାର୍ମରେ…

୨ ମାସ ପରେ ଖୋଲିଲା ଫିଲ୍ମ ହଲ: ଦୁବାଇରେ ରିଲିଜ୍‌ ହେବ ଇରଫାନ୍‌ଙ୍କ ‘ଅଂଗ୍ରେଜୀ ମିଡିୟମ’

ସ୍ବର୍ଗୀୟ ଅଭିନେତା ଇରଫାନ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’ କରୋନା ସଂକ୍ରମଣ ପାଇଁ ଭାରତୀୟ ସିନେମା ହଲ୍‌ରେ ରିଲିଜ୍‌ ହୋଇପାରି ନାହିଁ। ଏହା ଡିଜିଟାଲ ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା। ଏହାକୁ ଦର୍ଶକ ବହୁତ ପସନ୍ଦ ମଧ୍ୟ କରିଛନ୍ତି। ଏବେ ଏହି…

୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୭୫ ପୋଲିସକର୍ମୀ କରୋନା ପଜିଟିଭ୍‌

ମୁମ୍ବାଇ, ୨୭।୫: ଦେଶରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୩୮୭ଟି ମାମଲା ସାମ୍ନାକୁ ଆସିଥିବାବେଳେ ୧୭୦ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ସ୍ଥିତି ଅଣାୟତ ହୋଇଛି। ଏଠାରେ ଗତ ୨୪ ଘଣ୍ଟାରେ ୭୫…

କର୍ନାଟକରେ ଜୁନ୍‌ ୧ରୁ ଖୋଲିବ ମନ୍ଦିର-ମସଜିଦ୍‌-ଚର୍ଚ୍ଚ: ଶ୍ରଦ୍ଧାଳୁ ମାନିବେ ମାର୍ଗଦର୍ଶିକା

ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଜୁନ୍‌ ୧ଠାରୁ ମନ୍ଦିର, ମସଜିଦ୍‌ ଏବଂ ଚର୍ଚ୍ଚ ଆଦି ଖୋଲାଯିବ। ଏନେଇ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପା ସୂଚନା ଦେଇଛନ୍ତି। ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲିବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମତି ଲୋଡ଼ିବା ସହିତ ଚିଠି ଲେଖିଛନ୍ତି। ଲକ୍‌ଡାଉନ୍‌…

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦଇତାପତିଙ୍କ କରୋନା ଟେଷ୍ଟ ଆରମ୍ଭ

ପୁରୀ ଅଫିସ, ୨୭।୫(ବ୍ୟୁରୋ): ଜୁନ୍‌ ୫ରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛ। ଚଳିତବର୍ଷ ମହାମାରୀ କରୋନାର ବିଭୀଷିକା ମଧ୍ୟରେ ଦାରୁବିଗ୍ରହଙ୍କ ନୀତିକାନ୍ତି କିପରି ଶୃଙ୍ଖଳିତ…

ବିରାଟ କୋହଲିଙ୍କ ଦାଢିକୁ କମେଣ୍ଟ୍‌ କଲେ ପିଟରସନ୍‌, ମିଳିଲା ଏମିତି ଉତ୍ତର

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଲକ୍‌ଡାଉନ୍‌ ଯୋଗୁ ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ ଫଟୋ ଏବଂ ଭିଡିଓ ପୋଷ୍ଟ କରୁଛନ୍ତି। ନିକଟରେ କୋହଲି ନିଜ ଦାଢି ଥିବା ଲୁକ୍‌ର ଏକ…

ଏୟାର ଇଣ୍ଡିଆର ଦିଲ୍ଲୀ-ଲୁଧିଆନା ବିମାନ ଯାତ୍ରୀ କରୋନା ପଜିଟିଭ୍‌: କ୍ୱାରାଣ୍ଟାଇନ୍‌ରେ ୩୬ ଯାତ୍ରୀ-୪ କର୍ମଚାରୀ

ନୂଆଦିଲ୍ଲୀ,୨୭।୫: ଦିଲ୍ଲୀ-ଲୁଧିଆନା ଏୟାର ଇଣ୍ଡିଆ ବିମାନର ଜଣେ ଯାତ୍ରୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରିପୋର୍ଟ ମିଳିବା ପରେ ଯାତ୍ରୀ ଜଣଙ୍କ ଯାତ୍ରା କରିଥିବା ବିମାନର ଅନ୍ୟ ୩୬ ଯାତ୍ରୀ ଏବଂ ୪ ଜଣ କର୍ମଚାରୀଙ୍କୁ ୧୪ ଦିନ…

ବିଶ୍ୱର ସବୁଠୁ ଦାମୀ ଆମ୍ବ , ଯୋଡ଼ାକୁ …

ଟୋକିଓ: କୁହାଯାଏ, ଆମ୍ବ ଫଳ ମଧ୍ୟରେ ରାଜା। ଏହା ଭାରତର ଜାତୀୟ ଫଳ। ବିଶେଷକରି ବିଶ୍ୱର ସବୁଠୁ ଅଧିକ ଆମ୍ବ ଭାରତୀୟମାନେ ଖାଇଥାନ୍ତି। କିନ୍ତୁ ଏମିତି ଆମ୍ବ ଅଛି ଯାହାର ଦାମ୍‌ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ତେବେ ଜାଣନ୍ତୁ ବିଶ୍ୱର ସବୁଠୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri