ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଲା ସୁରଟ ଟ୍ରେନ: ଆସିଲେ ୯ ଜିଲାର ୧୭୩୪ ପ୍ରବାସୀ
ଛତ୍ରପୁର, ୨୬।୫(ଡି.ଏନ୍.ଏ.): ଦୀର୍ଘ ୯ ଦିନ ପରେ ମଙ୍ଗଳବାର ଗଞ୍ଜାମ ଜ଼ିଲା ଜଗନ୍ନାଥପୁର ଷ୍ଟେଶନରେ ସୁରଟରୁ ଆଉ ଏକ ଟ୍ରେନ ଆସି ପହଞ୍ଚିଛି। ଏଥିରେ ରାଜ୍ୟର ୯ଟି ଜିଲାର ୧୭୩୪ ଜଣ ପ୍ରବାସୀ ଆସିଛନ୍ତି। ସେଥିମଧ୍ୟରୁ ଗଞ୍ଜାମ ଜିଲାର ସର୍ବାଧିକ ୧୭୧୨…
ମାଘି ଗଣେଶ ଉତ୍ସବ ପାଳନ କରିବ ନାହିଁ ଜିଏସ୍ବି ମଣ୍ଡଳ
ମୁମ୍ବାଇ,୨୬।୫: ମୁମ୍ବାଇର ଧନୀ ଗଣପତି ମଣ୍ଡପ ମଧ୍ୟରୁ ଅନ୍ୟତମ ଜିଏସ୍ବି ସର୍ବଜୈନିକ ଗଣେଶୋତ୍ସବ ସମିତି। ଆସନ୍ତା ବର୍ଷ ଫେବୃୟାରୀରେ ହେବାକୁ ଥିବା ଗଣେଶ ଚତୁର୍ଥୀ ଉତ୍ସବକୁ ଏହି ମଣ୍ଡପ ପାଳନ କରିବ ନାହିଁ ବୋଲି ମଙ୍ଗଳବାର ପ୍ରକାଶ କରିଛି। ଫେବୃୟାରୀ ୧୫,…
ଲକ୍ଡାଉନ ବିଫଳ: ରାହୁଲଙ୍କ ଉପରେ ବର୍ଷିଲେ ଜାଭେଡକର
ନୂଆଦିଲ୍ଲୀ,୨୬।୫: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଏବେ ଦେଶରେ ଜାରି କରାଯାଇଛି ଲକ୍ଡାଉନ ୪.୦। ହେଲେ ପୂର୍ବ ଲକ୍ଡାଉନ ଭଳି ଏଥିରେ ନିୟମରେ କିଛିଟା ପରିବର୍ତ୍ତନ କରାଯିବା ଫଳରେ ସାଧାରଣ ଜନତା ସାମନ୍ୟ ଆଶ୍ୱସ୍ତ ହୋଇଛନ୍ତି ଓ ଦେଶର ଅର୍ଥନୀତି ମଧ୍ୟ…
୫ ଉତ୍ତରପୂର୍ବ ରାଜ୍ୟରେ ପାକିସ୍ତାନୀ ପଙ୍ଗପାଳ ଆତଙ୍କ: ଥାଳି ବଜାଇ ଘଉଡ଼ାଉଛନ୍ତି ଲୋକେ
ନୂଆଦିଲ୍ଲୀ,୨୬।୫: ଭାରତରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ଉତ୍ତରପୂର୍ବ ଭାରତର ୫ ରାଜ୍ୟର ଚାଷ ଜମିରେ ଆତଙ୍କ ସୃଷ୍ଟି କରିଛନ୍ତି ପାକିସ୍ତାନୀ ପଙ୍ଗପାଳ। ପଙ୍ଗପାଳ ଫସଲ ନଷ୍ଟ କରି ଚାଲିଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ,…
ବ୍ରାଭୋ, ଧୋନୀଙ୍କ ମଧ୍ୟରେ ୧୦୦ ମିଟର ରେସ୍: ଜାଣନ୍ତୁ ବିଜେତାଙ୍କ ନାମ
ଓ୍ବେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଡ୍ବେନ୍ ବ୍ରାଭୋ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। କ୍ରିକେଟ୍ ବ୍ୟତୀତ ସଙ୍ଗୀତରେ ମଧ୍ୟ ରୁଚି ରଖନ୍ତି ବ୍ରାଭୋ। ଲକ୍ଡାଉନ୍ ଯୋଗୁ ଚଳିତବର୍ଷ ଆଇପିଏଲ ହେବ କି ନାହିଁ ତାହା ନିଷ୍ପତି ନିଆଯାଇନାହିଁ। ଚେନ୍ନାଇସୁପର କିଙ୍ଗ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା…
ଲକ୍ଡାଉନ ଭିତରେ ମାସ୍କ ପିନ୍ଧି ଶୁଟିଂ ଆରମ୍ଭ କଲେ ଅକ୍ଷୟ !
ମୁମ୍ବାଇ: କରୋନା ଭାଇରସ ସଂକ୍ରମଣକୁ ନେଇ ଏବେ ସାରା ଦେଶରେ ଲକ୍ଡାଉନ୍ ୪.୦ ଜାରି ରହିଛି। ହେଲେ ପୂର୍ବପେକ୍ଷା ନିୟମରେ କିଛିଟା କୋହଳ କରାଯାଇଥିବାରୁ ଅଧିକାଂଶ ଲୋକେ ବାହାରକୁ ଆସି ପାରିଛନ୍ତି। ତେବେ ଲକ୍ଡାଉନ ସମୟରେ ବଲିଉଡ୍ ଖିଲାଡି ବୟ ଅକ୍ଷୟ…
ମୂଳ ଭାରତୀୟ ଦମ୍ପତି ତିଆରି କଲେ ଶସ୍ତା ଭେଣ୍ଟିଲେଟର: ଦାମ ସାଢ଼େ ୭ ହଜାର
ଓ୍ବାଶିଂଟନ,୨୬।୫: ପୃଥିବୀରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପାଲଟି ଥିବା ଭେଣ୍ଟିଲେଟର ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। କମ୍ ସଂଖ୍ୟକ ଭେଣ୍ଟିଲେଟର ଥିବାରୁ ବହୁ ବିକଶିତ ଦେଶରେ ମଧ୍ୟ ମୃତ୍ୟୁ ସଂଖ୍ୟା…
ମାସ୍କ ନ ପିନ୍ଧିଲେ ଡ୍ରାଇଭିଂ ମନା
ସିଓଲ,୨୬।୫: କରୋନା ଭାଇରସ ସଂକ୍ରମଣକୁ ଦେଖି ସାଉଥ୍ କୋରିଆ ସରକାର ଏକ କଡ଼ା ପଦକ୍ଷେପ ନେଇଛନ୍ତି। ମାସ୍କ ନ ପିନ୍ଧିଲେ ଟ୍ୟାକ୍ସି ବା ବସ୍ ଚଳାଇବାକୁ ଅନୁମତି ମିଳିବ ନାହିଁ ବୋଲି ସରକାର କହିଛନ୍ତି। ଅର୍ଥାତ୍ ସରକାର ଏବେ ‘ନୋ ମାସ୍କ,…
ଆଗାମୀ ମାସେ ଆମପାଇଁ ଚ୍ୟାଲେଞ୍ଜ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୬।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍ଫରେନ୍ସିଂରେ ଜରିଆରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି। ଆମାଗୀ ୧୫ ଦିନରୁ ମାସେ ଆମ ପାଇଁ ଚ୍ୟାଲେଞ୍ଜ ହେବ ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ବିମାନ ଓ ରେଳ ଚଳାଚଳ ଆରମ୍ଭ…
ବିହାର ବୋର୍ଡ ମାଟ୍ରିକ୍ ପରୀକ୍ଷା ଟପ୍ପର ହେଲେ ହିମାଂଶୁ ରାଜ
ପାଟନା,୨୬।୫: ବିହାର ବୋର୍ଡର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ହିମାଂଶୁ ରାଜ ୯୬.୨୦ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ମୋଟ ୫୦୦ରୁ ସେ ୪୮୧ ନମ୍ବର ରଖିଛନ୍ତି। ରାଜ୍ୟରେ ଚଳିତ ବର୍ଷ ପାସ୍ ହାର ୮୦.୫୯ ପ୍ରତିଶତ…
ଭୁବନେଶ୍ୱରରୁ ୪୦ କେଜି ଗଞ୍ଜେଇ ଜବତ: ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୨ ଗିରଫ
ଭୁବନେଶ୍ୱର, ୨୬।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରସ୍ଥ ଖଣ୍ଡଗିରି ଥାନା ପୋଲିସ ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ପଞ୍ଚଶଖା ଅଞ୍ଚଳରେ ଚଢ଼ାଉକରି ୨ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲେଶ୍ୱର ଜିଲାର ରାଜୀବ ପାତ୍ର ଓ ଉଜ୍ୱଳ ପ୍ରଧାନ। ସେମାନଙ୍କ ନିକଟରୁ…
ବିଷାକ୍ତ ମଦ ପିଇ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା: ମୃତଦେହ ରଖି ରାସ୍ତାରୋକୋ କଲେ ଗ୍ରାମବାସୀ
ପଦ୍ମପୁର,୨୬।୫(ଡି.ଏନ୍.ଏ.): ଭଦ୍ରକ ସଦର ବ୍ଲକ ଅଧିନ ସାବରଙ୍ଗ ପଞ୍ଚାୟତରେ ବିଷାକ୍ତ ମଦ ପିଆଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଭଗବାନ ବେହେରା। ଏନେଇ ମଙ୍ଗଳବାର ଗ୍ରାମାଞ୍ଚଳ ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ,…
Archives


