ସୈଫ୍ଙ୍କ ପିଠିରେ ଶୋଇ ମଜା ଉଠାଉଛନ୍ତି ପୁଅ ତୈମୁର, ଫଟୋ ଶେୟାର କଲେ କରୀନା
ମୁମ୍ବାଇ: କରୋନା ଭାଇରସ୍ ଯୋଗୁ ସମଗ୍ର ଦେଶରେ ଲକ୍ଡାଉନ୍ ଜାରି ରହିଛି। ଏହି ସମୟରେ ବଲିଉଡ୍ ଷ୍ଟାର୍ମାନେ ସାଧାରଣ ଲୋକଙ୍କ ପରି ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ଅଭିନେତ୍ରୀ କରୀନା କପୁର ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ସେ ଏହି…
ସାକ୍ଷୀଙ୍କୁ ଘାତକ ଆକ୍ରମଣ ମାମଲା: ପ୍ରତ୍ୟେକ୍ଷଦର୍ଶୀଙ୍କୁ ପଚାରିଲେ ଏଏସ୍ପି
ବ୍ରହ୍ମପୁର ଅଫିସ , ୪ା୬ – ସଦରଥାନା ଅନ୍ତର୍ଗତ ରୋହିଗାଁରେ ଗତମାସ ୯ ତାରିଖରେ ଏକ ହତ୍ୟା ମାମଲାର ସାକ୍ଷୀଥିବା ପୂର୍ଣ୍ଣ ଜେନାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ମାମଲାର ମୁଖ୍ୟ ଅଭିଯୁକ୍ତ ବିଶିଷ୍ଟ ଜେନାଙ୍କୁ ପୋଲିସ ଗିରଫ ନ କରିବାରୁ ଆକ୍ରମଣର…
୧୨ ବର୍ଷରେ ପଦାର୍ପଣ କରିଛନ୍ତି ବଜରଙ୍ଗି ଭାଇଜାନର ଶିଶୁ କଳାକାର ହର୍ଷାଳି
ମୁମ୍ବାଇ: ବଲିଉଡ୍ର ସୁପରହିଟ୍ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ ୨୦୧୫ ମସିହାରେ ସୁପହିଟ୍ ହୋଇଥିଲା। ବିଶେଷକରି ଏଥିରେ ମୁନ୍ନି ଭୂମିକାରେ ଅଭିନୟ କରିଥିବା ହର୍ଷାଳି ମାଲହୋତ୍ରା ସେତେବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଫିଲ୍ମରେ ସେ କଥା କହିପାରୁ ନ ଥିବାବେଳେ ତାଙ୍କର…
ଦାରିଙ୍ଗବାଡ଼ିରେ ମୃଦୁ ଭୂମିକମ୍ପ
ଦାରିଙ୍ଗବାଡ଼ି,୪।୬(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଗୁରୁବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଅପରାହ୍ନ ପ୍ରାୟ ୨ଟା ୫୭ ମିନିଟ୍ରେ ଶବ୍ଦ ହେବା ସହ ଭୂମି ଥରି ଉଠିଥିଲା। ଫଳରେ ଲୋକେ ଭୟଭୀତ ହୋଇ ଘରୁ ପଦାକୁ ବାହାରି ଆସିଥିଲେ। ଲକ୍ଡାଉନ ଯୋଗୁ…
ମାଆଙ୍କୁ ନୃତ୍ୟ ଶିଖାଉଛନ୍ତି କ୍ରିତି
ମୁମ୍ବାଇ: କରୋନା ଭାଇରସ ସଂକ୍ରମଣକୁ ନେଇ କିଛିଦିନ ହେବ ବଲିଉଡ୍ର ସେଲିବ୍ରିଟିମାନେ ଏକ ପ୍ରକାର ଘରେ ବନ୍ଦ ହୋଇ ରହିଛନ୍ତି କହିଲେ ଚଳେ। ଏହି ସମୟରେ ଏମାନଙ୍କର ବିଭିନ୍ନ ପ୍ରକାର ଆକ୍ଟଭିଟିଜ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏବେ ବଲିଉଡ୍ ନାୟିକା…
ଗଞ୍ଜାମ ପୋଲିସର ଧରପଗଡ଼: ମାସ୍କ ପିନ୍ଧି ନ ଥିବାରୁ ୨୪ ଘଣ୍ଟାରେ ୪୧ ହଜାର ଜରିମାନା
ଛତ୍ରପୁର,୪।୬(ଡି.ଏନ୍.ଏ.): ଲକଡାଉନ୍ର ନୂଆ ନିୟମକୁ କଡ଼ାକଡ଼ି ପାଳନ ନେଇ ଗଞ୍ଜାମ ପୋଲିସର ଏନ୍ଫୋର୍ସମେଣ୍ଟ ଜାରିରହିଛି। କୋଭିଡ ଗାଇଡଲାଇନ୍ ଉଲ୍ଲଂଘନ, ମାସ୍କ ନପିନ୍ଧିବା, ସାମାଜିକ ଦୂରତା ନ ଥିଲେ ଜରିମାନା ଆଦାୟ ସହ ଥାନାରେ ମାମଲା ରୁଜୁ, ଗାଡ଼ି ଜବତ ଏବଂ ସେମାନଙ୍କୁ…
କରୋନା ସଂକ୍ରମଣ: ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧୨୨ ଜଣଙ୍କ ମୃତ୍ୟୁ
ମୁମ୍ବାଇ,୪।୬: କରୋନା ସଂକ୍ରମଣ ମହାରାଷ୍ଟ୍ର ପାଇଁ ଏବେ ଏକ ଚ୍ୟାଲେଞ୍ଜରେ ପରିଣତ ହୋଇଛି। ଗୋଟିଏ ଦିନରେ ୧୨୨ ଜଣଙ୍କ ମୃତ୍ୟୁ ଏବେ ମହାରାଷ୍ଟ୍ର ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ଏହାକୁ ନେଇ ଏବେ ରାଜ୍ୟରେ ମୋଟ ୨,୫୮୭ ଜଣଙ୍କର କରୋନାରେ ମୃତ୍ୟୁ…
ଶିଖର ଧାଓ୍ବନଙ୍କ ମେକ୍ଅପ୍ କଲେ ପୁଅ ଜୋରାଭର୍
ଲକ୍ଡାଉନ୍ ଏବେ କ୍ରିକେଟ୍ ସିରିଜ୍ ନ ଥିବାରୁ କ୍ରିକେଟରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଭାରତୀୟ କ୍ରିକେଟର୍ ଶିଖର ଧାଓ୍ବନ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ପୁଅ ଜୋରାଭର ସହ ସେ ଅନେକ ମଜାଳିଆ ଭିଡିଓ ଶେୟାର କରିଥାନ୍ତି। ନିକଟରେ…
ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜରାଟରେ ୨ କଂଗ୍ରେସ ବିଧାୟକଙ୍କ ଇସ୍ତଫା
ଅହମଦାବାଦ, ୪।୬: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସରେ ସଙ୍କଟ ଦେଖାଦେଇଛି। ଏଠାରେ ୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ଅନ୍ୟ ୫ ଜଣ ବିଧାୟକ ଇସ୍ତଫା ଦେଇଥିଲେ। କର୍ଜନ ବିଧାୟକ ଅକ୍ଷୟ ପଟେଲ…
ଭୁବନେଶ୍ୱରରୁ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ, ଟୁଇଟ୍ କରି ସୂଚନା ଦେଲା ବିଏମ୍ସି
ଭୁବନେଶ୍ୱର, ୪।୬(ବ୍ୟୁରୋ): ଭୁବନେଶ୍ୱରରେ ଆଉ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କଳିଙ୍ଗ ବିହାର ଅଞ୍ଚଳର। ସେ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ବେଳେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିଭଳି ଅନ୍ୟ ୩ ସଂକ୍ରମିତ ଲୋକାଲ କେସ୍…
୮ ବର୍ଷରେ ୭୫୦ ବାଘଙ୍କ ଯାଇଛି ଜୀବନ: ମଧ୍ୟପ୍ରଦେଶରେ ସର୍ବାଧିକ
ନୂଆଦିଲ୍ଲୀ, ୪।୬: ଜଙ୍ଗଲର ରାଜା ବାଘର ସୁରକ୍ଷା ନେଇ ଏବେ ପ୍ରଶ୍ନ ଉଠିଛି। ନିଜ ଜଙ୍ଗଲରେ ମଧ୍ୟ ବାଘ ସୁରକ୍ଷିତ ନୁହଁନ୍ତି। ଗତ ୮ ବର୍ଷ ମଧ୍ୟରେ ଦେଶରେ ୭୫୦ ବାଘଙ୍କ ଜୀବନ ଯାଇଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ଜାତୀୟ ବାଘ…
ହୋଇ ପାରିଲାନି ଭେଣ୍ଡିଂ ଜୋନ: ଖୋଲା ଆକାଶ ତଳେ ଗଞ୍ଜାମ ପରିବା ବ୍ୟବସାୟୀ
ଗଞ୍ଜାମ,୪।୬(ଡି.ଏନ୍.ଏ.): ଗଞ୍ଜାମ ସହର ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତା ସମ୍ପ୍ରସାରଣ କରାଯାଉଛି। ଏଥିଲାଗି ତ୍ରିବେଣୀ ମଠ ଛକଠାରୁ ସାନ ବଜ଼ାର ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଚାଲିଛି l ଉଚ୍ଛେଦ ପୂର୍ବରୁ ଦୀର୍ଘ ବର୍ଷ ଧରି ବଜାରରେ ବିଭିନ୍ନ ବ୍ୟବସାୟ କରି ଆସୁଥିବା…
Archives


