ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ କରୋନା
ଲକ୍ଷ୍ନୌ,୧୪।୯-ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂ ମଙ୍ଗଳବାର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ତାଙ୍କୁ ପିଜିଆଇ ଲକ୍ଷ୍ନୌରେ ଭର୍ତ୍ତି କରାଯାଇଛି। କଲ୍ୟାଣ ସିଂ ଦୁଇ ଦିନ ଧରି ଜ୍ୱରରେ ପୀଡିତ ଥିଲେ। ଗତକାଲି…
ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେଲା ଏହି କ୍ରିକେଟର୍ଙ୍କ ବାଇକ୍
ନୂଆଦିଲ୍ଲୀ, ୧୪।୯: ନେପାଳ କ୍ରିକେଟ୍ ଦଳର ବାମହାତୀ ଦ୍ରୁତ ବୋଲର୍ ଲଳିତ ଭଣ୍ଡାରୀ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଆଘାତ ପାଇଛନ୍ତି। ରିପୋର୍ଟ ମୁତାବକ, ଲଳିତ ଭଣ୍ଡାରୀ ବାଇକ ଚଳାଇ ଯାଉଥିବାବେଳେ ଏକ ଟ୍ରକ୍ ସହ ମୁହଁାମୁହିଁ ଧକ୍କା…
୬୩ ରନରେ ୭ ଉଇକେଟ୍ ହରାଇ ମ୍ୟାଚ୍ ହାରିଲା ଅଷ୍ଟ୍ରେଲିଆ
ମାଞ୍ଚେଷ୍ଟର, ୧୪।୯: ଘରୋଇ ଇଂଲଣ୍ଡ ବିପକ୍ଷରେ ଏଠାରେ ଅନୁଷ୍ଠିତ ୨ୟ ଦିନିକିଆ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୨୪ ରନରେ ହାରିଯାଇଛି। ଏହି ଲୋ-ସ୍କୋରିଂ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଇଅନ ମୋର୍ଗାନଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ୫୦ ଓଭରରେ ୯ ଉଇକେଟ୍ ହରାଇ ୨୩୧…
ଘରର ଷ୍ଟୋର ରୁମ୍ ସୃଷ୍ଟି କରେ ସମସ୍ୟା, ଜାଣନ୍ତୁ କେଉଁ ଦିଗରେ ରହିବା ଉଚିତ୍
ଘରେ ସଠିକ୍ ଦିଗରେ ଷ୍ଟୋର ରୁମ ନ ରହିଲେ ଏହା ଅନେକ ସମସ୍ୟା ସୃଷ୍ଟି କରିଥାଏ। ଭୁଲ୍ ଦିଗରେ ଥିବା ଷ୍ଟୋର ରୁମ ବ୍ୟକ୍ତିଙ୍କ ଜୀବନରେ ସ୍ବାସ୍ଥ୍ୟ ଏବଂ ଅର୍ଥ ସମ୍ବନ୍ଧୀୟ ସମସ୍ୟା ଆଣିପାରେ। ବାସ୍ତୁ ଅନୁଯାୟୀ, ଘରର ଷ୍ଟୋର ରୁମ…
ବରଗଡ଼ରେ ମାତିଲେ ଲୁଟେରା: ମହିଳାଙ୍କ ସୁନାଚେନ ଲୁଟି ୨ ଦୁର୍ବୃତ୍ତ ଫେରାର୍
ବରଗଡ଼ ଅଫିସ,୧୪।୯: ବରଗଡ଼ ସହରରେ ଅପରାଧୀ ସକ୍ରିୟ ହୋଇ ପଡିଛନ୍ତି। କେତେବେଳେ ଦାମି ଗାଡ଼ି ଏଠାରେ ଚୋରି ହେଉଛି ତ ଆଉ କେବେ ଦିନ ଦ୍ବିପ୍ରହରରେ ଲୁଟପାଟ ଚାଲିଛି। ସୋମବାର ପୂର୍ବାହ୍ନରେ ବରଗଡ଼ ମିନି ଷ୍ଟାଡିୟମ ପଛପଟ ନିକଟ ନେହେରୁ ଆସୋସିଏଶନର…
ବିଧାୟକ ସୁଧୀର ସାମଲଙ୍କୁ କରୋନା
ଭୁବନେଶ୍ୱର,୧୪।୯(ବ୍ୟୁରୋ): ଢେଙ୍କାନାଳ ବିଧାୟକ ସୁଧୀର ସାମଲ କରୋନାରେ ଆକ୍ରାନ୍ତ ହୋଇଛନ୍ତିି। ଏ ନେଇ ସେ ନିଜେ ସୋମବାର ଟୁଇଟ୍ କରି ସୂଚନା ଦେଇଛନ୍ତି। ଟୁଇଟ୍ରେ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଟ କରାଇବା ପାଇଁ ଅନୁରୋଧ କରିଛନ୍ତି। ଆଜି…
କଙ୍ଗନା ହେବେ ଭାଜପାର ଷ୍ଟାର ପ୍ରଚାରକ: ଉତ୍ତର ରଖିଲେ ଫଡନବିଶ
ପାଟନା,୧୪ ।୯: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ହେଲାଣି ସରଗରମ । ଏଥର ଭାରତୀୟ ଜନତା ପାର୍ଟି(ଭାଜପା) ବାଜି ମାରିବାକୁ ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ ମଧ୍ୟ ସବୁ ପ୍ରକାର ପ୍ରସ୍ତୁତିରେ ରହିଛି । ଅନ୍ୟପଟେ ବଲିଉଡ୍ ଅଭିନେତ୍ରୀ କଙ୍ଗନା…
ମୋବାଇଲରୁ ମିଳିବ ଭୂମିକମ୍ପ ସୂଚନା
ଭୂମିକମ୍ପ ଏପରି ଏକ ପ୍ରାକୃତିକ ବିପର୍ଯ୍ୟୟ ଯାହାକୁ ହଠାତ ପୂର୍ବାନୁମାନ କରିବା ସହଜ ନୁହେଁ। ଅବଶ୍ୟ କେଉଁ ଅଞ୍ଚଳରେ ଭୂମିକମ୍ପ ହେବ ତାହା ଏବେ ଆକଳନ କରାଯାଇପାରୁଛି। ହେଲେ ଏହା ସଂଘଟିତ ହେବାର ଠିକ ସମୟ ସମ୍ପର୍କରେ ସୂଚନା ଦେବା ଏ…
ପଡିଆରେ ନାଚିଲେ କୋହଲି, ଜାଣନ୍ତୁ କାହିଁକି
କରୋନା ଯୋଗୁ ଏଥର ଆଇପିଏଲ ୟୁଏଇରେ ଆୟୋଜିତ ହେଉଛି। ମ୍ୟାଚ୍ ପୂର୍ବରୁ ସବୁ ଦଳ ଅଭ୍ୟାସ ଆରମ୍ଭ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ କଠିନ ଅଭ୍ୟାସ ଏକ ମଜାଳିଆ ବୋଲିଂ ଅଧିବେଶନ କରୁଥିବା ଦେଖିବାକୁ ମିଳିଥିଲା। ଏହି ଅଧିବେଶନରେ କେବଳ…
ସ୍ତ୍ରୀ-ସ୍ବାମୀ ସମ୍ପର୍କ ସଫଳ ପାଇଁ ଚାଣକ୍ୟ କହିଛନ୍ତି କିଛି ଏପରି ଉପାୟ, ଜାଣନ୍ତୁ ସେ ସବୁ କ’ଣ
ଆଚାର୍ଯ୍ୟ ଚାଣକ୍ୟ ଧନ, ପ୍ରଗତି ଏବଂ ବୈବାହିକ ଜୀବନ ସମେତ ସମସ୍ତ ଦିଗ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ତାହା ସହ ଜଡିତ ସମସ୍ୟାର ସମାଧାନ ମଧ୍ୟ କରିଛନ୍ତି। ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସ୍ତ୍ରୀ-ସ୍ବାମୀ ସମ୍ପର୍କ ଏବଂ ସଫଳ ବୈବାହିକ ଜୀବନ…
୧୭ ଏମ୍ପି କରୋନା ପଜିଟିଭ
ନୂଆଦିଲ୍ଲୀ,୧୪ ।୯: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସମସ୍ତ ସଦସ୍ୟଙ୍କ କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଥିଲା । ଏବେ ଏମାନଙ୍କ ମଧ୍ୟରୁ ୧୭ ଜଣ ଏମ୍ପିଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ…
ସ୍ବାମୀଙ୍କ ମୃତ୍ୟୁ ପରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ କୁହାଯାଉଥିଲା ଡାହାଣୀ
ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ କନେକ୍ସନ ଆସିବା ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ୧୪ ଦିନ ଜେଲରେ ଅଛନ୍ତି। ଅନେକ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ରିୟାଙ୍କୁ ସମର୍ଥନ କରି ଗଣମାଧ୍ୟମର ଭୂମିକା ଉପରେ ପ୍ରଶ୍ନ କରିଛନ୍ତି। ଜଣାଶୁଣା ଗାୟିକ…

