ଖୋଲିବାକୁ ପ୍ରସ୍ତୁତ ଧାର୍ମିକ ଅନୁଷ୍ଠାନ
ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ପାଇଁ ମାର୍ଚ୍ଚ ଶେଷ ବେଳକୁ ଆରମ୍ଭ ହୋଇଥିଲା ଲକ୍ଡାଉନ। ସେବେଠାରୁ ଦେଶରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ତେବେ ଜୁନ୍ ୧ରୁ ଦେଶରେ ଅନ୍ଲକ ୧.୦ ଲାଗୁ ହେବା ପରେ…
ଲକ୍ଡାଉନ୍ରେ ଘରେ ବସି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି କୋହଲି; ଜାଣନ୍ତୁ କେମିତି
କରୋନା ଭାଇରସ୍ ଯୋଗୁ ଗତ ଦୁଇ ମାସ ହେବ କୌଣସି ମ୍ୟାଚ୍ ଆୟୋଜନ କରାଯାଇ ନାହିଁ। ଫଳରେ ଖେଳାଳିମାନେ ଲକ୍ଡାଉନ୍ରେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ କୋହଲି ଘରେ ବସି ସୋସିଆଲ ମିଡିଆରେ ବେଶ୍…
ସୋମବାରଠାରୁ ଗଞ୍ଜାମରେ ଘର ଘର ବୁଲି କରାଯିବ ସ୍କ୍ରିନିଂ: ଜିଲାପାଳ
ଛତ୍ରପୁର,୭।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ କରୋନା ପଜିଟିଭ ତାଲିକାରେ ଜିଲା ପ୍ରଥମରେ ରହିଛି। ଗଞ୍ଜାମରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଜିଲାକୁ ଫେରି କ୍ୱାରେଣ୍ଟାଇନ…
ଶୋପିଆନ ଏନ୍କାଉଣ୍ଟର: ୩ ଆତଙ୍କବାଦୀ ମୃତ
ଶୋପିଆନ,୭।୬: ଜମ୍ମୁ-କଶ୍ମୀର ଶୋପିଆନର ରେବନ ଅଞ୍ଚଳରେ ରବିବାର ହୋଇଥିବା ଏନ୍କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କଶ୍ମୀର ଜୋନ୍ ପୋଲିସ ସୂଚନା ଦେଇଛି। ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ(ସିଆର୍ପିଏଫ୍)ର ୧୭୮ ବାଟେଲିଅନ, ରାଷ୍ଟ୍ରୀୟ ରାଇଫଲ୍ସ(ଆର୍ଆର୍), ସ୍ପେଶାଲ ଅପରେଶନ ଗ୍ରୁପ(ଏସ୍ଓଜି)ର ମିଳିତ ଉଦ୍ୟମରେ…
ପ୍ରବାସୀଙ୍କ ଘର ବାହୁଡା: ଅଭିନେତା ସୋନୁଙ୍କ କାମକୁ ନେଇ ଆରମ୍ଭ ହେଲାଣି ରାଜନୀତି
ମୁମ୍ବାଇ,୭।୬: ଦେଶରେ କରୋନା ମହାମାରୀ ପାଇଁ ଚାଲିଥିବା ଲକ୍ଡାଉନ ଯୋଗୁ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରି ଯିବାକୁ ଚାହୁଥିଲେ। ଏହି ସମୟରେ ଏମାନଙ୍କୁ ସହଯୋଗର ହାତ ବଢାଇଥିଲେ ବଲିଉଡ୍ କଳାକାର ସୋନୁ ସୁଦ।…
ପିଲାଦିନ ଶିକ୍ଷା ବୃଦ୍ଧାବସ୍ଥାରେ ସ୍ମୃତିଶକ୍ତିକୁ ରଖେ ପ୍ରଖର
ଓ୍ବାଶିଂଟନ, ୭।୬: ବୟସ ବଢ଼ିବା ସହିତ ମଣିଷର ସ୍ମୃତି ଶକ୍ତି କମିବାରେ ଲାଗିଥାଏ। ତେବେ ପିଲାଦିନେ ଅଧିକ ସମୟ ଧରି ସ୍କୁଲରେ ବିତାଇଥିବା ଲୋକଙ୍କ ସ୍ମୃତି ଶକ୍ତି ବୃଦ୍ଧାବସ୍ଥାରେ ମଧ୍ୟ ପ୍ରଖର ରହିଥାଏ। ଏନେଇ ଆମେରିକା ଜର୍ଜ ଟାଉନ ବିଶ୍ୱବିଦ୍ୟାଳୟ ମେଡ଼ିକାଲ…
ଏହି ଅଭିନେତାଙ୍କ ସହ କିସିଂ ସିନ୍ ଦେବାକୁ ମନା କରିଥିଲେ ଅମ୍ରିତା
ମୁମ୍ବାଇ: ବଲିଉଡ୍ ଫିଲ୍ମ ‘ଅବ୍ କେ ବରଷ’ରେ ଡେବ୍ୟୁ କରିଥିବା ନାୟିକା ଅମ୍ରିତା ରାଓ ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହାପରେ ଏହି ଅଭିନେତ୍ରୀ ଫିଲ୍ମ ‘ବିବାହ’ରେ ନଜର ଆସିଥିଲେ। ଆଉ ଏହି ଫିଲ୍ମ ତାଙ୍କୁ ଆଣିଦେଇଥିଲା ଅଜସ୍ର ସଫଳତା। ଏହାପରେ…
ସନ୍ଧ୍ୟା ୭ଟା ପରେ ଦୋକାନ ବନ୍ଦ କରିବାକୁ ଚାହୁଁଛନ୍ତି ସୁରଟର ୩୦ଟି ବଜାରର କପଡ଼ା ବ୍ୟବସାୟୀ
ସୁରଟ, ୭।୬: କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍ଡାଉନ୍ ଜାରି କରାଯାଇଥିଲା। ଧୀରେଧୀରେ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ଲାଗି ସରକାରଙ୍କ ପକ୍ଷରୁ ଅନ୍ଲକ୍-୧ ଘୋଷଣା କରାଯାଇଛି। ତେବେ ଲକ୍ଡାଉନ୍ ସମୟରେ ପରିବାର ସଦସ୍ୟଙ୍କ ସହିତ ଅଧିକ…
ସଫଳ ଅଭିନେତ୍ରୀ ତାପସୀ
ମୁମ୍ବାଇ: ଗତ ବର୍ଷ ବଲିଉଡ୍ ନାୟିକା ତାପସୀ ପନ୍ନୁଙ୍କ ପାଖାପାଖି ୫ଟି ଫିଲ୍ମ ରିଜ୍ ହେବା ସହ ଏହା ବକ୍ସ ଅଫିସରେ ମଧ୍ୟ ସଫଳ ହୋଇଛି। ଆଉ ଏହାକୁ ନେଇ ଏହି ଅଭିନେତ୍ରୀ ଗତ ଏକ ବର୍ଷ ମଧ୍ୟରେ ସବୁଠାରୁ ସଫଳ…
ସୀମା ବିବାଦ: ସମାଧାନ ପାଇଁ ରାଜି ହେଲେ ଭାରତ-ଚାଇନା
ନୂଆଦିଲ୍ଲୀ, ୭।୬: ଭାରତ ଏବଂ ଚାଇନା ମଧ୍ୟରେ ଜାରି ରହିଥିବା ସୀମା ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି। ଶନିବାର ପୂର୍ବ ଲଦାଖରେ ଭାରତୀୟ ସେନା ଅଧିକାରୀମାନେ ପ୍ରତିପକ୍ଷ ଅଧିକାରୀଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଏସମ୍ପର୍କରେ ଭାରତୀୟ…
ହସ୍ପିଟାଲ ବିଲ୍ ନ ଦେଇ ପାରିବାରୁ ବରିଷ୍ଠ ନାଗରିକଙ୍କୁ ବେଡ୍ରେ ବାନ୍ଧି ଦିଆଗଲା
ଭୋପାଳ,୭।୬: କରୋନା ସଙ୍କଟ ସମୟରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଆଗଧାଡିର ଯୋଦ୍ଧା ସାଜିଥିବା ବେଳେ ଜୀବନକୁ ବାଜି ଲଗାଇ ଏମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଦେଖାଯାଇଛି। ଏହି ସମୟରେ ମଧ୍ୟପ୍ରଦେଶର ଏକ ହସ୍ପିଟାଲରୁ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି…
ମାସ୍କ ନ ପିନ୍ଧି କାନପୁର ଆଇଜି ଦେଲେ ଜରିମାନା
ଲକ୍ଷ୍ନୌ, ୭।୬: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ସାମାଜିକ ଦୂରତା ବଜାୟ ରଖିବା, ନିୟମିତ ଅନ୍ତରରେ ହାତ ଧୋଇବା, ବାହାରେ ଛେପ ନ ପକାଇବା, ମାସ୍କ ପିନ୍ଧିବା ଆଦି…
Archives


