ଟ୍ରେନ ହେଲା ଅନ୍ତୁଡିଶାଳ
ଭୁବନେଶ୍ୱର,୨୪ା୬(ବ୍ୟୁରୋ)- ପୂର୍ବତଟ ରେଳପଥ ପକ୍ଷରୁ ପୁଣିଥରେ ମିଳିଛି ଖୁସି ଖବର। ରେଳବାଇ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହାୟତାରେ ସିକନ୍ଦରାବାଦ-ହାଓଡ଼ା ସ୍ପେଶାଲ ଟ୍ରେନରେ ଏକ ଶିଶୁପୁତ୍ର ଜନ୍ମନେଇଛି। ଟ୍ରେନ୍ର ଏସ୍-୭ କୋଚ୍ରେ ଯାତ୍ରା କରୁଥିବା ସାଇରା ଫତିମା ନାମକ ୩୨ ବର୍ଷର…
ପଶ୍ଚିମବଙ୍ଗରେ ବଢ଼ିଲା ଲକ୍ଡାଉନ
କୋଲକାତା,୨୪।୬: ପଶ୍ଚିମବଙ୍ଗରେ ବଢ଼ିଲା ଲକ୍ଡାଉନ। ଜୁଲାଇ ୩୧ ଯାଏଁ ଲକ୍ଡାଉନ ବୃଦ୍ଧି କରିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି। ସୁବେରେ ଲଗାତର ବୃଦ୍ଧି ପାଉଥିବା କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ବୁଧବାର ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା…
ଟ୍ରେନିଂକୁ ଫେରିଲେ ଏହି ଭାରତୀୟ କ୍ରିକେଟର୍
ନୂଆଦିଲ୍ଲୀ,୨୪।୬: କୋଭିଡ୍-୧୯ ମହାମାରୀ କାରଣରୁ ଦୀର୍ଘ ୩ ମାସ ପରେ ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଟ୍ରେନିଂକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମଙ୍ଗଳବାର ଏ ନେଇ ସେ ନିଜ ଇନ୍ଷ୍ଟଗ୍ରାମ୍ ଆକାଉଣ୍ଟରେ ଚିତ୍ର ଓ ଭିଡିଓ ପୋଷ୍ଟ କରିଛନ୍ତି। କେତୋଟି ବେସିକ୍…
କୁପନ ଅଫର ଅଛି କହି ମହିଳାଙ୍କ ଆକାଉଣ୍ଟରୁ ୬୦ହଜାର ଠକେଇ
କଟକ ରୋଡ,୨୪ା୬(ଡି.ଏନ୍.ଏ): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ମହିଳା ସାଇବର ଠକେଇର ଶିକାର ହୋଇ ୬୦ ହଜାର ଟଙ୍କା ହରାଇଥିବା ବୁଧବାର ଅଭିଯୋଗ ହୋଇଛି। ସୂଚନା ମୁତାବକ, ଏହି ଥାନା ଅଧୀନ ଜୟଦୁର୍ଗା ନଗରରେ ରହୁଥିବା ମଧୁମିତା ପଟ୍ଟନାୟକଙ୍କ ନିକଟକୁ ମଙ୍ଗଳବାର…
ଓଡ଼ିଶାରେ ପୁଣି ହେବ ଆଣ୍ଟିବଡି ଟେଷ୍ଟ
ଭୁବନେଶ୍ୱର, ୨୪।୬(ବ୍ୟୁରୋ) – ଓଡ଼ିଶାରେ ପୁଣି ଆଣ୍ଟିବଡି ଟେଷ୍ଟ ହେବ। କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଆସନ୍ତା ସପ୍ତାହରେ ଓଡ଼ିଶାରେ ପହଞ୍ଚତ୍ବ ଆଣ୍ଟିବଡି ଟେଷ୍ଟ କିଟ୍। ଇଣ୍ଡିଆନ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍ଆର୍) ଦ୍ୱାରା ଅନୁମୋଦିତ ଏହି କିଟ୍ ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ…
ସାମ୍ନାକୁ ଆସିଲା ସୁଶାନ୍ତଙ୍କ ଶେଷ ପୋଷ୍ଟମାର୍ଟମ ରିପୋର୍ଟ
ମୁମ୍ବାଇ,୨୪।୫: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ପୋଷ୍ଟମାର୍ଟମ ରିପୋର୍ଟ ବୁଧବାରକୁ ଆସିଛି। ଏହି ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ହେବାରୁ ହୋଇଥିବା ନେଇ ଦର୍ଶାଯାଇଛି। ଅର୍ଥାତ୍ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଯାଇଛି। ଏହି…
କରୋନା ମହାମାରୀ ସମୟରେ ହୋଟେଲ୍ରେ ରହୁଛନ୍ତି କି? ଜାଣନ୍ତୁ କିପରି ନିଜକୁ ରଖିବେ ସୁରକ୍ଷିତ
ମହାମାରୀ କରୋନା ଭାଇରସ୍ରୁ ରକ୍ଷା ପାଇବା ପାଇଁ ସରକାର ଦେଶରେ ଲକ୍ଡାଉନ୍ ଘୋଷଣା କରିଥିଲେ। ୩ ମାସର ଲକ୍ଡାଉନ୍ ପରେ ଲୋକେ ଧୀରେ ଧୀରେ ବାହାରକୁ ବାହାରିଛନ୍ତି। ପ୍ରତିବନ୍ଧକରେ ସାମାନ୍ୟ କୋହଳ କରାଯାଇଛି। ଏହା ସହିତ ସର୍ବସାଧାରଣ ସ୍ଥାନ ଏବଂ ପରିବହନ…
ଇସ୍ଲାମାବାଦରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର: ଇମ୍ରାନ ସରକାର ଦେବେ ୧୦କୋଟି ଟଙ୍କା
ଇସ୍ଲାମାବାଦ,୨୪।୬: ପାକିସ୍ତାନର ଇସ୍ଲାମାବାଦରେ ପ୍ରଥମ ଥର ହିନ୍ଦୁ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ପ୍ରାୟ ୧୦କୋଟି ଟଙ୍କାରେ ତିଆରି ହେବାକୁ ଥିବା କୃଷ୍ଣଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏଥିପାଇଁ ମଙ୍ଗଳବାର ମାନବ ଅଧିକାରର ସଂସଦୀୟ ସଚିବ ଲାଲ ଚନ୍ଦ…
ପୁଅଙ୍କର ଏହି ୪ ଗୁଣକୁ ପସନ୍ଦ କରନ୍ତି ଝିଅ : ଜାଣନ୍ତୁ ସେ ସବୁ କ’ଣ
ପୁଅ ମାନଙ୍କ କିଛି ଅଭ୍ୟାସ ଅଛି ଯାହା ଝିଅ ମାନଙ୍କୁ ବହୁତ ପସନ୍ଦ ଆସିଥାଏ। ପ୍ରତ୍ୟେକ ଝିଅ ଚାହାନ୍ତି ସେମାନଙ୍କ ପାର୍ଟନର ଏହି ସବୁ ଗୁଣର ଅଧିକାରୀ ହୁଅନ୍ତୁ। ସାଧାରଣତଃ ପୁଅମାନେ ଝିଅମାନଙ୍କ ପସନ୍ଦ ଆସିବା ପାଇଁ ଅନେକ କିଛି କରିଥାନ୍ତି।…
ସୁଶାନ୍ତଙ୍କ ଭିଡିଓ ପୋଷ୍ଟ କରିଥିବା ଫଟୋଗ୍ରାଫରଙ୍କୁ ତାଗିଦ୍ କରି ଏପରି କିଛି କହିଥିଲେ ଦୀପିକା
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ସୁଶାନ୍ତଙ୍କ ମୃତଦେହକୁ ଅନ୍ତିମ ସଂସ୍କାରକୁ ନିଆଯିବାର ଏକ ଭିଡିଓ ଜଣେ ଫଟୋଗ୍ରାଫର ଶେୟାର କରିଛନ୍ତି। ଏ ନେଇ ଦୀପିକା ପାଦୁକୋନ ଭିଡିଓ…
କରୋନା ଯୋଗୁ ଚାକିରି ହରାଇଲେ ସଚିନଙ୍କ ପରି ଅବିକଳ ଦେଖାଯାଉଥିବା ବଲ୍ବୀର
ଚଣ୍ଡିଗଡ଼, ୨୪।୬- ମହାନ ଭାରତୀୟ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ପରି ଅବିକଳ ଦେଖାଯାଉଥିବା ପଞ୍ଜାବର ବଲବୀର ଚାନ୍ଦଙ୍କୁ କିଏ ନ ଜାଣେ। ଗତ ୩ ଦଶନ୍ଧି ଧରି ସଚିନଙ୍କ ଚରିତ୍ରରେ ଟେଲିଭିଜନ ଆଦିରେ ଅଭିନୟ କରିଆସୁଥିବା ବଲବୀର ନିଜର ଏକ ସ୍ବତନ୍ତ୍ର…
ଜୁଲାଇ ପହିଲାରୁ ବଦଳିବ ଏସବୁ ବ୍ୟାଙ୍କିଂ ନିୟମ
ନୂଆଦିଲ୍ଲୀ,୨୪।୬: ବ୍ୟାଙ୍କିଂ ସେବା ସହ ଜଡ଼ିତ ଏକାଧିକ ନିୟମ ଜୁଲାଇ ୧ରୁ ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତା ମାସରୁ ଏଟିଏମ୍ରୁ ଟଙ୍କା ଉଠାଣ, ସୁଧହାର, ଖାତାରେ ସର୍ବନିମ୍ନ ବାଲାନ୍ସ ଭଳି ନିୟମ ବଦଳିବ। ସେ ବିଷୟରେ ଜାଣି ରଖନ୍ତୁ.. – ଦେଶରେ…
Archives


