Posted inଜାତୀୟ

ବିହାର ବିଧାନସଭା ନିର୍ବାଚନ: ୫୦ ଆସନରେ ପ୍ରାର୍ଥୀ ଦେବ ଶିବସେନା

ମୁମ୍ବାଇ, ୧୩।୧୦: ଆଗକୁ ବିହାର ବିଧାନସଭା ନିର୍ବାଚନ। ଏଠାରେ ୪୦ରୁ ୫୦ ଆସନରେ ଶିବସେନା ପ୍ରାର୍ଥୀ ଦେବ ବୋଲି ଯୋଜନା କରିଛନ୍ତି। ଏନେଇ ଶିବସେନା ପକ୍ଷରୁ ସଞ୍ଜୟ ରାଉତ ସୂଚନା ଦେଇଛନ୍ତି। ଆସନ୍ତା ସପ୍ତାହରେ ଶିବସେନା ପ୍ରତିନିଧି ଏନେଇ ବିହାର ଯିବେ ବୋଲି ସେ କହିଛନ୍ତି। ପପୁ ଯାଦବ ଶିବସେନା ସହିତ ଆଲୋଚନା କରିବାକୁ ଆଗ୍ରହୀ ଥିବା ସଞ୍ଜୟ କହିଛନ୍ତି। ରାଜ୍ୟରେ ଏନ୍‌ସିପି ସହିତ ମିଶି ଶିବସେନା ନିର୍ବାଚନ ଲଢ଼ିବାର ଆଶା ଥିବା ସଞ୍ଜୟ ପ୍ରକାଶ କରିଛନ୍ତି। ତେବେ ସ୍ଥାନୀୟ ରାଜନୈତିକ ଦଳ ସହିତ ମଧ୍ୟ ଶିବସେନା ମିଳିତ ହେବାର ସମ୍ଭାବନା ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ଏସିରେ ସୈନ୍ୟ ଶିବିର ନିର୍ମାଣ କରୁଛି ଚାଇନା…

ନୂଆଦିଲ୍ଲୀ/ଲଦାଖ,୨୭।୯: ପୂର୍ବ ଲଦାଖରେ ଭାରତୀୟ ସେନା ଏବଂ ଚାଇନାର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ମୁହାଁମୁହିଁ ହେବାର ସତର ମାସ ବିତିଛି। ତେବେ ମଧ୍ୟ ଚାଇନା...

ସାମନ୍ତ ଗୋଏଲ ‘ର’ ଚିଫ୍‌ ନିଯୁକ୍ତ

ନୂଆଦିଲ୍ଲୀ,୨୬।୬: ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌(ର) ଚିଫ୍‌ ଭାବେ ସାମନ୍ତ ଗୋଏଲଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନିଯୁକ୍ତ କରିଛନ୍ତି। ୧୯୮୪ ବ୍ୟାଚ୍‌ର ଏହି ଆଇପିଏସ୍‌...

ସମଲିଙ୍ଗୀ ବିବାହ: ସିଜେଆଇଙ୍କୁ ଚିଠି ଲେଖିଲେ ଏଲଜିବିଟିଙ୍କ ସମ୍ପର୍କୀୟ…

ନୁଆଦିଲ୍ଲୀ,୨୫।୪ : ସମଲିଙ୍ଗୀ ବିବାହ ନେଇ ଏଲଜିବିଟିଙ୍କ ସମ୍ପର୍କୀୟମାନେ ଦେଶର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସମଲିଙ୍ଗୀ ବିବାହକୁ...

ଗୁରୁ ଗୋବିନ୍ଦ ସିଂହଙ୍କ ୩୫୩ତମ ଜୟନ୍ତୀ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨।୧: ଶିଖ୍‌ଙ୍କ ୧୦ମ ଧର୍ମଗୁରୁ ଗୋବିନ୍ଦ ସିଂହଙ୍କ ଗୁରୁବାର ୩୫୩ତମ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା...

କରୋନାଠାରୁ ଭୟଙ୍କର ଏହି ରୋଗ: ପ୍ରତିବର୍ଷ ସବୁଠାରୁ ଅଧିକ ଏଥିରେ ଘଟୁଛି ମୃତ୍ୟୁ

ନୂଆଦିଲ୍ଲୀ, ୫।୮: କରୋନା ସମଗ୍ର ବିଶ୍ୱରେ କାୟା ମେଲାଇ ସାରିଲାଣି। ପ୍ରତିଦିନ ଏହି ରୋଗରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା...

ଆଇନରେ ପରିଣତ ହେଲା ମହିଳା ବିଲ୍‌

ନୂଆଦିଲ୍ଲୀ,୨୯।୯: ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ମହିଳା ସଂରକ୍ଷଣ ବିଲକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ଏହି ବିଲ ଆଇନରେ ପରିଣତ ହୋଇଛି। ଏ ସମ୍ପର୍କରେ ଭାରତ ସରକାର...

ଦେଶରେ କରୋନା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦେଶରେ କରୋନା ସ୍ଥିତି ଏବଂ ଜନସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରସ୍ତୁତି ଉପରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି।...

ସାଧାରଣ ଲୋକଙ୍କୁ ଝଟ୍‌କା: ରେପୋ ରେଟ ୦.୩୫ ପ୍ରତିଶତ ବଢ଼ିଲା…

ନୂଆଦିଲ୍ଲୀ,୭।୧୨ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାରୀ ଏହାର ମୁଦ୍ରା ନୀତି ଘୋଷଣା କରିଛନ୍ତି। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ,ରେପୋ ରେଟ ୦.୩୫...

Advertisement
Archives

Model This Week