Home Left

ବେନ୍ଦାଳିଆରେ ଚାଷୀ କରୋନା ସଂକ୍ରମିତ: ଘର କାନ୍ଥରେ ଲାଗିଲା କୋଭିଡ଼-୧୯ ସମ୍ପର୍କିତ ପେପର

ବ୍ରହ୍ମପୁର ଅଫିସି,୬।୭: ଗଞ୍ଜାମ ଜିଲା କୁକୁଡଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଠୀ ପଞ୍ଚାୟତର ବେନ୍ଦାଳିଆ ଗ୍ରାମର ଜଣେ ଚାଷୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଘଟଣା ଜଣାପଡ଼ିବା ପରେ ସୋମବାର କୁକୁଡ଼ାଖଣ୍ଡି ତହସିଲଦାର ଡ. ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର ଉକ୍ତ ଗ୍ରାମରେ ପହଞ୍ଚି ଲୋକମାନଙ୍କୁ…

ଗୋଡ଼ାଇ ଗୋଡ଼ାଇ ଲୁହାଛଡ଼ରେ ଆକ୍ରମଣ ମାମଲା: ଅଭିଯୁକ୍ତ ୨ ଭାଇ ଗଲେ ଜେଲ

ଦିଗପହଣ୍ଡି,୬।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକେଇ ଗ୍ରାମର ନିରାକାର ପ୍ରଧାନ ଏବଂ ହରି ପ୍ରଧାନ ଦୁଇ ଭାଇଙ୍କୁ ସୋମବାର କେ. ନୂଆଗାଁ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଥାନା ମାମଲା ନଂ.୧୩୯/୨୦ ଅନୁଯାୟୀ ଜାମିନ ଆବେଦନ…

ଅନ୍‌ଲାଇନ୍‌ ଗେମ୍‌ ଖେଳି ଜେଜେବାପାଙ୍କ ଆକାଉଣ୍ଟ ଖାଲି କଲେ ନାତି

ଲୁଧିଆନା,୬।୭: ଅନ୍‌ଲାଇନ୍‌ରେ ଗେମ୍‌ ଖେଳିବା ଆଜିକାଲି ଯୁବପିଢ଼ିଙ୍କ ସଉକ ପାଲଟିଗଲାଣି। ଏଥିଯୋଗୁ ପିଲାମାନଙ୍କ ମାନସିକ ସ୍ଥିତି ଉପରେ ପ୍ରଭାବ ପଡ଼ିବା ସହ ଅଭିଭାବକଙ୍କ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଉଛି। ଅନ୍‌ଲାଇନ୍‌ ଗେମ୍‌କୁ ପିଲାମାନେ ଏତେ ଆଶକ୍ତ ହୋଇଯାଇଛନ୍ତି ଯେ,…

ଦ୍ୱିତୀୟ ସ୍ତ୍ରୀଙ୍କ ସହ ମିଶି ପ୍ରଥମ ସ୍ତ୍ରୀଙ୍କୁ ମାରିବାକୁ ଚାହୁଁଥିଲେ ସ୍ବାମୀ: ଜାଣି ପାରି ବାପାଙ୍କୁ ହତ୍ୟା କଲା ପୁଅ

ଆର.ଉଦୟଗିରି,୬।୭(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ପେଜପାଣି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ବଡ଼ ପୁଅ। ମୃତକ ହେଲେ ଗ୍ରାମର ଦୁର୍ମନ ସବର (୫୫)। ସୂଚନାଯୋଗ୍ୟ, ଦୁର୍ମନ ଦୁଇ…

ସଚିନ କାହିଁକି ଇନିଂସର ପ୍ରଥମ ବଲ୍‌ ସାମ୍ନା କରି ନ ଥାନ୍ତି; ଗୁମର ଖୋଲିଲେ ଗାଙ୍ଗୁଲି

ନୂଆଦିଲ୍ଲୀ, ୬।୭- ଭାରତୀୟ କ୍ରିକେଟ୍‌ରେ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି ଓପନିଂ ଯୋଡ଼ିରେ ଯେଉଁ ସଫଳତା ପାଇଛନ୍ତି ତାହା ଆଉ କୌଣସି ପ୍ରାରମ୍ଭିକ ଯୋଡ଼ିଙ୍କୁ ମିଳିନି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ୧୯୯୬ରୁ ୨୦୦୭ ପର୍ଯ୍ୟନ୍ତ ସଚିନ ଓ…

ଏହି କାରଣ ପାଇଁ ଝିଅଙ୍କୁ ହେବାକୁ ପଡ଼ିଥାଏ ପୁଅ

ସମଗ୍ର ବିଶ୍ୱରେ ଅନେକ ଜାତିର ଲୋକ ବାସ କରନ୍ତି। ସମସ୍ତଙ୍କ ଧର୍ମ ଏବଂ ପରମ୍ପରା ଭିନ୍ନ ପ୍ରକାରର। ତେବେ ଅଲବାନିଆ ତା’ର ଭିନ୍ନ ପରମ୍ପରା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏଠାକାର ଅନେକ ପରମ୍ପରା ମଧ୍ୟରୁ ଗୋଟିଏ ହେଉଛି ଝିଅରୁ ପୁଅ…

ଲକ୍‌ଡାଉନ୍‌ରେ ଘରେ ବସି ରାତାରାତି କୋଟିପତି ହେଲେ ଏହି ବ୍ୟକ୍ତି

କରୋନା କବଳରେ ସମଗ୍ର ବିଶ୍ୱ । ଏଥିପାଇଁ ଜନଜୀବନ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ଅଧିକାଂଶ ଲୋକଙ୍କ ଜୀବିକା ମଧ୍ୟ ଚାଲିଯାଇଛି। କାମ ଧନ୍ଦା ନ ମିଳିବାରୁ ଲୋକେ ଘରେ ବସି ବୋର୍‌ ହେଉଛନ୍ତି। ଲୋକଙ୍କ ପାଖରେ କୌଣସି…

ଆତ୍ମହତ୍ୟା କଲେ ଆଉ ଜଣେ ଟିକ୍‌ଟକ୍‌ ଷ୍ଟାର

ନୂଆଦିଲ୍ଲୀ,୬।୭: ଦେଶରେ ଦିନକୁ ଦିନ ମାନସିକ ବିଷାଦଗ୍ରସ୍ତ ମାମଲା ବଢ଼ୁଥିବା ବେଳେ ଏହାଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ଇତିମଧ୍ୟରେ ମାନସିକ ବିଷାଦଗ୍ରସ୍ତ ଯୋଗୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ…

ଗଞ୍ଜାମ ଜିଲାକୁ ଭୋଜି ଖାଇବାକୁ ଯାଇ ଦମ୍ପତି କରୋନା ଆକ୍ରାନ୍ତ: ପିଣ୍ଡିକି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଆର.ଉଦୟଗିରି,୬।୭(ଡି.ଏନ୍‌.ଏ.): ଗଜପତି ଜିଲାର ମୋହନା ବ୍ଲକ ପିଣ୍ଡିକି ଗ୍ରାମର ଏକ ଦମ୍ପତି କରୋନା ଆକ୍ରାନ୍ତ ହୋଇଛନ୍ତି। ଏହା ପରେ ଗ୍ରାମକୁ ୭ ଦିନ ଲାଗି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଶନିବାର ରାତିରେ ଜିଲାପାଳ ଅନୁପମ ସାହା ୭ ଦିନ ପାଇଁ…

ଗୋଟିଏ ମ୍ୟାଚ୍‌ରେ ଏକାଠି ବ୍ୟାଟିଂ କରିଥିଲେ ଗାଭାସ୍କର-ଇମ୍ରାନ ଖାନ

ନୂଆଦିଲ୍ଲୀ,୬।୭- ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଦେଖିବାକୁ କ୍ରିକେଟ୍‌ପ୍ରେମୀ ସବୁବେଳେ ଉତ୍କଣ୍ଠାର ସହ ଚାହିଁ ରହିଥାନ୍ତି। ଯେତେବେଳେ ଏହି ଦୁଇ ଦେଶ ମଧ୍ୟରେ ମ୍ୟାଚ୍‌ ହୁଏ ସେତେବେଳେ ସାରା ଦେଶରେ ମାହୋଲ ଅଲଗା ପ୍ରକାର ହୋଇଥାଏ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ…

ଚଳନ୍ତା ବସ୍‌ରୁ ଯୁବତୀଙ୍କୁ କାହିଁକି ଫୋପାଡିଲେ କଣ୍ଡକ୍ଟର

ନୂଆଦିଲ୍ଲୀ,୬।୭: କରୋନା ଭାଇରସ୍‌ ପ୍ରକୋପ ସାରା ଦେଶରେ ଜାରି ରହିଛି। ପ୍ରତିଦିନ ନୂଆ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏଥିରେ କେତେକଙ୍କ ଜୀବନ ମଧ୍ୟ ଯାଉଛି। ଏହାକୁ ନେଇ ସମସ୍ତ ମନରେ ଏବେ ଏକପ୍ରକାର ଭୟ ସୃଷ୍ଟି ହୋଇଛି। ଇତିମଧ୍ୟରେ…

ଚାଇନା ରାଷ୍ଟ୍ରପତିିଙ୍କ ଭଳି ଦେଖାଯିବାରୁ ଅପେରା ଗାୟକଙ୍କର ବଢ଼ୁଛି ଅଡ଼ୁଆ

ଚାଇନାର ଜଣେ ଜଣାଶୁଣା ଅପେରା ଗାୟକ ଲୁୟୁ କିକିଙ୍ଗ। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ୬୩ ବର୍ଷୀୟ ଲୁୟୁଙ୍କ ଫଟୋକୁ ବାରମ୍ବାର କାଟି ଦିଆଯାଉଛି। କାରଣ ସେ ଦେଖିବାକୁ ଅବିକଳ ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ପରି। ଏଥିପାଇଁ ଟିକ୍‌ଟକ୍‌ରେ ମଧ୍ୟ ତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri