ସ୍ତ୍ରୀଙ୍କୁ ଆଲମାରୀ ଭିତରେ ଲୁଚାଇ ବିଶ୍ୱକପ୍ ଖେଳିଥିଲେ ଏହି କ୍ରିକେଟର୍
ବିଶ୍ୱକପ ସମୟରେ ଭାରତ, ପାକିସ୍ଥାନ ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ସାଧାରଣତଃ ଖେଳାଳିମାନଙ୍କୁ ପରିବାରଠାରୁ ଦୂରରେ ରଖିବାକୁ ନିଷ୍ପତ୍ତି ନେଇଥାଏ। ଖେଲାଳିମାନେ କେବଳ କ୍ରିକେଟ ଉପରେ ଧ୍ୟାନ ଦେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଏ। ଖେଳାଳିମାନେ ମଧ୍ୟ କ୍ରିକେଟ ବୋର୍ଡର ଏହି…
ପଡାଙ୍ଗ ଗାଁରେ ହାତୀପଲଙ୍କ ଉପଦ୍ରବ: ଘରଭାଙ୍ଗି ଖାଇଗଲେ ଧାନଚଉଳ
କେନ୍ଦୁଝର,୨ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଅଧିନସ୍ଥ ପଡାଙ୍ଗ ଗାଁ ଗୁହାଳପାଳ ସାହିରେ ହାତୀପଲଙ୍କ ଉପଦ୍ରବ। ଉକ୍ତ ଗାଁରେ ଥିବା ସିକନ୍ଦର ହେମରମଙ୍କ ଘରକୁ ହାତୀପଲ ଭାଙ୍ଗିରୁଜି ଦେବା ସହ ତାଙ୍କର ଧାନଚାଉଳ ମଧ୍ୟ ଖାଇଯାଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ରାତି ପ୍ରାୟ…
ସଚିନ ତେନ୍ଦୁଲକରଙ୍କ ଟ୍ରାଉଜର୍ ପିନ୍ଧିଥିଲେ ଏହି ମହାନ୍ ଖେଳାଳି
ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ହେମାଙ୍ଗ ବଦାନି ଭାରତୀୟ ଦଳର ସଦସ୍ୟ ଥିବା ସମୟର ଏକ କୌତୁହଳ ବିଷୟ ଉପରୁ ପର୍ଦ୍ଦାଫାଶ କରିଛନ୍ତି। ଯେ କହିଛନ୍ତି ଯେ ଥରେ ସଚିନ ତେନ୍ଦୁଲକର ତାଙ୍କୁ ପୂର୍ବତନ ଦ୍ରୁତ ବୋଲର ଜଭଗଲ ଶ୍ରୀନାଥଙ୍କ ଟ୍ରାଉଜର ବଦଳାଇବାକୁ…
ବଡ଼ଭଉଣୀ ସହ ମୋବାଇଲ ପାଇଁ ଝଗଡା କରି ଜୀବନ ହାରିଲେ ସାନଭାଇ
ପାଟଣା,୨।୭( ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣିଘାଟି ଗ୍ରାମରେ ଏକ ଅଭାନୀୟ ଘଟଣା ଘଟିଛି। ଗୁରୁବାର ଜଣେ ନାବାଳକ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ ଜିଲା ବାଦାମ ପାହାଡ଼ ଥାନା କୁସୁମୀ ଗ୍ରାମର…
ପରୀକ୍ଷା କେନ୍ଦ୍ର ବଦଳାଇପାରିବେ ସିଭିଲ ସର୍ଭିସ ପ୍ରିଲିମ୍ ପ୍ରାର୍ଥୀ
ନୂଆଦିଲ୍ଲୀ,୨ା୭(ପି.ଟି.): ସିଭିଲ୍ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଅକ୍ଟୋବର ୪ରେ ଅନୁଷ୍ଠିତ ହେବାକୁ ଥିଲାବେଳେ ପ୍ରାର୍ଥୀ ଚାହିଁଲେ ସେମାନଙ୍କ ପରୀକ୍ଷା କେନ୍ଦ୍ର ବଦଳାଇପାରିବେ ବୋଲି କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ପକ୍ଷରୁ ଘୋଷଣା କରାଯାଇଛି। ଏଥର ପରୀକ୍ଷା ଦେବା ପାଇଁ ବହୁସଂଖ୍ୟାରେ ପ୍ରାର୍ଥୀ…
ହିମାଳୟରେ ୯୭% ଅଙ୍ଗାରକାମ୍ଳ ନିର୍ଗମନର କାରଣ ଘରୋଇ ଉତ୍ତାପ
ନୂଆଦିଲ୍ଲୀ,୨।୭: ମଣିଷର ଚାଲିଚଳଣି, କାମଧନ୍ଦା ସହ ପରିବେଶ ବିଗିଡ଼ିବାରେ ଲାଗିଛି। କେବଳ ଘରୋଇ ଉତ୍ତାପ ଯୋଗୁ ହିମାଳୟରେ ୯୭%ରୁ ଊର୍ଦ୍ଧ୍ୱ ଅଙ୍ଗାରକାମ୍ଳ ନିର୍ଗମନ ହେଉଥିବାବେଳେ ମହାକାଶ ଉତ୍ତାପ ଯୋଗୁ ବାକି ୩% ନିର୍ଗମନ ହେଉଥିବା ଜଣାପଡ଼ିଛି। ବିଶେଷକରି ହିମାଳୟର ଭାରତୀୟ ଅଞ୍ଚଳରେ…
ମୁମ୍ବାଇରେ ୧୪୪ ଧାରା ଜାରି
ମୁମ୍ବାଇ,୨ା୭(ପି.ଟି.): କରୋନା ସଂକ୍ରମଣକୁ ରୋକିବା ଲାଗି ମୁମ୍ବାଇ ପୋଲିସ ବୁଧବାର ସହରରେ ୧୪୪ ଧାରା ଜାରି କରିଛି। ସର୍ବସାଧାରଣ ସ୍ଥାନରେ ଲୋକମାନଙ୍କ ଯାତାୟାତ ଉପରେ କଟକଣା ଲାଗୁ କରାଯାଇଛି। ମଙ୍ଗଳବାର ମୁମ୍ବାଇରେ ୯୦୩ ନୂଆ ମାମଲା ସାମ୍ନାକୁ ଆସିଥିଲା। ଏହାକୁ ମିଶାଇ…
ବିବାହ ବେଦୀରେ ବସିଥିଲେ ସିଆର୍ପିଏଫ୍ ଯବାନ, ପହଞ୍ଚିଲେ ପ୍ରେମିକା: ଆଉ ତା’ପରେ…
କାନପୁର,୨।୭: ସିଆର୍ପିଏଫ୍ ଯବାନ ନିଜ ପ୍ରେମିକାଙ୍କୁ ଧୋକା ଦେବା ମହଙ୍ଗା ପଡିଛି। ପ୍ରେମିକାଙ୍କୁ ଛାଡି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରି ଫଶିଯାଇଛନ୍ତି ଯବାନ। ଫଳରେ ତାଙ୍କୁ ଜେଲ୍ ଯିବାକୁ ପଡିଛି। ଉତ୍ତର ପ୍ରଦେଶର କାନପୁର ସହରରେ ଘଟିଛି ଏଭଳି ଘଟଣା।…
ବଙ୍ଗଳା ଖାଲି କରିବାକୁ ପ୍ରିୟଙ୍କାଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨।୭: ଅଗଷ୍ଟ ପହିଲାରୁ ସରକାରୀ ବଙ୍ଗଳା ଖାଲି କରିବାକୁ କେନ୍ଦ୍ର ସରକାର କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ନଭେମ୍ବରରେ ପ୍ରିୟଙ୍କାଙ୍କ ଏସ୍ପିଜି ସୁରକ୍ଷା ପ୍ରତ୍ୟାହାର କରାଯାଇଥିଲା। ଆବାସ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ…
ବରଗଡ଼ ଅବକାରୀ ଅଧୀକ୍ଷକଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ
ବରଗଡ଼ ଅଫିସ,୨।୭: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ସକାଳୁ ବରଗଡ଼ ଭିଜିଲାନ୍ସ ପକ୍ଷରୁ ଅବାକରୀ ଅଧୀକ୍ଷକ ମକରଧ୍ବଜ ବର୍ଗେଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ ଚାଲିଛି। ଏକକାଳୀନ ବର୍ଗେଙ୍କ ସମ୍ବଲପୁର, ବୁର୍ଲା, ବଲାଙ୍ଗିର, ରାମପୁରରେ ଥିବା ନିଜ ଘର ସମେତ…
ସୋସିଆଲ ମିଡିଆରେ ଟ୍ରମ୍ପ୍ଙ୍କ ପାଇଁ ବାସନ୍ଦ ସ୍ଥିତି
ସାନ୍ ଫ୍ରାନ୍ସିସ୍କୋ,୨ା୭: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖେଇ ଆସୁଛି ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପ୍ ଓ ତାଙ୍କ ସହଯୋଗୀମାନେ ସେତିକି ମୁଖର ହେବାରେ ଲାଗିଛନ୍ତି। ସୋସିଆଲ ମିଡିଆରେ ଟ୍ରମ୍ପ୍ଙ୍କ ଘୃଣା ମନ୍ତବ୍ୟ ଅନ୍ୟମାନଙ୍କ ପାଇଁ ପ୍ରଦୂଷଣ ଓ ଅଶ୍ୱସ୍ତିକର ପରିବେଶ ସୃଷ୍ଟି…
ମାତ୍ର ୫୦ ଟଙ୍କାରେ କିଡ଼ନୀ ରୋଗୀଙ୍କ ଡାଏଲିସିିସ୍ କରୁଛନ୍ତି ଏହି ଡାକ୍ତର
କରୋନା ଯୋଗୁ ଅନ୍ୟାନ୍ୟ ସାଂଘାତିକ ରୋଗରେ ପୀଡିତ ରୋଗୀଙ୍କୁ ଚିକିତ୍ସାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ସମୟରେ କୋଲକାତାର ଜଣେ ଡାକ୍ତର ମାତ୍ର ୫୦ ଟଙ୍କାରେ ଡାଏଲିସିସ ସୁବିଧା ପ୍ରଦାନ କରୁଛନ୍ତି। ତାଙ୍କର ଏହି ମହତ୍ କାର୍ଯ୍ୟକୁ ସବୁଆଡେ ପ୍ରଶଂସା…
Archives


