ପ୍ଲାଜମା ଦାନ କଲେ ଭାଜପା ନେତା ସମ୍ବିତ
ଗୁରୁଗ୍ରାମ,୬।୭: କରୋନା ଭାଇରସ ସଂକ୍ରମଣକୁ ଦୂରେଇ ଦେବାକୁ ଏବେ ସମସ୍ତେ ଆଗେଇ ଆସୁଛନ୍ତି। ଏପର୍ଯ୍ୟନ୍ତ କରୋନା ଚିକିତ୍ସା ପାଇଁ କୌଣସି ଔଷଧ ବାହାରି ନ ଥିବା ବେଳେ ପ୍ଲାଜମା ଥେରାପିରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି। ଏବେ ଭାରତୀୟ ଜନତା ପାର୍ଟି(ଭାଜପା)ର…
ଏହି ଦେଶର ରାଜା ପ୍ରତିବର୍ଷ କରିଥାନ୍ତି ବିବାହ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ରାଜତନ୍ତ୍ର ବ୍ୟବସ୍ଥା ବହୁ ପୂର୍ବରୁ ବନ୍ଦ ହୋଇଥିଲେ ମଧ୍ୟ ଆଫ୍ରିକାରେ ଏପରି ଏକ ଦେଶ ଅଛି, ଯେଉଁଠାରେ ପୂର୍ଣ୍ଣ ଭାବରେ ରାଜକୀୟ କ୍ଷମତାରେ ଚାଲିଥାଏ। ଏହି ଦେଶର ନାମ ସ୍ବାଜିଲାଣ୍ଡ୍। ୨୦୧୮ରେ ୫୦ ବର୍ଷର ସ୍ବାଧୀନତା ପୂର୍ତ୍ତି ଉପଲକ୍ଷେ ଏଠାକାର ରାଜା…
ମଜାଳିଆ ଢ଼ଙ୍ଗରେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କଲେ ଡାର୍ଟି ଗର୍ଲ
ମୁମ୍ବାଇ: ବଲିଉଡ୍ ଡାର୍ଟି ଗର୍ଲ ବିଦ୍ୟା ବାଲାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମର ଅପକ୍ଷୋରେ ରହିଥିବା ଦର୍ଶକଙ୍କ ପାଇଁ ଏକ ଖୁସିଖବର। ବିଦ୍ୟା ନିଜ ଅଭିନୀତ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଜୁଲାଇ ୩୧ରେ ଆମାଜନ ପ୍ରାଇମ୍ ଭିଡିଓରେ ଫିଲ୍ମ ଶକୁନ୍ତଳା…
ପୁଣି ଚାଇନାକୁ ଟାର୍ଗେଟ କଲା ଆମେରିକା
ଓ୍ବାଶିଂଟନ୍,୬।୭: କରୋନା ଭାଇରସ୍କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ସମୟରେ ଚାଇନାକୁ ଟାର୍ଗେଟ କରିଥାନ୍ତି। ସୋମବାର ପୁଣି ଥରେ ଟ୍ରମ୍ପ ଚାଇନାକୁ ଭର୍ତ୍ସନା କରି କରୋନା ଭାଇରସ୍କୁ ‘ଚାଇନିଜ୍ ଭାଇରସ୍’ ବୋଲି କହିଛନ୍ତି। ଏଥିସହ ଟ୍ରମ୍ପ କହିଛନ୍ତି ଆମେରିକାରେ…
କୁକୁରକୁ ଖୋଜି ଆଣିଲେ ମିଳିବ ୧୦ ହଜାର ଟଙ୍କା !
କୋଲକାତା,୬।୭: କୋଲକାତାରେ ଲଷ୍ଟ ଆଣ୍ଡ ଫାଉଣ୍ଡର ଏକ ଅଦ୍ଭୁତ ପୋଷ୍ଟର ଦେଖିବାକୁ ମିଳିଛି। ନନ୍ଦିନି କୌଶିକ ଏକ କୁକରକୁ ଖୋଜି ଆଣିଲେ ୧୦ ହଜାର ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି। ଏଥିପାଇଁ କୋଲକତା ବିମାନ ବନ୍ଦର ଅଞ୍ଚଳରେ ପୋଷ୍ଟର…
ଧୋନୀଙ୍କ ସହ ସୁଖୀ ଦାମ୍ପତ୍ୟ ଜୀବନ ବିତାଇବାର ରାଜ୍ ଖୋଲିଲେ ସାକ୍ଷୀ
ନିକଟରେ ମହେନ୍ଦ୍ର ସିଂ ଧୋନୀ ଏବଂ ସାକ୍ଷୀ ଧୋନୀ ସେମାନଙ୍କର ଦଶମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ୨୦୧୦ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଧୋନୀ ଡେରାଡୁନରେ ମନୋନୀତ ବ୍ୟକ୍ତିଙ୍କ ଉପସ୍ଥିତିରେ ବିବାହ କରିଥିଲେ। ବିବାହର ଏକ ଦଶନ୍ଧି ସମାପ୍ତ ହେବାପରେ, ଧୋନୀ…
ଭୂକମ୍ପରେ ବି ସୁରକ୍ଷିତ ରହିବ ଏହି ଟ୍ରେନ୍
ଟୋକିଓ,୬।୭: ଜାପାନ ଏକ ନୂଆ ପ୍ରକାର ବୁଲେଟ୍ ଟ୍ରେନ୍ ନିର୍ମାଣ କରିଛି। ଏହି ଟ୍ରେନ୍ ଭୂକମ୍ପରେ ମଧ୍ୟ ସୁରକ୍ଷିତ ରହିପାରିବ। ଘଣ୍ଟାପ୍ରତି ୩୬୦ କିମି ବେଗରେ ଯିବାକୁ ଏହା ସକ୍ଷମ। ଏନ୍-୭୦୦-ଏସ୍ ନାମକ ଏହି ଟ୍ରେନ୍କୁ ଜୁଲାଇ ୧ ଠାରୁ ଯାତ୍ରା…
ଚିନ୍ତା ବଢାଉଛି କରୋନା: ପ୍ରତି ଶହେ ଜଣରେ ୧୩ଜଣ ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ,୬।୭: ଚିନ୍ତା ବଢାଇ ଚାଲିଛି କରୋନା। କିଛିଦିନ ହେବ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ପରେ ରେକର୍ଡ କରି ଚାଲିଛି। ଦେଶରେ ୭ ଲକ୍ଷ ଛୁଇଁବାକୁ ଯାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଅନ୍ୟପଟେ ମୃତ୍ୟୁସଂଖ୍ୟା ବଢି ଚାଲିଥିବାରୁ ଏବେ ୧୯…
ରାୟଗଡ଼ାରେ ୧୩ କରୋନା ପଜିଟିଭ ଚିହ୍ନଟ: ଅଛନ୍ତି ୩ ମହିଳା, ୧୦ ପୁରୁଷ
ରାୟଗଡ଼ା ଅଫିସ,୬।୭: ରାୟଗଡ଼ା ଜିଲାରୁ ସୋମବାର ପୁଣି ୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବାବେଳେ ୧୦ ପୁରୁଷ ରହିଛନ୍ତି। ୫ଜଣ ଗୁଣୁପୁର ବ୍ଲକ ଶିରିଝୋଲା ପଞ୍ଚାୟତ ବିଜୟପୁର ଗ୍ରାମର ହୋଇଥିବା ବେଳେ ରାୟଗଡ଼ା…
ଗଞ୍ଜାମର ମୃତ ୪ କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ସମବେଦନା ଜଣାଇଲେ ଜିଲାପାଳ
ଛତ୍ରପୁର,୬ା୭(ଡି.ଏନ୍.ଏ.): କୋଭିଡ-୧୯ ଯୁଦ୍ଧରେ ମାନବ ଜାତି ପାଇଁ କାର୍ଯ୍ୟ ନିର୍ବାହ କରୁଥିବା ବେଳେ ଗଞ୍ଜାମ ଜିଲାର ୪ କୋଭିଡ୍ ଯୋଦ୍ଧାଙ୍କ ଜୀବନ ଯାଇଛି। ଏମାନେ ହେଲେ ଧରାକୋଟ ବ୍ଲକର ଜେଇ ପି ସୁରେଶ କୁମାର, ଆସିକା ବ୍ଲକ କେ ରାଇସିଙ୍ଗି ଉଚ୍ଚ…
ସୋମବାର ଦିବା ୧ଟାରୁ ଗୁରୁବାର ରାତ୍ର ୧୦ଟା ପର୍ଯ୍ୟନ୍ତ ନଖରା ପଞ୍ଚାୟତ ଶଟ୍ଡାଉନ
ଚୌଦର,୬।୭(ଡି.ଏନ୍.ଏ): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ନଖରା ପଞ୍ଚାୟତରୁ ରବିବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏ ନେଇ ସରପଞ୍ଚ ପବିତ୍ର ଉପାଧ୍ୟାୟ ଉକ୍ତ ପଞ୍ଚାୟତକୁ ସୋମବାର ଦିବା ୧ଟାରୁ ଗୁରୁବାର ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଶର୍ଟଡାଉନ…
୫ ବର୍ଷର ଦିବ୍ୟାଙ୍ଗ ୧୦ କିମି ଚାଲି କରୋନା ପାଇଁ ଯୋଗାଡ କଲେ ୯ କୋଟି
କରୋନା ସହାୟତା ପାଇଁ ଲୋକେ ଟଙ୍କା ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି। ଏଥିପାଇଁ କିଏ ଛାତ ଉପରେ ମାରାଥନ୍ କରୁଛନ୍ତି ତ କିଏ ସାଇକେଲିଂ ଆଉ କିଏ ଅନ୍ଲାଇନ୍ ମାଧ୍ୟମରେ ଟଙ୍କା ଯୋଗାଡ଼ କରୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଜଣେ ୫ ବର୍ଷର…
Archives


