Home Left

ଆଡିଲେଡ୍‌ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା ହେବାର ଗୋଟିଏ ଦିନ ପରେ ଗସ୍ତର କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି। କାର୍ଯ୍ୟସୂଚୀ ଅନୁଯାୟୀ ଭାରତ ଆଡିଲେଡରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିବ। ଏହି ଗସ୍ତରେ ଭାରତକୁ ୪ଟି ଟେଷ୍ଟ, ୩ଟି ଏକଦିବସୀୟ ଏବଂ…

୨୦୨୧ରେ ଚେନ୍ନାଇ ଦଳର ନେତୃତ୍ୱ କିଏ ନେବ, ସିଇଓ ଦେଲେ ଏମିତି ଉତ୍ତର

ଆଇପିଏଲ ୨୦୨୦ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ଖରାପ ପ୍ରଦର୍ଶନ କରିଛି। ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ଦଳ ପ୍ଲେ ଅଫ ରେସ୍‌ରୁ ବାଦ୍‌ ପଡିଛି। ୟୁଏଇରେ ଚାଲିଥିବା ଆଇପିଏଲର ୧୩ ତମ ସିଜିନରୁ ଟୁର୍ନାମେଣ୍ଟ…

ମାଓବାଦୀ କ୍ୟାମ୍ପରେ ଚଢ଼ାଉ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିର/ଚିତ୍ରକୋଣ୍ଡା,୨୮।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପୋଲିସକୁ ମିଳିଛି ବଡ଼ ସଫଳତା। ମାଓବାଦୀ କ୍ୟାମ୍ପରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ ହୋଇଛି। ସ୍ବାଭିମାନ ଅଞ୍ଚଳରେ ଦୁଇଦିନ ହେଲା ପୋଲିସ ସର୍ଚ୍ଚ ଅପରେଶନ ଜାରି ରଖିଥିଲା। ମଙ୍ଗଳବାର ଜିଲାର ସ୍ବାଭିମାନ ଅଞ୍ଚଳର ଜୁମଡାଙ୍ଗ…

ଝିଅଟିକୁ ଉଦ୍ଧାର କରିବାକୁ ଯାଇ କାଠଯୋଡ଼ିରେ ଯୁବକ ନିଖୋଜ

ନରାଜ,୨୮।୧୦(ଡି.ଏନ୍‌.ଏ.): ବାରଙ୍ଗ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀରେ ବୁଡ଼ି ବୁଧବାର ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଝାଡଖଣ୍ଡ ବର୍ଜମଡ଼ ଗ୍ରାମର ରୋହିତ ସାହାଣୀ (୨୦)। ସେ ଏକ ଇଟା ଭାଟିରେ କାର୍ଯ୍ୟ କରୁଥିବା ବେଳେ ଭାଟିରେ କାର୍ଯ୍ୟରତ କେତେକ…

ଲକ୍‌ଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ପାଦରେ ଚାଲିବାକୁ ବାଧ୍ୟ କରିଥିଲେ ମୋଦି: ରାହୁଲ

ପାଟନା,୨୮ ।୧୦: ବିହାର ବିଧାନସଭା ପାଇଁ ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଉଛି । ଇତିମଧ୍ୟରେ ଦ୍ୱିତୀୟ ତଥା ତୃତୀୟ ପର୍ଯ୍ୟାୟ ମତଦାନରେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷତ କରିବାକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସେଠାରେ ନିର୍ବାଚନ…

ପ୍ରିୟଙ୍କାଙ୍କୁ ଅଳକାଙ୍କ ପତ୍ର

ଗାଜିପୁର୨୮ ।୧୦: ଉତ୍ତପ୍ରଦେଶ ଗାଜିପୁର ଜିଲା ମହମ୍ମଦାବାଦ ବିଧାନସଭା ଆସନର ବିଧାୟିକା ତଥା କୃଷ୍ଣାନନ୍ଦ ରାୟଙ୍କ ପତ୍ନୀ ଅଳକା ରାୟ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି । କଂଗ୍ରେସ କାହିଁକି ମୁଖତାର ଅଂସାରୀଙ୍କୁ ବଞ୍ଚାଉଛି ବୋଲି…

ଶ୍ରୀମନ୍ଦିର ଖୋଲିବା ଦାବିରେ ବାଜିଲା ଘଣ୍ଟ

ପୁରୀ ଅଫିସ,୨୮।୧୦: ମହାମାରୀ କରୋନା ପାଇଁ ଦୀର୍ଘ ୭ ମାସରୁ ଊର୍ଦ୍ଧ୍ୱ ହେଲାଣି ଶ୍ରୀମନ୍ଦିର ସମେତ ରାଜ୍ୟର ଅନ୍ୟ ମନ୍ଦିରଗୁଡ଼ିକୁ ଭକ୍ତଙ୍କୁ ଛଡାଯାଉ ନାହିଁ। ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ଏହାର ପ୍ରଭାବ ପଡିଛି ସେବାୟତ ଓ ପୂଜକଙ୍କ ଉପରେ।…

ନାଁ ନ ନେଇ ମହାମେଣ୍ଟ ଉପରେ ବର୍ଷିଲେ ମୋଦି

ମୁଜାଫରପୁର,୨୮ ।୧୦: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କାର୍ଯ୍ୟରେ ବାହାରିଛନ୍ତି । ପ୍ରଥମେ ମିଥିଳାଞ୍ଚଳ ପରେ ତିରହୁତ ଓ ଏହାପରେ ମୁଜାଫରନଗରରେ ରାଲି କରିଛନ୍ତି ମୋଦି । ଏହିସବୁ ସଭାରେ ଉଦ୍‌ବୋଧନ…

ଶୁଆ ପାଇଁ କାନ୍ଦୁଛି ସ୍ବାଇଁ ପରିବାର

ନବରଙ୍ଗପୁର,୨୮।୧୦(ବି.ପ୍ର.): ୩୦ ବର୍ଷ କାଳ ଏକ ପରିବାରରେ ରହି ରୁବି ହୋଇଯାଇଥିଲା ଘରର ଜଣେ ସଦସ୍ୟ। ବର୍ତ୍ତମାନ ତା’ର ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡ଼ିଛି ସ୍ବାଇଁ ପରିବାର। ମନରେ ପ୍ରଶ୍ନ ଆସୁଥାଇପାରେ ରୁବି କିଏ। ତେବେ ରୁବି ହେଉଛି ଏକ ଶୁଆ,…

ଚେକଡ୍ୟାମ ଗହିରାରୁ ମିଳିଲା ଶ୍ରମିକଙ୍କ ମୃତଦେହ

ବନ୍ତଳା,୨୮।୧୦(ଡି.ଏନ୍‌.ଏ.): ଅନୁଗୋଳ ଥାନା ଅଧୀନ ନୂଆମୌଜା ପଞ୍ଚାୟତ ସରଧାପୁର ଗ୍ରାମରେ ଥିବା ଭାଲୁଖାଇ ନାଳ ଚେକଡ୍ୟାମ ଗହିରାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ରାଜ ଦେହୁରୀ (୬୫)। ରାଜ୍‌ ଗ୍ରାମରେ ଶ୍ରମିକ ଭାବେ କାମ କରନ୍ତି।…

ଏବେ ଖୋଲିବ ନାହିଁ ସ୍କୁଲ

ନୂଆଦିଲ୍ଲୀ,୨୮ ।୧୦: ଦୀର୍ଘ ପ୍ରାୟ ୬ ମାସ ହେବ ରାଜଧାନୀ ଦିଲ୍ଲୀରେ ସ୍କୁଲ ବନ୍ଦ ରହିଛି । ଆଶା କରାଯାଉଥିଲା କି ଦୂର୍ଗାପୂଜା ପରେ ହୁଏତ ସ୍କୁଲ ଖୋଲିପାରେ । ହେଲେ ବୁଧବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ କହିଛନ୍ତି ପରବର୍ତ୍ତି…

ପାଇଲଟ୍‌ଙ୍କୁ ଭେଟିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭୋପାଳ,୨୮।୧୦: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଚିନ ପାଇଲଟ ଭାଜପା ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି। ଏହାକୁ ନେଇ ରାଜନୀତି ଜୋର ଧରିଛି। ମଧ୍ୟ ପ୍ରଦେଶ ବିଧାନସଭା ଉପନିର୍ବାଚନ ପାଇଁ ପାଇଲଟ ମଧ୍ୟପ୍ରଦେଶର ଗ୍ବାଲିଅରକୁ ପ୍ରଚାର ପାଇଁ ୍‌ସିନ୍ଧିଆଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?