୧୧୮ ବର୍ଷ ପରେ ଭାରତରେ ଫୁଟିଲା ଏହି ବିରଳ ପ୍ରଜାତିର ଫୁଲ
ବରେଲି, ୬।୭- ଭାରତରେ ଦୀର୍ଘ ୧୧୮ ବର୍ଷର ବ୍ୟବଧାନ ପରେ ବିରଳ ପ୍ରଜାତିର ଅର୍କିଡ ଫୁଲର ସନ୍ଧାନ ମିଳିଛି। ଉତ୍ତର ପ୍ରଦେଶର ଦୁଧ୍ଓ୍ବା ଜାତୀୟ ଉଦ୍ୟାନରେ ଏହି ‘ବିଲୁପ୍ତପ୍ରାୟ ପ୍ରଜାତି’ ଶ୍ରେଣୀଭୁକ୍ତ ଅର୍କିଡ ଫୁଲର ସନ୍ଧାନ ବନଅଧିକାରୀ ଓ ତଥା ବନ୍ୟଜନ୍ତୁ…
ଭୋଜି ଖାଇବାକୁ ଡାକି ଯୁବକଙ୍କୁ ହତ୍ୟା
ସମ୍ବଲପୁର,୬ା୭(ବ୍ୟୁରୋ)-ସମ୍ବଲପୁର ଜିଲା ଅଇଁଠାପାଲି ଥାନା କରମଟୁଲିରେ ରବିବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ସୋନୁ ଖଡିଆ (୨୪)। ଏହି ଘଟଣାରେ ଉମେଶ ମୁଣ୍ଡା ଗୁରୁତର ହୋଇଛନ୍ତି ା ତାଙ୍କୁ ବୁର୍ଲା…
୭ ଦିନ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ
ସମ୍ବଲପୁର,୬ା୭(ବ୍ୟୁରୋ)-ସମ୍ବଲପୁର ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁର୍ଲାରେ ଭିସୁଟ୍ ଅଧ୍ୟାପକ ଓ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଏହାକୁ ନେଇ ବୁର୍ଲାରେ ଭୟର ବାତାବରଣ ଖେଳି ଯାଇଛି। ତେଣୁ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଏକ ସପ୍ତାହ ପାଇଁ…
ଆସନ୍ତାକାଲି ୩ ଜିଲାରେ ପ୍ରବଳ ବର୍ଷା
ଭୁବନେଶ୍ୱର,୬।୭(ବ୍ୟୁରୋ)- ରାଜ୍ୟରେ ଏବେ ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ମଙ୍ଗଳବାର ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହେବ। ଏଥିପାଇଁ…
ଶ୍ରାବଣରେ ମହାଦେବଙ୍କ କୃପା ପାଇବାକୁ ଚାହାନ୍ତି କି, ଏପରି ରଙ୍ଗର ପୋଷାକ ପିନ୍ଧି କରନ୍ତୁ ପୂଜା
ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ବିଶ୍ୱାସ ରହିଛି ଯଦି ଭଗବାନ ଶିବ ଏହି ମାସରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଭକ୍ତର ପ୍ରତ୍ୟେକ ଇଚ୍ଛା ପୂରଣ କରନ୍ତି । ଏହା ମଧ୍ୟ କୁହାଯାଏ କି ସମସ୍ତ ମାସ ଅପେକ୍ଷା ଶ୍ରାବଣ ମାସ…
ବାପା ଆମୀରଙ୍କ ଘର ଛାଡିଲେ ଝିଅ ଇରା
ବର୍ତ୍ତମାନ ଆମୀର ଖାନ୍ଙ୍କ ଝିଅ ଇରା ଖାନ୍ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଅଛନ୍ତି। ଲକ୍ଡାଉନ୍ ପରେ ଇରା ତାଙ୍କ ପରିବାର ସହିତ ସମୟ ଅତିବାହିତ କରୁଥିବା ଦେଖିବାକୁ ମିଳିଥିଲା। କ୍ରମାଗତ ଭାବେ ବାପା ଆମୀର ଏବଂ କିରଣ ରାଓଙ୍କ ଘରେ…
ଚଳନ୍ତା ବାଇକରେ କାମୁଡ଼ିବା ପରେ ନାଗକୁ ଧରି ମେଡିକାଲରେ ପହଞ୍ଚତ୍ଲେ ବ୍ୟକ୍ତି
ଚୁରୁ, ୬।୭- ରାଜସ୍ଥାନ ଚୁରୁ ଜିଲା ହସ୍ପିଟାଲକୁ ସାପ କାମୁଡ଼ିବା ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖି ସେଠାରେ ଉପସ୍ଥିତ ଲୋକେ ଚକିତ ହୋଇଯାଇଛନ୍ତି। ଥେଲାସର ଗ୍ରାମର ମହେନ୍ଦ୍ର ନାମକ ଜଣେ ଯୁବକ ବାଇକରେ ଚୁରୁ ଆସୁଥିବାବେଳେ ଧନୀଲାଲ୍…
ନୀଳଗିରି ବିଧାୟକଙ୍କୁ କରୋନା
ବାଲେଶ୍ୱର ଅଫିସ, ୬।୭-ବାଲେଶ୍ୱର ଜିଲା ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଧାୟକ ନାୟକ ଗତ ୧ତାରିଖରେ କୌଣସି କାର୍ଯ୍ୟରେ…
ଉଚ୍ଚ ସରକାରୀ ପଦରେ ଚାକିରି କରିଥିବା ୭ ଭାରତୀୟ କ୍ରିକେଟର୍
ନୂଆଦିଲ୍ଲୀ, ୬।୭- କ୍ରିକେଟ୍ ଭାରତରେ ଏକ ଲୋକପ୍ରିୟ ଖେଳ। ଶ୍ରେଷ୍ଠ ଖେଳାଳିଙ୍କୁ ଭାରତୀୟ ଯୁବପୀଢ଼ି ନିଜର ଆଦର୍ଶ ଭାବେ ଗ୍ରହଣ କରନ୍ତି। ଫିଲ୍ମ ଷ୍ଟାର୍ ଓ ରାଜନେତାଙ୍କ ପରି କ୍ରିକେଟର୍ମାନେ ମଧ୍ୟ ସାଧାରଣରେ ବହୁତ ଲୋକପ୍ରିୟ ହୋଇଥାନ୍ତି। ତେବେ ଅନେକ ହୁଏତ…
ଦୁର୍ଘଟଣାରେ ଚାଲିଗଲା ବାପ, ଝିଅଙ୍କ ଜୀବନ
ବାଲିଗୁଡା,୬।୭(ଡି.ଏନ.ଏ.)-କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଜକିକିଆ ନିକଟ ୫୯ନଂ. ଜାତୀୟ ରାଜପଥରେ ସୋମବାର ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକରେ ବସିଥିବା ବାପ, ଝିଅ ପ୍ରାଣ ହରାଇଥିବାବେଳେ ଅନ୍ୟ ବାଇକ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ଚାଳକଙ୍କୁ…
୩୧ଯାଏ ଖୋର୍ଦ୍ଧା ସହରର ପ୍ରମୁଖ ରାସ୍ତା, ଛକ ସିଲ
ଖୋର୍ଦ୍ଧା ଅଫିସ,୬ା୭ : ରାଜ୍ୟରେ କରୋନା ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍ବେଗଜନକ ରହିଛି। ଅନ୍ୟପଟେ କେତେଜଣ ଅମାନିଆ ବିନା ମାସ୍କରେ ବୁଲୁଥିବା ବେଳେ ସାମାଜିକ ଦୂରତା ଏବଂ କୋଭିଡ-୧୯ ଗାଇଡଲାଇନକୁ ଖୋଲା ଉଲ୍ଲଂଘନ କରୁଛନ୍ତି। ଫଳରେ…
ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ମନା
ଖୋର୍ଦ୍ଧା ଅଫିସ,୬ା୭: ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ଆସିବାକୁ ମନା ହୋଇଛି। ଏ ନେଇ କାର୍ଯ୍ୟାଳୟ ଆଗରେ ନୋଟିସ ଲାଗିଛି। କୋଭିଡ-୧୯ ସଂକ୍ରମଣକୁ ଏଡାଇବା ଲାଗି କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ଜିଲା ପ୍ରଶାସନ।…
Archives


