Posted inଫୁରସତ

ଭିକାରିଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ମିଳିଲା ୧.୫ କୋଟି ଟଙ୍କା, ୫ କୋଠାର ମାଲିକ

ଜଣେ ମହିଳା ଭିକାରିଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ମିଳିଲା ୧ କୋଟି ୪୨ ଲକ୍ଷ ଟଙ୍କା। କେବଳ ଏତିକି ନୁହେଁ ଏହି ମହିଳା ଜଣକ ୫ଟି କୋଠାର ମାଲିକ ମଧ୍ୟ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ନଫିସା ନାମ୍ନୀ ଏହି ଭିକାରି ଜଣକ ଇଜିପ୍ଟରେ ବାସ କରନ୍ତି। ତାଙ୍କ ବୟସ ୫୭। ପୋଲିସ ଏବେ ଏହି ମହିଳାଙ୍କୁ ଗିରଫ କରି ପଚରାଉଚରା ଚଳାଇଛି। ମହିଳା ଜଣକ ହ୍ବିଲ୍‌ ଚେୟାର୍‌ରେ ବସି ବଜାରରେ ଭିକ ମାଗୁଥିଲେ। ସେ ନିଜକୁ ଏଭଳି ଦେଖାଇବାକୁ ଚେଷ୍ଟା କରୁଥିଲେ, ଯେପରି ତାଙ୍କର ଗୋଡ ନାହିଁ। ଇଜିପ୍ଟର ଅନେକ ରାଜ୍ୟ ବୁଲି ବୁଲି ସେ ଭିକ ମାଗୁଥିଲେ। କେବଳ ଭିକ ମାଗିବା ସମୟ ତକ ସେ ହ୍ବିଲ୍‌୍‌ ଚେୟାରରେ ବସି ରହୁଥିଲେ। ବାକି ସମୟ ସେ ଗୋଡରେ ଚଲାବୁଲା କରୁଥିଲେ। ପୋଲିସ ତାଙ୍କୁ ଗିରଫ କରିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇଥିଲା। ତାଙ୍କର କୌଣସି ରୋଗ ନାହିଁ ବୋଲି ଜଣାପଡିଥିଲା। ତାଙ୍କର ୨ଟି ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଯାଞ୍ଚ୍‌ ପରେ ୧ କୋଟି ୪୨ ଲକ୍ଷ ଟଙ୍କା ଥିବା ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଖୀ ପୂର୍ଣ୍ଣିମାରେ ଭଉଣୀକୁ କିଡ୍‌ନୀ ଦେଲେ ଭାଇ

ନୂଆଦିଲ୍ଲୀ, ୨୩ା୮: ରାଖୀ ପୂର୍ଣ୍ଣିମାରେ ଭଉଣୀକୁ ଉପହାରରେ ନୂଆ ଜୀବନ ଦେଇଛନ୍ତି ଭାଇ। କିଡ୍‌ନୀଜନିତ ରୋଗରେ ପୀଡ଼ିତ ଭଉଣୀକୁ ତାଙ୍କ ସାନଭାଇ ନିଜର ଏକ କିଡ୍‌ନୀ...

ପବନରେ ଆଳୁ ଚାଷ

କର୍‌ନାଲ: ବଜାରରେ ଆଳୁ ଦାମ୍‌ ବଢ଼ି ବଢ଼ି ଚାଲିଛି। ପିଆଜ ଭଳି ଆଳୁ ଦର ମଧ୍ୟ ଏବେ କେତେକ ସ୍ଥାନରେ ବଢ଼ିବାରେ ଲାଗିଛି। ତେଣୁ ଆଳୁ...

ଯେଉଁଠି ସଙ୍ଗୀତପ୍ରେମୀଙ୍କୁ ଜାଳିଦିଅନ୍ତି ତାଲିବାନ, ସେଠି ମହିଳା ଗଢ଼ିଛନ୍ତି ଅର୍କେଷ୍ଟ୍ରା ପାର୍ଟି

ଆଫଗାନିସ୍ତାନ ଏମିତି ଏକ ଦେଶ ଯେଉଁଠି ସଙ୍ଗୀତପ୍ରେମୀଙ୍କୁ ତାଲିବାନମାନେ ଜିଅନ୍ତା ଜାଳିଦିଅନ୍ତି। କିନ୍ତୁ ସେଠି ମହିଳାମାନେ ଏକତ୍ରିତ ହୋଇ କାହାକୁ ଖାତିର ନ କରି ଗଢ଼ିଛନ୍ତି...

ଜାଣନ୍ତି ୧୩ ସଂଖ୍ୟାକୁ କାହିଁକି ଡରୁଥିଲେ ବାଜପେୟୀ

୧୩ ସଂଖ୍ୟାକୁ ସମଗ୍ର ବିଶ୍ୱରେ ଅଧିକାଂଶ ଲୋକେ ଡରିଥା’ନ୍ତି ବା ଅଶୁଭ ବୋଲି ମନେ କରିଥା’ନ୍ତି। କିନ୍ତୁ ଜାଣନ୍ତି କାହିଁକି ଏହି ସଂଖ୍ୟାକୁ ଡରିଥାନ୍ତି ଲୋକେ।...

ପ୍ରଦୂଷଣରେ ଆମେରିକା ସେନା ନମ୍ବର ୧

ଯୁଦ୍ଧକୌଶଳରେ ନିପୁଣ ଆମେରିକା ସେନାର ପତିଆରା ସାରା ବିଶ୍ୱରେ ଦୀର୍ଘବର୍ଷ ଧରି ରହିଆସିଛି। ହେଲେ ଏଭଳି ଦୁର୍ଦ୍ଧର୍ଷ ସୈନ୍ୟବାହିନୀ ଉପରେ ନମ୍ବର ୧ ପ୍ରଦୂଷଣକାରୀର କଳଙ୍କ...

ଭାଇରସ୍‌ ନଷ୍ଟ ହେଲେ ମାତ୍ର ଦେଢ଼ ଦିନରେ ଧ୍ୱଂସ ପାଇଯିବ ପୃଥିବୀ!

ଭାଇରସ୍‌ ବା ଭୂତାଣୁ ଜୀବଜଗତ ପାଇଁ ଯେତିକି ହାନିକାରକ ସେତିକି ଲାଭଦାୟକ ମଧ୍ୟ। ଭାଇରସ ବିନା ପୃଥିବୀରେ ଜୀବନ ଧାରଣ ଅସମ୍ଭବ। ଯଦି ଅଚାନକ ପୃଥିବୀରୁ...

ମୋତେ ବାହା ନ ହେଲେ ପାଣି ଟାଙ୍କି ଉପରୁ ଡେଇଁ ପଡ଼ିବି

ପାଟଣା,୧୦।୪: ପ୍ରେମିକାଙ୍କୁ ପାଇବା ପାଇଁ ଜଣେ ପ୍ରେମିକ ଶୋଲେ ଫିଲ୍ମ ପରି ଅଭିନୟ କରିଛନ୍ତି। ଫିଲ୍ମ ଶୋଲେରେ ବାସନ୍ତୀଙ୍କ ପ୍ରେମ ପାଇଁ ଯେମିତି ବୀରୁ ପାଣି...

ଏହି ପେଣ୍ଟିଂକୁ ହଟାଯାଇଥିଲା ପ୍ରଦର୍ଶନୀରୁ: ଜାଣନ୍ତୁ କାହିଁକି

ବିଶ୍ୱର ଏପରି କିଛି ଭୟଭୀତ ପେଣ୍ଟିଂ ଅଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ ବୋଲି କୁହାଯାଏ। ଏହାକୁ ଦେଖିଲେ ଯେ, କେହିବି ଭୟ...

Advertisement


Archives

Model This Week