Home Left

କାନପୁର ଏନ୍‌କାଉଣ୍ଟର: ବିକାଶଙ୍କ ଘର ଆବର୍ଜନାରୁ ମିଳିଲା ୩ ବୋମା

କାନପୁର,୭।୭: ଉତ୍ତରପ୍ରଦେଶ କାନପୁରର ବହୁ ଚର୍ଚ୍ଚିତ ଏନ୍‌କାଉଣ୍ଟରରେ ୮ ପୋଲିସ ଶହୀଦ ହେବା ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଏହାପରେ କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କୁ ପୋଲିସ ଖୋଜି ଚାଲିଛି। ଚୌବେପୁର ଥାନାରୁ ତାଙ୍କୁ ସହାୟତା ମିଳୁଥିବା ଖବର…

ଗଞ୍ଜାମରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା: ପୋଲସରା ସହରାଞ୍ଚଳକୁ ୫ ଦିନ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା

ପୋଲସରା, ୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ସହରରେ ଦିନକୁ ଦିନ ଚିନ୍ତା ବଢ଼ାଉଛି କରୋନା ପଜିଟିଭ୍‌ଙ୍କ ସଂଖ୍ୟା । ଖାସ କରି ପୋଲସରା ଏନ୍‌ଏସିରେ ୪୦ରୁ ଊଦ୍ଧର୍‌ବ ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ମଙ୍ଗଳବାର ପୁଣି ନୂଆ ୧୨ ଜଣ…

ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଲୋକ ଅଛନ୍ତି ଯିଏ ଅନ୍ୟମାନଙ୍କର ଅସଫଳତା ପାଇଁ ଯୋଜନା କରନ୍ତି: ରବିନା

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଇଣ୍ଡଷ୍ଟ୍ରିରେ ନେପୋଟିଜିମ ବା ପ୍ରିୟା ପ୍ରିତି ପୋଷଣକୁ ନେଇ ଟଣା ଭିଡା ଚାଲିଛି। ସୋସିଆଲ ମିଡିଆଠାରୁ ଆରମ୍ଭ କରି ବଲିଉଡ୍‌ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଅନେକ ଲୋକ ଏହା ମଧ୍ୟକୁ ଚାଲି…

୧୭ ବର୍ଷରୁ କମ୍‌ ଜାତୀୟ ମହିଳା ଫୁଟବଲ କ୍ୟାମ୍ପରେ ଓଡ଼ିଶାର ଜ୍ୟୋତି, ମଞ୍ଜୁ ସାମିଲ

ଭୁବନେଶ୍ୱର, ୭।୭(ସ୍ପୋଟର୍‌ସ ବ୍ୟୁରୋ): ଗୋଆରେ ଆସନ୍ତା ୨୦ରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ୧୭ ବର୍ଷରୁ କମ୍‌ ଜାତୀୟ ମହିଳା ଫୁଟବଲ ଟିମ୍‌ କ୍ୟାମ୍ପରେ ଦୁଇ ଜଣ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି। ଏ ନେଇ ଅଲ…

ରେଳଧାରଣାରୁ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତଦେହ ଉଦ୍ଧାର: ମାସକ ତଳେ କରିଥିଲେ ବିବାହ

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜଧାନୀ ଲିଙ୍ଗରାଜ ଷ୍ଟେସନ ରେଳ ଧାରଣାରୁ ମଙ୍ଗଳବାର ସମାଜସେବୀ ଆଦିତ୍ୟ ଦାସଙ୍କ କ୍ଷତାକ୍ତ ମୃତଦେହକୁ ଜିଆରପି ପୋଲିସ ଉଦ୍ଧାର କରିଛି। ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି। ଆଦିତ୍ୟ ‘ପିପୁଲ ଫର ସେବା’ ସାମାଜିକ ଅନୁଷ୍ଠାନର…

କରୋନା ଯୁଦ୍ଧ ପାଇଁ ମୁମ୍ବାଇରେ ସ୍ବତନ୍ତ୍ର ଅଟୋ ରିକ୍ସା

ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ମୁମ୍ବାଇରେ ଏକ ସ୍ବତନ୍ତ୍ର ଅଟୋରିକ୍ସା ଚଲାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଅଟୋରିକ୍ସାରେ ଅକ୍ସିଜେନ୍‌ ମଧ୍ୟ ରଖାଯାଇଛି। ବସ୍ତି ଅଞ୍ଚଳରେ ଥିବା କରୋନା ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପାଇଁ…

ଇତିହାସ ରଚିଲା ସୁଶାନ୍ତଙ୍କ ଶେଷ ଅଭିନୀତ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତ ଆଜି ସମସ୍ତଙ୍କୁ ପର କରି ଅଫେରା ରାଇଜର ପଥିକ ସାଜିଥିବା ବେଳେ ଏବେବି ତାଙ୍କ ପ୍ରତି ଦର୍ଶକଙ୍କର ଭଲ ପାଇବା ଦେଖିବାକୁ ମିଳିଛି। ମଙ୍ଗଳବାର ସୁଶାନ୍ତଙ୍କ ଶେଷ ଅଭିନୀତ ଫିଲ୍ମର ଟ୍ରେଲର ରିଲିଜ୍‌…

ସୁଶାନ୍ତଙ୍କ ଘରେ ଲାଗି ନ ଥିଲା ସିସିଟିଭି କ୍ୟାମେରା: ସାମ୍ନାକୁ ଆସିଲା ପୋଲିସର ଚାଞ୍ଚଲ୍ୟକର ବୟାନ

ମୁମ୍ବାଇ,୭।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ଆଉ ଏକ ନୂଆ ମୋଡ ଆସିଛି। ସୁଶାନ୍ତଙ୍କ ଘରେ କୌଣସି ସିସିଟିଭି କ୍ୟାମେରା ଲାଗି ନ ଥିଲା ବୋଲି ମଙ୍ଗଳବାର ବାନ୍ଦ୍ରା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ସୁଶାନ୍ତ…

ଓଟିପିରେ ଖୋଲନ୍ତୁ ଏହି ଆକାଉଣ୍ଟ, ୬୦ ବର୍ଷରେ ପାଇବେ ୪୫ ଲକ୍ଷ ସହ ମାସିକ ୨୨,୫୦୦ ଟଙ୍କା ପେନ୍‌ସନ୍‌

ଯଦି ଆପଣ ୬୦ ବର୍ଷରେ ଏକ ମୋଟା ରକମର ଟଙ୍କା ସହ ପେନଶନ ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ନ୍ୟାସନାଲ ପେନସନ ସିଷ୍ଟମ (ଏନ୍‌‌ପିଏସ୍‌) ରେ ବିନିଯୋଗ କରିପାରିବେ। ବର୍ତ୍ତମାନ ଏନ୍‌ପିଏସ୍‌ ସହିତ ଆକାଉଣ୍ଟ ଖୋଲିବା ସହଜ ହୋଇଛି। ଆପଣ କେବଳ…

ଅବିଶ୍ୱାସୀ ଚାଇନା, ଭାଇରାଲ ହେଉଛି ୧୯୬୨ର ହେଡ୍‌ ଲାଇନ୍ସ: ପଛକୁ ଘୁଞ୍ଚିବା ପରେ ବି ସାବଧାନ ସେନା

ନୂଆଦିଲ୍ଲୀ,୭।୭: ଗତ ମେ’ ମାସରୁ ଭାରତ-ଚାଇନା ସୀମା ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ତୁତୁମେମେ ଚାଲିଥିବା ବେଳେ ନିକଟରେ ଚାଇନା ସେନା ଗଲଓ୍ବାନ ଘାଟିରୁ କିଛି କିଲୋମିଟର ପଛକୁ ଘୁଞ୍ଚି ଯାଇଥିବା ଖବର ରହିଛି। ହେଲେ ଏବେ ୧୫ ଜୁଲାଇ,…

ଜୁଲାଇ ଆରମ୍ଭରୁ କରୋନାର କରାଳ ରୂପ: ୭ ଦିନରେ ଚିହ୍ନଟ ହେଲେଣି ୩ହଜାରରୁ ଅଧିକ ଆକ୍ରାନ୍ତ, ବଢ଼ୁଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ୭।୭(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜୁଲାଇ ପ୍ରଥମ ସପ୍ତାହ ଅର୍ଥାତ୍‌ ୭ ଦିନ ମଧ୍ୟରେ ୩,୦୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୭ ଜଣଙ୍କର କରୋନାରେ ମୃତ୍ୟୁ…

ପରିବାରର ସହାୟତା ପାଇଁ ବିକୁଥିଲେ ପକୁଡି; ଛିଡା କଲେ ଦେଶର ନଂ୧ କମ୍ପାନୀ

ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ବଜାର ପୁଞ୍ଜୀକରଣ ସୋମବାର ୧୧.୫ ଲକ୍ଷ କୋଟି ଟଙ୍କା ଟପିଛି। କମ୍ପାନୀ ସ୍ଥାପନା କରିଥିବା ଧୀରୁ ଭାଇ ଅମ୍ବାନୀଙ୍କର ଏହି ଦିନଟି ପୁଣ୍ୟତିଥି। ଏହାକୁ ଏକ ସଂଯୋଗ କୁହାଯାଇପାରେ। ଧୀରୁ ଭାଇ ଅମ୍ବାନୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri