Posted inଜାତୀୟ

ଏ ଦୁନିଆରେ ଦୁଇଟି ବ୍ୟକ୍ତିଙ୍କୁ ଖୋଜିବା କଷ୍ଟକର

ନୂଆଦିଲ୍ଲୀ,୧।୧୧: ଅଭିନେତା ତଥା କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଟୁଇଟରରେ ଦୁଇଟି କ୍ଲିପ ଶେୟାର କରି ସେ କହିଛନ୍ତି, ଏ ଦୁନିଆରେ ଦୁଇଜଣ ବ୍ୟକ୍ତିଙ୍କୁ ଖୋଜିବା ଅସମ୍ଭବ। ଜଣେ ହେଲେ ମୋଦିଙ୍କ କ୍ଲାସମେଟ୍‌ ଏବଂ ଆଉ ଜଣେ ହେଉଛନ୍ତି ସେହି ବ୍ୟକ୍ତି ଯିଏ ମୋଦିଙ୍କଠାରୁ ଚା’ କିଣିଥିଲେ। ସେହିପରି ଦ୍ୱିତୀୟ କ୍ଲିପରେ ଲେଖାଅଛି, ଭୁଲ ପିଠି ଭଳି ହୋଇଥାଏ, ନିଜ ବ୍ୟତୀତ ସମସ୍ତଙ୍କୁ ଦେଖାଦେଇଥାଏ। ଏଭଳି ଦୁଇଟି କ୍ଲିପ ଶେୟାର କରି ଶତ୍ରୁଘ୍ନ କ୍ୟାପଶନରେ ଲେଖିଛନ୍ତି, ଅଳସୁଆ ରବିବାରରେ ଭଲ ହସ ପାଇଁ ଏହି କ୍ଲିପର ମଜା ନିଅନ୍ତୁ। ଗତବର୍ଷ ଶତ୍ରୁଘ୍ନ ସିହ୍ନା ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ବିହାର ବିଧାନସଭା ନିର୍ବାଚନରେ ଶତ୍ରୁଘ୍ନ ପୁଅ ଲବ ସିହ୍ନା ପାଟନାର ବାଙ୍କିପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରର ସତ୍ୟପାଠ: ଅଧିକାରୀମାନେ ଅସହଯୋଗ କରୁଥିବା ଦିଲ୍ଲୀ ସରକାରଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା…

ନୂଆଦିଲ୍ଲୀ,୬।୧୨ : କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଜାତୀୟ ରାଜଧାନୀରେ ପ୍ରୋଜେକ୍ଟର କାର୍ଯ୍ୟାନ୍ବୟନରେ ଅଧିକାରୀମାନେ...

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସହଯୋଗୀଙ୍କ ଘରୁ ୩ କୋଟି ଜବତ କଲା ଇଡି

ରାଞ୍ଚି,୯।୭: ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପଙ୍କଜ ମିଶ୍ରାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇଥିଲା।...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭଉଣୀ-ଭାଇଙ୍କ ରକ୍ଷା ବନ୍ଧନ

ନୂଆଦିଲ୍ଲୀ,୧୧।୮: ଆସୁଛି ରାକ୍ଷୀ ପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ବାନ୍ଧିବ ସୁରକ୍ଷାର ଡୋର। ଜୀବନ ଥିବା ପର୍ଯ୍ୟନ୍ତ ଭାଇ ଭଉଣୀକୁ ସୁରକ୍ଷା ଦେବାକୁ କଥା ଦେବ।...

ପରିବାରର ବିପତ୍ତି ସମୟରେ ଚୁଲି ଫୁଙ୍କିବା ଦାୟିତ୍ୱ ୩ ବର୍ଷର ଶିଶୁ କନ୍ୟା ଜ୍ୟୋତି ଉପରେ: ସୋସିଆଲ୍‌ ମିଡ଼ିଆରେ ଫଟୋ ଭାଇରାଲ

ରାୟପୁର,୫।୯: ଜଣେ ୩ ବର୍ଷର ଶିଶୁ କନ୍ୟା ବସି ଚୁଲି ଫୁଙ୍କୁଥିବା ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହା ହେଉଛି ଛତିଶଗଡ଼...

ରାମପୁର ଗସ୍ତରେ ପ୍ରିୟଙ୍କା: ପରସ୍ପର ସହ ମାଡ ହେଲା ଗାଡ଼ି

ନୂଆଦିଲ୍ଲୀ,୪ ।୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ସକାଳେ ଉତ୍ତର ପ୍ରଦେଶର ରାମପୁର ଗସ୍ତ କରିଛନ୍ତି । ତେବେ ଝାପୁଡ ରୋଡରେ ପ୍ରିୟଙ୍କାଙ୍କ...

ଦ୍ୱାରକା ପୀଠ ଶଙ୍କରାଚାର୍ଯ୍ୟଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୧।୯: ଦ୍ୱାରକା ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ରବିବାର ପରଲୋକ ହୋଇଯାଇଛି। ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ...

ନିଯୁକ୍ତି ଦେବାକୁ ଚାହୁଁନାହାନ୍ତି ମୋଦି, କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୫ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ଜେ୍‌ରିଓ୍ବାଲ ଯୁବତୀଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଚାହୁଁନାହାନ୍ତି। ସମାଜରେ ଘୃଣା ବିସ୍ତାର କରିବା ହେଉଛି...

ଇଞ୍ଜିନ ଛାଡ଼ି ଧାଇଁଲା ୫ ବଗି

ପାଟନା, ୩ା୨:ବିହାରର ବେଟ୍ଟିହାରେ ଥିବା ମଝଉଲିଆ ରେଳଷ୍ଟେଶନରେ ଗୁରୁବାର ସତ୍ୟାଗ୍ରହ ଏକ୍ସପ୍ରେସ୍‌ ଟ୍ରେନ୍‌ର ୫ଟି ବଗି ଇଞ୍ଜିନ୍‌ରୁ ଅଲଗା ହୋଇଯାଇଥିଲା। ସକାଳ ୧୦ଟା ସମୟରେ ଏହି...

Advertisement
Archives

Model This Week