Home Left

ଏରର୍‌ ୪୦୪; ଆଉଜଣେ ଧୋନୀ କେବେ ବି ମିଳିବେ ନାହିଁ: କୈଫ୍‌

ନୂଆଦିଲ୍ଲୀ,୭।୭: ଭାରତୀୟ କ୍ରିକେଟ୍‌ ଟିମ୍‌ର ସବୁଠାରୁ ସଫଳ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ। ମଙ୍ଗଳବାର ସେ ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଧୋନୀଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ସେଭଳି ଏକ ବାର୍ତ୍ତା ଏବେ ଚର୍ଚ୍ଚାରେ। ସେଇଟି ହେଲା…

ଗ୍ରାହକଙ୍କୁ ଅସୀମିତ କଲ୍‌ ସାଙ୍ଗକୁ ଦିନକୁ ୫ ଜିବି ଡାଟା ଦେଉଛି ବିଏସ୍‌ଏନ୍‌ଏଲ୍‌ର ଏହି ନୂଆ ପ୍ଲାନ; ଜାଣନ୍ତୁ..

ନୂଆଦିଲ୍ଲୀ,୭।୭: ବିଏସ୍‌ଏନ୍‌ଏଲ୍‌ ଆଣିଛି ନୂଆ ପ୍ଲାନ। ମାତ୍ର ୫୯୯ ଟଙ୍କାରେ ଗ୍ରାହକମାନେ ପାଇବେ ଅନ୍‌ଲିମିଟେଡ୍‌(ଅସୀମିତ)  ଭଏସ୍‌ କଲିଂ ସହ ପ୍ରତିଦିନ ୫ ଜିବି ହାଇସ୍ପିଡ୍‌ ଡାଟା। ଏହାର ଭାଲିଡିଟି ୯୦ ଦିନ ରହିବ। ପ୍ଲାନକୁ ଓ୍ବାର୍କ ଫ୍ରମ ହୋମ୍‌ ପ୍ଲାନ୍‌ ଭାବେ…

ସିପିଏଲ୍‌ ଖେଳିବାରେ ତାମ୍ବେ ପ୍ରଥମ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୭।୭- ଲେଗ୍‌ ସ୍ପିନର ପ୍ରବୀଣ ତାମ୍ବେ ପ୍ରଥମ ଭାରତୀୟ କ୍ରିକେଟର୍‌ ଭାବେ କାରବୀୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ଖେଳିବାର ସୁଯୋଗ ପାଇଛନ୍ତି। ସିପିଏଲ୍‌ ପକ୍ଷରୁ ଏହାର ୬ଟି ଫ୍ରାଞ୍ଚାଇଜ ସେମାନଙ୍କ ଖେଳାଳି ତାଲିକା ପ୍ରକାଶ କରିଛନ୍ତି। ଯେଉଁଥିରେ ୪୮ ବର୍ଷୀୟ…

ସରକାରୀ କର୍ମଚାରୀଙ୍କ ଏସବୁ କାର୍ଯ୍ୟ ଉପରେ ଲାଗିଲା କଟକଣା

ଭୁବନେଶ୍ୱର,୭।୭(ବ୍ୟୁରୋ): ସରକାରୀ କର୍ମଚାରୀ ଓ ଠିକା କର୍ମଚାରୀଙ୍କ ଉପରେ ନୂଆ କଟକଣା ଲାଗୁ କରାଯାଇଛି। ବିଶେଷକରି ଗଣମାଧ୍ୟମକୁ ପ୍ରେସ୍‌ ରିଲିଜ ବା ମତାମତ ଦେବା ଉପରେ କଟକଣା ଲାଗିଛି। ପଦୋନ୍ନତି, ଦରମା, ଚାକିରି ସର୍ତ୍ତାବଳୀ ଉପରେ ସେମାନେ କହିପାରିବେ ନାହିଁ। ଚାକିରି…

୪୬ ବର୍ଷରେ ପ୍ରଥମ ଥର ପାଇଁ ୧୧୭ ଦିନ ବନ୍ଦ ରହିଲା କ୍ରିକେଟ୍‌

ଲଣ୍ଡନ, ୭।୭- ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳ ମଧ୍ୟରେ ବହୁପ୍ରତୀକ୍ଷିତ ଟେଷ୍ଟ ସିରିଜ ବୁଧବାରଠାରୁ ସାଉଥାମ୍ପଟନରେ ଆରମ୍ଭ ହେବାକୁ ଯାଉଛି। ମହାମାରୀ କରୋନା ଲାଗି ୪ ମାସ ପାଖାପାଖି ଅନ୍ତର୍ଜାତୀୟ କ୍ରିକେଟ୍‌ ପ୍ରତିଯୋଗିତା ବନ୍ଦ ରହିଥିଲା। ଫଳରେ ଦୀର୍ଘ…

‘ମେମୋରିଆଲାଇଜ୍ଡ’ ହେଲା ଅଭିନେତା ଇରଫାନ୍‌ଙ୍କ ଆକାଉଣ୍ଟ

ବମ୍ବେ: ନୂତନ ବର୍ଷ ନୂଆ ଉଦ୍ଦିପନା ନେଇ ଆସେ। ଅନେକ ନୂଆ ବର୍ଷକୁ ନେଇ ନାନାଦି ଯୋଜନା କରିଥାନ୍ତି। ହେଲେ ଚଳିତ ୨୦୨୦ ଅନେକ କିଛିକୁ ନେଇ ସ୍ମରଣୀୟ ରହିବ। କରୋନାର କାୟାଠାରୁ ଆରମ୍ଭ କରି ଅନେକ ବଲିଉଡ୍‌ କଳାକାର ବିଗତ…

ପୁଣି ଜଣେ କରୋନା ରୋଗୀଙ୍କ ମୃତଦେହ ସହ ଅସମ୍ମାନ

ଭୋପାଲ,୭।୭: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ କରୋନା ରୋଗୀଙ୍କ ମୃତଦେହକୁ ଅତି ଦୟନୀୟ ଅବସ୍ଥାରେ ହସ୍ପିଟାଲ କର୍ମଚାରୀ ଅଳିଆ ଗଦାରେ ଫୋପାଡି ଦେଇଥିବା ଜଣାପଡ଼ିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…

ଲକ୍‌ଡାଉନ୍‌ରେ ଘରେ ବସି ବୃଦ୍ଧା ହୋଇଗଲେ ଶିଳ୍ପା ଶେଟ୍ଟୀ

କରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ସମସ୍ତଙ୍କୁ ଘରେ ରହିବା ପାଇଁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଉଛି। ଏବେ ଲକ୍‌ଡାଉନ୍‌ ନିୟମରେ କିଛିଟା କୋହଳ କରିଛନ୍ତି। ତେବେ ସମସ୍ତେ ଏହି ମହାମାରୀ ଏବଂ…

ଗଞ୍ଜାମ ଜିଲାପାଳଙ୍କ ବଡ଼ ଘୋଷଣା: ଆସନ୍ତା ୯ରୁ ସମସ୍ତ ସହରାଞ୍ଚଳ, ୫ ବ୍ଲକ ସଟ୍‌ଡାଉନ୍‌; ଜାଣନ୍ତୁ..

ଛତ୍ରପୁର, ୭।୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଜ଼ିଲାର ବିଏମ୍‌ସି ସମେତ ୧୮ ସହରାଞ୍ଚଳ ଏବଂ ସାନଖେମୁଣ୍ଡି, ଶେରଗଡ଼, ପାତ୍ରପୁର, ଧରାକୋଟ, ଜଗନ୍ନାଥପ୍ରସାଦ ବ୍ଲକର ହେଡକ୍ୱାର୍ଟର ଶଟ୍‌ଡାଉନ୍‌ ରହିବ। ଆସନ୍ତା ୯ ତାରିଖରୁ…

ବିଜୁଳି ବିଲ୍‌ ୧୦କୋଟି…

ଶ୍ରୀନଗର,୭।୭: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର ମେଣ୍ଢର ତହସିଲ୍‌ରେ ବିଦ୍ୟୁତ୍‌ ବିଭାଗର ଅବହେଳା ସାମ୍ନାକୁ ଆସିଛି। ବିଭାଗ ପକ୍ଷରୁ ଜଣେ ଉପଭୋକ୍ତାଙ୍କୁ ପ୍ରାୟ ୧୦କୋଟି ଟଙ୍କାର ବିଲ୍‌ ପଠାଇଥିବା ଦେଖିବାକୁ ମିଳିଛି। ଏହା ଏବେ ପୁରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ,…

‘ମେରେ ସାଇଁ’ର ଶୁଟିଂ ସେଟ୍‌ରେ ପହଞ୍ଚିଲା କରୋନା

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ଫିଲ୍ମଠାରୁ ଆରମ୍ଭକରି ଧାରାବାହିକର ପର୍ଯ୍ୟନ୍ତ ସବୁ ଶୁଟିଂ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ଶୁଟିଂ ଆରମ୍ଭ ହୋଇଛି। ତେବେ ସୋନୀ ଟିଭିରେ ପ୍ରସାରିତ ଧାରାବାହିକ ‘ମେରେ ସାଇଁ’ ର ଶୁଟିଂ ଆରମ୍ଭ…

ସିନ୍ଧିଆଙ୍କ ସହଯୋଗୀ କରୋନାରେ ପୀଡ଼ିତ

ଭୋପାଳ,୭।୭: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭା ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହଯୋଗୀ (ପି.ଏ.) ଅନୀଲ ମିଶ୍ରା ମଙ୍ଗଳବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଅନୀଲଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯିବା ପରେ ତାଙ୍କର ନମୂନା ଯାଞ୍ଚ କରାଯାଇଥିଲା। ତେବେ ମଙ୍ଗଳବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri