Home Left

ଦୀପାବଳିରେ ଫୁଟିବ ନାହିଁ ବାଣ: ଗେହଲଟ

ଜୟପୁର,୨ ।୧୧: ଦେଶରେ ଜାରି ରହିଥିବା କରୋନା ସଂକ୍ରମଣକୁ ଦେଖି ଏବେ ଲୋକଙ୍କ ଜୀବନ ବଞ୍ଚାଇବା ଏକ ଚ୍ୟାଲେଞ୍ଜ ହୋଇପଡିଛି ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବଜାରରେ ବାଣ ବିକ୍ରି…

ହୃଦ୍‌ଘାତ ଆଶଙ୍କା କମାଏ ଭିଟାମିନ୍‌ ‘ସି’

ଆମେ ସମ୍ମୁଖୀନ ହେଉଥିବା ଜଟିଳ ସ୍ବାସ୍ଥ୍ୟ ସମସ୍ୟାଗୁଡିକ ମଧ୍ୟରୁ ହୃଦ୍‌ଘାତ ଅନ୍ୟତମ। ଅବଶ୍ୟ ଆଜିକାଲି ଏହାର ଉପଚାର ସମ୍ଭବ ହେଲାଣି। ହେଲେ ଯଦି ପରିସ୍ଥିତି ଜଟିଳ ହୁଏ ତେବେ ହୃଦ୍‌ରୋଗୀ ମୃତ୍ୟୁବରଣ କରିବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ହୃଦ୍‌ଘାତଠାରୁ ନିଜକୁ…

ଜିନୀୟ ସମ୍ପାଦନା ଉପକରଣ

ସଜୀବର ଜୀବନଶୈଳୀ ନିର୍ଭର କରିଥାଏ ତା’ ଜିନ୍‌ ଉପରେ। ଏଥିରେ ହିଁ ଲିପିବଦ୍ଧ ହୋଇଥାଏ ତାହାର ମାନଚିତ୍ର। ଏହାର ସଂରଚନାରେ ତାରତମ୍ୟ ସେ ପ୍ରତ୍ୟେକଙ୍କୁ ଅନ୍ୟଠାରୁ ଭିନ୍ନ କରି ଗଢ଼ିଥାଏ। ଅନ୍ୟପକ୍ଷରେ, ତହିଁରେ ସାମାନ୍ୟତମ ତ୍ରୁଟିର ପରିଣାମ ଭୟାବହ ହୋଇପାରେ !…

ଟିକା ବଣ୍ଟନ ପାଇଁ ଗଠନ ହେବ ତ୍ରିସ୍ତରୀୟ କମିଟି

ଭୁବନେଶ୍ୱର,୨।୧୧(ବ୍ୟୁରୋ): କରୋନା ମହାମାରୀକୁ ରୋକିବା ପାଇଁ ଟିକା ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ତେବେ ଟିକା ପ୍ରସ୍ତୁତ ହେବାପରେ କେଉଁମାନଙ୍କୁ ପ୍ରଥମେ ଦିଆଯିବ ତାକୁ ନେଇ ମଧ୍ୟ ବିଚାରବିମର୍ଶ ଜାରି ରହିଛି। ପ୍ରଥମେ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଭଳି କରୋନା ଯୋଦ୍ଧାଙ୍କ…

କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ଡବ୍ଳୁଏଚ୍‌ଓ ମୁଖ୍ୟ, ଟୁଇଟ୍‌ କରି ଦେଲେ ସ୍ବାସ୍ଥ୍ୟ ସୂଚନା

ଜେନିଭା,୨।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଳୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ ଆଧାନୋମ ଗ୍ରେବେସିୟସ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ ଏବେ କ୍ୱାରାଣ୍ଟାଇନରେ ଥିବା ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଡବ୍ଲୁଏଚ୍‌ଓ ମୁଖ୍ୟ ଟୁଇଟ କରି କହିଛନ୍ତି ଯେ କରୋନା ସଂକ୍ରମିତ…

ଜମି ସମସ୍ୟାରେ ଅଟକିଛି ଡିଏମ୍‌ଏଫ୍‌ ପ୍ରକଳ୍ପ

ଯାଜପୁର ଅଫିସ,୨।୧୧: ଯାଜପୁର ଜିଲାରେ ୧୭ଟି ଉନ୍ନୟନ ପ୍ରକଳ୍ପ (ପ୍ରତ୍ୟେକର ମୂଲ୍ୟ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ବିଭିନ୍ନ କାରଣରୁ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ସେଥିରୁ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠି ଓ ଷ୍ଟେଟ ପ୍ଲାନରୁ ୮ଟି ଲେଖାଏ ଏବଂ ଗ୍ରାମୀଣ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ, ୧୦ରୁ ଅଧିକ ଆହତ

ଲକ୍ଷ୍ନୌ,୨।୧୧: ଉତ୍ତରପ୍ରଦେଶର ବହରାଇଚରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ସ୍ଥାନୀୟ ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ…

ବାହାର ନେତା, କର୍ମୀଙ୍କ ଲାଗି କଟକଣା

ଜଗତ୍‌ସିଂହପୁର ଅଫିସ,୨।୧୧: ତିର୍ତ୍ତୋଲ ଉପନିର୍ବାଚନ ରବିବାର ସନ୍ଧ୍ୟାରେ ପ୍ରଚାର ସରିବା ପରେ ନିର୍ବାଚନମଣ୍ଡଳୀ ବାହାରୁ ଆସିଥିବା ନେତା,କର୍ମୀଙ୍କ ରହଣି ଉପରେ କଟକଣା ଜାରି କରାଯାଇଛି। ଏନେଇ ଜିଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଓ ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଆର୍‌ଙ୍କ…

ପ୍ରିନ୍ସ ୱିଲିୟମଙ୍କୁ ହୋଇଥିଲା କରୋନା, ୭ ମାସ ପରେ କଲେ ଖୁଲାସା

ଲଣ୍ଡନ,୨।୧୧: ସାରା ବିଶ୍ୱରେ ଅନେକ ସେଲିବ୍ରିଟିମାନେ ମହାମାରୀ କରୋନା ଆକ୍ରାନ୍ତ ହେବା ନଜିର ରହିଛି। ଏହି କ୍ରମରେ ବ୍ରିଟେନର ରାଜ ପରିବାରର ସଦସ୍ୟ ପ୍ରିନ୍ସ ୱିଲିୟମ ଗତ ଏପ୍ରିଲରେ କରୋନା ସଂକ୍ରମିତ ହୋଇଥିଲେ ବୋଲି ଜଣାପଡିଛି। ତାଙ୍କ ପିତା ପ୍ରିନ୍ସ ଚାଲର୍‌ସ…

ବିହାରକୁୁ ସମ୍ଭାଳିବାରେ ନୀତିଶ ଅକ୍ଷମ: ତେଜସ୍ବୀ

ପାଟନା,୨।୧୧: ବିହାର ବିଧାନସଭା ନିର୍ବାଚନ ପ୍ରଚାରରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ଆର୍‌ଜେଡ଼ି ପକ୍ଷରୁ ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ସୋମବାର ସେ କହିଛନ୍ତି ଯେ, ବିହାରକୁ ସମ୍ଭାଳିବାରେ ନୀତିଶ ଅକ୍ଷମ।…

ବୁଥ୍‌ରେ ପହଞ୍ଚିଲେ ପୋଲିଂ କର୍ମଚାରୀ

ଜଗତ୍‌ସିଂହପୁର ଅଫିସ,୨ା୧୧: ପୋଲିଂ କର୍ମଚାରୀ ବୁଥ୍‌ମୁହାଁ ହୋଇଛନ୍ତି। କର୍ମଚାରୀମାନେ ସ୍ଥାନୀୟ ଏସ୍‌ଭିଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ହୋଇଥିବା ପୋଲିଂ ପାର୍ଟି ପ୍ରେରଣ କେନ୍ଦ୍ରରେ ପହଞ୍ଚିଲା ପରେ ପରେ ସେମାନଙ୍କୁ ବିଭିନ୍ନ ବୁଥ୍‌କୁ ପଠାଇ ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଥ୍‌…

ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଶେଷ

ପାଟନା,୨ା୧୧(ଆଇଏଏନ୍‌ଏସ୍‌): ବିହାର ବିଧାନସଭା ଲାଗି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ୩ ତାରିଖରେ ହେବାକୁ ଥିବାବେଳେ ରବିବାର ସନ୍ଧ୍ୟାରେ ସେଠାରେ ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ସବୁ ଦଳ ପକ୍ଷରୁ ପ୍ରଚାରକୁ ଜୋର୍‌ଦାର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷ ଦିନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?