ଟିଭି ସିରିଏଲ୍ର ଏହି ଅଭିନେତା କରୋନା ପଜିଟିଭ୍: ୩ଦିନ ଯାଏଁ ବନ୍ଦ ରହିଲା ଶୁଟିଂ
ମୁମ୍ବାଇ,୭।୭: କରୋନା ଲକ୍ଡାଉନ ଯୋଗୁ ୩ମାସରୁ ସମସ୍ତ ଫିଲ୍ମ ଓ ସିରିୟଲ୍ ଶୁଟିଂ ବନ୍ଦ ରହିଛି। କରୋନା ସଙ୍କଟ ମଧ୍ୟରେ ତଥା ଅନ୍ଲକ-୨ରେ ମହାରାଷ୍ଟ୍ର ସରକାର କେତେକ କଟକଣା ଉପରେ କୋହଳ କରିଛନ୍ତି। ସେଥିମଧ୍ୟରୁ ସିରିୟଲ୍ ଶୁଟିଂ ଅନ୍ୟତମ। ସରକାର ଟିଭି…
କରୋନା ମହାମାରୀ ପରେ ଦେଖା ଦେଇପାରେ ଖାଦ୍ୟ ସଙ୍କଟ
ନୂଆଦିଲ୍ଲୀ,୭।୭: କରୋନା ମହାମାରୀ ମଧ୍ୟରେ ଏବେ ଚିନ୍ତା ବଢାଇଛି ପଙ୍ଗପାଳ ଦଳ। ଚାଷୀଙ୍କ ପାଇଁ ଏମାନେ ଏବେ ମହାମାରୀର ରୂପ ନେବାକୁ ଯାଉଛନ୍ତି। ପାକିସ୍ତାନରୁ ଆସିଥିବା ଏହି ପଙ୍ଗପାଳ ଏବେ ଭାରତରେ କୃଷକଙ୍କ ଚିନ୍ତା ବଢାଇ ଚାଲିଛି। ଏବେ ପଙ୍ଗପାଳ ଦେଶର…
‘ମୋ ସରକାର’ରେ ସାମିଲ ହେବ କୋଭିଡ୍ ପରିଚାଳନା, ମାସ୍କ ନ ପିନ୍ଧିଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ:ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୭।୭(ବ୍ୟୁରୋ): କୋଭିଡ ପରିଚାଳନା ‘ମୋ ସରକାର’ ଅଧୀନରେ ସାମିଲ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନଫରେନ୍ସିଂରେ ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ‘ମୋ ସରକାର’ ଅଧୀନରେ କୋଭିଡ ପରିଚାଳନା…
ଅଜବ ବିଶ୍ୱାସ: ନିଆଁରେ ନାଚିଲେ ଭଲ ହୋଇଯାଏ ରୋଗ
ମିନ୍ସକ୍, ୭।୭: ପୃଥିବୀର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କେତେକ ଅଜବ ବିଶ୍ୱାସ ରହିଥିବାର ଦେଖିବାକୁ ମିଳେ। ବେଲାରୁଷ୍ର ଲୋକଙ୍କ ମଧ୍ୟରେ ଏଭଳି ବିଶ୍ୱାସ ରହିଛି। ଏଠାରେ ପ୍ରତିବର୍ଷ ଜୁଲାଇ ୬ ଅବା ୭ରେ ଏକ ଉତ୍ସବ ପାଳିତ ହୋଇଥାଏ। ଉତ୍ସବରେ…
୨୫୦୦ରେ ମିଳୁଛି କରୋନା ନେଗେଟିଭ୍ ସାର୍ଟିଫିକେଟ
ମିରଠ,୭।୭: କରୋନା ଭାଇରସ୍ ସଂକ୍ରମଣ ଦେଶର ପ୍ରାୟ ସବୁ ସ୍ଥାନରେ ବ୍ୟାପିସାରିଛି। ଏହାର ମୁକାବିଲା ପାଇଁ ସାରା ବିଶ୍ୱ ଏକ ହୋଇଥିବା ବେଳେ ଯେଉଠିଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ସେଠାରେ କରୋନା ରିପୋର୍ଟକୁ ନେଇ…
ସୁସ୍ଥ ହେଉଥିବା କରୋନା ରୋଗୀଙ୍କୁ କୋଳାଗ୍ରତ କରି ବିଦାୟ ଦେଉଛନ୍ତି ଡାକ୍ତର !
ପଣଜୀ,୭।୭: କରୋନା ସଂକ୍ରମଣକୁ ଦେଖି ଏବେ ଏହା ଏକ ଅଛୁଆଁ ରୋଗ ବୋଲି ଆଲୋଚନା ହେଉଛି। ଏମିତିକି ରୋଗୀ ସୁସ୍ଥ ହେବାପରେ ବି କେହି ତାଙ୍କୁ ସ୍ପର୍ଶ କରିବାକୁ ଭୟ କରୁଛନ୍ତି। ହେଲେ ସମାଜରେ ଯେମିତି ଏମାନଙ୍କୁ କେହି ବାରଣ ନ…
୨ ଜଣ କରୋନା ପଜିଟିଭ ଚିହ୍ନଟ: ବାଲିପଦରକୁ ୭ ଦିନ ଶଟଡାଉନ ଘୋଷଣା
ବୁଗୁଡ଼ା,୭।୭:(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଳକ ଅନ୍ତର୍ଗତ ବାଲିପଦରକୁ ମଙ୍ଗଳବାରଠାରୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ୭ ଦିନ ଶଟ୍ଡାଉନ୍ ଘୋଷଣା ହୋଇଛି। ଜିଲାପାଳ କ୍ଷମତା ପ୍ରଯୋଗ କରି ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା ଶଟଡାଉନ ଘୋଷଣାକରିଛନ୍ତି। ବାଲିପଦର କୁମୁଟି ସାହି ଏବଂ ମୁଖ୍ୟ…
ଭୁବନେଶ୍ୱର ଟେକ୍ ମହିନ୍ଦ୍ରା ଅଫିସ୍ ସିଲ୍: ୨୦ ତାରିଖ ପର୍ଯ୍ୟନ୍ତ ହୋମ୍ କ୍ୱାରାଣ୍ଟାଇନରେ ରହିବେ ସମସ୍ତ କର୍ମଚାରୀ
ଭୁବନେଶ୍ୱର, ୭।୭(ବ୍ୟୁରୋ): ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରେ ଥିବା ସଫ୍ଟଓ୍ବେର କମ୍ପାନୀ ଟେକ ମହିନ୍ଦ୍ରା ଅଫିସକୁ ବିଏମ୍ସି ପକ୍ଷରୁ ମଙ୍ଗଳବାର ସିଲ୍ କରାଯାଇଛି। ୩ ଦିନ ଭିତରେ ଏହି ଅଫିସ୍ର ୭ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ…
ରାସ୍ତାରେ ଟିକ୍ଟକ୍ କରୁଥିଲେ ଯୁବତୀ: ଜାଣନ୍ତୁ କ’ଣ ହେଲା
ଯୁବବର୍ଗଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଲେଟେଷ୍ଟ ଡ୍ରେଣ୍ଡ ଫଲୋ କରିବାର ନିଶା ଲାଗିଛି। ତେବେ ଏହା ଯେତେ କଷ୍କକର ହୋଇଥାଉ ନା କାହିଁକି। ଏଥିରେ ଜୀବନ ଯିବାର ଭୟ ଥିଲେ ମଧ୍ୟ ଯୁବବର୍ଗ ଏହାକୁ ଆପଣାଉଛନ୍ତି। ଏବେ ସୋସିଆଲ ମିଡିଆରେ ସେମିତି…
ପୁଲଓ୍ବାମା ଏନ୍କାଉଣ୍ଟରରେ ଜଣେ ଯବାନ ଶହୀଦ, ଜଣେ ଆତଙ୍କବାଦୀ ନିହତ
ପୁଲଓ୍ବାମା,୭।୭: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ମଙ୍ଗଳବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍କାଉଣ୍ଟରରେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ଓ ୨ଜଣ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପୁଲଓ୍ବାମା ଗୁସୁ ଗାଁରେ କିଛି ଆତଙ୍କବାଦୀ…
ଘରକୁ ଘର ବୁଲି ସ୍କ୍ରିନିଂ ବେଳେ୪ ଦିନ ହେବ ଶଟଡାଉନ: ଗଞ୍ଜାମ ଜିଲାପାଳ
ଛତ୍ରପୁର,୭।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ମୁକାବିଲା ପାଇଁ ବୁଧବାର ଠାରୁ ସହରାଞ୍ଚଳରେ ଘରକୁ ଘର ବୁଲି ସ୍କ୍ରିନିଂ ଆରମ୍ଭ ହେବ। ସ୍କ୍ରିନିଂ ସମୟରେ ଆବଶ୍ୟକତାକୁ ଦେଖି ସେହି ଅଞ୍ଚଳକୁ ୩ ରୁ ୪ ଦିନ ଶଟଡାଉନ ରଖାଯିବ । ଏସମ୍ପର୍କରେ ଜିଲାପାଳ…
ଗଞ୍ଜାମକୁ ଆସିଲା ଆଣ୍ଟିଜେନ କିଟ୍, ଟେଷ୍ଟିଙ୍ଗ ଆରମ୍ଭ: ଜିଲାପାଳ
ଛତ୍ରପୁର,୭।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାକୁ ଆଣ୍ଟିଜେନ୍ କିଟ୍ ଆସିଛି। ଆଜିଠାରୁ ଜିଲାରେ ଆଣ୍ଟିଜେନ୍ ଟେଷ୍ଟିଂ ଗାଇଡଲାଇନ ଅନୁସାରେ ଆରମ୍ଭ ହେବ । ମଙ୍ଗଳବାର ଏନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ସୂଚନା ଦେଇଛନ୍ତି । କୋଭିଡ ଲକ୍ଷଣ ଥିଲେ ଲୁଚାଅନି,…
Archives


