Home Left

କୋଭିଡ୍‌ ହସ୍ପିଟାଲରୁ ଫେରାର କରୋନା ଆକ୍ରାନ୍ତ ଧରାପଡ଼ିଲେ : ୨ ଦିନ ହେଲା ଫେରାର ଥିଲେ

ନବରଙ୍ଗପୁର,୭।୭ (ବି.ପ୍ର.): ନବରଙ୍ଗପୁରସ୍ଥିତ କୋଭିଡ ହସ୍ପିଟାଲରୁ ଗତ ୫ ତାରିଖରେ କାନ୍ଥ ଡେଇଁ ଫେରାର ହୋଇଥିବା କରୋନା ଆକ୍ରାନ୍ତଙ୍କୁ ୨ ଦିନ ପରେ ଅର୍ଥାତ୍‌ ମଙ୍ଗଳବାର ଜିଲା ପୋଲିସ ଧରିବାରେ ସକ୍ଷମ ହୋଇଛି। ତାକୁ ଧରିବା ପରେ ପୁଣିଥରେ ଉକ୍ତ କୋଭିଡ…

କାର୍‌ରେ ପ୍ରେସ୍‌ ଲେଖି ବୁଲୁଥିଲେ ଜଙ୍ଗଲରେ: ଟେକିନେଲେ ଗ୍ରାମବାସୀ

କେନ୍ଦୁଝର,୭।୭( ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ କରଦାଙ୍ଗୀ ଜଙ୍ଗଲରେ ମଙ୍ଗଳବାର ୬ ଜଣ ବ୍ୟକ୍ତି କାରରେ ପ୍ରେସ ଲେଖି ସନ୍ଦେହ ଜନକ ଭାବେ ବୁଲୁଥିଲେ। ହାତୀ ଶିକାରୀ ସନ୍ଦେହରେ ଗ୍ରାମବାସୀ ସେମାନଙ୍କୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ସେମାନଙ୍କ…

ବରିଷ୍ଠ ନାଗରିକଙ୍କ ପାଇଁ ଆକ୍ସନ ପ୍ଲାନ୍‌: ଉପକୃତ ହେବେ ୧୦ ଲକ୍ଷ ବରିଷ୍ଠ ନାଗରିକ

ଭୁବନେଶ୍ୱର, ୭।୭(ବ୍ୟୁରୋ): ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ସ୍ବତନ୍ତ୍ର ଯୋଜନାକୁ ରାଜ୍ୟ ସରକାର ସହମତି ପ୍ରକାଶ କରିଛନ୍ତି। ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ମଙ୍ଗଳବାର ସୂଚନା ଦେଇଛନ୍ତି। ରାଜ୍ୟରେ ଖୁବ୍‌ଶୀଘ୍ର ଆକ୍ସନ ପ୍ଲାନ୍‌…

ହଂକଂ ବଜାରରୁ ଖୁବ୍‌ଶୀଘ୍ର ହଟିବ ଟିକ୍‌ଟକ୍‌

ହଂକଂ,୭।୭: ବିଶ୍ୱର କିଛି ଦେଶ ଟିକ୍‌ଟକ୍‌ ବ୍ୟାନ କରିବା ପରେ ଏବେ ହଂକଂ ବଜାରରୁ ଆପଣାଛାଏଁ ଟିକ୍‌ଟକ୍‌ ହଟିଯିବ ବୋଲି କହିଛି। ସୋମବାର ଟିକ୍‌ଟକ୍‌ର ପ୍ରବକ୍ତା ରଏଟର୍ସକୁ ଏହି ସୂଚନା ଦେଇଛନ୍ତି। ଚାଇନା ଦ୍ୱାରା ଲାଗୁ କରାଯାଇଥିବା ରାଷ୍ଟ୍ରୀୟ ସୁରକ୍ଷା ଆଇନ…

ଅଣ୍ଡା ଭାଜିବା ବେଳେ ଗ୍ୟାସରୁ ଲାଗିଲା ନିଆଁ

ଚିତ୍ରଡ଼ା,୭।୭(ଡ଼ି.ଏନ୍‌.ଏ): ମୟୂଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ମୋରଡା ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁରେନ୍ଦ୍ର ସେଠୀଙ୍କ ଘରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ତିନି ବଖରା ଘର ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି। ସୂଚନାଯୋଗ୍ୟ, ସୁରେନ୍ଦ୍ରଙ୍କ ସ୍ତ୍ରୀ ସାବିତ୍ରୀ…

ନାବାଳିକାଙ୍କୁ ବଳାତ୍କାର, ଗର୍ଭପାତ ଘଟଣା: ଡାକ୍ତର ଗିରଫ

ସୁନ୍ଦରଗଡ଼,୭।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ନାବାଳିକାଙ୍କୁ ବଳାତ୍କାର, ଗର୍ଭପାତ ଘଟଣାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ବୀରମିତ୍ରପୁର ସାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦେବାଶିଷ ଘୋଷଙ୍କୁ ଗିରଫ କରିଛି। ବେଆଇନ ଭାବେ ଗର୍ଭପାତ କରାଇଥିବା ଅଭିଯୋଗରେ ତାଙ୍କୁ ପଚରାଉଚରା ପରେ କ୍ରାଇମବ୍ରାଞ୍ଚ ଗିରଫ କରି…

ରାଜଧାନୀରେ ୧ଲକ୍ଷ ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୭।୭: ବେଳକୁ ବେଳ ଡରାଇ ଚାଲିଛି କରୋନା ମହାମାରୀ। ରାଜଧାନୀ ଦିଲ୍ଲୀରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଥିବା ବେଳେ ଏହାକୁ ନେଇ ଭୟଭୀତ ନ ହେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ସେ କହିଛନ୍ତି ଏବେସୁ୍‌ଦ୍ଧା…

ଚାଇନାକୁ ପୁଣି ଝଟ୍‌କା: ଆପଲ ପ୍ଲେ ଷ୍ଟୋରରୁ ହଟିଲା ୪୫୦୦ ଗେମ୍‌ ଆପ୍‌

ନୂଆଦିଲ୍ଲୀ, ୭।୭: ଗଲଓ୍ବାନ ଘାଟିର ହିଂସକ ସଂଘର୍ଷ ପରେ ଚାଇନା ଉପରେ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି। ଭାରତ ସରକାର ୫୯ ଚାଇନା ଆପ୍‌କୁ ବ୍ୟାନ୍‌ କରିଥିବା ବେଳେ ଏବେ ଆପଲ ପ୍ଲେ ଷ୍ଟୋରରୁ ୪୫୦୦ ଚାଇନା ଗେମ୍‌…

ଭାରତ ପରେ ଏବେ ଏହି ଦେଶରେ ଟିକ୍‌ଟକ୍‌ ସମେତ ୫୯ ଚାଇନା ଆପ୍‌ ଉପରେ ଲାଗିପାରେ ପ୍ରତିବନ୍ଧକ: ସଙ୍କେତ ଦେଲେ ବର୍ହିବ୍ୟାପାର ମନ୍ତ୍ରୀ

ଓ୍ବାଶିଂଟନ,୭।୭: ଭାରତ ସରକାରଙ୍କ ଦ୍ୱାରା ଟିକ୍‌ଟକ୍‌ ସହିତ ୫୯ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏବେ ସାରା ବିଶ୍ୱରେ ଚାଇନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଆମେରିକାର ବର୍ହିବ୍ୟାପାର ମନ୍ତ୍ରୀ ମାଇକ୍‌ ପୋମ୍ପିଓ ମଙ୍ଗଳବାର ଏନେଇ…

ବଲିଉଡ୍‌କୁ ଆଉ ଏକ ଝଟ୍‌କା: ପ୍ରାଣ ହରାଇଲେ ଫିଲ୍ମ ନିର୍ମାତା ହରିଶ ଶାହ

ବଲିଉଡ୍‌ ଇଣ୍ଡଷ୍ଟ୍ରି ପାଇଁ ୨୦୨୦ ଯେପରି ଅଶୁଭ ବର୍ଷ। ଜଣେ ପରେ ଜଣେ ବଲିଉଡ୍‌ କଳାକାର, ନିର୍ମାତା, ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟୁଛି। ବୁଧବାର ବଲିଉଡ୍‌କୁ ଆଉ ଏକ ଝଟ୍‌କା ଲାଗିଛି। ୭୬ ବର୍ଷରେ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ହରିଶ ଶାହାଙ୍କ…

୨୦ ଦିନ ମଧ୍ୟରେ ରାଜଧାନୀରେ କମିଛି ସଂକ୍ରମଣ, ବଢିଛି ସୁସ୍ଥତା ହାର

ନୂଆଦିଲ୍ଲୀ,୭।୭: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ୧ ଲକ୍ଷ ପାର କରିଯିବା ପରେ ଏବେ ଏହା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟି ଯାଇଛି। ମହାରାଷ୍ଟ୍ର ଓ ତାମିଲନାଡୁ ପରେ ଏବେ ଦିଲ୍ଲୀବାସୀ ମଧ୍ୟ କରୋନା କୋପରୁ ବର୍ତ୍ତି ପାରି…

ପୁରୁଷୋତ୍ତମପୁରରେ ଜଣେ ଶିକ୍ଷୟିତ୍ରୀ, ବିଦ୍ୟୁତ୍‌ ବିଭାଗୀୟ କର୍ମଚାରୀ କରୋନା ଆକ୍ରାନ୍ତ

ପୁରୁଷୋତ୍ତମପୁର,୬।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସ୍‌ିରେ ରହୁଥିବା ଦୁଇ ଜଣ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ସେଥି ମଧ୍ୟରୁ ଜଣେ ଶିକ୍ଷୟିତ୍ରୀ ରହିଥିବା ବେଳେ ଆଉ ଜଣେ ବିଦ୍ୟୁତ୍‌ ବିଭାଗୀୟ କର୍ମଚାରୀ ରହିଛନ୍ତି। ଏହି ଦୁଇ ଜଣଙ୍କ ସ୍ବାବ ରିପୋର୍ଟ ସୋମବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri