Home Left

ଏକଦା ସଲମାନଙ୍କ ସହ ଫିଲ୍ମ କରିଥିଲେ ଏସବୁ ଅଭିନେତ୍ରୀ: ଆଜି ମିଳୁନି ଖୋଜ ଖବର

ବଲିଉଡର ‘ଦବଙ୍ଗ’ ଅଭିନେତା ସଲମାନ ଖାଁ ସହ କିଏ କାମ କରିବାକୁ ନ ଚାହିଁବ। ପ୍ରତ୍ୟେକ ଅଭିନେତ୍ରୀ ତାଙ୍କ ସହିତ ଫିଲ୍ମରେ କାମ କରିବାକୁ ଇଚ୍ଛା ରଖିଥାନ୍ତି। ତେବେ ଅନେକ ଅଭିନେତ୍ରୀଙ୍କ ସହିତ କାମ କରି ସଲମାନ ସେମାନଙ୍କ ଭାଗ୍ୟ ବଦଳାଇ…

ବିଭାଜନ ନୁହେଁ ଏକତାକୁ ପ୍ରାଥମିକତା ଦିଆଯିବ: ବାଇଡେନ୍‌

ଓ୍ବାଶିଂଟନ,୮।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ୭୭ ବର୍ଷ ବୟସ୍କ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କର ବିଜୟ ହୋଇଛି। ବାଇଡେନ୍‌ ଦେଶର ୪୬ ତମ ରାଷ୍ଟ୍ରପତି ଭାବେ ୨୦ ଜାନୁୟାରୀ ୨୦୨୧ରେ ଶପଥ ନେବେ। ଆମେରିକାର ଜନସାଧାରଣ ତାଙ୍କ ଉପରେ ଆସ୍ଥା…

ଏବେବି ପରାଜୟ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହାଁନ୍ତି ଟ୍ରମ୍ପ

ୱାଶିଂଟନ,୮ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ସରିଥିବା ବେଳେ ଏଥିରେ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନ ବିଜୟ ଲାଭ କରି ରାଷ୍ଟ୍ରପତି ପଦରେ ବସିବାକୁ ସଜବାଜ ହେଲେଣି । ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେବି ନିଜର…

୯୩ ବର୍ଷରେ ଆଡଭାନୀ: ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୮ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀ ୯୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଓ ସୁସ୍ଥ…

ପଶ୍ଚିମବଙ୍ଗର ସୀମା ଦଖଲ ଉଦ୍ୟମ: ଦୁଇ ରାଜ୍ୟ ସୀମାନ୍ତବାସୀ ମୁହାଁମୁହିଁ

ଭୋଗରାଇ,୮ା୧୧(ଡି.ଏନ.ଏ.): ଦୀର୍ଘ ଅଢେଇବର୍ଷ ନୀରବତା ପରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ପୁଣି ମୁଣ୍ଡ ଟେକିଛି। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଗ୍ରାମ ସାହାବାଜିପୁର ଗ୍ରାମ୍ୟ ଜଙ୍ଗଲକୁ ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଦୀଘା-ଶଙ୍କରପୁର ଉନ୍ନୟନ ପରିଷଦ ଶୁକ୍ରବାର ରାତିଅଧିଆ ବେଆଇନ ଭାବେ…

କମ୍ପୁଟର ବାବାଙ୍କ ଆଶ୍ରମରେ ଚାଲିଲା ବୁଲ୍‌ଡୋଜର

ଇନ୍ଦୋର,୮।୧୧: ମଧ୍ୟପ୍ରଦେଶର ଇନ୍ଦୋରଠାରେ ଥିବା କମ୍ପୁଟର ବାବାଙ୍କ ଆଶ୍ରମରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରବିବାର କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ବାବାଙ୍କର ଅବୈଧ ନିର୍ମାଣ ଉପରେ ବୁଲଡୋଜର ଚଲାଯାଇଛି। ବାବାଙ୍କ ଦ୍ୱାରା କରାଯାଇଥିବା ଅତିକ୍ରମଣ ହଟାଯାଇଛି। ଏହା ସହିତ ବାବା ଏବଂ…

ଯେମିତି ଭଗବାନ ରାମ ରାବଣକୁ ହରାଇଥିଲେ ଆମେ ସେମିତି ଦୀପାବଳିରେ କରୋନାକୁ ହରାଇବୁ: ଜନସନ

ଲଣ୍ଡନ,୮ ।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଯେମିତି ଭଗବାନ ରାମ ରାବଣକୁ ହରାଇ ପତ୍ନୀ ସୀତାଙ୍କ ସହ ଫେରିବା ସମୟରେ ଲକ୍ଷ ଲକ୍ଷ ଦୀପ ମାଧ୍ୟମରେ ତାଙ୍କର ସ୍ୱାଗତ କରାଯାଇଥିଲା, ଠିକ୍ ସେହିଭଳି ଭାବେ ଚଳିତ ବର୍ଷ ଦୀପାବଳିରେ…

ଅଧିକାରୀଙ୍କ ସହ ସଲାସୁତୁରା: ଚାଲିଛି ଟିକସ ଫାଙ୍କି ଖଣିଜ କାରବାର

ଭୁବନେଶ୍ୱର (ବ୍ୟୁରୋ)/ ଯୋଡ଼ା (ଡି.ଏନ.ଏ.), ୮ା୧୧: ୨୦୧୦-୧୧ରେ ଓଡ଼ିଶାର ଖଣି ଦୁର୍ନୀତି ସାରା ଦେଶରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏମ୍‌.ବି. ଶାହ କମିଶନ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କେନ୍ଦ୍ରୀୟ କ୍ଷମତା ସମ୍ପନ୍ନ କମିଟି(ସିଇସି) ଉକ୍ତ ଖଣି ଦୁର୍ନୀତିର…

୭୦ ବର୍ଷୀୟା ବୃଦ୍ଧା ମାଆକୁ ଘରୁ ବାହାର କରିଦେଲେ ପୁଅ, ବୋହୂ

ପୁରୀ ଅଫିସ,୮ା୧୧: ପାରିବାରିକ କଳହ ଏବେ ଭୟଙ୍କର ରୂପ ନେଉଛି। ଅନେକ ସମୟରେ ନିଜ ଜନ୍ମ କଲା ମାଆକୁ ବି ପୁଅ ହତାଦାର କରୁଛନ୍ତି। ଶନିବାର ପୁରୀରେ ଏମିତି ଏକ ଘଟଣା ନଜରକୁ ଆସିଛି। ବୃଦ୍ଧା ରୋଗଣା ମାଆକୁ ସ୍ତ୍ରୀ ସହିତ…

କରୋନା ଛଡ଼ାଇନେଇଛି ବୃତ୍ତି: ବଞ୍ଚିବା ପାଇଁ ଯାତ୍ରା କଳାକାରଙ୍କ ନିଆରା ପ୍ରୟାସ

ଭୁବନେଶ୍ୱର,୮ା୧୧(ବ୍ୟୁରୋ): କରୋନା ମହାମାରୀ ଛଡ଼ାଇନେଇଛି କଳାକାରଙ୍କ ବୃତ୍ତି, ବେଉସା। ପେଟକୁ ଦାନା ମୁଠେ ଯୋଗାଡ଼ କରିବାକୁ ସେମାନେ ବିଭିନ୍ନ ପନ୍ଥା ଆପଣାଉଛନ୍ତି। ନିକଟରେ ବଲିଉଡ୍‌ରେ ଭାଗ୍ୟ ପରୀକ୍ଷା କରୁଥିବା ଜଣେ ସିନେ କଳାକାର ଭୁବନେଶ୍ୱରରେ ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା।…

ରାଜ୍ୟ ପାଇଁ ଗୌରବ ଆଣିଲେ କୋରାପୁଟର ଝିଅ ପ୍ରାଞ୍ଜଳ, ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଚମକିଲେ

କୋଟପାଡ଼,୮ା୧୧ (ଡି.ଏନ.ଏ.): କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳର ପ୍ରାଞ୍ଜଳ ପାତ୍ର ଆନ୍ତଃ ରାଜ୍ୟସ୍ତରୀୟ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଗତ କିଛିଦିନ ପୂର୍ବେ ପ୍ରଥମେ ଜିରୋନ ପ୍ରଡକ୍ସନର ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି…

ଉପରାଷ୍ଟ୍ରପତି ପଦରେ ମୁଁ ପ୍ରଥମ ମହିଳା କିନ୍ତୁ ଶେଷ ନୁହେଁ: କମଲା

ୱାଶିଂଟନ,୮ ।୧୧: ଆମେରିକାର ୪୬ତମ ରାଷ୍ଟ୍ରପତି ପାଇଁ ନିର୍ବାଚନ ସରିଥିବା ବେଳେ ଫଳାଫଳ ବି ଆସି ଯାଇଛି । ଏଥିରେ ଡେମୋକ୍ରାଟିକ୍ ପାର୍ଟିର ଜୋସେଫ ଆର୍ ବାଇଡେନ୍ ବା ଜୋ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ଓ ଭାରତୀୟ ମୂଳ ବାସିନ୍ଦା କମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?